ଅନ୍ତର୍ଜାତୀୟ

ଆମେରିକାରେ ଥମୁନି ବନ୍ଧୁକ କାରବାର, ବର୍ଷକ ଭିତରେ ଜବତ ହେଲାଣି ୬୫୪୨ ବନ୍ଧୁକ

ଓ୍ବାଶିଂଟନ,୨୦ା୨: ଫିଲାଡେଲଫିଆ ବିମାନବନ୍ଦର ଦେଇ ଗତବର୍ଷ ଉଡ଼ାଣ କରିଥିବା ଜଣେ ମହିଳା ତାଙ୍କ ବ୍ୟାଗରେ ସ୍ନାକ୍ସ, ଔଷଧ ଏବଂ ଫୋନ ପ୍ୟାକ୍‌ କରିଥିଲେ। ସେ ବ୍ୟାଗରେ ବ୍ଲାକ୍‌ ହୋଲଷ୍ଟରରେ ଥିବା ୩୮୦-କ୍ୟାଲିବର୍‌ ହ୍ୟାଣ୍ଡଗନଙ୍କୁ କାଢ଼ିବାକୁ ଭୁଲି ଯାଇଥିଲେ। ମହିଳାଠାରୁ ବନ୍ଧୁକ ଜବତ…

ବ୍ରାଜିଲ ବନ୍ୟାରେ ୩୬ ମୃତ

ବ୍ରାସିଲିଆ,୨୦ା୨: ବ୍ରାଜିଲର ଦକ୍ଷିଣ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଭୂସ୍ଖଳନ ଘଟି ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ବାସହରା ହୋଇଯାଇଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।…

ଆଫ୍ରିକୀୟ ୟୁନିଅନ ଇସ୍ରାଏଲର ପର୍ଯ୍ୟବେକ୍ଷକ ମାନ୍ୟତାକୁ ରଦ୍ଦ କଲା…

ଆଦିସ ଆବା,୨୦।୨ : ଆଫ୍ରିକୀୟ ୟୁନିଅନ ଇସ୍ରାଏଲର ପର୍ଯ୍ୟବେକ୍ଷକ ମାନ୍ୟତା ରଦ୍ଦ କରିଛି। ଯାହା ପରେ ଇସ୍ରାଏଲକୁ ଆଫ୍ରିକୀୟ ୟୁନିଅନ ବୈଠକକୁ ନିମନ୍ତ୍ରଣ କରାଯାଇ ନାହିଁ। ଏଥି ସହିତ ଆଫ୍ରିକୀୟ ୟୁନିଅନର ଏହି ନିଷ୍ପତ୍ତିରେ କ୍ରୋଧିତ ହୋଇ ଇସ୍ରାଏଲ ଇରାନ ବିରୁଦ୍ଧରେ…

ଆମେରିକାର ଆକାଶରେ ପୁଣି ଗୁପ୍ତଚର ବେଲୁନ…

ଓ୍ବାଶିଂଟନ,୨୦।୨ : ଆମେରିକାର ଆକାଶରେ ପୁଣି ଥରେ ଏକ ଗୁପ୍ତଚର ବେଲୁନ ଦେଖାଦେଇଛି। ଖବର ଅନୁଯାୟୀ, ଏହି ବେଲୁନ ହାୱାଇ ରାଜ୍ୟର ହନୋଲୁଲୁ ପ୍ରଦେଶର ପୂର୍ବ ଅଞ୍ଚଳରେ ଦେଖିବାକୁ ମିଳିଛି। ଉଲ୍ଲେଖନୀୟ କଥା ହେଉଛି, ଯେଉଁଠାରେ ଏହି ବିଶାଳ ବେଲୁନ ଦେଖାଯାଇଛି,…

ଋଣ ପ୍ରଦାନ ପାଇଁ ଆଇଏମଏଫର ସର୍ତ୍ତ, ଚିନ୍ତାରେ ପାକିସ୍ତାନ…

ଇସଲାମାବାଦ,୨୦।୨ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା କହିଛନ୍ତି ଯେ ଗରିବ ଲୋକଙ୍କୁ ସୁରକ୍ଷା ଦେବା ଏବଂ ଧନୀ ଲୋକଙ୍କୁ ଟିକସ ଦେବା ଆବଶ୍ୟକ। ଏଥିସହ ସେ ପାକିସ୍ତାନ ସରକାରଙ୍କୁ ମଧ୍ୟ କହିଛନ୍ତି ଯେ ଏହି…

ଭାରତରେ ଗାଈ-ମୂଷାଙ୍କର ହେଉଛି ପୂଜା, ଆମେରିକୀୟ ଲେଖିକାଙ୍କ ବିଦାଦୀୟ ମନ୍ତବ୍ୟ,ନିକ୍କିଙ୍କୁ ଟାର୍ଗେଟ…

ଓ୍ବାଶିଂଟନ,୨୦।୨ : ରକ୍ଷଣଶୀଳ ଆମେରିକୀୟ ଲେଖକ ଆନ କୁଲଟର ଭାରତୀୟ-ଆମେରିକୀୟ ନେତା ନିକ୍କି ହାଲେଙ୍କ ଉପରେ ଅନେକ ଜାତିଆଣ ମନ୍ତବ୍ୟ ଦେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଭାବରେ ନିକ୍କି ପୂର୍ବତନ…

ଭାରତ ସହ ଆଲୋଚନା ପାଇଁ ଚାହୁଁଛି ପାକିସ୍ତାନ, ଗଣମାଧ୍ୟମ-ବାଣିଜ୍ୟକୁ ଗୁରୁତ୍ୱ ଦେଲେ ପୂର୍ବତନ ସେନା ମୁଖ୍ୟ…

ଇସଲାମାବାଦ,୨୦।୨ : ଖରାପ ଅର୍ଥନୈତିକ ଅବସ୍ଥା ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି। ବର୍ତ୍ତମାନ ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ଚାହୁଁଛି। ପାକିସ୍ତାନର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଭାରତ ସହ କଥା ହେବା ଆବଶ୍ୟକ। ୧୪…

ପୁଟିନ ଅସୁସ୍ଥ ନେଇ ପୁଣି ଚର୍ଚ୍ଚା…

ମସ୍କୋ,୨୦।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟ ବିଷୟରେ ଗଣମାଧ୍ୟମରେ ଅନେକ ସମୟରେ କଳ୍ପନାଜଳ୍ପନା ଚାଲିଛି। ପୁଟିନ କିଛି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିବା ଅନେକ ଥର ରିପୋର୍ଟରେ ଦର୍ଶାଯାଇଛି। ଏବେ ପୁଣି ଥରେ ଗଣମାଧ୍ୟମରେ ରୁଷିଆ ରାଷ୍ଟ୍ରପତିଙ୍କ…

ଜୟଶଙ୍କରଙ୍କ ୟୁରୋପୀୟ ମାନସିକତାକୁ ଜର୍ମାନ ଚାନ୍ସଲରଙ୍କ ସମର୍ଥନ…

ମ୍ୟୁନିକ,୨୦।୨ : ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ଜର୍ମାନ ଚାନ୍ସେଲର ଓଲଫ ସ୍କୋଲଜ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଭାଇରାଲ “ୟୁରୋପୀୟ ମାନସିକତା” ମନ୍ତବ୍ୟକୁ ଉଲ୍ଲେଖ କରିଛନ୍ତି। ଗତ ବର୍ଷ ସ୍ଲୋଭାକିଆରେ ଗ୍ଳୋବସେକ୍‌ ବ୍ରାଟିସଲାଭା ଫୋରମର ୧୭ ତମ ସଂସ୍କରଣରେ ରୁଷିଆ-ୟୁକ୍ରେନ…

ଜାପାନରେ ୫.୫ ତୀବ୍ରତାର ଭୂକମ୍ପ

ଟୋକିଓ,୨୦ ।୨: ଥରି ଉଠିଛି ଜାପାନ । ପୁଣି ଲୋକେ ଭୟଭୀତ । ଜାପାନରେ ରିକ୍ଟର ସ୍କେଲରେ ୫.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି । ୟୁରୋପିୟନ ମେଡିଟେରେନିୟନ ସିସ୍ମୋଲେଜିକାଲ ସେଣ୍ଟର(ଇଏମଏସସି) ଭୂକମ୍ପ ସମ୍ପର୍କରେ ସୂଚନା ଦେଇଛି । ଏହି…

ଗର୍ଭନିରୋଧକ ବନ୍ଦ କଲା ତାଲିବାନ

କାବୁଲ,୨୦।୨ : ଆଫଗାନିସ୍ତାନରେ ତାଲିବାନ ୨୦୨୧ ଅଗଷ୍ଟରେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ଅଧିକାର କ୍ଷୁଣ୍ଣ କରିବାରେ ଲାଗିଛି। ଏବେ ସେମାନେ ଗର୍ଭନିରୋଧକ (କଣ୍ଟ୍ରାସେପ୍ଟିଭ୍‌)କୁ ବେଆଇନ ଘୋଷଣା କରିଛନ୍ତି। ଆଫଗାନିସ୍ତାନର ଦୁଇଟି ମୁଖ୍ୟ ସହରରେ ଏହାର ବିକ୍ରି ବନ୍ଦ କରାଯାଇଛି। ମହିଳାମାନେ…

ଶାନ୍ତି ଆଲୋଚନା ଚାହୁଁ ନାହାନ୍ତି ପାଶ୍ଚାତ୍ୟ ରାଷ୍ଟ୍ର

ମସ୍କୋ,୨୦।୨ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଆଉ ୪ ଦିନ ପରେ ବର୍ଷେ ପୂରିବ। ତେବେ ଯୁଦ୍ଧର ସମାଧାନ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ଆଗ୍ରହ ଦେଖାଉ ନ ଥିବା ମସ୍କୋ ଅଭିଯୋଗ କରିଛି। ପାଶ୍ଚାତ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri