ରାହୁଲଙ୍କୁ ଧମକ ଦେଲେ ଲଳିତ ମୋଦି
ନୂଆଦିଲ୍ଲୀ/ଲଣ୍ଡନ,୩୦।୩: ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରିଛନ୍ତି ଆଇପିଏଲ୍ର ପୂର୍ବତନ ମୁଖ୍ୟ ଲଳିତ ମୋଦି। ସେ ଇଂଲଣ୍ଡର ଅଦାଲତରେ ମାମଲା ରୁଜୁ କରିବେ ବୋଲି ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଲଳିତ ମୋଦି ଟୁଇଟ୍…
ଖଲିସ୍ତାନ ହିଂସା ମାମଲାରେ ୩ ଗିରଫ
ମେଲବୋର୍ନ,୩୦ା୩: ମେଲବୋର୍ନ ଇଷ୍ଟ ନେବରିଂ ପୋଲିସ ଟିମ୍ ୩ ଜଣଙ୍କୁ ଗିରଫ କରିଥିବା ଗୁରୁବାର ସୂଚନା ଦେଇଛି। ଜାନୁୟାରୀ ୨୯ରେ ଫେଡେରେଶନ ସ୍କୋୟାରରେ ଚାଲିଥିବା ଖଲିସ୍ତାନ ଉପନିର୍ବାଚନ କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତ ଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।…
ଫେସବୁକ୍, ଇନ୍ଷ୍ଟାଗ୍ରାମ ବ୍ଲୁ ଟିକ୍ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା
କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍ସ୍କ୍ରିପ୍ଶନ ମଡେଲ ଲଞ୍ଚ୍ କରିଛି। ଆମେରିକାର ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବ୍ ସଂସ୍କରଣ ପାଇଁ…
ଆମେରିକାରେ ୨ ସେନା ହେଲିକପ୍ଟର ମୁହାଁମୁହିଁ, ଟ୍ରେନିଂ ସମୟରେ ଦୁର୍ଘଟଣା…
ଓ୍ବାଶିଂଟନ,୩୦।୩ : ଆମେରିକାର କେଣ୍ଟୁକି ରାଜ୍ୟରେ ଦୁଇଟି ସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟଛି। ନ୍ୟୁୟର୍କ ଟାଇମ୍ସ ଗୁରୁବାର ସୈନ୍ୟବାହିନୀ ସୂଚନା ଆଧାରରେ ଏହି ଖବର ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି।…
ମୋବାଇଲ ଫୋନର ବ୍ୟବହାର ଆବଶ୍ୟକତାଠାରୁ ଅଧିକ କରୁଛନ୍ତି ଲୋକେ: ମୋବାଇଲ ଉଦ୍ଭାବକ ମାର୍ଟିନ କୁପର…
ଓ୍ବାଶିଂଟନ,୩୦।୩ : ମୋବାଇଲ ଫୋନ ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ, କିନ୍ତୁ ଏହାର ସମସ୍ୟା ହେଉଛି ଲୋକମାନେ ଏହାକୁ ଆବଶ୍ୟକତାଠାରୁ ଅତ୍ୟଧିକ ବ୍ୟବହାର କରୁଛନ୍ତି। ୫୦ ବର୍ଷ ପୂର୍ବେ ମୋବାଇଲ ଫୋନ ଉଦ୍ଭାବନ କରିଥିବା ଆମେରିକୀୟ ଇଞ୍ଜିନିୟର ମାର୍ଟିନ କପୁର୍ କହିଛନ୍ତି।…
ଆମେରିକାର କୋର୍ଟରେ ୨୬/୧୧ ମୁମ୍ବାଇ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ତହଓ୍ବୁର ରାଣା…
ଓ୍ବାଶିଂଟନ,୩୦।୩ : ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ପାକିସ୍ତାନୀ-କାନାଡିୟ ବ୍ୟବସାୟୀ ତାହଓ୍ବୁର ରାଣା ୨୦ ମାସରୁ ଅଧିକ ସମୟ ଧରି ଭାରତକୁ ତାଙ୍କ ପ୍ରତ୍ୟର୍ପଣ ଆଦେଶକୁ ଅପେକ୍ଷା କରିବା ପରେ ଆମେରିକାର କୋର୍ଟରେ ପହଞ୍ଚିଛନ୍ତି। ଇଟାଲୀର ଡେଭିଡ କୋଲେମାନ ହେଡଲିଙ୍କ…
ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ନିର୍ବିରୋଧ ଅଧ୍ୟକ୍ଷ ହେବା ନିଶ୍ଚତ…
ଓ୍ବାଶିଂଟନ,୩୦।୩ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ। ବୁଧବାର ଏହି ପଦବୀ ପାଇଁ ନାମାଙ୍କନ ଶେଷ ହୋଇଛି। ଅନ୍ୟ କୌଣସି ଦେଶ ସର୍ବସାଧାରଣରେ ବିକଳ୍ପ ପ୍ରାର୍ଥୀ ପ୍ରସ୍ତାବ ଦେଇନାହାନ୍ତି। ଅର୍ଥ ବଙ୍ଗା ବିରୋଧରେ ଅନ୍ୟ…
ଆମେରିକାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପିଲାଙ୍କୁ ଗାଳିଗୁଲଜ କଲେ ଖଲିସ୍ତାନ ସମର୍ଥକ
ନ୍ୟୁୟର୍କ,୩୦।୩: ଭାରତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଖଲିସ୍ତାନ ସମର୍ଥକମାନେ ଆମେରିକାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ଙ୍କ ପିଲାମାନଙ୍କୁ ଗାଳିଗୁଲଜ କରିବା ସହ ହଇରାଣ କରିବାକୁ ଯୋଜନା କରୁଛନ୍ତି। ଖଲିସ୍ତାନର ସମର୍ଥକମାନେ ଏବେ ଲଜ୍ଜାଜନକ କାର୍ଯ୍ୟ କରିଛନ୍ତି। ସେ କେବଳ ପଞ୍ଜାବର…
ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ ହୋଇପାରେ ମେଦବହୁଳତା ଔଷଧ: ଡବ୍ଲୁଏଚଓରେ ଆବେଦନ…
ଜେନେଭା,୩୦।୩ : ମେଦବହୁଳତାର ମୁକାବିଲା କରିବା ପାଇଁ ଅତ୍ୟାବଶ୍ୟକ ଔଷଧ ତାଲିକାରେ ପ୍ରଥମ ଥର ପାଇଁ ମେଦବହୁଳତା ଔଷଧ ସାମିଲ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଔଷଧ ତାଲିକାରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇପାରେ। ସ୍ବଳ୍ପ ଏବଂ ମଧ୍ୟବିତ୍ତ ଦେଶରେ…
ଫିଲିପିନ୍ସରେ ବଡ ଦୁର୍ଘଟଣା: ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରିଲେ ଲାଗିଲା ନିଆଁ ଜୀବନ୍ତ ଜଳିଗଲେ ଲୋକେ
ମାନିଲା,୩୦ ।୩: ଦକ୍ଷିଣ-ପୂର୍ବ ଏସିଆ ଦେଶ ଫିଲିପିନ୍ସରେ ଗୁରୁବାର ଏକ ବଡ ଦୁର୍ଘଟଣା ହୋଇଛି । ଏଠାରେ ୨୫୦ ଲୋକଙ୍କୁ ନେଇ ଯାଉଥିବା ଏକ ଫେରିରେ ନିଆଁ ଲାଗିଯାଇଛି । ଏଥିରେ ଅନେକ ଲୋକ ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି ।…
ରାହୁଲଙ୍କ ସଦସ୍ୟତା ରଦ୍ଦ ମାମଲା: ପ୍ରତିକ୍ରିୟା ପ୍ରକାଶ କଲା ଜର୍ମାନୀ
ବର୍ଲିନ୍/ନୂଆଦିଲ୍ଲୀ,୩୦।୩: ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଉପରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ ନିଆଯାଇଥିବା କୌଣସି କାର୍ଯ୍ୟ ନ୍ୟାୟିକ ସ୍ବାଧୀନତା ମଧ୍ୟରେ ଏବଂ ତାଙ୍କର ମୌଳିକ ଅଧିକାରକୁ ଦୃଷ୍ଟିରେ…
ତାଇଓ୍ବାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ: ଅସନ୍ତୋଷ ବ୍ୟକ୍ତ କଲା ଚାଇନା…
ତାଇପେ/ବେଜିଂ/ଓ୍ବାଶିଂଟନ,୩୦।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ବୁଧବାର ଠାରୁ ୧୦ ଦିନିଆ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ଏଥିରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିନପିଙ୍ଗ କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ଆମେରିକାର ବାଚସ୍ପତିଙ୍କୁ ନ ଭେଟିବା ଉଚିତ।…
Archives


