ଚାଇନା ଦେଲା ଶାନ୍ତି ପ୍ରସ୍ତାବ
ବେଜିଂ,୨୫ା୨: ୟୁକ୍ରେନ୍ରେ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଚାଇନା ଶୁକ୍ରବାର ଶାନ୍ତି ପ୍ରସ୍ତାବ ଦେଇଛି। କିନ୍ତୁ ପାଶ୍ଚାତ୍ୟ ଶକ୍ତିଗୁଡ଼ିକ ଏହାକୁ ତତ୍କାଳ ଅଗ୍ରାହ୍ୟ କରିବା ସଙ୍ଗେ ସଙ୍ଗେ ମସ୍କୋ ସହ ଘନିଷ୍ଠତା ନ ବଢ଼ାଇବାକୁ ବେଜିଂକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି…
ଅଜେୟ ୟୁକ୍ରେନ୍
କିଭ୍,୨୫ା୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁକ୍ରେନ୍ରେ ଲଢ଼ାଯାଉଛି ୟୁରୋପର ସବୁଠୁ ଲମ୍ବା ଲଢ଼େଇ। ରୁଷିଆର ଏହି ଆକ୍ରମଣକୁ ଶୁକ୍ରବାର ବର୍ଷେ ପୂରଣ ହୋଇଛି। ସଂଘର୍ଷର ବର୍ଷପୂର୍ତ୍ତି ଅବସରରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି, ଆମ ଦେଶ ସାରା ବିଶ୍ୱକୁ ପ୍ରେରଣା…
ରୁଷିଆ ସହ ସମ୍ପର୍କ ଶେଷ କରିବ ନାହିଁ ଭାରତ, ଆଶା କରୁଛୁ ୟୁକ୍ରେନ ବିବାଦକୁ ଶେଷ କରିବାକୁ ହେବ ପ୍ରୟାସ: ଆମେରିକା
ୱାଶିଂଟନ,୨୫ ।୨: ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାରେ ଆମେରିକାର ସହାୟକ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ରୁଷିଆ-ୟୁକ୍ରେନ୍ ସଂଘର୍ଷକୁ ନେଇ ଭାରତ ଚିନ୍ତାଧାରାକୁ ନେଇ ଆମେରିକି ଦୃଷ୍ଟିକୋଣ ବ୍ୟକ୍ତ କରିଛନ୍ତି । ସେ ଦାବି କରି କହିଛନ୍ତି, ଆମେରିକାକୁ ଲାଗୁନାହିଁ…
୩୬୫ ଦିନରେ ଯୁଦ୍ଧ
ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ମସ୍କୋ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ସୀମାକୁ ପର୍ଯ୍ୟାପ୍ତ ସୈନ୍ୟ ଓ ସାମରିକ ଉପକରଣ ପଠାଉଛି। ଅନ୍ତର୍ଜାତୀୟ ସମୁଦାୟର କଟକଣା ଯୋଗୁ ରୁଷିଆର ଆର୍ଥତ୍କ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ତୈଳ ଓ ଗ୍ୟାସ୍ ରପ୍ତାନି ଭଳି ରାଜସ୍ବର…
ଆଫଗାନିସ୍ତାନ-ପାକିସ୍ତାନ ସୀମା ପୁଣି ବନ୍ଦ
କାବୁଲ,୨୪ା୨: ଆଫଗାନିସ୍ତାନ ସହ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ସୀମାକୁ ଖୋଲା ଯିବାର କିଛି ଘଣ୍ଟା ପରେ ଏହାକୁ ପୁଣି ବନ୍ଦ କରି ଦିଆଯାଇଛି। ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ତାଲିବାନ ଶାସକ ରବିବାର ଏହି କ୍ରସିଂ ବନ୍ଦ କରିଥିଲେ। ଏହାକୁ…
ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ
କିଭ୍,୨୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ବର୍ଷେ ପୂରଣ ହୋଇଛି। ୨୪ ଫେବୃଆରୀ ୨୦୨୨ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଗୋଟିଏ…
