ଇଟାଲୀ ଡଙ୍ଗା ଦୁର୍ଘଟଣାରେ ପାକିସ୍ତାନର ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି: ପ୍ରଧାନମନ୍ତ୍ରୀ
ଇସଲାମାବାଦ,୨୭ା୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସୋମବାର କହିଛନ୍ତି, ଇଟାଲୀରେ ଏକ ଡଙ୍ଗା ଦୁର୍ଘଟଣାରେ ୨୪ରୁ ଅଧିକ ପାକିସ୍ତାନୀଙ୍କ ସମେତ ୫୯ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକି ଅତ୍ୟନ୍ତ ଚିନ୍ତାଜନକ ଏବଂ ଦୁଃଖଦାୟକ। ସେ କହିଛନ୍ତି, ରବିବାର ଇଟାଲୀର ଦକ୍ଷିଣ ଉପକୂଳବର୍ତ୍ତୀ…
ଇସଲାମ ଉଗ୍ରବାଦୀଙ୍କ ଟାର୍ଗେଟରେ ପାକିସ୍ତାନ ପୋଲିସ
ଇସଲାମାବାଦ,୨୭ା୨: ପାକିସ୍ତାନର ପେଶାୱାରରେ ଆତ୍ମଘାତୀ ବିସ୍ଫୋରଣରେ ୨୨୧ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ୯୩ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ପୋଲିସ କର୍ମଚାରୀ ଥିଲେ। ଆତଙ୍କବାଦୀମାନେ ପୋଲିସ ପରିସରରେ ନିର୍ମିତ ଏକ ମସଜିଦ୍ ଉପରେ ଏହି ଆକ୍ରମଣ…
ଆମେରିକା-ରୁଷିଆ: ସ୍ଥଳ ଭାଗରେ ପରମ ଶତ୍ରୁ, ମହାକାଶରେ ଉତ୍ତମ ବନ୍ଧୁ…
ଓ୍ବାଶିଂଟନ/ମସ୍କୋ,୨୭।୨ : ଦଶନ୍ଧି ଧରି ଆମେରିକା ଏବଂ ରୁଷିଆ ସ୍ଥଳ ଭାଗରେ ପରସ୍ପରର ପରମ ଶତ୍ରୁ ହୋଇଥାଇ ପାରନ୍ତି, କିନ୍ତୁ ମହାକାଶରେ ତାହା ନୁହେଁ। ରୁଷି ଏବଂ ୟୁକ୍ରେନ ଯୁଦ୍ଧର ଏକ ବର୍ଷ ବିତିଗଲାଣି। କେବେ ଏହି ଯୁଦ୍ଧ ଶେଷ ହେବ,…
କାଲିଫର୍ନିଆରୁ ନିର୍ବାଚନ ଲଢ଼ିବେ ମୂଳ ଭାରତୀୟ ଦର୍ଶନା ପଟେଲ…
ଓ୍ବାଶିଂଟନ,୨୭।୨ : ୨୦୨୪ରେ କାଲିଫର୍ନିଆ ରାଜ୍ୟ ବିଧାନସଭା ନିର୍ବାଚନରେ ମୂଳ ଭାରତୀୟ ରିସର୍ଚ୍ଚ ବୈଜ୍ଞାନିକ ଦର୍ଶନା ପଟେଲ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦର୍ଶନା ପଟେଲ ଏହା ଘୋଷଣା କରିଛନ୍ତି। ୪୮ ବର୍ଷ ବୟସ୍କା ପଟେଲ ଉତ୍ତର କାଉଣ୍ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି…
ନେପାଳ ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ ବାତିଲ
କାଠମାଣ୍ଡୁ,୨୭ା୨: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ କତାର ଗସ୍ତ ବାତିଲ କରାଯାଇଛି। ସୋମବାର ଅଧିକାରୀମାନେ କହିଛନ୍ତି, ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟବସ୍ଥା ହେତୁ ଏହି ଯାତ୍ରାକୁ ବାତିଲ କରିବାକୁ ପଡ଼ିଛି। ଦୁଇ ମାସ ପୂର୍ବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ…
ଇଣ୍ଡୋନେସିଆରେ ଘଣ୍ଟାଏ ମଧ୍ୟରେ ୫ ଥର ଭୂକମ୍ପ, ଲୋକେ ଆତଙ୍କିତ, ରାସ୍ତାରେ ବିତିଲା ରାତି…
ଜାକର୍ତ୍ତା,୨୭।୨ : ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ହୋଇଛି। ସୋମବାର ମାତ୍ର ୧ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ୫ ଥ ଭୂକମ୍ପ ହୋଇଥିଲା। ଏସବୁର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରୁ ୪.୫ ପର୍ଯ୍ୟନ୍ତ ଥିଲା। କୁହାଯାଉଛି ଯେ ଗୋଟିଏ…
ଚାଇନାରେ ଭୂକମ୍ପ: ତୀବ୍ରତା ରିକ୍ଟର ସ୍କେଲରେ ୫.୧…
ବେଜିଂ,୨୭।୨ : ଚାଇନାର ଉତ୍ତର-ପଶ୍ଚିମ ପ୍ରଦେଶର ଶିଜିଆଙ୍ଗରେ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ, ଆକସୁ ଅଞ୍ଚଳର ୱେନସୁ କାଉଣ୍ଟିରେ ସକାଳ ୭ ଟା ୫୮ ରେ ଏହା ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧…
ତାଇଓ୍ବାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭୟ କରୁଛନ୍ତି ଜିନପିଙ୍ଗ୍…
ବେଜିଂ/ତାଇପେ/ଓ୍ବାଶିଂଟନ,୨୭।୨ : ରୁଷିଆ ୟୁକ୍ରେନରେ ଯୁଦ୍ଧ ଆରମ୍ଭ କରିବା ଭୁଲ ହୋଇଥିବା ଚର୍ଚ୍ଚା ହେଉଛି। ଅନେକ ରିପୋର୍ଟରେ କୁହାଯାଇଛି ଯେ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ନିଜେ ଜାଣି ନ ଥିଲେ ଯେ ଏହି ଯୁଦ୍ଧ ଏତେ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ…
ଅନ୍ତରାଷ୍ଟ୍ରୀୟ ସ୍ତରରେ ବଢିବ ଭାରତର ଭୂମିକା, ଆମେରିକା ସରକାରଙ୍କ ଦାବି ଜି-୨୦ ଅଧ୍ୟକ୍ଷତାରୁ ମିଳିବ ଲାଭ
ୱାଶିଂଟନ,୨୭ ।୨: ଆମେରିକା ସରକାରଙ୍କ ଜଣେ ବରିଷ୍ଠ ଅଦିକାରୀ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଗାମୀ ଦିନରେ ଭାରତର ଭୂମିକା ବୃଦ୍ଧି ହେବ । ଏହାସହ ସେ କହିଛନ୍ତି, ଭାରତ ଓ ଆମେରିକା ପରସ୍ପରର ନିକଟତର ହେବେ । ଗତ ସପ୍ତାହରେ ସିଲିକନ…
ଆସନ୍ତା ୫ ବର୍ଷ ପାଇଁ ବିକାଶଶୀଳ ଦେଶର ସୈନ୍ୟଙ୍କୁ ତାଲିମ ଦେବ ଚାଇନା…
ବେଜିଂ,୨୭।୨ : ଆଗାମୀ ୫ ବର୍ଷ ପାଇଁ ଚାଇନା ବିକାଶଶୀଳ ଦେଶର ସୈନିକମାନଙ୍କୁ ତାଲିମ ଦେବ । ପ୍ରାୟ ୫ ହଜାର ସୁରକ୍ଷା କର୍ମୀଙ୍କୁ ତାଲିମ ଦେବ ବୋଲି ଚାଇନା ଯୋଜନା ପ୍ରକାଶ କରିଛି। ଏହି ପଦକ୍ଷେପ ଏପରି ଏକ ସମୟରେ…
ଉହାନ ଲ୍ୟାବରେ ତିଆରି ହୋଇଥିଲା କରୋନା ଭୂତାଣୁ: ଆମେରିକା…
ଓ୍ବାଶିଂଟନ/ବେଜିଂ,୨୭।୨ : କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଅନେକ ଦେଶ ଟିକା ଦେବାରେ ସଫଳ ହୋଇଥିଲେ ମଧ୍ୟ କରୋନା ମାମଲା ଥମି ନାହିଁ। ସମଗ୍ର ବିଶ୍ୱରେ ଅନୁସନ୍ଧାନକାରୀ ସଂସ୍ଥା ଚାଇନାକୁ କରୋନାଙ୍କ ଉତ୍ପତ୍ତି ପାଇଁ ଦାୟୀ କରୁଛନ୍ତି।…
ଭୂକମ୍ପ ଯୋଗୁ ନିର୍ବାଚନ ରଣନୀତି ବଦଳାଇଲେ ଏର୍ଦୋଗନ…
ଆଙ୍କରା,୨୭।୨ : ଫେବୃଆରୀ ୬ରେ ତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପରେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ହଜାର ହଜାର ଘର ଅଳିଆ ଗଦାରେ ପରିଣତ ହୋଇଛି। ୫୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୮୦ ବିଲିୟନ…
Archives


