କାଲିଫର୍ନିଆରେ ବର୍ଷା-ବନ୍ୟା ବିତ୍ପାତ, ଭାଙ୍ଗିଲା ନଦୀ ବନ୍ଧ, ହଜାର ହଜାର ଲୋକ ଉଦ୍ଧାର
କାଲିଫର୍ନିଆ.୧୨ ।୩: ଆମେରିକାର ଉତ୍ତର କାଲିଫର୍ନିଆରେ ପ୍ରବଳ ବର୍ଷା ଓ ବନ୍ୟା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ପଜାରୋ ନଦୀରେ ନିର୍ମିତ ବନ୍ଧ ଭାଙ୍ଗି ଯିବାରୁ ନିକଟରେ ଥିବା ଅଞ୍ଚଳ ବନ୍ୟା ପାଣିରେ ବୁଡି ଯାଇଛି । ଫଳରେ…
ଚାଇନା ପାଖରେ ସର୍ବାଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର: ଆମେରିକା…
ଓ୍ବାଶିଂଟନ,୧୧।୩ : ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ପାଖରେ ସର୍ବାଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର ରହିଛି। ରୁଷିଆଠାରୁ ଅଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର ଚାଇନା ପାଖରେ ରହିଛି। ଏଭଳି ଅସ୍ତ୍ରଶସ୍ତ୍ରକୁ ଚିହ୍ନଟ…
ଆର୍ଥିକ ସଙ୍କଟ ଯୋଗୁ ରାଷ୍ଟ୍ରୀୟ ଦିବସ ପାଳନରେ ଖର୍ଚ୍ଚ କାଟ କଲା ପାକିସ୍ତାନ…
ଇସଲାମାବାଦ,୧୧।୩ : ପାକିସ୍ତାନରେ ଆର୍ଥିକ ସଙ୍କଟ ଗୁରୁତର ହେବାରେ ଲାଗିଛି। ସଙ୍କଟର ପ୍ରଭାବ ସେନା ଉପରେ ମଧ୍ୟ ଅନୁଭୁତ ହେବା ଆରମ୍ଭ କରିଛି। ପ୍ରତିବର୍ଷ ମାର୍ଚ୍ଚ ୨୩ ରେ ପାକିସ୍ତାନର ରାଷ୍ଟ୍ରୀୟ ଦିବସ ପରେଡକୁ ସୀମିତ କରିବାକୁ ପାକିସ୍ତାନ ସେନା ନିଷ୍ପତ୍ତି…
ଯୁଦ୍ଧକାଳୀନ ଆଇନ ପ୍ରଣୟନ ପାଇଁ ଜିନପିଙ୍ଗ ସରକାରଙ୍କୁ ପିଏଲଏର ଆହ୍ବାନ…
ବେଜିଂ,୧୧।୩ : ତାଇୱାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ କମିନାହିଁ। ଏହି ସମୟରେ ଦେଶର ସାର୍ବଭୌମତ୍ୱ ତଥା ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ହେଲେ ଯୁଦ୍ଧକାଳୀନ ଆଇନ ପ୍ରଣୟନ କରିବାକୁ ଚାଇନା ସୈନ୍ୟବାହିନୀ ସରକାରଙ୍କୁ ଆହ୍ବାନ…
ବୁଡିଗଲା ସିଲିକନ ଭ୍ୟାଲି ବ୍ୟାଙ୍କ: ୪୮ ଘଣ୍ଟାରେ ଡ୍ର କରାଗଲା ୪୨ ବିଲିୟନ ଡଲାର…
ସାନ୍ତାକ୍ଲାରା,୧୧।୩ : ପୁରୁଣା ଆମେରିକୀୟ ଋଣଦାତା ଏବଂ ଟେକ ଷ୍ଟାର୍ଟଅପର ମୂଳଦୁଆ ଭାବରେ ବିବେଚିତ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିବି)ର ପତନ ମାତ୍ର ୪୮ ଘଣ୍ଟା ମଧ୍ୟରେ ହୋଇଛି। ୨୦୦୮ର ମହାମାନ୍ଦାବସ୍ଥା ପରେ, ଏହା ଆମେରିକୀୟ ଋଣଦାତାଙ୍କର ସବୁଠାରୁ ବଡ ବିଫଳତା…
ଭୟଙ୍କର ସ୍ଥିତି: ଚିକେନ କେଜି ୯୦୦, କ୍ଷୀର ଲିଟରକୁ ୨୧୦ ଟଙ୍କା
ଇସଲାମାବାଦ,୧୧ା୩: ପାକିସ୍ତାନରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭୟଙ୍କର। ମୁଦ୍ରାସ୍ଫିତୀ ବୃଦ୍ଧି ହେତୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ଆକାଶଛୁଆଁ ହୋଇଛି। ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଏତେ ମହଙ୍ଗା ଯେ, ସାଧାରଣ ଲୋକ ପେଟ…
ଭାରତକୁ “ବନ୍ଧୁ” କହି ପରେ କହିଲେ”ପଡୋଶୀ”: ଜାତିସଂଘ ସୁରକ୍ଷା ପରିଷଦରେ ବିଲୱାଲ…
ଜେନେଭା,୧୧।୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ସ୍ବୀକାର କରିଛନ୍ତି ଯେ ଭାରତର କୂଟନୈତିକ ଉଦ୍ୟମ ଯୋଗୁଁ କଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘର ଏଜେଣ୍ଡାର କେନ୍ଦ୍ରକୁ ଆଣିବା କଷ୍ଟକର ହୋଇପଡ଼ିଛି। ମିଳିତ ଜାତିସଂଘ କମିଶନ ଅଫ ଷ୍ଟାଟସ ଅଫ…
ୟୁକ୍ରେନ ପରେ ଆଉ ଏକ ପଡ଼ୋଶୀ ଦେଶ ଉପରେ ରୁଷିଆର ନଜର
ଓ୍ବାଶିଂଟନ,୧୧ା୩: ଆମେରିକାର ଗୁପ୍ତଚର ଅଧିକାରୀ କହିଛନ୍ତି, ରୁଷିଆର ଗୁପ୍ତଚର ସଂସ୍ଥାର ଲୋକମାନେ ମୋଲଡୋଭାନ ସରକାରକୁ ଟପିଯିବା ଉଦ୍ଦେଶ୍ୟରେ ପ୍ରଦର୍ଶନ କରିବାକୁ ଯୋଜନା କରୁଛନ୍ତି। ହ୍ବାଇଟ୍ ହାଉସର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜନ କିର୍ବି କହିଛନ୍ତି, ଗୁପ୍ତଚର ସହ ଲିଙ୍କ୍ ଥିବା…
୧୦ ବର୍ଷ ପରେ ବଦଳିଲେ ଚାଇନା ପ୍ରଧାନମନ୍ତ୍ରୀ, ଲି କିଆଙ୍ଗଙ୍କ ହାତରେ ଡୋର…
ବେଜିଂ,୧୧।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର ଚାଇନା ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି। କିଆଙ୍ଗ ଗତ ଦଶ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନ ନେବେ। ଗତ…
ନାସାର ଚେତାବନୀ: ୩ ଦିନ ପରେ ପୃଥିବୀ ସହ ମାଡ଼ ହେବ ବିଶାଳକାୟ ଗ୍ରହ, ୧୦ ମହଲାଠାରୁ ବି ବଡ଼
ଓ୍ବାଶିଂଟନ,୧୧ା୩: ଅନେକ ଥର ଏମିତି ଖବର ସାମ୍ନାକୁ ଆସିଥାଏ, ଯେଉଁଥିରେ ସୃଷ୍ଟି ଧ୍ୱଂସ ହେବାର ସମ୍ଭାବନା ପ୍ରକାଶ ପାଇଥାଏ। କୁହାଯାଏ, ବିଶ୍ୱ ଏପରି ଦିନେ ନା ଦିନେ ଶେଷ ହେବ। ପୁଣି ସେମିତି ଏକ ଖବର ସାମ୍ନାକୁ ଆସିଛି। ନାସା ଅନୁଯାୟୀ,…
ମଜାର-ଇ-ଶରିଫରେ ବିସ୍ଫୋରଣ, ଜଣେ ମୃତ-୫ ଆହତ…
କାବୁଲ,୧୧।୩ : ଦୁଇ ଦିନ ପରେ ଆଫଗାନିସ୍ତାନର ମଜାର-ଇ-ଶରିଫ ସହରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସହରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପୁରସ୍କାର କାର୍ଯ୍ୟକ୍ରମରେ ଶନିବାର ବୋମା ବିସ୍ଫୋରଣ ହୋଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ…
ନେପାଳରେ ବଢୁଛି ଚାଇନା ଅପରାଧୀଙ୍କ ସଂଖ୍ୟା, ସର୍ବାଧିକ ୨୭ ଜଣ ଭାରତୀୟ ଗିରଫ…
କାଠମାଣ୍ଡୁ,୧୧।୩ : ନେପାଳରେ ଅପରାଧ ସହ ଜଡିତ ଚାଇନା ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି ୟାଙ୍ଗ ଲିମ୍ପିଙ୍ଗ ନାମକ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ…
Archives


