ଲଣ୍ଡନରେ ତ୍ରିରଙ୍ଗାର ଅପମାନ କଲେ ଖଲିସ୍ତାନୀ ସମର୍ଥକ
ନୂଆଦିଲ୍ଲୀ/ଲଣ୍ଡନ,୨୦ ।୩: ଭାରତରେ ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ବ୍ରିଟେନରେ ଭାରତୀୟ ହାଇକମିଶନଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । କୁହାଯାଉଛି କି ଲଣ୍ଡନ ସ୍ଥିତ ହାଇକମିଶନଙ୍କୁ ଖଲିସ୍ତାନ ସମର୍ଥକମାନେ ଟାର୍ଗେଟ କରିଛନ୍ତି…
ଇକ୍ୱେଡରରେ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
ଗୁଆୟାକିଲ୍,୧୯।୩: ଦକ୍ଷିଣ ଆମେରିକାର ଇକ୍ୱେଡରରେ ହୋଇଥିବା ଭୂକମ୍ପରେ ରବିବାର ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ହୋଇଥିବା ବେଳେ ୩୮୧ଜଣ ଆହତ ହୋଇଥିବା ସୂଚନା ମିଳଛି। ଭୂକମ୍ପର ତୀବ୍ରତା ୬.୮ ଥିବା ଆମେରିକୀୟ ଭୌଗୋଳିକ ସର୍ଭେ (ୟୁଏସ୍ଜିଏସ୍) ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ…
ମେକ୍ସିକୋରେ ଗୁଳିକାଣ୍ଡ: ୭ ମୃତ
ମେକ୍ସିକୋ ସିଟି, ୧୯ା୩:ମେକ୍ସିକୋର ଏକ ସାମରିକ ୟୁନିଟ୍ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବାରୁ ୨ ଜଣ ସୈନ୍ୟ ଓ ୫ ସନ୍ଦିଗ୍ଧ ଅପରାଧୀ ନିହତ ହୋଇଛନ୍ତି। ଗୁଳିମାଡ଼ରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁଏରେରୋ ପ୍ରଦେଶର ପାର୍ବତଞ୍ଚଳରେ…
ମୋଦିଙ୍କୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନେତା ମାନନ୍ତି ଚାଇନା ଲୋକେ
ବେଜିଂ,୧୯।୩: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବଢୁଛି। ପଡୋଶୀ ଦେଶ ଚାଇନାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ। ଚାଇନାର ଖବରଦାତା ମୁ ଚୁନଶାନ୍ ‘ଦି ଡିପ୍ଲୋମାଟ୍’ ପତ୍ରିକାରେ ଏକ ଆର୍ଟିକିଲ ଲେଖିଛନ୍ତି।…
ପୁଣି ବଢିଲା ଇମ୍ରାନଙ୍କ ଅଡ଼ୁଆ
ଇସ୍ଲାମାବାଦ, ୧୯ା୩:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଦଳର କେତେଜଣ ନେତାଙ୍କ ବିରୋଧରେ ରବିବାର ପୋଲିସ ଆତଙ୍କବାଦ ମାମଲା ରୁଜୁ କରିଛି। ଇମ୍ରାନଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି ପୂର୍ବରୁ ଇସ୍ଲାମାବାଦର ଏକ ଅଦାଲତ ବାହାରେ ତାଙ୍କ ଦଳର କର୍ମୀମାନେ ଭଙ୍ଗାରୁଜା…
୪ ହଜାର କର୍ମଚାରୀ ଛଟେଇ କରିବ ଡିଜ୍ନୀ
କାଲିଫର୍ନିଆ,୧୯।୩: ମନୋରଞ୍ଜନ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କମ୍ପାନୀ ଡିଜ୍ନୀ ଚାରି ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି। ଛଟେଇ ହେବାକୁ ଥିବା କର୍ମଚାରୀଙ୍କୁ ତୁରନ୍ତ ଚିହ୍ନଟ କରିବାକୁ କମ୍ପାନୀ ଏହାର ମ୍ୟାନେଜର୍ମାନଙ୍କୁ ନିର୍ଦ୍ଦେଶ ଦେଇଛି। କମ୍ପାନୀ ଏପ୍ରିଲରେ ଏହି ଛଟେଇ କରିବ।…
ଭାରତ ଆମର ପ୍ରକୃତ ବନ୍ଧୁ: ବାଂଲାଦେଶ ପ୍ରଧାନମନ୍ତ୍ରୀ
ଢାକା,୧୯।୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତକୁ ପ୍ରକୃତ ବନ୍ଧୁ ଆଖ୍ୟା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଜାୟ ରଖିବା ଉପରେ ମଧ୍ୟ ସେ ଜୋର ଦେଇଛନ୍ତି। ବାଂଲାଦେଶ-ଭାରତ ବନ୍ଧୁତ୍ୱ ପାଇପଲାଇନର ଉଦଘାଟନ ଅବସରରେ ସେ ଏକଥା କହିଛନ୍ତି। ଶେଖ…
ପୁଣି ତାଇଓ୍ବାନ ଅଞ୍ଚଳରେ ପଶିଲା ଚାଇନା
ତାଇପେ,୧୯ା୩: ଚାଇନା ପୁଣି ଥରେ ତାଇଓ୍ବାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି। ତାଇଓ୍ବାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମାର୍ଚ୍ଚ ୧୭ରୁ ୧୮ମଧ୍ୟରେ ଅତି କମ୍ରେ ୨୬ଟି ଚାଇନା ସାମରିକ ବିମାନ ଏବଂ ୪ଟି ନୌସେନା ଜାହାଜ ଚିହ୍ନଟ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ…
ଚାଇନା ବିମାନ କମ୍ପାନୀ ବିରୋଧରେ କଟକଣା ଜାରି କରିବାକୁ ଆମେରିକାର ଯୋଜନା…
ଓ୍ବାଶିଂଟନ,୧୯।୩ : ଆମେରିକାର ପରିବହନ ବିଭାଗ ଚାଇନାର ବିମାନ ଚଳାଚଳ କମ୍ପାନୀଙ୍କ ଦ୍ୱାରା ରୁଷିଆର ବାୟୁସେନାର ବନ୍ଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ତିନିଜଣ ଅଧିକାରୀ ନ୍ୟୁୟର୍କ ଟାଇମ୍ସକୁ ଏହି ସୂଚନା ଦେଇଛନ୍ତି।…
ଇକ୍ୱାଡୋର ପରେ ତାଜିକିସ୍ତାନରେ ଭୂକମ୍ପ
ଦୁଶାନ୍ବେ,୧୯ା୩: ଇକ୍ୱାଡୋର୍ ପରେ ରବିବାର ତାଜିକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍ସିଏସ) ଏନେଇ ସୂଚନା ଦେଇଛି। ଏନ୍ସିଏସ୍ ଅନୁଯାୟୀ, ୧୭୦ କିଲୋମିଟର ଗଭୀରରେ ଏହି ଭୂକମ୍ପ…
‘ମୋତେ ଜାଣିଶୁଣି ଟାର୍ଗେଟ କରାଯାଉଛି’
ଓ୍ବାଶିଂଟନ,୧୯ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍ଶୀଘ୍ର ଗରିଫ ହେବେ। ଆସନ୍ତା ୨୧ରେ ସେ ଗିରଫ ହେବେ ବୋଲି ଆଶଙ୍କା କରାଯାଉଛି। ଏକଥା ନିଜେ ଟ୍ରମ୍ପ ବି ଘୋଷଣା କରିସାରିଛନ୍ତି। ତେବେ ଟ୍ରମ୍ପଙ୍କ ଉପରେ ଏହି ମାମଲା ପର୍ନ ଷ୍ଟାର…
ସମଲିଙ୍ଗୀ ଦମ୍ପତିଙ୍କ ପିଲାଙ୍କ ଜନ୍ମ ପଞ୍ଜୀକରଣରେ ନିଷେଧାଦେଶ
ରୋମ୍,୧୯ା୩: ୟୁରୋପୀୟ ଦେଶ ଇଟାଲୀରେ ସମଲିଙ୍ଗୀ ଦମ୍ପତିଙ୍କ ଉପରେ ହୋଇଥିବା ନିଷ୍ପତ୍ତିକୁ ନେଇ ସରକାରଙ୍କୁ ଦୃଢ଼ ବିରୋଧ କରାଯାଉଛି। ସମଲିଙ୍ଗୀ ଦମ୍ପତିଙ୍କ ପିଲାମାନଙ୍କର ଜନ୍ମ ପଞ୍ଜୀକରଣକୁ ନିଷିଦ୍ଧ କରିବା ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନିର୍ଦ୍ଦେଶ ଜାରି କରିଛନ୍ତି।…
Archives


