ବ୍ରାଜିଲ ଶବ୍ଦକୋଷରେ ‘ପେଲେ’
ସାଓପାଓଲୋ,୨୮ା୪(ପି.ଟି): ବ୍ରାଜିଲିଆନ୍ ଫୁଟ୍ବଲ କିମ୍ବଦନ୍ତୀ ପେଲେଙ୍କ ନାମକୁ ବର୍ତ୍ତମାନ ଶବ୍ଦକୋଷରେ ସାମିଲ କରାଯାଇଛି। ‘ପେଲେ’ ଶବ୍ଦକୁ ଏକ ବିଶ୍ଳେଷଣ ଭାବେ ବ୍ୟବହାର କରାଯାଉଥିବା ବେଳେ ଏହାକୁ ଶ୍ରେଷ୍ଠର ପ୍ରତିଶବ୍ଦ ବୋଲି ମଧ୍ୟ କୁହାଯାଇଛି। ଏହା ସହିତ ସ୍ବତନ୍ତ୍ର ଶବ୍ଦ ପାଇଁ ମଧ୍ୟ…
ପୁଟିନ୍ଙ୍କୁ ହତ୍ୟା ଉଦ୍ୟମ କରିଥିଲା ୟୁକ୍ରେନ୍
ଲଣ୍ଡନ,୨୮ା୪: ୟୁକ୍ରେନୀୟ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ। ବିସ୍ଫୋରକ ଭର୍ତ୍ତି ଏକ କାମିକାଜି ଡ୍ରୋନ୍ରେ ପୁଟିନ୍ଙ୍କୁ ଉଡ଼ାଇଦେବାକୁ ଯୋଜନା ହୋଇଥିଲା। କିନ୍ତୁ ମାନବବିହୀନ ଏରିଆଲ ଭେହିକିଲ୍ (ୟୁଏଭି) ଲକ୍ଷ୍ୟ ଭେଦ କରିବା…
୧୨ ବନ୍ଧୁଙ୍କୁ ସାୟନାଇଡ୍ ଦେଇ ହତ୍ୟା
ବ୍ୟାଙ୍କକ୍,୨୮ା୪: ଥାଇଲାଣ୍ଡର ଜଣେ ଗର୍ଭବତୀ ମହିଳା ତାଙ୍କର ୧୨ ଜଣ ବନ୍ଧୁଙ୍କୁ ସାୟନାଇଡ୍ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ ୩୩ରୁ ୪୪ ବର୍ଷ ମଧ୍ୟରେ ହୋଇଥିବାବେଳେ ସେମାନଙ୍କୁ ୨୦୨୦ ଡିସେମ୍ବରରୁ ୨୦୨୩ ଏପ୍ରିଲ ମଧ୍ୟରେ ହତ୍ୟା କରାଯାଇଛି।…
‘ଦେଶର ୬ ଜଣ ଲୋକ ହିଁ ମୋତେ ହତ୍ୟା କରିବାକୁ ରଚିଥିଲେ ଷଡ଼ଯନ୍ତ୍ର’
ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏଥି ସହ ଇମ୍ରାନ କହିଛନ୍ତି, ଦେଶର ୬ ଜଣ ଲୋକ ହିଁ ମୋତେ ହତ୍ୟା କରିବାକୁ…
କରାଚିରୁ ଲାହୋର ଯାଉଥିବା ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ, ୩ ଶିଶୁ ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ
କରାଚି,୨୭।୪: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଏକ ଏକ୍ସପ୍ରେସ ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ନିଅଁାରେ ପୋଡି ଯାଇ ୩ ଶିଶୁ ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ…
ଆସନ୍ତା ୩୩ ବର୍ଷରେ ଜାପାନର ଜନସଂଖ୍ୟା ୧୦ କୋଟିରୁ ହେବ କମ୍…
ଟୋକିଓ,୨୭।୪ : ଆସନ୍ତା ୩୩ ବର୍ଷରେ ୨୦୫୬ ସୁଦ୍ଧା ଜାପାନର ଜନସଂଖ୍ୟା ୧୦ କୋଟିରୁ କମ୍ରେ ପହଞ୍ଚିବ। ଯଦି ଦେଶର ଶିଶୁ ଜନ୍ମ ହାର ବର୍ତ୍ତମାନର ସ୍ତରରେ ରୁହେ ଦେଶରେ ପ୍ରତିବର୍ଷ ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟା ପାଞ୍ଚ ଲକ୍ଷରୁ କମ…
