ଅନ୍ତର୍ଜାତୀୟ

କୋର୍ଟରେ ଟ୍ରମ୍ପ୍‌ଙ୍କ ଆତ୍ମସମର୍ପଣ

ନ୍ୟୁୟର୍କ/ଓ୍ବାଶିଂଟନ୍‌,୫ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ୨୦୨୪ ପାଇଁ ରିପବ୍ଲିକାନ୍‌ ନୋମିନେଶନ୍‌ ଦୌଡ଼ରେ ସବା ଆଗରେ ଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସଙ୍କୁ ହଶ୍‌ ମନି (ଅପକର୍ମ ଲୁଚାଇବା ପାଇଁ ଅର୍ଥ) ଦେବା ଘଟଣାରେ ମଙ୍ଗଳବାର ଆନୁଷ୍ଠାନିକ…

ପୃଥିବୀରେ ୬ ଜଣରେ ଜଣେ ବନ୍ଧ୍ୟାତ୍ୱର ଶିକାର…

ଜେନେଭା,୪।୪ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର ଏକ ନୂତନ ରିପୋର୍ଟ ପ୍ରକାଶ କରିଛି। ବିଶ୍ୱସ୍ତରରେ ୬ ଜଣଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାତ୍ୱର ଶିକାର ହୋଇଥିବା ରିପୋର୍ଟରେ ଉଲ୍ଳେଖ କରାଯାଇଛି। ସଂଗଠନ କହିଛି ଯେ ବୟସ୍କ ଜନସଂଖ୍ୟାର ପ୍ରାୟ ୧୭.୫ ପ୍ରତିଶତଙ୍କଠାରେ…

ଇମ୍ରାନଙ୍କୁ ସାମାନ୍ୟ ଆଶ୍ୱସ୍ତି, ୩ଟି ଭିନ୍ନ ମାମଲାରେ ମିଳିଲା ମଧ୍ୟବର୍ତ୍ତିକାଳୀନ ଜାମିନ

ଇସଲାମାବାଦ,୪।୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କୁ କୋର୍ଟ ପକ୍ଷରୁ ବଡ ଆଶ୍ୱସ୍ତି ମିଳିଛି। ଲାହୋରର ଆଣ୍ଟି ଟେରରିଷ୍ଟ କୋର୍ଟ ହିଂସା, ବର୍ବରତା, ହତ୍ୟା ଓ ଆଉ କିଛି ମାମଲାରେ କୋର୍ଟ ଇମ୍ରାନଙ୍କ ମଧ୍ୟବର୍ତ୍ତି କାଳିନ ଜାମିନକୁ…

ଲଣ୍ଡନ ବିଶ୍ୱ ବିଦ୍ୟାଳୟରେ ଚାଲିଛି ଭାରତ ବିରୋଧୀ ଅଭିଯାନ: ଭାରତୀୟ ଛାତ୍ରଙ୍କ ଅଭିଯୋଗ…

ଲଣ୍ଡନ,୪।୪ : ଜଣେ ଭାରତୀୟ ଛାତ୍ର ଦାବି କରିଛନ୍ତି ଯେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଛାତ୍ର ସଂଗଠନ ନିର୍ବାଚନରୁ ଅଯୋଗ୍ୟ ହୋଇଛନ୍ତି। କାରଣ ସେ ଜଣେ ଭାରତୀୟ ଏବଂ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି। ତାଙ୍କୁ ବଦନାମ କରିବା ପାଇଁ…

ନ୍ୟାୟପାଳିକା ଉପରେ ଶେହବାଜ ସରିଫ ସରକାରଙ୍କ ପ୍ରହାର…

ଇସଲାମାବାଦ,୪।୪ : ଦୁଇ ପ୍ରଦେଶରେ ନିର୍ବାଚନ ତାରିଖ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଶେହବାଜ ସରିଫ ସରକାର ସୁପ୍ରିମକୋର୍ଟ ଉପରେ ପ୍ରହାର କରିଛନ୍ତି। ସରିଫ ସରକାର ଏବଂ ଶାସକ ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ଗତ କିଛି ସପ୍ତାହ…

ବାଂଲାଦେଶର ସବୁଠାରୁ ବଡ କପଡା ବଜାରରେ ଲାଗିଲା ନିଆଁ

ଢାକା,୪।୪: ବାଂଲାଦେଶର ରାଜଧାନୀ ଢାକାରେ କପଡାର ସବୁଠାରୁ ବଡ ବଜାର ‘ବାଙ୍ଗବାଜାର’ରେ ମଙ୍ଗଳବାର ସକାଳେ ନିଆଁ ଲାଗିଯାଇଛି। ସେଠାରେ କପଡାର ୬ ହଜାରରୁ ଅଧିକ ଦୋକାନ ରହିଛି। କୁହାଯାଉଛି କି ଏବେ ପର୍ଯ୍ୟନ୍ତ ୨ ଡଜନରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ପୋଡି…

ନେଦରଲାଣ୍ଡସରେ ଟ୍ରେନ ଦୁର୍ଘଟଣା, ଜଣେ ମୃତ ୫୦ ଆହତ

ଆମଷ୍ଟରଡର୍ମ,୪।୪: ନେଦରଲାଣ୍ଡରେ ମଙ୍ଗଳବାର ହୋଇଥିବା ଏକ ରେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣା ମଙ୍ଗଳବାର ସକାଳେ ହୋଇଥିଲା ଯେତେବେଳେ ଟ୍ରେନଟି ନିର୍ମାଣ ଉପକରଣ ସହ ପିଟି ହୋଇ ଟ୍ରାକରୁ ଖସି…

ଟୁଇଟରର ନୀଳ ପକ୍ଷୀକୁ କୁକୁରରେ ପରିବର୍ତ୍ତନ କଲେ ମସ୍କ

ଓ୍ବାଶିଂଟନ,୪।୪: ଟୁଇଟର ମାଲିକ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ଫିଚରରୁ ନେଇ ଏହାର ସମ୍ପୂର୍ଣ୍ଣ ରୂପରେଖକୁ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି। ଏହି କ୍ରମରେ ଟୁଇଟରର ଚିର ପରିଚିତ ’ବାର୍ଡ ଲୋଗୋ’ ଅର୍ଥାତ୍‌ ନୀଳ ପକ୍ଷିର ଟ୍ରେଡମାର୍କ ଚିହ୍ନକୁ ବଦଳାଇ…

ଭାରତ ହେଉଛି ବିଶ୍ୱର ଉଦୀୟମାନ ଶକ୍ତି: ଚାଇନା

ବେଜିଂ,୪।୪: ଭାରତକୁ ନେଇ ଚାଇନା ଏକ ବଡ ବୟାନ ଦେଇଛି। ମଙ୍ଗଳବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଂଗ କହିଛନ୍ତି, ଭାରତ ବିଶ୍ୱର ଉଦୀୟମାନ ଶକ୍ତି। କେବଳ ସେତିକି ନୁହେଁ ଚାଇନା ନୂଆଦିଲ୍ଲୀ ସହ ସମ୍ପର୍କ ବଢାଇବା କଥା ମଧ୍ୟ…

ଗୀତ ବଜାଇବାରୁ ମହିଳାଙ୍କ ରେଡିଓ ଷ୍ଟେଶନ୍‌ ବନ୍ଦ

କାବୁଲ, ୪।୪: ଆଫଗାନିସ୍ତାନରେ ମହିଳାଙ୍କ ଦ୍ୱାରା ପରିଚାଳିତ ରେଡିଓ ଷ୍ଟେଶନ୍‌କୁ ତାଲିବାନ ଶାସକ ବନ୍ଦ କରିଦେଇଛନ୍ତି। ରମ୍‌ଜାନ୍‌ବେଳେ ଗୀତ ବଜାଇବାରୁ ରେଡିଓ ଷ୍ଟେଶନ୍‌ ଉପରେ ଏପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ୧୦ବର୍ଷ ପୂର୍ବେ ଏହି ରେଡିଓ ଷ୍ଟେଶନ୍‌ ଆରମ୍ଭ କରାଯାଇଥିଲା। ଷ୍ଟେଶନର…

୨୦୩୦ ସୁଦ୍ଧା ଅମର ହୋଇପାରେ ମଣିଷ

ଓ୍ବାଶିଂଟନ୍‌, ୪।୪: ଦୁନିଆରେ ଜନ୍ମ ଓ ମୃତ୍ୟୁ ଏକମାତ୍ର ସତ ବୋଲି କୁହାଯାଏ, ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ବିଜ୍ଞାନ ତଥା ଚିକିତ୍ସା କ୍ଷେତ୍ରରେ ଉନ୍ନତି ଯୋଗୁ ବର୍ତ୍ତମାନ ସମୟରେ ବହୁ ଦୁଃସାଧ୍ୟ ରୋଗକୁ ଭଲ କରାଯାଇ ପାରୁଛି।…

ଆଜି ନାଟୋରେ ସାମିଲ ହେବ ଫିନ୍‌ଲାଣ୍ଡ

ବ୍ରସେଲ୍ସ, ୪।୪: ସାମରିକ ମେଣ୍ଟ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ୩୧ତମ ସଦସ୍ୟ ଭାବେ ଫିନ୍‌ଲାଣ୍ଡ ମଙ୍ଗଳବାର ସାମିଲ ହେବାକୁ ଯାଉଛି। ଏନେଇ ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ସୂଚନା ଦେଇଛନ୍ତି। ଶେଷ ରାଷ୍ଟ୍ର ଭାବେ ତୁର୍କୀ ଫିନ୍‌ଲାଣ୍ଡର ସଦସ୍ୟତାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri