ଅନ୍ତର୍ଜାତୀୟ

ନ୍ୟାୟିକ ସୁଧାର ଆଇନକୁ ନେଇ ତୀବ୍ର ହୋଇପାରେ ବିରୋଧ ପ୍ରଦର୍ଶନ, ଶାନ୍ତି ପାଇଁ ଜନତାଙ୍କୁ ଅପିଲ କଲେ ରାଷ୍ଟ୍ରପତି

ଜେରୁଜେଲମ,୨୮।୭: ଇସ୍ରାଏଲ ସଂସଦ ସୋମବାର ଅର୍ଥାତ୍‌ ଜୁଲାଇ ୨୪ରେ ବିବାଦସ୍ପଦ ନ୍ୟାୟିକ ସୁଧାର ବିଲକୁ ଆଇନର ରୂପ ଦେଇଦେଇଛନ୍ତି। ଏହି ବିଧେୟକକୁ ଶାସକ କଟ୍ଟର ଦକ୍ଷିଣପନ୍ଥି ମେଣ୍ଟର ସମସ୍ତ ୬୪ ସାଂସଦ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏପଟେ ବିରୋଧି ସାଂସଦମାନେ ଏହାକୁ…

ଚାଇନାରେ ତାଣ୍ଡବ ରଚିବ ‘ଡୋକସୁରି’! ଚଳିତ ବର୍ଷର ପଞ୍ଚମ ଘୂର୍ଣ୍ଣିଝଡ଼

ବେଜିଂ,୨୮।୭: ପ୍ରଶାନ୍ତ ମହାସାଗରେ ରବିବାର ସୃଷ୍ଟି ହୋଇଥିବା ‘ଡୋକସୁରି’ ଘୂର୍ଣ୍ଣିଝଡ଼ ଚାଇନାରେ ତାଣ୍ଡବ ରଚିବାକୁ ପ୍ରସ୍ତୁତ ହୋଇଗଲାଣି। ଏବେ ଚାଇନାରେ ଖୁବ ଜୋରରେ ପବନ ବହିବା ସହ ବର୍ଷା ଲାଗି ରହିଛି। କୁହାଯାଉଛି କି ଶୁକ୍ରବାର ଚଳିତ ବର୍ଷର ପଞ୍ଚମ ଘୂର୍ଣ୍ଣିଝଡ଼…

ବିଦେଶରେ ଅବସାଦ, ଅନାହାରରେ ଛାତ୍ରୀ, ଭାରତ ଫେରାଇ ଆଣିବାକୁ ଗୁହାରି କଲେ ମାଆ

ନ୍ୟୁୟର୍କ/ହାଇଦ୍ରାବାଦ,୨୮।୭: ଜଣେ ଭାରତୀୟ ଛାତ୍ରୀ ସିକାଗୋ ସଡ଼କରେ ଅବସାଦ ଓ ଅନାହାରରେ ଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏହି ଛାତ୍ରୀ ଜଣଙ୍କର ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ଭାରତ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ତାଙ୍କ ମାଆ।…

ରୁଷିଆ ଆଫ୍ରିକା ମଧ୍ୟରେ ବାଣିଜ୍ୟ ୧୮ ବିଲିୟନ ଡ଼ଲାର ଅତିକ୍ରମ କରିଛି: ପୁଟିନ୍‌

ମସ୍କୋ,୨୮।୭: ଚାଲିଥିବା ରୁଷିଆ-ୟୁକ୍ରେନ୍‌ ବିବାଦ କାରଣରୁ ବୈଶିକ ସ୍ଥରରେ ବିଚ୍ଛିନ୍ନ ହୋଇଥିବା ରୁଷିଆ ଆଫ୍ରିକୀୟ ରାଷ୍ଟ୍ର ସମ୍ମିଳନୀରେ ରୁଷିଆ-ଆଫ୍ରିକା ସମ୍ପର୍କ ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର କହିଛନ୍ତି, ୨୦୨୨ରେ ରୁଷିଆ ଏବଂ ଆଫ୍ରିକା…

ସଂଯୁକ୍ତ ରାଷ୍ଟ୍ରର ୬୨ତମ ସାମାଜିକ ବିକାଶ ଆୟୋଗର ଅଧ୍ୟକ୍ଷତା ସମ୍ଭାଳିବ ଭାରତ, ୫୦ ବର୍ଷରେ ପ୍ରଥମ ଥର ପାଇଁ ମିଳିଲା ସୁଯୋଗ

ନୁୟର୍କ,୨୮।୭: ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ସଂଯୁକ୍ତ ରାଷ୍ଟ୍ରର ୬୨ତମ ସାମାଜିକ ବିକାଶ ଆୟୋଗର ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ପ୍ରାୟ ୫୦ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଭାରତ ଏହାର ଅଧ୍ୟକ୍ଷତା…

ସିରିଆର ଏକ ଧାର୍ମିକସ୍ଥଳରେ ବିସ୍ପୋରଣ: ୬ ମୃତ

ଡାମାସକସ,୨୮।୭: ସିରିଆର ମହରମ ପୂର୍ବରୁ ଗୁରୁବାର ରାତିରେ ଏକ ଶିଆ ଧାର୍ମିକସ୍ଥଳକୁ ଟାର୍ଗେଟ କରି ବିସ୍ପୋରଣ ହୋଇଛି। ଫଳରେ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଦମିସ୍କର ଗ୍ରାମାଞ୍ଚଳରେ ଥିବା ସୌଏଦା ଜୌନାବ…

ସାମରିକ ପରେଡରେ ଶକ୍ତି ପ୍ରଦର୍ଶନ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ,୨୮ା୭: ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍‌ ଜୋଙ୍ଗ୍‌ ଉନ ଚାଇନା ଏବଂ ରୁଷିଆର ପ୍ରତିନିଧିଙ୍କ ପାଇଁ ଏକ ବଡ଼ ପରେଡ ଆୟୋଜନ କରିଥିଲେ। ଏହି ପରେଡରେ ଆଣବିକ ସକ୍ଷମ କ୍ଷେପଣାସ୍ତ୍ର ଏବଂ ନୂତନ ଆକ୍ରମଣ ଡ୍ରୋନ ପ୍ରଦର୍ଶିତ ହୋଇଥିଲା। ଉତ୍ତର…

ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ପୁଣି ବଢିଲା

ଓ୍ବାଶିଂଟନ୍‌,୨୮।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିବାରେ ଲାଗିଛି। ଟ୍ରମ୍ପଙ୍କ ବିରୋଧରେ ଗୋପନୀୟ ଦସ୍ତାବେଜ ସହ ଜଡିତ ଆଉ ଏକ ମାମଲା ରୁଜୁ ହୋଇଛି। ଗୋପନୀୟ ଦସ୍ତାବେଜଗୁଡିକର ଅନୁସନ୍ଧାନରେ ବାଧା ସୃଷ୍ଟି କରିବା ଏବଂ ଫ୍ଲୋରିଡା ଇଷ୍ଟେଟ ମାର୍‌…

ପାକିସ୍ତାନୀ ହିନ୍ଦୁ ଏମ୍‌ପିଙ୍କ ଅପିଲ୍‌: ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି, ଆମକୁ ରକ୍ଷା କର

ଇସଲାମାବାଦ୍‌,୨୮।୭: ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଜଣେ ହିନ୍ଦୁ ଏମ୍‌ପି। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ହିନ୍ଦୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ସେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ। ଏମ୍‌ପି କେସୁ ମଲ…

ଆଫଗାନିସ୍ତାନରେ ପ୍ରବଳ ବନ୍ୟା: ୪୭ ମୃତ, ୫୭ ଆହତ

ଇସଲାମାବାଦ,୨୮ା୭: ପ୍ରବଳ ବନ୍ୟା ଯୋଗୁ ଆଫଗାନିସ୍ତାନରେ ହାହାକାର ସୃଷ୍ଟି ହୋଇଛି। ଗତ ସପ୍ତାହରେ ଦେଶରେ ବନ୍ୟା ଯୋଗୁ ଅତି କମ୍‌ରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ସେଠାରେ ୪୧ ଜଣ ନିଖୋଜ ଅଛନ୍ତି। ତାଲିବାନ…

ସେନା ଅଧିନିୟମ ସଂଶୋଧନକୁ ମଞ୍ଜୁରୀ ଦେଲା ସିନେଟ

ଇସଲାମାବାଦ,୨୭।୭: ପାକିସ୍ତାନ ସିନେଟ ଗୁରୁବାର ପାକିସ୍ତାନୀ ସେନା ଅଧିନିୟମ, ୧୯୫୨ରେ ସଂଶୋଧନ ପାଇଁ ଏକ ବିଲ ପାସ୍‌ କରିଛି। ଯିଏ ଦେଶର ସୁରକ୍ଷା ଏବଂ ସେନାବାହିନୀ ବିଷୟରେ ସମ୍ବେଦନଶୀଳ ସୂଚନା ପ୍ରକାଶ କରେ, ସେଥିରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା…

ବ୍ରାଣ୍ଡସକୁ ଜବାବ ଦେଲେ ମସ୍କ, ଏକ୍ସ ଉପରେ ହଜାରେ ଡଲାର ମାସକୁ ଦିନ ନାହିଁତ ଗୋଲ୍ଡ ଟିକ ଭୁଲି ଯାଅ

ଓ୍ବାଶିଂଟନ,୨୭।୭: ଟୁଇଟରରେ ଏକେ କୌଣସି ବ୍ରାଣ୍ଡକୁ ନିଜ ଆକାଉଣ୍ଟ ଉପରେ ଗୋଲ୍ଡ ଟିକ ପାଇଁ ଅତିକମରେ ୧୦୦୦ ଡଲାର ମନ୍ଥଲି ଫିଜ ଦେବାକୁ ପଡିବ। ଏଲନ ମସ୍କଙ୍କ ଲିଡରଶିପ ବାଲା ଟୁଇଟର ସ୍ପଷ୍ଟ କରିଛି ଯେ ଯଦି ବ୍ରାଣ୍ଡ ପ୍ରତି ମାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?