ହ୍ବାଇଟ ହାଉସରେ ଗୀତ ଗାଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି…
ଓ୍ବାଶିଂଟନ,୨୭।୪ : ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ-ୟୋଲ ବର୍ତ୍ତମାନ ଆମେରିକାରେ ଅଛନ୍ତି। ତାଙ୍କୁ ବୁଧବାର ରାତିରେ ଏକ ଭିନ୍ନ ମୁଡରେ ଦେଖିବାକୁ ମିଳିଥିଲା। ଏପରିକି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୋଲଙ୍କ ଏଭଳି ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।…
ପାକିସ୍ତାନ ସେନାର ପୋଲ ଖୋଲିଲେ ପୂର୍ବତନ ଆର୍ମି ଚିଫ
ଇସଲାମାବାଦ,୨୭।୪: ପୁଲଓ୍ବାମା ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇଜଣ ଖବରଦାତା…
ଦୀପାବଳି ପାଇଁ ପେନସିଲଭାନିଆରେ ହେବ ଛୁଟି…
ଓ୍ବାଶିଂଟନ,୨୭।୪ : ଦୀପାବଳି ପାଇଁ ବର୍ତ୍ତମାନ ଆମେରିକାର ପେନସିଲଭାନିଆରେ ଏବେ ଛୁଟି ହେବ। କାରଣ ଏହି ଦିନକୁ ଏଠାରେ ଏକ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି। ପେନସିଲଭାନିଆର ସିନେଟର ନିକିଲ ସାଭାଲ ଏନେଇ ଟୁଇଟ କରି କହିଛନ୍ତି, ଆମେରିକା…
ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତର ମିଳିଲା ସନ୍ଧାନ…
ମେକ୍ସିକୋ ସିଟି,୨୭।୪ : ବୈଜ୍ଞାନିକମାନେ ମେକ୍ସିକୋର ୟୁକାଟାନ ଉପଦ୍ୱୀପ ଉପକୂଳରେ ପୃଥିବୀର ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତ ଆବିଷ୍କାର କରିଛନ୍ତି। ବ୍ଲୁ ହୋଲ ଚେଟୁମାଲ ବେ’ର ଜଳ ତଳେ ଅବସ୍ଥିତ, ପ୍ରାୟ ୮୦୦ ଫୁଟ ଗଭୀରରେ ଏବଂ ୧୪୭,୦୦୦ ବର୍ଗଫୁଟ ଅଞ୍ଚଳରେ…
ଆଣବିକ ଆକ୍ରମଣ କଲେ କିମ୍ଙ୍କ ସରକାରଙ୍କ ଅନ୍ତ ଘଟିବ: ବାଇଡେନଙ୍କ ଚେତାବନୀ…
ଓ୍ବାଶିଂଟନ,୨୭।୪ : କିମ ଜୋଙ୍ଗ ଉନଙ୍କ ଶାସନକୁ ଅନ୍ତ କରିବାକୁ ଦକ୍ଷିଣ କୋରିଆ ଏବଂ ଆମେରିକା ଚେତାବନୀ ଦେଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ ୟୋଲ କହିଛନ୍ତି, ଯଦି ଉତ୍ତର କୋରିଆ ଆଣବିକ ଅସ୍ତ୍ର…
ପୃଥିବୀର ଭବିଷ୍ୟତ ପାଇଁ ଭାରତ-ଆମେରିକା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀ,୨୭।୪ : ଭାରତରେ ନୂତନ ଭାବେ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହିଛନ୍ତି ପୃଥିବୀର ଭବିଷ୍ୟତ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦେଶ ଅନେକ ପ୍ରସଙ୍ଗରେ ଏକାଠି କାମ କରୁଛନ୍ତି ଏବଂ ଏହା…
Archives


