ଆଫଗାନିସ୍ତାନରେ ପ୍ରଥମ ପୋଲିଓ ସଂକ୍ରମିତ ଚିହ୍ନଟ
କାବୁଲ,୧୪।୫: ଆଫଗାନିସ୍ତାନରେ ୨୦୨୩ର ପ୍ରଥମ ପୋଲିସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଫଗାନିସ୍ତାନର ସ୍ବାସ୍ଥ୍ୟ ଅଧିକାରୀ ନାଙ୍ଗାହାରରେ ଜଣେ ପୋଲିଓ ସଂକ୍ରମିତ ଶିଶୁକୁ ଚିହ୍ନଟ କରିଛନ୍ତି। ସ୍ଥାନୀୟ ମିଡିଆ ସହାୟତାରେ ଏହି ସୂଚନା ଦିଆଯାଇଛି। ତାଲିବାନ ଶାସନରେ ଥିବା ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…
ଏଆଇ ଜରିଆରେ ହଜାରେଙ୍କୁ ଡେଟ୍ କରୁଛନ୍ତି ମଡେଲ
ଟିବିଲିସି, ୧୪।୫: ଆଗାମୀ ଦିନରେ ମନୁଷ୍ୟର ଏକ ବଡ଼ ବିକଳ୍ପ ହେବାକୁଯାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ। ମଣିଷ ଯେଉଁସବୁ କାମ କରୁଛି ତାକୁ ଅତି ସହଜରେ ବିନା ବାଧାରେ ଏଆଇ ମାଧ୍ୟମରେ କରାଯାଇପାରୁଛି। ଏହାର ବ୍ୟବହାର କରି ଜର୍ଜିଆର କାରିନ୍…
ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର…
ଇସଲାମାବାଦ/ନୂଆଦିଲ୍ଲୀ,୧୩।୫ : ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି। ଭାରତୀୟ ସାମଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ସେମାନଙ୍କ ବିରୋଧରେ ହୋଇଥିଲା। ସେମାନଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଗିରଫ କରିଥିଲେ। ଗୁରୁବାର ସାରେ…
ତିନି ବର୍ଷ ହେବ ଶୁଖିଲା ପଡିଥିବା ଇଥିଓପିଆ-ସୋମାଲିଆରେ ବନ୍ୟା, ଲକ୍ଷ ଲକ୍ଷ ଲୋକେ ଛାଡୁଛନ୍ତି ଦେଶ
ଆଦିସ ଅବାବା/ମୋଗାଦିସୁ,୧୩।୫: ଏବେ ଇଥିଓପିଆ ଏବଂ ସୋମାଲିଆରେ ବନ୍ୟା ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରବଳ ବର୍ଷା ହେତୁ ଅଚାନକ ଆସିଥିବା ବନ୍ୟାରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ତିନି ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। କୁହାଯାଉଛି କି ଏଠାରେ…
ଆଫଗାନିସ୍ତାନରେ ପହଞ୍ଚିଲେ କତାର ପ୍ରଧାନମନ୍ତ୍ରୀ, ପଶ୍ଚିମ ଏସିଆ ରାଜନୀତିରେ ହୋଇପାରେ ବଡ ଧରଣର ପରିବର୍ତ୍ତନ
କାବୁଲ,୧୩।୫: କତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲ ରହମାନ ଅଲ ଥାନି ଶୁକ୍ରବାର ଆଫଗାନିସ୍ତାନ ଗସ୍ତରେ ଯାଇଛନ୍ତି। କନ୍ଧାରରେ କତାରର ପ୍ରତିନିଧି ମଣ୍ଡଳ ତାଲିବାନର ଶୀର୍ଷ ନେତାଙ୍କ ସହ ସାକ୍ଷାତ୍ କରିଛନ୍ତି। କତାର ପ୍ରଧାନମନ୍ତ୍ରୀଙ୍କ ଆଫଗାନିସ୍ତାନ…
ମ୍ୟାନ୍ମାର ସୈନ୍ୟଙ୍କ ବର୍ବରତା: ୧୯ ଜଣଙ୍କୁ ମାରି ଜାଳିଦେଲେ
ବ୍ୟାଙ୍କକ୍, ୧୩ା୫: ମ୍ୟାନ୍ମାରର ସାମରିକ ସରକାର ଅମଳରେ ସେନା ବର୍ବରତା ସୀମା ଲଙ୍ଘିଛି। ସୈନ୍ୟମାନେ ୪ ଶିଶୁଙ୍କ ସମେତ ୧୯ ଗ୍ରାମବାସୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଜାଳିଦେଇଛନ୍ତି। ବାଗୋ ଅଞ୍ଚଳର ନ୍ୟାୟୁଙ୍ଗ୍ ପିନ୍ ଥର୍ ଗ୍ରାମରେ ବୁଧବାର ସାମରିକ…
ଆଶ୍ରୟ ଆଶାରେ ସୀମାରେ ପ୍ରବାସୀ
ଓ୍ବାଶିଂଟନ/ମେକ୍ସିକୋ ସିଟି,୧୩ା୫: ୨୦୨୦ ମାର୍ଚ୍ଚରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ‘ଟାଇଟଲ ୪୨’ ନୀତି ଆରମ୍ଭ କରିଥିଲେ। ଫଳରେ ଆମେରିକାକୁ ପ୍ରବେଶ ଆଶାରେ ଥିବା ୨.୮ ନିୟୁତ ଶରଣାର୍ଥୀ ମେକ୍ସିକୋ ସୀମା ଅତିକ୍ରମ…
ଲିଣ୍ଡା ଟୁଇଟରର ନୂଆ ସିଇଓ
ଓ୍ବାଶିଂଟନ୍, ୧୩।୫: ମାଇକ୍ରୋବ୍ଲଗିଂ ଆପ୍ ଟୁଇଟରର ନୂଆ ସିଇଓ ଭାବେ ଲିଣ୍ଡା ୟାକାରିନୋଙ୍କ ନାମ ଘୋଷଣା କରାଯାଇଛି। ଟୁଇଟର ମାଲିକ ଏଲନ ମସ୍କ ଶୁକ୍ରବାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟୁଇଟରର ନୂଆ ସିଇଓ ଭାବେ ଲିଣ୍ଡାଙ୍କୁ…
ଇମ୍ରାନଙ୍କ ଉପରେ ଅଭିଯୋଗ ଆଣିଲେ ବିବେକ, କହିଲେ ‘କଶ୍ମିର ଫାଇଲ୍ସ’ର ଗୀତକୁ ବେଆଇନ ଭାବେ ବ୍ୟବହାର କରିଛନ୍ତି
ମୁମ୍ବାଇ,୧୨।୫:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଗିରଫ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ କିଛି ସୁରକ୍ଷା ଦଳ କାର୍ରେ ନେଇଯାଉଥିବାର ଦେଖାଯାଇଥିଲା। ଏହି ଭିଡିଓଟି…
୬ହଜାର ଟଙ୍କାର ଦୂର୍ନୀତି କରିଛନ୍ତି ଇମ୍ରାନ ଖାନ୍: ଶାହାବାଜ ସରିଫ
ଲାହୋର,୧୨।୫:ପାକିସ୍ଥାନ ପ୍ରଧାନମନ୍ତ୍ରୀ ସାହାବାଜ ସରିଫ୍ ଶୁକ୍ରବାର ଇମ୍ରାନ ଖାନ୍ଙ୍କୁ ଟାର୍ଗେଟ କରିଛନ୍ତି। କ୍ୟାବିନେଟ୍ ବୈଠକରେ ସେ କହିଛନ୍ତି ଯେ, ପିଟିଆଇ ଦେଶକୁ ବିପଦକୁ ଠେଲି ଦେଇଛି ଯାହାଦ୍ୱାରା ଦେଶ ଆଜି ବିପଦର ସାମ୍ନା କରୁଛି। ଇମ୍ରାନ ୬ହଜାର ଟଙ୍କାର ଦୂର୍ନୀତି କରିଛନ୍ତି।…
ଇମ୍ରାନଙ୍କୁ ଆଶ୍ୱସ୍ତି: ହାଇକୋର୍ଟରୁ ମିଳିଲା ଜାମିନ
ଇସଲାମାବାଦ,୧୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଶୁକ୍ରବାର ଇସଲାମାବାଦ ହାଇକୋର୍ଟରୁ ଜାମିନ ପାଇଛନ୍ତି। ଅଲ-କାଦିର ଟ୍ରଷ୍ଟ ମାମଲାରେ ହାଇକୋର୍ଟ ଶୁଣାଣି କରି ତାଙ୍କୁ ଦୁଇ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି। ଇମ୍ରାନଙ୍କ ମାମଲାର ଶୁଣାଣିରେ ତିନିଜଣିଆ…
କଡ଼ା ସୁରକ୍ଷା ମଧ୍ୟରେ ହାଇକୋର୍ଟରେ ହାଜର ହେଲେ ଇମ୍ରାନ, ଚାଲିଛି ଶୁଣାଣି
ଇସଲାମାବାଦ,୧୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କୁ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦ ହାଇକୋର୍ଟରେ ହାଜର କରାଯାଇଛି। ଅଲ-କାଦିର ଟ୍ରଷ୍ଟ ମାମଲାରେ ତାଙ୍କ ଜାମିନ ଉପରେ ଶୁଣାଣି ହେଉଛି। ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ…
Archives


