ଅନ୍ତର୍ଜାତୀୟ

ବାର୍‌ରେ ଆକ୍ରମଣ: ୧୦ ମୃତ

ମେକ୍ସିକୋ,୧୩ା୩: ମେକ୍ସିକୋର ଗୁଆନାଜୁଏଟୋରେ ଦୁର୍ବୃତ୍ତମାନେ ଏକ ବାର୍‌ ଉପରେ ଆକ୍ରମଣ କରିବାରୁ ୧୦ ଜଣଙ୍କ ଜୀବନ ଯାଇଛି। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୭ ପୁରୁଷ ଏବଂ ୩...

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ, ଗିରଫ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ନିଜ ଦେଶରେ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ନିଆଯାଇଛି।...

ପ୍ରଥମଥର ପାଇଁ ତୋସାଖାନା ଉପହାରକୁ ସାର୍ବଜନୀନ କଲା ପାକିସ୍ତାନ

ଇସଲାମାବାଦ,୧୩ା୩: ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ସରକାର ତୋସାଖାନାଙ୍କ ଉପହାରର ରେକର୍ଡ ସାର୍ବଜନୀନ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୪୪୬ ପୃଷ୍ଠା ସମ୍ବଳିତ ତଥ୍ୟରେ ୨୦୦୨ରୁ ୨୦୨୩ ମଧ୍ୟରେ ରେକର୍ଡ ରହିଛି। ପାକିସ୍ତାନର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଗ୍ରହଣ...

ନିଷ୍ପତ୍ତିରୁ ଓହରିଲେ ଇମ୍ରାନ

ଲାହୋର,୧୩।୩: ବ୍ୟାକ୍‌ଫୁଟ୍‌ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଲାହୋରରେ ତାଙ୍କ ଦଳର ପ୍ରସ୍ତାବିତ ନିର୍ବାଚନ ରାଲିକୁ ସେ ସ୍ଥଗିତ ରଖିଛନ୍ତି। ପଞ୍ଜାବର କାର୍ଯ୍ୟନିର୍ବାହୀ ସରକାର ପ୍ରାଦେଶିକ ରାଜଧାନୀରେ ସାଧାରଣ ସଭା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଇମ୍ରାନ ଏହି...

ଯୁଦ୍ଧ ଜାରି ରହିବ

କିଭ୍‌/ମସ୍କୋ,୧୩ା୩: ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ୟୁକ୍ରେନର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଯୁଦ୍ଧ ଜାରି ରହିବ। ସେ ୨୪ ଘଣ୍ଟା ମଧ୍ୟରେ ୨୨୦ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବାର କହିଥିବା ବେଳେ ଏହି ଆକ୍ରମଣରେ ଡି-୩୦ ହଓ୍ବିଜର ବ୍ୟତୀତ ଏକ...

କାଲିଫର୍ନିଆରେ ଡଙ୍ଗା ଓଲଟି ୮ ମୃତ

ୱାଶିଂଟନ,୧୩ ।୩: ଆମେରିକା କାଲିଫର୍ନିଆ ସେଣ୍ଟ ଡିଏଗୋ କାଉଣ୍ଟିର ବ୍ଲାକ ବିଚ ଉପକୂଳରେ ଏକ ଡଙ୍ଗା ଓଲଟି ଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସିଏନଏନ ପକ୍ଷରୁ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ଏହା କହିଛି...

ବ୍ରିଟେନ୍‌ରେ ବଢୁଛି ଭାରତୀୟଙ୍କ ଅନୁପ୍ରବେଶ

ଲଣ୍ଡନ,୧୩।୩: ବ୍ରିଟେନ୍‌ରେ ବେଆଇନ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ସେଠାକାର ସରକାର ଦାବି କରିଛନ୍ତି। ଫ୍ରାନ୍ସ ଚ୍ୟାନେଲ ଦେଇ ଛୋଟ ବୋଟ୍‌ ଜରିଆରେ ବହୁ ସଂଖ୍ୟକ ଭାରତୀୟ ବେଆଇନ ଭାବେ ବ୍ରିଟେନ୍‌ରେ ପ୍ରବେଶ କରୁଥିବା କୁହାଯାଉଛି। ଗତବର୍ଷ ଏହି...

କବକ ସଂକ୍ରମଣରୁ ସୁରକ୍ଷିତ କୁମ୍ଭୀର: ଡିଫେନସିନ୍ସ ପ୍ରୋଟିନରୁ ମଣିଷ ପାଇଁ ବିକଶିତ ହେବ ଔଷଧ…

ମେଲବୋର୍ନ,୧୨।୩ : ବିଭିନ୍ନ ପ୍ରଜାତିର କୁମ୍ଭୀର ପୃଥିବୀରେ ଲକ୍ଷ ଲକ୍ଷ ବର୍ଷ ଧରି ବାସ କରିଆସୁଛନ୍ତି ଏବଂ ଏହି ଯାତ୍ରାରେ ସେମାନେ ଏକ ବିଶେଷ ଉପାୟରେ ରୋଗ ପ୍ରତିରୋଧକ ବିକଶିତ କରିଛନ୍ତି। ଏହା ସେମାନଙ୍କୁ ଜଳାଶୟ ଏବଂ ଅନ୍ୟାନ୍ୟ ଜଳରେ...

ସୁନାରେ ଭର୍ତ୍ତି ଏହି ପାହାଡ଼, ପ୍ରତିବନ୍ଧକ ଲଗାଇଲେ ସରକାର

ଓ୍ବାଶିଂଟନ,୧୨ା୩: ଆମେରିକାର ଆରିଜୋନାରେ ଅବସ୍ଥିତ ସୁପରଷ୍ଟେଶନ ପାହାଡ଼ରେ ପ୍ରାଣଘାତକ ସୁନା ଖଣିର ରହସ୍ୟ ଆଜିପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ଏହି ଖଣିକୁ ସୁନା ଖୋଜିବାକୁ ଆସି ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଥର କୁହାଯାଇଛି, କିଛିଦିନ ପରେ ଏହି...

ପୁଣି ଲକଡାଉନ ନେଇ ଆତଙ୍କିତ ଲୋକେ: ସିୟାନ ସହରରେ ଉତ୍ତେଜନା ପ୍ରକାଶ…

ବେଜିଂ,୧୨।୩ : ଚାଇନାର ଏକ ସହରରେ ଲକଡାଉନ ଘୋଷଣା ନେଇ ଚର୍ଚ୍ଚା ହେଉଛି। ଏନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ଏସମ୍ପର୍କରେ ବିଭିନ୍ନ ମନ୍ତବ୍ୟ ପ୍ରଦାନ କରାଯାଉଛି। ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଇବା ପରେ ଚାଇନାର ଶାନସି ପ୍ରଦେଶର...

ରାଷ୍ଟ୍ରପତି ଭାବେ ଆସନ୍ତାକାଲି ଶପଥ ନେବେ ରାମଚନ୍ଦ୍ର

କାଠମାଣ୍ଡୁ,୧୨ା୩: ନେପାଳ କଂଗ୍ରେସର ରାମଚନ୍ଦ୍ର ପୌଡେଲ ୯ ମାର୍ଚ୍ଚରେ ଦେଶର ତୃତୀୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଆସନ୍ତାକାଲି ଅର୍ଥାତ୍‌ ୧୩ରେ ସେ ରାଷ୍ଟ୍ରପତିଙ୍କ ବାସଭବନରେ ଏକ ସମାରୋହରେ ଶପଥ ଗ୍ରହଣ କରିବେ। ବର୍ତ୍ତମାନର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କ କାର୍ଯ୍ୟକାଳ...

ଧୂଆଁରେ ଢାଙ୍କି ହୋଇଛି ସହର, ଚିନ୍ତାରେ ଲୋକେ

ବେଜିଂ,୧୨ା୩: ଆଜିକାଲି ଭାରତର ପଡ଼ୋଶୀ ଦେଶ ଚାଇନା ମଧ୍ୟ ପ୍ରଦୂଷଣର ସମ୍ମୁଖୀନ ହେଉଛି। ବାୟୁ ଏତେ ବିଷାକ୍ତ ଯେ, ୨୦୦ ମିଟର ଦୂରରୁ କିଛି ଦେଖାଯାଉନି। ଦିନରେ ଅନ୍ଧାର ମାଡ଼ି ଆସିବା ପରି ଦୃଶ୍ୟମାନ ହୋଇଛି। ବେଜିଂ ସହର ପ୍ରଦୂଷିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri