ଭାରତୀୟ ବଂଶୋଦ୍ଭବ ପ୍ରଫେସରଙ୍କୁ ୟୁରୋଲୋଜିଷ୍ଟ ଅଫ୍ ଦି ଇୟର ପୁରସ୍କାର
ନ୍ୟୁୟର୍କ, ୪।୪: ନ୍ୟୁୟର୍କର ଆଲବର୍ଟ ଆଇନଷ୍ଟାଇନ୍ କଲେଜ ଅଫ୍ ମେଡିସିନ୍ରେ ଆସୋସିଏଟ୍ ପ୍ରଫେସର ଥିବା ଭାରତୀୟ-ଆମେରିକୀୟ ଡ. ନିତ୍ୟା ଆବ୍ରାହାମଙ୍କୁ ୟଙ୍ଗ୍ ୟୁରୋଲୋଜିଷ୍ଟ ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି। ମୋଣ୍ଟେଫିଓର ୟୁରୋଲୋଜି ରେସିଡେନ୍ସି କାର୍ଯ୍ୟକ୍ରମର ପ୍ରୋଗ୍ରାମ ଡାଇରେକ୍ଟର ଥିବା…
ଭାରତ ମହାସାଗର ଉପରେ ଚାଇନା ନଜର
ବେଜିଂ, ୪।୪: ସ୍ଥଳଭାଗ ପରେ ଏବେ ଜଳଭାଗକୁ ଟାର୍ଗେଟ୍ କରିଛି ଚାଇନା। ଏଣିକି ଭାରତ ମହାସାଗର ଉପରେ ପଡ଼ୋଶୀ ରାଷ୍ଟ୍ର ଚାଇନାର କଡ଼ାକଡ଼ି ନଜର ରହିବ। ନାଚୁରାଲ୍ ସାଇନ୍ସ ଫାଉଣ୍ଡେଶନ୍ ଅଫ୍ ଚାଇନା (ଏନ୍ଏସ୍ଏଫ୍ସି) ପକ୍ଷରୁ ମେରାଇନ୍ ସର୍ଭେ ଡେଟା ପ୍ରସ୍ତୁତ…
ଭୂକମ୍ପର ୫୪ ଦିନ ପରେ ମା’କୁ ପାଇଲା ୨ ମାସର ଶିଶୁ
ଆଙ୍କାରା,୩।୪: ଫେବୃୟାରୀ ୬ ତାରିଖରେ ଦିନ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଛି। ବଡ ବଡ କୋଠା ଭୁଶୁଡି ପଡିବାରୁ ଭଗ୍ନାବଶେଷ ତଳେ ଚାପି ହୋଇ ହଜାର ହଜାର ଲୋକେ ପ୍ରାଣ ହରାଇଛନ୍ତି। ସେହି ସମୟରେ…
ପ୍ଲେବୟର ଫ୍ରଣ୍ଟ କଭରରେ ଫ୍ରାନ୍ସ ମନ୍ତ୍ରୀଙ୍କ ଫଟୋ, ପୂର୍ବରୁ ବି ରହି ସାରିଛନ୍ତି ବିବାଦରେ
ପ୍ୟାରିସ,୩।୪: ଫ୍ରାନ୍ସ ସରକାରଙ୍କର ଜଣେ ମହିଳା ମନ୍ତ୍ରୀ ପ୍ଲେବୟ ପତ୍ରିକାର କଭରରେ ପୋଷାକ ପିନ୍ଧି ଦେଖାଯିବା ପରେ ବିବାଦ ମୁଣ୍ଡ ଟେକିଛି। ଏବେ ସେ ଏହାକୁ ନେଇ ସଫେଇ ଦେଉଛନ୍ତି। ମାର୍ଲିନ ସିୟାପ୍ପା ଜଣେ ୪୦ ବର୍ଷୀୟା ନାରୀବାଦି ଲେଖିକା ପୂର୍ବରୁ…
ସେଣ୍ଟ ପିଟର୍ସବର୍ଗରେ ବୋମା ବିସ୍ଫୋରଣ ସେନା ବ୍ଲଗରଙ୍କ ମୃତ୍ୟୁ, ୧୯ ଆହତ
ମସ୍କୋ,୩।୪: ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଥିବା ଏକ କାଫେରେ ବିସ୍ଫୋରଣ ହେବା ଫଳରେ ରୁଷିଆ ସେନା ବ୍ଲଗର ଓ୍ବାଲାଡଲେନ ଟାଟାର୍ସକିଙ୍କ ମୃତ୍ୟୁ ହୋଇଯାଇଛି। ଏହାସହ ଏହି ବୋମା ବିସ୍ଫୋରଣରେ ଅତିକମରେ ୧୯ ଜଣ ଆହତ ହୋଇଛନ୍ତି। ଏହି ସୂଚନା ରୁଷିଆ ସରକାର…
ନାଟୋ ଦ୍ୱାରରେ ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର: ପାଶ୍ଚାତ୍ୟ ରାଷ୍ଟ୍ରରେ ଆତଙ୍କ…
ମସ୍କୋ/ଓ୍ବାଶିଂଟନ,୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଣବିକ ଆକ୍ରମଣର ଆଶଙ୍କା ବଢ଼ିବାରେ ଲାଗିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣା ପରେ ବେଲାରୁଷ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ଏହା ନିଜ ଦେଶରେ ରୁଷିଆର କୌଶଳ ପରମାଣୁ ଅସ୍ତ୍ରଶସ୍ତ୍ର ନିୟୋଜନକୁ…
ପ୍ରତିଦିନ ୫ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ କମାଇବା ସୌଦି…
ରିଆଦ,୩।୪ : ସୌ ଆରବ, ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ) ର ଅନ୍ୟ ସଦସ୍ୟମାନଙ୍କ ସହିତ ମେ ମାସରୁ ୨୦୨୩ ଶେଷ ପର୍ଯ୍ୟନ୍ତ ଦିନକୁ ୫ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରିବ। ସୌଦି ଆରବ ସହିତ ରୁଷିଆ,…
ଟ୍ରମ୍ପ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା, ନ୍ୟୁୟର୍କରେ ପୋଲିସ ଛାଉଣୀ…
ଓ୍ବାଶିଂଟନ,୩।୪ : ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ଭାବ୍ୟ ଆତ୍ମସମର୍ପଣ ନେଇ ନ୍ୟୁୟର୍କ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ନ୍ୟୁୟର୍କ ପୋଲିସ ଛାଉଣୀରେ ପରିଣତ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଟାୱାର ଚାରିପାଖରେ ପୋଲିସ ମେଟାଲ ବ୍ୟାରିକେଡିଂ କରିଛି।…
ସନା ମାରିନ ସରକାର ପରାଜିତ…
ହେଲସିଙ୍କି,୩।୪ : ଫିନଲ୍ୟାଣ୍ଡରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସନା ମାରିନଙ୍କ ସରକାର ପରାଜୟର ସମ୍ମୁଖୀନ ହୋଇଛନ୍ତି। ଦକ୍ଷିଣପନ୍ଥୀ ନେତା ପେଟେରୀ ଅର୍ପୋଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସମନ୍ବୟ ପାର୍ଟି ନିର୍ବାଚନରେ କେବଳ ମାରିନଙ୍କ ବାମପନ୍ଥୀ ସୋସିଆଲ ଡେମୋକ୍ରାଟ ପାର୍ଟି (ଏସଡିପି) କୁ…
ନ୍ୟୁୟର୍କ ଟାଇମ୍ସର ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ…
ଓ୍ବାଶିଂଟନ,୩।୪ : ନ୍ୟୁୟର୍କ ଟାଇମ୍ସକୁ ଏଲୋନ ମସ୍କ ପ୍ରୋପାଗଣ୍ଡା କହିଛନ୍ତି। ଏହା ସହିତ ଏହାର ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ ହଟାଯାଇଛି। ଟୁଇଟର ନ୍ୟୁୟର୍କ ଟାଇମ୍ସର ଗୋଲ୍ଡ ଭେରିଫାଏଡ ମାର୍କରକୁ ହଟାଇ ଦେଇଛି। ଟୁଇଟରର ଏହି ପଦକ୍ଷେପ ଏପରି ଏକ ସମୟରେ…
ଆତ୍ମସମର୍ପଣ କରିବେ ଟ୍ରମ୍ପ, ବନ୍ଦ ରହିବ ରାସ୍ତା
ନ୍ୟୁୟର୍କ,୩ା୪: ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓକିଲଙ୍କ ନିକଟରେ ଆତ୍ମସମର୍ପଣ କରିବେ। ଏହା ପୂର୍ବରୁ ନ୍ୟୁୟର୍କ ସିଟି ପୋଲିସ ଟ୍ରମ୍ପ୍ ଟାଓ୍ବାରକୁ ବନ୍ଦ କରି ମ୍ୟାନହଟନ କ୍ରାଇମବ୍ରାଞ୍ଚ ନିକଟରେ ରାସ୍ତା ଅବରୋଧ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ…
ଆମେରିକାରେ ଘୂର୍ଣ୍ଣିଝଡ଼ ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି
ଓ୍ବାଶିଂଟନ,୩ା୪: ଆମେରିକାର ଦକ୍ଷିଣ ଏବଂ ମଧ୍ୟପଶ୍ଚିମ ଘୂର୍ଣ୍ଣିଝଡ଼ରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଟେନେସି କଣ୍ଟିରେ ୯ ଜଣ ପ୍ରାଣ ହରାଇଥିବା ବେଳେ ଓ୍ବିନେ ଏବଂ ଆର୍କାନ୍ସରେ ୪ ଜଣ, ସୁଲିଭାନ ଏବଂ ଇଣ୍ଡିୟାନାରେ ୩ ଜଣ ଏବଂ ଇଲିନୋଏଜରେ…
Archives