ୟୁକ୍ରେନକୁ ଆଉ ୨ ବିଲିୟନ ଡଲାର ସହାୟତା ଦେଲା ଆମେରିକା
କିଭ୍,୨୪।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଗୋଟିଏ ବର୍ଷ ବିତିଗଲାଣି। ଗୋଟିଏ ପଟେ ଆମେରିକାର ନେତୃତ୍ୱରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି। ଏଥି ସହିତ ରୁଷିଆ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ଏହି ସମୟରେ ଆମେରିକା…
ପାକିସ୍ତାନରେ ଭୂକମ୍ପ ଝଟକା
ଇସଲାମାବାଦ,୨୪।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ସକାଳ ୬ଟାରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଯଦି ଆମେ ସାରା ବିଶ୍ୱରେ…
‘ଆମକୁ କେବଳ ମୋଦି ଦରକାର’
ଇସ୍ଲାମାବାଦ,୨୪।୨:ପାକିସ୍ତାନୀ ୟୁଟ୍ୟୁବର ସାନା ଅମଜାଦ୍ ପୋଷ୍ଟ କରିଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦେଶରେ ଦରଦାମ୍ ବୃଦ୍ଧିକୁ ନେଇ ଅତିଷ୍ଠ ସାନା ଶେହବାଜ୍ ଶରିଫ୍ ସରକାରଙ୍କୁ ଉକ୍ତ ଭିଡିଓରେ ସମାଲୋଚନା କରିବା ସହ ଆଲ୍ଲା ଆମକୁ ମୋଦି ଦିଅ ବୋଲି…
ପ୍ରତି ୨ ମିନିଟ୍ରେ ଜଣେ ମହିଳାଙ୍କ ମୃତ୍ୟୁ: ଜାତିସଂଘ
ଜେନେଭା,୨୪।୨:ବିଗତ ୨୦ ବର୍ଷ ମଧ୍ୟରେ ମାତୃମୃତ୍ୟୁ ହାର ଏକତୃତୀୟାଂଶ ହ୍ରାସ ପାଇଛି। ଏହା ସତ୍ତ୍ୱେ ଏବେ ପ୍ରତି ଦୁଇ ମିନିଟ୍ରେ ଜଣେ ମହିଳା ଗର୍ଭାବସ୍ଥାରେ କିମ୍ବା ସନ୍ତାନ ପ୍ରସବରେ ଜଟିଳତା କାରଣରୁ ପ୍ରାଣ ହରାଉଥିବା ଗୁରୁବାର ଜାତିସଂଘ ରିପୋର୍ଟରେ କୁହାଯାଇଛି। ଉକ୍ତ…
ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ‘ୟୁକ୍ରେନରୁ ବାହାରୁ ରୁଷିଆ’ ମିଳିତ ଜାତିସଂଘରେ ଯୁଦ୍ଧ ବିରୋଧରେ ପ୍ରସ୍ତାବ ପାସ, ଭୋଟିଂରୁ ଦୂରେଇ ରହିଲା ଭାରତ
ନ୍ୟୁୟର୍କ,୨୪ ।୨: ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ କରାଯାଇଥିବା ଆକ୍ରମଣ ମଧ୍ୟରେ ଭାରତୀୟ ସମୟ ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ମିଳିତ ଜାତିସଂଘର ସାଧାରଣ ସଭା(ୟୁଏନଜିଏ)ରେ ଏକ ପ୍ରସ୍ତାବ ପାରିତ ହୋଇଛି । ମିଳିତ ଜାତିସଂଘର ସାଧାରଣ ସଭା ୟୁକ୍ରେନରେ ଏକ…
ଅନ୍ତର୍ଜାତୀୟ ମଞ୍ଚରେ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ
କାଲିଫର୍ନିଆ, ୨୪।୨: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ପାକିସ୍ତାନ ବିରୋଧରେ ଭାରତ ନିଜର ‘ଜବାବର ଅଧିକାର’ ବ୍ୟବହାର କରିଛି। ଆତଙ୍କବାଦୀଙ୍କୁ ନିରାପଦ ସ୍ଥାନ ପ୍ରଦାନ କରୁଥିବା ଦେଶ ଭାବରେ ପାକିସ୍ତାନ ନିଜ ଟ୍ରାକ ରେକର୍ଡକୁ ଦେଖିବା ପାଇଁ ପରାମର୍ଶ ଦେଇଛି…
Archives


