ୟୁକ୍ରେନ୍ରେ ୪୫ ମାଇଲ ଖାଇ ଖୋଳିଛି ରୁଷିଆ
କିଭ୍, ୧୨ା୪ : ୟୁକ୍ରେନ୍ର ଜାପୋରିଝିଆ ଓବ୍ଲଷ୍ଟେରେ ରୁଷିଆ ୪୫ ମାଇଲ (ପ୍ରାୟ ୭୨ କି.ମି.) ପ୍ରତିରକ୍ଷା ଖାଇ ଖୋଳିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି। ନିକଟରେ ସେଣ୍ଟିିନେଲ୍-୨ ସାଟେଲାଇଟ୍ ଛବିରୁ ଏହି ଟ୍ରେଞ୍ଚ୍ ଦେଖିବାକୁ ମିଳିଛି। ୟୁକ୍ରେନ୍ର ପାଲଟା ଆକ୍ରମଣରୁ ସୁରକ୍ଷା…
ପୁଟିନ୍ଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା
ମସ୍କୋ, ୧୨।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍୍ଙ୍କ ସ୍ବାସ୍ଥ୍ୟାବସ୍ଥା ସବୁବେଳେ ଖବରର ଶିରୋନାମା ପାଲଟିଛି। ସଦ୍ୟ ପ୍ରକାଶିତ ରିପୋର୍ଟ ମୁତାବକ ପୂର୍ବ ଅପେକ୍ଷା ପୁଟିନ୍୍ଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯାଇଛି। ପୁଟିନ୍୍ଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା…
ମାନବିକ ସହାୟତା ପଠାଇବାକୁ ମୋଦିଙ୍କୁ ଚିଠି ଲେଖିଲେ ଜେଲେନସ୍କି…
ମସ୍କୋ,୧୨।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଅତିରିକ୍ତ ମାନବିକ ସହାୟତା ପଠାଇବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଅନୁରୋଧ ଏପରି ଏକ ସମୟରେ ଆସିଛି…
ସ୍ପାଏଓ୍ବେର କ୍ୱାଡ୍ରିମ୍ ଟାର୍ଗେଟରେ ରାଜନେତା, ଖବରଦାତା
ଓ୍ବାଶିଂଟନ, ୧୨ା୪: ପେଗାସସ୍ ଭଳି ଆଉ ଏକ ସ୍ପାଏଓ୍ବେର ଆକ୍ରମଣ ମଙ୍ଗଳବାର ସାମ୍ନାକୁ ଆସିଛି। ଉତ୍ତର ଆମେରିକା, କେନ୍ଦ୍ରୀୟ ଏସିଆ, ଦକ୍ଷିଣପୂର୍ବ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟର କେତେଜଣ ରାଜନେତା, ଖବରଦାତା କ୍ୱାଡ୍ରିମ୍ ନାମକ ନୂଆ ସ୍ପାଏଓ୍ବେର ଟାର୍ଗେଟ୍ର ଶିକାର ହୋଇଛନ୍ତି।…
ଅନେକ ଦେଶର ଗୁପ୍ତ ତଥ୍ୟ ପ୍ରଘଟ
ଓ୍ବାଶିଂଟନ , ୧୨ା୪ : ଆମେରିକାର ସାମରିକ ଦସ୍ତାବିଜ୍ ଲିକ୍ ଯୋଗୁ କେବଳ ଏହି ଦେଶର ଗୁରୁତ୍ୱର୍ପୂ୍ଣ୍ଣ ତଥ୍ୟ ଲିକ୍ ହୋଇଛି ତାହା ନୁହେଁ, ଅନ୍ୟ ଦେଶଗୁଡ଼ିକ ସମ୍ପର୍କରେ ପେଣ୍ଟାଗନ୍ ସଂଗ୍ରହ କରିଥିବା ଗୋଇନ୍ଦା ତଥ୍ୟ ମଧ୍ୟ ସୋସିଆଲ ମିଡିଆକୁ ଚାଲିଯାଇଛି।…
ବ୍ରିଟେନ୍ ସାଇବର-ସ୍ପାଇଂ ଏଜେନ୍ସି ମୁଖ୍ୟ ଆନେ କିଷ୍ଟ-ବଟଲର
ଲଣ୍ଡନ, ୧୨।୪: ବ୍ରିଟେନର ସାଇବର-ସ୍ପାଇଂ ଏଜେନ୍ସି ଗଭର୍ନମେଣ୍ଟ କମ୍ୟୁନିକେଶନ୍ସ ହେଡ୍କ୍ୱାର୍ଟର୍ସ (ଜିସିଏଚ୍କ୍ୟୁ)ର ମୁଖ୍ୟ ପଦ ପାଇଁ ପ୍ରଥମ ମହିଳା ଭାବେ ଆନେ କିଷ୍ଟ-ବଟଲର ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ଆନେ ବ୍ରିଟେନ୍ର ଡୋମେଷ୍ଟିକ୍ ଇଣ୍ଟେଲିଜେନ୍ସ ସର୍ଭିସ୍ ଏମ୍୧୫ର ଉପ-ସଧାରଣ ସମ୍ପାଦକ ଭାବେ…
ଆଲୋକ ପ୍ରଦୂଷଣ ଯୋଗୁ କମିବ ମଶାଙ୍କ ଆୟୁଷ
ଓ୍ବାଶିଂଟନ୍, ୧୨।୪: ଶୀତଋତୁରେ ମଶା ନିଷ୍କ୍ରିୟ ହୋଇପଡ଼ନ୍ତି। ଫଳରେ ଶୀତଦିନେ ମଶା କାମୁଡ଼ାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ। କିନ୍ତୁ ସହରାଞ୍ଚଳରେ ବଢ଼ୁଥିବା ଆଲୋକ ପ୍ରଦୂଷଣ ଯୋଗୁ ଏଣିକି ଶୀତ ଋତୁରେ ମଧ୍ୟ ମଶା ପୂର୍ବ ପ୍ରକାରେ ସକ୍ରିୟ ରହିବେ। ସ୍ତନ୍ୟପାୟୀ ଏବଂ…
ମସ୍କଙ୍କ ବିରୋଧରେ ମକଦ୍ଦମା କଲେ ପରାଗ
ସାନ୍ଫ୍ରାନ୍ସିସ୍କୋ, ୧୨।୪: ମାଇକ୍ରୋ ବ୍ଲଗିଂ ଜାଏଣ୍ଟ ଟୁଇଟରରୁ ବାହାର ହୋଇଥିବା ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମେତ ଆଉ ୨ ପୂର୍ବତନ ଏକ୍ଜିକ୍ୟୁଟିଭ୍ ଏଲନ ମସ୍କଙ୍କ ବିରୋଧରେ ଏକ କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି। କମ୍ପାନୀ ପୂର୍ବ ଚୁକ୍ତି ଅନୁସାରେ ଉକ୍ତ…
ରୁଷିଆର ସବୁଠୁ ସକ୍ରିୟ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ
ମସ୍କୋ, ୧୨ା୪: ରୁଷିଆର ସବୁଠୁ ସକ୍ରିୟ ଆଗ୍ନେୟଗିରି ଭାବେ ପରିଚିତ ଶିଭେଲୁଚ୍ ଭଲ୍କାନୋରୁ ମଙ୍ଗଳବାର ଲାଭା ଉଦ୍ଗିରଣ ହୋଇଛି। କାମଚାଟ୍କା ପେନିନ୍ସୁଲାରେ ଥିବା ଆଗ୍ନେୟଗିରି ଲାଭା ସହ ପାଉଁଶ ୧୦ କିଲୋମିଟର ପର୍ଯ୍ୟନ୍ତ ଉଠିଥିଲା। ଫଳରେ ଉକ୍ତ ଅଞ୍ଚଳ ଦେଇ ବିମାନ…
ଆମେରିକାରେ ମାଂସଭକ୍ଷୀ ବ୍ୟାକ୍ଟେରିଆ ଆତଙ୍କ
ଓ୍ବାଶିଂଟନ୍, ୧୨।୪: ଆମେରିକାର ପୂର୍ବତଟରେ ମାଂସଭକ୍ଷୀ ବ୍ୟାକ୍ଟେରିଆ ଦ୍ୱାରା ଲୋକେ ଭିବ୍ରିଓ ଭଲନିଫିକସ୍ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ବିରଳ ବ୍ୟାକ୍ଟେରିଆ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଗରମ ଜଳ ଯୋଗୁ ସ୍ଥାନୀୟ ଲୋକେ ଏହି…
ଅର୍ଥ ସଙ୍କଟ: ଶ୍ରୀଲଙ୍କା ପୌରପରିଷଦ ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…
କଲମ୍ବୋ,୧୧।୪ : ଅର୍ଥ ଅଭାବରୁ ବାଲାଟ ପେପର ଛାପିବାରେ ଅସମର୍ଥ ହୋଇ ଶ୍ରୀଲଙ୍କାରେ ପୌରପରିଷଦ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ଏହାର ସବୁଠାରୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଫଳରେ ସରକାର…
ଆମେରିକାର ମିତ୍ର ହୋଇ ବି ରୁଷିଆକୁ ଇଜିପ୍ଟ ଯୋଗାଇବ ୪୦ ହଜାର ବିପଜ୍ଜନକ ରକେଟ…
କାଏରୋ,୧୧।୪ : ଗତ ବର୍ଷଠାରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ବର୍ତ୍ତମାନ ଇଜିପ୍ଟକୁ ରୁଷିଆର ସାହାଯ୍ୟକାରୀ ମଧ୍ୟ କୁହାଯାଉଛି। ଆମେରିକାର ଗୁପ୍ତଚର ତଥ୍ୟ ଅନୁଯାୟୀ, ଯୁଦ୍ଧ ସମୟରେ ଗୁଳିଗୋଳା ସାମଗ୍ରୀ ବୃଦ୍ଧି ପାଇଁ ଇଜିପ୍ଟ ଗୁପ୍ତ ଭାବରେ ରୁଷିଆକୁ ପ୍ରାୟ ୪୦ ହଜାର…
Archives


