ଅନ୍ତର୍ଜାତୀୟ

ମସ୍କଙ୍କ ବିରୋଧରେ ମକଦ୍ଦମା କଲେ ପରାଗ

ସାନ୍‌ଫ୍ରାନ୍ସିସ୍କୋ, ୧୨।୪: ମାଇକ୍ରୋ ବ୍ଲଗିଂ ଜାଏଣ୍ଟ ଟୁଇଟରରୁ ବାହାର ହୋଇଥିବା ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମେତ ଆଉ ୨ ପୂର୍ବତନ ଏକ୍‌ଜିକ୍ୟୁଟିଭ୍‌ ଏଲନ ମସ୍କଙ୍କ ବିରୋଧରେ ଏକ କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି। କମ୍ପାନୀ ପୂର୍ବ ଚୁକ୍ତି ଅନୁସାରେ ଉକ୍ତ…

ରୁଷିଆର ସବୁଠୁ ସକ୍ରିୟ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ

ମସ୍କୋ, ୧୨ା୪: ରୁଷିଆର ସବୁଠୁ ସକ୍ରିୟ ଆଗ୍ନେୟଗିରି ଭାବେ ପରିଚିତ ଶିଭେଲୁଚ୍‌ ଭଲ୍‌କାନୋରୁ ମଙ୍ଗଳବାର ଲାଭା ଉଦ୍‌ଗିରଣ ହୋଇଛି। କାମଚାଟ୍‌କା ପେନିନ୍‌ସୁଲାରେ ଥିବା ଆଗ୍ନେୟଗିରି ଲାଭା ସହ ପାଉଁଶ ୧୦ କିଲୋମିଟର ପର୍ଯ୍ୟନ୍ତ ଉଠିଥିଲା। ଫଳରେ ଉକ୍ତ ଅଞ୍ଚଳ ଦେଇ ବିମାନ…

ଆମେରିକାରେ ମାଂସଭକ୍ଷୀ ବ୍ୟାକ୍ଟେରିଆ ଆତଙ୍କ

ଓ୍ବାଶିଂଟନ୍‌, ୧୨।୪: ଆମେରିକାର ପୂର୍ବତଟରେ ମାଂସଭକ୍ଷୀ ବ୍ୟାକ୍ଟେରିଆ ଦ୍ୱାରା ଲୋକେ ଭିବ୍ରିଓ ଭଲନିଫିକସ୍‌ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ବିରଳ ବ୍ୟାକ୍ଟେରିଆ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଗରମ ଜଳ ଯୋଗୁ ସ୍ଥାନୀୟ ଲୋକେ ଏହି…

ଅର୍ଥ ସଙ୍କଟ: ଶ୍ରୀଲଙ୍କା ପୌରପରିଷଦ ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

କଲମ୍ବୋ,୧୧।୪ : ଅର୍ଥ ଅଭାବରୁ ବାଲାଟ ପେପର ଛାପିବାରେ ଅସମର୍ଥ ହୋଇ ଶ୍ରୀଲଙ୍କାରେ ପୌରପରିଷଦ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ଏହାର ସବୁଠାରୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଫଳରେ ସରକାର…

ଆମେରିକାର ମିତ୍ର ହୋଇ ବି ରୁଷିଆକୁ ଇଜିପ୍ଟ ଯୋଗାଇବ ୪୦ ହଜାର ବିପଜ୍ଜନକ ରକେଟ…

କାଏରୋ,୧୧।୪ : ଗତ ବର୍ଷଠାରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ବର୍ତ୍ତମାନ ଇଜିପ୍ଟକୁ ରୁଷିଆର ସାହାଯ୍ୟକାରୀ ମଧ୍ୟ କୁହାଯାଉଛି। ଆମେରିକାର ଗୁପ୍ତଚର ତଥ୍ୟ ଅନୁଯାୟୀ, ଯୁଦ୍ଧ ସମୟରେ ଗୁଳିଗୋଳା ସାମଗ୍ରୀ ବୃଦ୍ଧି ପାଇଁ ଇଜିପ୍ଟ ଗୁପ୍ତ ଭାବରେ ରୁଷିଆକୁ ପ୍ରାୟ ୪୦ ହଜାର…

ମ୍ୟାନମାରରେ ସାମରିକ ଶାସକଙ୍କ ନରସଂହାର: ୩୦ରୁ ଅଧିକ ମୃତ…

ନାପିଦ୍ୱ,୧୧।୪ : ମ୍ୟାନମାରର କେନ୍ଦ୍ରୀୟ ଅଞ୍ଚଳରେ ସାମରିକ ଶାସକଙ୍କ ନରସଂହାରରେ ୩୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାମରିକ ନିୟମକୁ ବିରୋଧ କରିବା ପାଇଁ ଆନ୍ଦୋଳନକାରୀମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ତେବେ ସାମରିକ ଶାସକ ବିଦ୍ରୋହୀଙ୍କ ଉପରେ…

ଡ୍ରୋନ୍‌ ମାଧ୍ୟମରେ ଚୋରା ଅସ୍ତ୍ରଶସ୍ତ୍ର କାରବାର ଆହ୍ବାନର ସମ୍ମୁଖୀନ ହେଉଛି ଭାରତ…

ଜେନେଭା,୧୧।୪ : ମିଳିତ ଜାତିସଂଘରେ ଭାରତର ପ୍ରତିନିଧୀ ରୁଚିରା କାମ୍ବୋଜ ନାମ ନ ନେଇ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ଜାତିସଂଘରେ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ କାରବାର ରୋକିବା ନେଇ ଚାଲିଥିବା ବିତର୍କରେ ସେ ସିଧାସଳଖ ପାକିସ୍ତାନକୁ ଘେରତଛନ୍ତି।…

ଆମେରିକା ରାଷ୍ଟ୍ରପତିଙ୍କ ଆୟାରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଉପୁଜିଲା ହିଂସା

ଓ୍ବାଶିଂଟନ,୧୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉତ୍ତର ଆୟାରଲ୍ୟାଣ୍ଡ ଯାତ୍ରାର ଗୋଟିଏ ଦିନ ପୂର୍ବରୁ, ଲଣ୍ଡନଡେରିରେ ହିଂସା ଉପୁଜିଛି। ସୂଚନା ଅନୁଯାୟୀ, କେତେଜଣ ଅଜ୍ଞାତ ବ୍ୟକ୍ତି ପେଟ୍ରୋଲ ବୋମା ଓ ଅନ୍ୟ ଜିନିଷ ସହ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି।…

ଫେସବୁକ, ଇନଷ୍ଟାଗ୍ରାମରେ ଏବେ ସର୍କୁଲେଟ ହେବନି ୧୮ ବର୍ଷରୁ କମ ବୟସର ପିଲାଙ୍କ ଅର୍ଦ୍ଧନଗ୍ନ ଫଟୋ, ଲଞ୍ଚ ହେଲା ‘ଟେକ ଇଟ ଡାଉନ’ ଟୁଲ

ଓ୍ବାଶିଂଟନ,୧୧।୪: ସୋସିଆଲ ମିଡିଆର ଜଣାଶୁଣା କମ୍ପାନୀ ମେଟା ୟୁଜର୍ସଙ୍କ ପାଇଁ ‘ଟେକ ଇଟ ଡାଉନ’ ଟୁଲ ଲଞ୍ଚ କରି ଦେଇଛି। ଏହି ଟୁଲ ସାହାଯ୍ୟରେ ପ୍ଲାଟଫର୍ମରେ ନ୍ୟୁଡ କଣ୍ଟେଣ୍ଟକୁ ସୁର୍କୁଲେଟ କରିବାରୁ ରୋକାଯାଇ ପାରିବ। ଏହି ଟୁଲକୁ ନ୍ୟାଶନାଲ ସେଣ୍ଟର ଫର…

ଦେଶରେ ମୁସଲମାନଙ୍କ ସ୍ଥିତିକୁ ନେଇ ବିଶ୍ୱକୁ ଆଇନା ଦେଖାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୪: ଆମେରିକାର ଓ୍ବାଶିଂଟନ ଡିସିରେ ସ୍ଥିତ ଆମେରିକି ଥିଙ୍କ ଟେକ ପିଟରସନ ଇନଷ୍ଟିଚ୍ୟୁଟ ଫର ଇଣ୍ଟରନ୍ୟାଶନାଲ ଇକୋନମିକ୍ସ(ପିଆଇଆଇଇ)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ନକରାତ୍ମକ ପଶ୍ଚିମ ‘ଧାରଣ’ର କଡା ଜବାବ ଦେଇଛନ୍ତି। ସେଠାରେ ସେ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଥିରତା ଓ…

ଆମେରିକାରେ ଶେଷ ହେଲା କରୋନା ପାଇଁ ଲାଗିଥିବା ଜରୁରୀ କାଳୀନ ପରିସ୍ଥିତି

ଓ୍ବାଶିଂଟନ,୧୧।୪: ପ୍ରାୟ ୩ ବର୍ଷ ପୂର୍ବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା କରୋନା ମହାମାରୀ । ଏହାକୁ ନେଇ ସାରା ବିଶ୍ୱର ପ୍ରାୟ ସବୁ ଦେଶରେ ଅନେକ କଟକଣା ଲାଗୁ କରାଯାଇଥିଲା। ଏବେ ଆମେରିକା ସରକାର ଦେଶରେ ଲାଗୁ ହୋଇଥିବା କୋଭିଡ…

ଆମେରିକାର ସାମରିକ ଦସ୍ତାବିଜ୍‌ ପ୍ରଘଟ

ଓ୍ବାଶିଂଟନ୍‌, ୧୧।୪: ୟୁକ୍ରେନ୍‌ ଯୁଦ୍ଧ ଉପରେ ଆମେରିକାର ଅତ୍ୟନ୍ତ ଗୋପନ ଦସ୍ତାବିଜ୍‌ ସୋସିଆଲ ମିଡିଆରେ ଲିକ୍‌ ହୋଇଯାଇଥିବା ଏହାର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। କେହି ଜଣେ ଦସ୍ତାବିଜ୍‌ର ଫଟୋ ଉଠାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟେଲିଗ୍ରାମରେ ଛାଡ଼ିଛନ୍ତି। ଉକ୍ତ ପ୍ଲାଟଫର୍ମର ୫୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri