ଅନ୍ତର୍ଜାତୀୟ

ପୋଲିସ-ଅପରାଧୀ ମୁହାଁମୁହିଁ, ୧୩ ମୃତ

ବ୍ରାସିଲିଆ,୨୪ା୩: ବ୍ରାଜିଲର ରିଓ ଡି ଜେନେରିଓ ସହରରେ ପୋଲିସ ଏବଂ ଅଜଣା ଦୁର୍ବୃତ୍ତ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ହୋଇଛି। ବ୍ରାଜିଲର ସମୁଦ୍ରକୂଳ ସହର ରିଓ ଡି ଜେନେରିଓ ବାହାରେ ଅପରାଧୀଙ୍କ ସହ ସଂଘର୍ଷ ଘଟିଥିବା…

ପରମାଣୁ ଡ୍ରୋନ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ସିଓଲ,୨୪।୩: ଦକ୍ଷିଣ କୋରିଆ ଏବଂ ଆମେରିକାର ଯୁଦ୍ଧ ଅଭ୍ୟାସ ମଧ୍ୟରେ ଉତ୍ତର କୋରିଆ ପୁଣି ଥରେ ସମଗ୍ର ବିଶ୍ୱକୁ ଭୟଭୀତ କରିଛି। ଉତ୍ତର କୋରିଆ ଶୁକ୍ରବାର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଏକ ଅଣ୍ଡର ୱାଟର ପରମାଣୁ ଡ୍ରୋନ…

ସଂସଦୀୟ ଡିଭାଇସ୍‌,ନେଟ୍‌ଓ୍ବାର୍କରୁ ହଟିବ ଟିକ୍‌ଟକ୍‌

ଲଣ୍ଡନ,୨୪ା୩: ବ୍ରିଟେନରେ ଚାଇନାର ମାଲିକାନା ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌କୁ କଡ଼ାକଡ଼ି କରାଯାଉଛି। ବର୍ତ୍ତମାନ ଲାଗୁ ହୋଇଥିବା ନୂତନ ନିଷେଧାଦେଶରେ ଏହାକୁ ସଂସଦୀୟ ଡିଭାଇସ ଏବଂ ନେଟଓ୍ବାର୍କରୁ ହଟାଯିବ। ସାଇବର ନିରାପତ୍ତାର ଆବଶ୍ୟକତା ଦର୍ଶାଇ ସରକାରୀ ଯନ୍ତ୍ରପାତି ଉପରେ ସରକାରଙ୍କ ପଦକ୍ଷେପ…

କ୍ରିକେଟ୍‌ ଖେଳିଲେ ସୁନକ

ଲଣ୍ଡନ,୨୪।୩: ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ୨୦୨୨ ଟି-୨୦ ବିଶ୍ୱକପ ବିଜେତା ଦଳ ସହ ବିଜୟ ଉତ୍ସବ ପାଳନ କରିଥିଲେ। ଇଂଲଣ୍ଡ ୨୦୨୨ ଟି-୨୦ ବିଶ୍ୱକପ ଜିତିବାର ପ୍ରାୟ ୧୩୦ ଦିନ ପରେ ଏହା ପାଳନ କରାଯାଇଛି। ଏହି ସମୟରେ ସେ…

ଏବେ ଦୁଇ ମିନିଟରେ ଘରେ ପ୍ରସ୍ତୁତ ହୋଇଯିବ ଚିଲ୍ଡ ବିୟର, ଆସିଲା ବିଶ୍ୱର ପ୍ରଥମ ବିୟର ପାଉଡର

ବର୍ଲିନ,୨୪ ।୩: ଗ୍ରୀଷ୍ମ ଆରମ୍ଭ ହେଲେ ବଜାରରେ ବିୟରର ଡିମାଣ୍ଡ ବଢି ଯାଇଥାଏ । ହେଲେ ବିୟରରେ ଆଲକୋହଲ ଥିବାରୁ ଏହାକୁ ସବୁ ସ୍ଥାନକୁ ନେଇ ଯିବା ସମ୍ଭବ ହୋଇ ନ ଥାଏ । ଏହାସହ ସବୁ ସ୍ଥାନରେ ବି ଏହାକୁ…

କମିବ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ

ଜାତିସଂଘ, ୨୪ା୩:ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଦ୍ୱାରା ସାରା ବିଶ୍ୱ ଏବେ ପ୍ରଭାବିତ। ଆଗାମୀ ଦିନରେ ଏହା ସମଗ୍ର ଜୀବଜଗତ ପାଇଁ ବଡ଼ ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ଉପୁଜିଛି। ଜଳବାୟୁ ପରିବର୍ତ୍ତନ ଫଳରେ ହିମବାହ ବା ବିଶାଳ ବରଫ…

