ଟିକସ ବୃଦ୍ଧି ପ୍ରତିବାଦ: ଶ୍ରୀଲଙ୍କାରେ ଦେଶବ୍ୟାପୀ ଧର୍ମଘଟ
କଲମ୍ବୋ,୧ା୩: ସରକାରଙ୍କ ଦ୍ୱାରା ଟିକସ ଏବଂ ୟୁଟିଲିଟି ହାର ବୃଦ୍ଧିକୁ ବିରୋଧ କରି ବୁଧବାର ଶ୍ରୀଲଙ୍କା ଟ୍ରେଡ୍ ୟୁନିୟନ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲା। ଯେଉଁଥିପାଇଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଏହା ସହିତ ବ୍ୟାଙ୍କିଙ୍ଗ, ବିମାନବନ୍ଦର ଭଳି ପ୍ରମୁଖ କ୍ଷେତ୍ରର…
ଟୁଇଟର୍ ଡାଉନ୍
କାଲିଫର୍ନିଆ,୧।୩: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର୍ ସମଗ୍ର ବିଶ୍ୱରେ ଡାଉନ ହୋଇପଡିଛି। ଫଳରେ ୟୁଜର୍ସମାନେ ଟୁଇଟର୍ରେ ନୂତନ ପୋଷ୍ଟ ଦେଖିବାକୁ ଅସମର୍ଥ ହୋଇଛନ୍ତି। ଡାଉନଡିଟେକ୍ଟରଙ୍କ ଅନୁଯାୟୀ, ଗତ ୧ ଘଣ୍ଟା ମଧ୍ୟରେ ୬୦୦ ରୁ ଅଧିକ ଲୋକ ୱେବସାଇଟରେ ଟୁଇଟର୍ ଡାଉନ୍…
ଆର୍ଥିକ ସ୍ଥିତି ଖରାପ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ: ଶ୍ରୀଲଙ୍କା ନିର୍ବାଚନ ଘୁଞ୍ଚୁଛି…
କଲମ୍ବୋ,୧।୩ : ଶ୍ରୀଲଙ୍କା ସରକାର ଦେଶର ଖରାପ ଆର୍ଥିକ ସ୍ଥିତି ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି। ଏବେ ଦେଶରେ ନିର୍ବାଚନକୁ ସ୍ଥଗିତ ରଖିବା ପ୍ରସଙ୍ଗ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ…
ପୃଥିବୀଠାରୁ ଦୂରେଇ ଯାଉଛି ଜହ୍ନମାମୁ: ପ୍ରତିବର୍ଷ ଦୂରତା ବଢୁଛି ୩.୮ ସେଣ୍ଟିିମିଟର…
ଓ୍ବାଶିଂଟନ,୧।୩ : ବୈଜ୍ଞାନିକମାନେ ଜହ୍ନମାମୁ ସହ ଜଡିତ ଏକ ଖବର ପ୍ରକାଶ କରିଛନ୍ତି। ଜହ୍ନମାମୁ ପୃଥିବୀଠାରୁ ଦୂରେଇ ଯାଉଥିବା ସମ୍ପର୍କରେ ସୂଚିତ କରିଛନ୍ତି। ଅଡି ୱେବସାଇଟ ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଚନ୍ଦ୍ର ପୃଥିବୀର ଦୂରତା ପ୍ରତିବର୍ଷ ବଢ଼ିବାରେ…
ଗ୍ରୀସରେ ଟ୍ରେନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି
ଏଥେନ୍ସ,୧।୩: ଗ୍ରୀସରେ ଦୁଇଟି ଟ୍ରେନ ପରସ୍ପର ସହିତ ଧକ୍କା ହେବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଏଥିସହ ୮୫ ଜଣ ଆହତ ହୋଇଥିବା ଖବର ରହିଛି। ମିଳିଥିବା ସୂଚନା ଅନୁଯାୟୀ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ…
ଆମେରିକା ଅସ୍ତିତ୍ୱ ପ୍ରତି ବିପଦପୂର୍ଣ୍ଣ ଚାଇନା: ଆମେରିକା ସଂସଦର ନିଷ୍ପତ୍ତି…
ଓ୍ବାଶିଂଟନ,୧।୩ : ଆମେରିକାର ବରିଷ୍ଠ ସାଂସଦମାନେ ରିପବ୍ଲିକାନ ସଂଖ୍ୟାଗରିଷ୍ଠ ପ୍ରତିନିଧି ସଭାରେ ଆମେରିକାର ଅସ୍ତିତ୍ୱ ପ୍ରତି ଚାଇନାକୁ ବିପଦ ବୋଲି କହିଛନ୍ତି। କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱାଧୀନ ଚାଇନା ଯୋଗୁ ସମ୍ମୁଖୀନ ହେଉଥିବା ଆହ୍ବାନର ସଫଳ ମୁକାବିଲା ପାଇଁ ଆମର ସହଯୋଗୀମାନଙ୍କ ସହ…
ପୁଟିନଙ୍କୁ ଲାଗୁଛି ଭୟ, ମିଷ୍ଟ୍ରି ଗର୍ଲଙ୍କ ସହିତ ଗୁପ୍ତସ୍ଥାନରେ ବିତାଉଛନ୍ତି ସମୟ…
ମସ୍କୋ,୧।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେ ଭୟ ଲାଗୁଛି। ସେ ତାଙ୍କ ଜିମ୍ନାଷ୍ଟ ମିଷ୍ଟ୍ରି ଗର୍ଲଫ୍ରେଣ୍ଡଙ୍କ ସହ ଏକ ବଡ଼ ବହୁ ସୁରକ୍ଷାକର୍ମୀ ମୁତୟନ ଥିବା ଇଷ୍ଟେଟରେ ରହୁଛନ୍ତି ଯେଉଁଥିରେ ଅନେକ ବିଳାସପୂର୍ଣ୍ଣ ମହଲ ଏବଂ ଛୋଟ ପିଲାମାନଙ୍କ…
୨୦୨୭ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଚାଇନା: ଆମେରିକା…
ବେଜିଂ/ତାଇପେ/ଓ୍ବାଶିଂଟନ,୧।୩ : ଆମେରିକାର ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସ କହିଛନ୍ତି ଯେ ଚାଇନ ରାଷ୍ଟ୍ରପତି ଶି ଜିନପିଙ୍ଗ ୨୦୨୭ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ରହିବାକୁ ଚାଇନା ସୈନିକଙ୍କୁ କହିଛନ୍ତି। ତେବେ ଏହାର ଅର୍ଥ ନୁହେଁ ଯେ ଚାଇନା…
ତାଇଓ୍ବାନ ଆକାଶ ମାର୍ଗ ସୀମା ଉଲ୍ଲଂଘନ କଲେ ୧୯ ଚାଇନା ଯୁଦ୍ଧ ବିମାନ…
ତାଇପେ,୧।୩ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଦାବି କରିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଏହାର ବାୟୁ ପ୍ରତିରକ୍ଷା ଜୋନ୍ ରେ ୧୯ ଟି ଚାଇନା ବାୟୁସେନା ଯୁଦ୍ଧ ବିମାନ ଦେଖାଯାଇଛି। ମନ୍ତ୍ରଣାଳୟ କହିଛି ଯେ ସମସ୍ତ ଜେ…
ଚାଇନାର ଲ୍ୟାବରୁ ହୋଇଛି କରୋନା ଲିକ୍: ଏଫବିଆଇ…
ଓ୍ବାଶିଂଟନ,୧।୩ : କରୋନା ଭାଇରସ ବିଷୟରେ ଏକ ବଡ ଖବର ଆସିଛି। ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛନ୍ତି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ…
୨୬ ବର୍ଷ ବୟସ୍କ ଯୁବକଙ୍କ ବ୍ୟାଗରେ ୮୦୦ ବର୍ଷ ପୁରୁଣା ଗର୍ଲଫ୍ରେଣ୍ଡ…
ଲିମା,୧।୩ : ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ପେରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ୨୬ ବର୍ଷ ବୟସ୍କ ଜଣେ ଫୁଡ ଡେଲିଭରୀ ଯୁବକଙ୍କ ବ୍ୟାଗରୁ ୮୦୦ ବର୍ଷ ପୁରୁଣା ମମି ଉଦ୍ଧାର କରାଯାଇଛି । ଯେତେବେଳେ ମମି କଙ୍କାଳ…
ଭାରତରେ ପହଞ୍ଚିଲେ ରୁଷିଆ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ/ମସ୍କୋ,୧।୩: ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତରେ ପହଞ୍ଚିଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ମଙ୍ଗଳବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି। ଲାଭ୍ରୋଭ ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ…
Archives


