ହଟ ଏୟାର ବେଲୁନରେ ନିଆଁ: ପର୍ଯ୍ୟଟକମାନେ ଆକାଶରୁ ଡେଇଁଲେ, ସୋସିଆଲ ମିଡିଆରେ ଭାଇରାଲ…

ମେକ୍ସିକୋ ସିଟି,୨।୪ : ସୋସିଆଲ ମିଡିଆରେ ମେକ୍ସିକୋର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହଟ ଏୟାର ବେଲୁନ ଆକାଶରେ ଉଡୁଛି ଏବଂ ହଠାତ ଏଥିରେ ନିଆଁ ଲାଗି ଯାଉଛି। ଏହି ସମୟରେ କିଛି ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଅକାଶରେ ଉଡୁଥିବା ବେଲୁନରୁ ଡେଇଁପଡୁଥିବାର ନଜର ଆସିଛନ୍ତି। ଆଞ୍ଚଳିକ ସରକାର କହିଛନ୍ତି ଯେ ଏହି ଘଟଣା ଏପ୍ରିଲ୧ ଶନିବାର ଦିନ ମେକ୍ସିକୋ ସିଟି ନିକଟ ପ୍ରସିଦ୍ଧ ଟିଓଟିହୁକାନ ପ୍ରତ୍ନତାତ୍ତ୍ୱିକ ଅଞ୍ଚଳ ନିକଟରେ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ମେକ୍ସିକୋ ରାଜ୍ୟ ସରକାର କହିଛନ୍ତି ଯେ କିଛି ଯାତ୍ରୀ ବେଲୁନରୁ ଡେଇଁପଡିଥିଲେ। ଏହି ଦୁର୍ଘଟଣାରେ ଜଣେ ଶିଶୁ ମଧ୍ୟ ଜଳି ଯାଇଛନ୍ତି। ମୃତକଙ୍କୁ ଜଣେ ୩୯ ବର୍ଷ ବୟସ୍କା ମହିଳା ଏବଂ ୫୦ ବର୍ଷ ବୟସ୍କ ବ୍ୟକ୍ତି ଭାବେ ଚିହ୍ନଟ କରାଯାଇଛି। ଏହି ଦୁର୍ଘଟଣାରେ ନିଆଁ ଦ୍ୱାରା ପିଲାଟିର ମୁହଁ ସମ୍ପୂର୍ଣ୍ଣ ଜଳି ଯାଇଛି। ଏହା ସହିତ ତାଙ୍କ ଡାହାଣ ଗୋଡ ମଧ୍ୟ ଭାଙ୍ଗି ଯାଇଛି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଲଜିୟମ ପରାଜୟ ପରେ ହିଂସାକାଣ୍ଡ…

ବ୍ରୁସେଲ୍ସ ,୨୮।୧୧ : କତାରରେ ଚାଲିଥିବା ଫିଫା ବିଶ୍ୱକପ ମ୍ୟାଚରେ ରବିବାର ବେଲଜିୟମ ଉପରେ ମୋରୋକୋର ବିଜୟ ପରେ ହିଂସା କାଣ୍ଡ ଆରମ୍ଭ ହୋଇଥିଲା। ଏହା...

ନ୍ୟୁଜିଲାଣ୍ଡର ଚାଇନିଜ ରେସ୍ତୋରାଁରେ କୁରାଢିରେ ଆକ୍ରମଣ, ୪ ଆହତ

ଓ୍ବେଳଇଂଟନ,୨୦।୬: ନ୍ୟୁଜିଲାଣ୍ଡର ସବୁଠାରୁ ବହ ସହର ଓକଲାଣ୍ଡରେ ସୋମବାର ରାତିରେ ଜଣେ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଚାଇନିଜ ରେସ୍ତୋରାଁରେ ପଶି କୁରାଢିରେ ଆକ୍ରମଣ କରିବାରୁ...

ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା...

ଡୋନବାସରେ ୟୁକ୍ରେନର ୧୦୦ ସେନା ମୃତ, ୬ ଗାଡି ନଷ୍ଟ

କ୍ୱିଭ,୧୫ ।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତିକୁ...

କାଲିଫର୍ନିଆରେ ୪ ଭାରତୀୟ ଅପହୃତ, ୮ ମାସର ଶିଶୁକନ୍ୟା ବି ସାମିଲ…

ସ୍କ୍ରାମେଣ୍ଟୋ,୪।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଚାରିଜଣ ଭାରତୀୟ ମୂଳ ଲୋକଙ୍କୁ ଅପହରଣ କରାଯାଇଛି। ଏହି ଅପହରଣରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର...

ଚାକିରି ଛାଡିଥିବା ମଡେଲ୍‌ଙ୍କ ଦାବି: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କଠାରୁ କରିବି ଅଧିକ ରୋଜଗାର, ଜାଣନ୍ତୁ କିପରି

ବ୍ରିଟେନ୍‌ର ୨୪ ବର୍ଷୀୟ ମଡେଲ ଆଲିଆ ମର୍ସିଡିଜ ଦାବି କରିଛନ୍ତି, ସେ ଚଳିତ ବର୍ଷ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ ଅଧିକ ରୋଜଗାର କରିବାକୁ ଯାଉଛନ୍ତି।...

୪୨ ବର୍ଷ ତଳେ ଏଲିଅନ୍‌କୁ ଗୁଳିମାଡ଼ କରିଥିଲା ଆମେରିକା !

ଓ୍ବାଶିଂଟନ, ୨୨।୯: ଏଲିଅନ୍‌ର ଉପସ୍ଥିତି ନେଇ ବହୁ କଥା ଶୁଣିବାକୁ ମିଳିଥାଏ। ଏହାକୁ ନେଇ ବହୁ ଫିଲ୍ମ ମଧ୍ୟ ହୋଇ ସାରିଛି। କେତେକ ଏହାକୁ କାଳ୍ପନିକ...

ଦୁବଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ରହିଛି ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ!

ଦୁବଇ,୨୧ ।୧୧: ଦୁବଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ନିଜର ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି ।...

Advertisement
Archives

Model This Week