ଚାଇନା ସହ ସମ୍ପର୍କକୁ ନେଇ ଟିକଟକ ସିଇଓଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରା ଉଚରା

ୱାଶିଂଟନ,୨୪ ।୩: ଆମେରିକାରେ ବଢି ଚାଲିଥିବା ସୁରକ୍ଷା ଚିନ୍ତା ଓ ଟିକଟକ କମ୍ପାନୀ ଉପରେ ଚାଇନ ସହ ସମ୍ଭାବିତ ପ୍ରଭାବ ମଧ୍ୟରେ ଟିକଟକର ସିଇଓ ଶାଉ ଜି ଚ୍ୟୁ ଗୁରୁବାର ଆମେରିକା କଂଗ୍ରେସ ସାମ୍ନାରେ ସାକ୍ଷି ଦେଇଛନ୍ତି । କଂଗ୍ରେସ ସମିତିର…

ନେତନ୍ୟ୍ୟାହୁଙ୍କୁ ବଞ୍ଚାଇବାକୁ ନୂଆ ଆଇନ ପାସ୍‌, ସଡ଼କରେ ବିରୋଧ ପ୍ରଦର୍ଶନ ଜାରି

ତେଲ ଆଭିବ,୨୪ ।୩: ଇସ୍ରାଏଲ ସଂସଦରେ ଗୁରୁବାର ନ୍ୟାୟପାଳିକାରେ ଆମୁଳ-ଚୁଳ ପରିବର୍ତ୍ତନ ପାଇଁ ପ୍ରସ୍ତାବିତ କିଛି ବିବାଦୀୟ ଆଇନ ମଧ୍ୟରୁ ପ୍ରଥମ ଆଇନକୁ ପାରିତ କରିଛନ୍ତି । ସଂସଦରେ ଏହି ଆଇନ ଏମିତି ସମୟରେ ପାସ ହୋଇଛି, ଯେତେବେଳେ ଏହା ବିରୋଧରେ…

କାଲିଫର୍ନିଆ ଝଡ଼ରେ ଉଡ଼ିଗଲା ଘରର ଛାତ: ବିନା ବିଜୁଳିରେ ଜୀବନ ବିତାଉଛନ୍ତି ୯୦ହଜାର

ଲସ୍‌ଏଞ୍ଜେଲ୍ସ, ୨୩। ୩: ଆମେରିକା କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ବୁଧବାର ଭୀଷଣ ଝଡ଼ ପ୍ରଭାବରେ ଅନେକ ଘରର ଛାତ ଉଡ଼ିଯାଇଛି। ଲସ୍‌ଏଞ୍ଜେଲ୍ସ ନିକଟରେ ଅବସ୍ଥିତ ମୋଣ୍ଟୋବେଲ୍ଲା ସହରରେ ଝଡ଼ର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଲଗାତର ୨ ଦିନ ସ୍ଥାନୀୟ ଅଞ୍ଚଳରେ ଝଡ଼…

ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଲା ଶ୍ରୀଲଙ୍କା

କଲମ୍ବୋ,୨୩।୩: ସୁନାର ଦେଶ ଶ୍ରୀଲଙ୍କାରେ ବର୍ତ୍ତମାନ ଖାଦ୍ୟର ଅଭାବ ଦେଖାଦେଇଛି। ତେବେ ନିଜର ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ଯାଇ କାଙ୍ଗାଳ ଶ୍ରୀଲଙ୍କା ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଛି। ଏଥିସହ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ କ୍ରୟ କରାଯାଇଛି। ଏହି…

ପୁଟିନ୍‌ଙ୍କୁ ବିଦେଶରେ ଗିରଫ ଅର୍ଥ ‘ଯୁଦ୍ଧ ଘୋଷଣା’

ମସ୍କୋ,୨୩।୩: ଅନ୍ତର୍ଜାତୀୟ ଆପରାଧିକ କୋର୍ଟ (ଆଇସିସି) ଦ୍ୱାରା ରୁଷିଆର ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇସିସିର ଏହି ଆଦେଶ ଉପରେ ରୁଷିଆ ସରକାର ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି।…

ପୁଣି ଥରିଲା ପାକିସ୍ତାନ

ଇସ୍‌ଲାମାବାଦ,୨୩।୩: ପଡ଼ୋଶୀ ଦେଶ ପାକିସ୍ତାନରେ ପୁଣି ଥରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଫୈସଲାବାଦ ଏବଂ ଏହାର ଆଖପାଖ ଅଞ୍ଚଳରେ ଲୋକମାନେ ଭୂକମ୍ପ କମ୍ପନ ଅନୁଭବ କରିଥିଲେ। ଗୁରୁବାର ସନ୍ଧ୍ୟାରେ ୪ଟା ୩୮ ମିନିଟ୍‌ରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୪.୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri