ଅନ୍ତର୍ଜାତୀୟ

ଥରିଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ମାପ କରାଯାଇଛି। ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର...

ପେଟ୍ର ପାଭେଲ ହେଲେ ଚେକ୍‌ ରିପବ୍ଲିକର ନୂଆ ରାଷ୍ଟ୍ରପତି

ପ୍ରାଗ୍ୟୁ,୨୯।୧: ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମରିକ କମିଟିର ପୂର୍ବତନ ଅଧ୍ୟକ୍ଷ ପେଟ୍ର ପାଭେଲ ଚେକ୍‌ ରିପବ୍ଲିକର ନୂତନ ରାଷ୍ଟ୍ରପତି ହୋଇଛନ୍ତି। ପେଟ୍ର ପାଭେଲ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିବାଦୀୟ ରାଷ୍ଟ୍ରପତି ମିଲୋସ ଜେମାନଙ୍କୁ ସ୍ଥାନ ନେବା ପାଇଁ...

୨୦୨୫ରେ ହେବ ଭାରତ-ଚାଇନା ମଧ୍ୟରେ ମହାଯୁଦ୍ଧ!

ଓ୍ବାଶିଂଟନ୍‌,୨୯।୧: ଦୁଇ ବର୍ଷ ମଧ୍ୟରେ ଚାଇନା ଏବଂ ଆମେରିକା ମଧ୍ୟରେ ମହାଯୁଦ୍ଧ ହେବାର ସମ୍ଭାବନା ଅଛି। ଆମେରିକାର ବାୟୁସେନାର ବରିଷ୍ଠ ଜେନେରାଲଙ୍କ ଦାବି ପରେ ବିଶ୍ୱ ଚକିତ ହୋଇଯାଇଛି। ଜେନେରାଲ ମାଇକ ମିନିହାନ କହିଛନ୍ତି, ୨୦୨୫ରେ ଆମେରିକା ଏବଂ ଚୀନ...

ଦୁନିଆରୁ ଶୀଘ୍ର ଯିବ ନାହିଁ କରୋନା, ଟିକାକରଣ ଜରୁରୀ

ହଂକଂ,୨୯ା୧: ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପ୍ରାୟ ୭୧ ପ୍ରତିଶତ ଲୋକ ଦୀର୍ଘଦିନ ଧରି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରିକି କରୋନା ସଂକ୍ରମିତମାନେ ୬ ମାସରୁ ଅଧିକ ଧରି କାମ କରିବାକୁ ଅସମର୍ଥ ହୋଇଥିଲେ। କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ...

ଘାଟିରୁ ଖସିଲା ବସ୍‌, ଚାଲିଗଲା ୩୯ ଜୀବନ

ଇସଲାମାବାଦ,୨୯ା୧: ରବିବାର ପାକିସ୍ତାନର ଲାସବେଲା ଜିଲାର ଏକ ବସ୍‌ ଘାଟିରୁ ଖସିପଡ଼ିଥିବା ବେଳେ ଅତି କମ୍‌ରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଲାସବେଲା ଆସିଷ୍ଟାଣ୍ଟ କମିଶନର ହମଜା ଅଞ୍ଜୁମ କହିଛନ୍ତି, ୪୮ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି କ୍ୱେଟାଠାରୁ କରାଚି...

‘ଅନାବଶ୍ୟକ କଥା କହୁଛନ୍ତି ଇମ୍ରାନ’

ଇସଲାମାବାଦ,୨୯ା୧: ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲି ଜରଦାରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କୁ ନିନ୍ଦା କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସହ-ଚେୟାରମ୍ୟାନ ଜରଦାରୀଙ୍କୁ ହତ୍ୟା...

ଇଣ୍ଟରଭ୍ୟୁ ନେବାବେଳେ ଏଚ୍‌ଆର୍‌ଙ୍କ ଚାକିରି ଚାଲିଗଲା

ଓ୍ବାଶିଂଟନ୍‌,୨୯।୧: ବିଭିନ୍ନ ଆଇଟି କମ୍ପାନୀ ଏବେ କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ତେବେ ଏହି ସୂଚୀରୁ ଗୁଗଲ୍‌ ବାଦ୍‌ ପଡ଼ିନାହିଁ । କମ୍ପାନୀରୁ ଗୁଗଲ୍‌ ପାଖାପାଖି ୧୨,୦୦୦ କର୍ମଚାରୀଙ୍କୁ ବାହାର କରିବା ନେଇ ଘୋଷଣା କରିଛି। ଗୁଗଲ୍‌ରେ ଏଚ୍‌ଆର୍‌ (ହ୍ୟୁମାନ...

ଇରାନର ଇସଫାହାନ ସହରରେ ଡ୍ରୋନ୍ ଆକ୍ରମଣ, ଟାର୍ଗେଟରେ ମିଲିଟ୍ରି ସାଇଟ

ତେହେରାନ,୨୯ ।୧: ଇରାନର ସେଣ୍ଟ୍ରାଲ ସହର ଇସଫାହାନରେ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ସମୟରେ ଏକ ସାମରିକ କାରଖାନାରେ ଖୁବ ଜୋରରେ ଶବ୍ଦ ଶୁଣାଯାଇଥିଲା । ତେବେ ଏହା ଏକ ବିଫଳ ଡ୍ରୋନ ଆକ୍ରମଣ ବୋଲି ଇରାନର ପ୍ରତିରକ୍ଷା...

ତାଲିବାନ ସରକାରଙ୍କ ନୂଆ ନିର୍ଦ୍ଦେଶ, ଘରୋଇ ବିଶ୍ୱିଦ୍ୟାଳୟରେ ମହିଳାଙ୍କୁ ମିଳିବନି ପଞ୍ଜିକରଣ ଅନୁମତି

କାବୁଲ,୨୯ ।୧: ଆଫଗାନିସ୍ତାନର ତାଲିବାନ ସରକାର ଘରୋଇ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କୁ ବୟସ୍କ ହେବା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷାରେ ପଞ୍ଜିକରଣ ଅନୁମତି ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆସୋସିଏଶନ ଅଫ ପ୍ରାଇଭେଟ ୟୁନିଭର୍ସିଟି କହିଛି,...

ଇମ୍ରାନଙ୍କ ସୁରକ୍ଷା ଫେରାଇ ନେଲେ ପାକିସ୍ତାନ ସରକାର

ଇସଲାମାବାଦ,୨୯ ।୧: ରାଜଧାନୀ ପୋଲିସ ପିଟିଆଇ ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଘର ବନି ଗାଲାରୁ ସୁରକ୍ଷା ଫେରାଇ ନେଇଛନ୍ତି ଓ କାର୍ଯ୍ୟବାହକ ପ୍ରାନ୍ତିୟ ସରକାର ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷାର୍କମୀଙ୍କୁ ଫେରାଇ ନେଇଛନ୍ତି...

ପ୍ରବଳ ବର୍ଷାରେ ବେହାଲ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର, ୩ ମୃତ, ବିମାନ ବନ୍ଦରରେ ଫସିଲେ ଶହ ଶହ ଯାତ୍ରୀ

ୱେଲିଂଟନ,୨୯ ।୧: ନ୍ୟୁଜିଲାଣ୍ଡର ସବୁଠାରୁ ବଡ ସହର ଅକଲାଣ୍ଡ ସହରରେ ଲଗାତାର ମୁଷଳ ଧାରରେ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ଏବେ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା...

ଇରାନରେ ଭୂକମ୍ପ, ୭ ମୃତ, ୪୪୦ ଆହତ

ତେହେରାନ,୨୯ ।୧: ଉତ୍ତର ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳର ଖୋୟେ ସହରରେ ଶନିବାର ରାତିରେ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି । ଏହାଦ୍ୱାରା ବହୁ ପରିମାଣରେ ଧନଜୀବନ ହାନୀ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri