ସୋଫା କିଣିବା ପୂର୍ବରୁ…
ଘରର ଇଣ୍ଟେରିୟର ଲୁକ୍ ପାଇଁ ବିଭିନ୍ନ ଡିଜାଇନ୍ର ସୋଫା ମିଳୁଛି। ତେବେ ଆପଣଙ୍କ ଘରର ଡିଜାଇନ ଓ ସାଇଜ ଅନୁସାରେ କେଉଁଭଳି ସୋଫା କିଣିବାକୁ ହେବ ସେ ସମ୍ପର୍କରେ କିଛି ଧାରଣା ରହିବା ଜରୁରୀ… କିଣିବା ପୂର୍ବରୁ ଘରର ସ୍ଥାନ...
ପିଲାଙ୍କୁ ପଢ଼ାନ୍ତୁ ଗ୍ରୁପ୍ରେ
ଏକାଠି ଗ୍ରୁପ୍ ହୋଇ ବସି ପାଠ ପଢ଼ିବା ପିଲାଙ୍କ ପାଇଁ ବହୁତ ଭଲ। ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ବୃଦ୍ଧି ପାଇଥାଏ। ଏକୁଟିଆ ପଢ଼ିବା ବଦଳରେ ସାଙ୍ଗମାନଙ୍କ ସହ ଏବଂ ଘରେ ଭାଇଭଉଣୀଙ୍କ ସହ ପାଠ ପଢ଼ିବା ପିଲାଙ୍କ...
ପୁଣି ସତର୍କତାର ବେଳ
ପୁଣି ଡରାଇଲାଣି କରୋନା। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଖବର ଏବେ ଚିନ୍ତାରେ ପକାଇଛି ଗୃହିଣୀଙ୍କୁ। ପରିବାରର ସମସ୍ତଙ୍କୁ ସୁରକ୍ଷାବଳୟ ଭିତରେ ରଖିବା ଲାଗି ଯଥାସମ୍ଭବ ଘରୋଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି… କରୋନାର ଭୟାବହତାକୁ ଅଙ୍ଗେ ନିଭାଇଛନ୍ତି ସମସ୍ତେ। ତେଣୁ...
ବାତ ମାରୁଥିଲେ…
କୌଣସି ଛୋଟ ପିଲା କିମ୍ବା ବ୍ୟକ୍ତିଙ୍କୁ ବାତ ମାରୁଥିଲେ କେତୋଟି ବିଷୟ ପ୍ରତି ପ୍ରାଥମିକତା ଦେବା ନିହାତି ଜରୁରୀ। ଗୋଟିଏ କଥା ମନେରଖନ୍ତୁ ଯେ, ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ବାତ...
ଆବେଲ ପୁରସ୍କାର-୨୩
ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ପ୍ରଦାନ କରାଯାଉଥିବା ଗୋଟିଏ ଅନ୍ତର୍ଜାତୀୟ ବିଶିଷ୍ଟ ପୁରସ୍କାର। ଏହାକୁ ନରଓ୍ବେ ସରକାର ସେହି ଦେଶର ବିଶିଷ୍ଟ ଗଣିତଜ୍ଞ ନିଲ୍ସ ହେନେରିକ୍ ଆବେଲଙ୍କ ନାମରେ ପ୍ରତିଷ୍ଠା କରିଛନ୍ତି। ୨୦୦୩ରୁ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ଗଣିତଜ୍ଞଙ୍କୁ...
ଅନ୍ୟ ଗ୍ରହରେ ଜୀବନ ସନ୍ଧାନ
ସୂର୍ଯ୍ୟଙ୍କଠାରୁ ଦୂରତାକ୍ରମରେ ଚତୁର୍ଥ ଏବଂ ପୃଥିବୀ ନିକଟରେ ଥିବା ଅନ୍ୟ ଗ୍ରହଟି ହେଉଛି ମଙ୍ଗଳ ବା ଲୋହିତ ଗ୍ରହ। ଏହି ଗ୍ରହଟି ସୌର ମଣ୍ଡଳର ‘ଗୋଲଡିଲକ୍’ ଜୋନ୍ ବାହାରେ ଥିଲେ ମଧ୍ୟ ୨୦୧୫ ମସିହାରେ ‘ନାସା’ର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ...
ଭିନ୍ନ ଏଇ ଟୁଥ୍ପେଷ୍ଟ
ସକାଳ ହେଲେ ଲୋଡ଼ାହୁଏ ଟୁଥ୍ବ୍ରଶ୍ ଆଉ ଟୁଥ୍ପେଷ୍ଟ। ଯଦି ଟୁଥ୍ପେଷ୍ଟର ସ୍ବାଦ ଭଲ, ତେବେ ବ୍ରଶ୍ କରିବାକୁ ଭଲ ଲାଗେ। ଆଉ ଫ୍ରେଶ୍ ଅନୁଭବ ହୁଏ। ତେବେ ଜାଣନ୍ତି କି ଏମିତି ବି କିଛି ଭିନ୍ନସ୍ବାଦର ଟୁଥ୍ପେଷ୍ଟ ଅଛି, ଯାହା...
ଶିବ ମିଶ୍ରଙ୍କ ସୃଜନ ସଂସାର
ସାହିତ୍ୟ ସଂସ୍କୃତିକୁ ନେଇ ତାଙ୍କର ସ୍ବପ୍ନ ଓ ଦୁନିଆ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମିନିଗଳ୍ପ ରଚନାରେ ତାଙ୍କର ରହିଛି ଭିନ୍ନ ପରିଚୟ । ଏମିତିରେ ଦୀର୍ଘ ୬ଦଶନ୍ଧି ଧରି ତାଙ୍କର କଲମ ଚାଳନାରେ ସୃଷ୍ଟି କରିଛନ୍ତି ଶତାଧିକ ଗଳ୍ପ,...
ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ
ମାଣବସା ଗୁରୁବାର ଆସିଲେ ଯେବେ ମା’ ଘରେ ଏବଂ ଦୁଆରେ ଝୋଟି ଆଙ୍କୁଥିଲେ, ସେ ତାକୁ ଖୁବ୍ ଆଗ୍ରହରେ ଚାହିଁ ରହୁଥିଲେ। ନିଜେ ବି ଝୋଟି ଆଙ୍କିବାକୁ ଅଳି କରି ବସୁଥିଲେ। ଆଉ ତାଙ୍କ କୁନି କୁନି ହାତରେ ଆଙ୍କି...
ମା’ ହିଙ୍ଗୁଳାଙ୍କ ପାଇଁ ଚାନ୍ଦୁଆ କିଣିଥିଲି
ପିଲାଟି ଦିନରୁ ଏକ ସାଂଗୀତିକ ପରିବାର ଭିତରେ ବଢ଼ି ଆସିଥିଲି। ବାପାଙ୍କ କଣ୍ଠରୁ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଶୁଣୁଥିଲି। ମାଆ ବି ଭଜନ, ଜଣାଣ, ଛାନ୍ଦ, ଚମ୍ପୂ, ଚଉପଦୀ, ମଥୁରା ମଙ୍ଗଳ ଗାଇବା ସହିତ ଭାଗବତ ପୁରାଣ ପଢୁଥିଲା। ସବୁକୁ...
ସୁରକ୍ଷା ମନ୍ତ୍ର…
କେତେବେଳେ ପ୍ରବଳ ଗରମ ତ କେତେବେଳେ ଲାଗି ରହୁଛି ପ୍ରବଳ ବର୍ଷା। ଆଉ ପୁଣି କେତେବେଳେ ହଠାତ୍ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା। ତେବେ ପାଣିପାଗର ଏଭଳି ଅସ୍ବାଭାବିକ ପରିବର୍ତ୍ତନ କେବେ ସୃଷ୍ଟି କରୁଛି...
ସୁଖୀ ବୈବାହିକ ଜୀବନ ପାଇଁ …
ବୈବାହିକ ଜୀବନ ଯେତେ ସୁଖମୟ ହେବ ପରିବାରରେ ସେତେ ସୁଖଶାନ୍ତି ବଢିବ। ସେଥିପାଇଁ ସମସ୍ତଙ୍କର ଇଚ୍ଛା ଥାଏ ସୁଖୀ ଦାମ୍ପତ୍ୟ ଜୀବନ। ବାସ୍ତୁଶାସ୍ତ୍ରରେ ବି ଏଥିପାଇଁ ରହିଛି କିଛି ଉପାୟ; ଯାହାକୁ ଆପଣାଇ ଖୁସିରେ ବୈବାହିକ ଜୀବନକୁ ଉପଭୋଗ କରିହେବ…...
Archives


