ଅନ୍ତର୍ଜାତୀୟ

ଭୂକମ୍ପରେ ଥରିଲା ନ୍ୟୁଜ ରୁମ୍‌, ଭୟଭୀତ ନ ହୋଇ ଖବର ପଢ଼ିଲେ ଉପସ୍ଥାପକ, ଭିଡ଼ିଓ ଭାଇରାଲ…

ଇସଲାମାବାଦ,୨୨।୩ : ମାର୍ଚ୍ଚ ୨୧ ରାତିରେ ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହା ସତ୍ତ୍ୱେ ଏକ ନ୍ୟୁଜ ଚ୍ୟାନେଲର ଉପସ୍ଥାପକ ଲାଇଭ ନ୍ୟୁଜ ପଢ଼ି ଚାଲିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି...

ଏସିଆରେ ନାଟୋର ବିସ୍ତାରକୁ ଚାଇନା-ରୁଷିଆ କଲେ ବିରୋଧ…

ମସ୍କୋ/ବେଜିଂ,୨୨।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବେ ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଚାଇନା ପ୍ରତିପକ୍ଷ ଜିନପିଙ୍ଗ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ଯୁଗର ଆରମ୍ଭ ବିଷୟରେ କହିଛନ୍ତି। ଏହା...

ଆମକୁ ମିଳୁନି ଦିନକୁ ଦୁଇଥର ଖାଦ୍ୟ: କିମ୍‌ଙ୍କ ଝିଅଙ୍କ ମେଦବହୁଳତା ନେଇ ଲୋକେ ଅସନ୍ତୁଷ୍ଟ…

ପ୍ୟୋଙ୍ଗୟାଙ୍ଗ,୨୨।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ଝିଅ ମଧ୍ୟ ଗଣମାଧ୍ୟମର ହେଡଲାଇନରେ ଅଛନ୍ତି। ବାସ୍ତବରେ, ଗତ ସପ୍ତାହରେ, ଯେତେବେଳେ ଉତ୍ତର କୋରିଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ କ୍ଷେପଣାସ୍ତ୍ର...

ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡାଦେଶ…

କାମ୍ପଲା,୨୨।୩ : ଆଫ୍ରିକୀୟ ଦେଶ ଉଗାଣ୍ଡାର ସଂସଦ ଏକ ବିଲ ପାରିତ କରିଛି ଯେଉଁଥିରେ ସମଲିଙ୍ଗୀ ସମ୍ପର୍କକୁ ପ୍ରକାଶ କରିବା ଅପରାଧ ବୋଲି ଘୋଷଣା କରାଯାଇଛି। ଏହି ବିଲରେ ସମଲିଙ୍ଗୀ ସମ୍ପର୍କ ରଖିଲେ ମୃତ୍ୟୁ ଦଣ୍ଡାଦେଶ କରିବାକୁ ବ୍ୟବସ୍ଥା ରଖାଯାଇଛି।...

ସଂସଦକୁ ବିଭ୍ରାନ୍ତ କରିଥିଲି, ହେଲେ ଉଦ୍ଦେଶ୍ୟ ମନ୍ଦ ନ ଥିଲା: ବୋରିସ ଜନସନ…

ଲଣ୍ଡନ,୨୨।୩ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସ୍ବୀକାର କରିଛନ୍ତି ଯେ ସେ ’ପାର୍ଟିଗେଟ’ ମାମଲାରେ ସଂସଦକୁ ବିଭ୍ରାନ୍ତ କରିଛନ୍ତି। ତେବେ ଜନସନ ଏହା ମଧ୍ୟ କହିଛନ୍ତି ଯେ ଅଜାଣତରେ ଏହା ତାଙ୍କ ତରଫରୁ ଘଟିଛି। ତାଙ୍କର ଉଦ୍ଦେଶ୍ୟ...

୨୦୦ କୋଟି ଲୋକଙ୍କୁ ମିଳୁନି ପାନୀୟ ଜଳ : ଜାତିସଂଘ ରିପୋର୍ଟ…

ଜେନେଭା,୨୨।୩ : ବିଶ୍ୱରେ ଜଳ ଅଭାବ ଯୋଗୁ ବହୁ ଦେଶ ସଙ୍କଟ ଦେଇ ଗତି କରୁଛନ୍ତି। ଏହା ଯୋଗୁ ସମ୍ପୃକ୍ତ ଦେଶରେ ସମସ୍ୟା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୦ କୋଟି ଲୋକ ଅର୍ଥାତ...

ଭାରତ ସମେତ ୭ ଦେଶରେ ଭୂକମ୍ପ, ପାକିସ୍ତାନରେ ୧୩ ମୃତ-୨୦୦ରୁ ଅଧିକ ଆହତ: ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା… …

ନୂଆଦିଲ୍ଲୀ/ଇସଲାମାବାଦ/କାବୁଲ,୨୨।୩ : ଭାରତ ସମେତ ୭ ଦେଶରେ ଭୂକମ୍ପ ଅନୁଭୁତ ହୋଇଛି। ଆଫଗାନିସ୍ତାନରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନ, ଚାଇନା ସମେତ ଅନ୍ୟ କେତେକ ଦେଶରେ ଦୀର୍ଘ ସମୟ ଧରି କମ୍ପୁଥିଲା। ପାକିସ୍ତାନରେ ଇସଲାମାବାଦ ସମେତ ପଞ୍ଜାବ,...

ଶାନ୍ତି ଆଣିବ ଚାଇନା ଯୋଜନା: ପୁଟିନ୍‌

କିଭ୍‌/ମସ୍କୋ,୨୨ା୩: ଚାଇନାର ଶାନ୍ତି ଯୋଜନା ୟୁକ୍ରେନ୍‌ ଯୁଦ୍ଧର ସମାଧାନ ପାଇଁ ଆଧାର ଯୋଗାଇପାରେ। କିନ୍ତୁ ଏଥିପାଇଁ ପାଶ୍ଚାତ୍ୟକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମଙ୍ଗଳବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ୩ ଦିନିଆ ମସ୍କୋ ଗସ୍ତରେ ଥିବା ଚାଇନା...

ବଢ଼ୁଛି କାଣ୍ଡିଡା ଅରିସ୍‌ ଫଙ୍ଗାଲ୍‌ ସଂକ୍ରମଣ

ଓ୍ବାଶିଂଟନ୍‌,୨୨ା୩: ଆମେରିକାରେ ପ୍ରାଣଘାତୀ କାଣ୍ଡିଡା ଆରିସ୍‌ ଫଙ୍ଗାଲ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ ପ୍ରିଭେନ୍‌ଶନ୍‌ (ସିଡିସି) ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୨୦୧୯ରେ ଦେଶରେ ମୋଟ ୪୭୬ କାଣ୍ଡିଡା...

ଭାରତରେ ମାନବାଧିକାର ଉଲ୍ଲଂଘନର ଅସଂଖ୍ୟ ଦୃଷ୍ଟାନ୍ତ

ଓ୍ବାଶିଂଟନ,୨୨ା୩: ଭାରତରେ ମାନବାଧିକାର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଦେଶରେ ଧର୍ମୀୟ ସଂଖ୍ୟାଲଘୁ, ବିରୋଧୀ ଓ ଖବରଦାତାମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ସୋମବାର ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ବିଭାଗୀୟ ମୁଖ୍ୟ ଆଣ୍ଟୋନି...

ଇମ୍ରାନଙ୍କୁ ଜାମିନ…

ଇସଲାମାବାଦ,୨୧।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ଦୁଇଟି ଆତଙ୍କବାଦ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ଇସଲାମାବାଦର ନ୍ୟାୟିକ କମ୍ପ୍ଲେକ୍ସ ବାହାରେ ହିଂସା ଘଟଣାରେ ଆତଙ୍କବାଦ...

୫୩ ଦେଶରେ ୧୦୨ ଚାଇନା ପୋଲିସ ଷ୍ଟେଶନ: କରାଯାଉଛି ଗୁପ୍ତଚରୀ…

ବେଜିଂ,୨୧।୩ : ବିଶ୍ୱବ୍ୟାପୀ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚାଇନା ଏକ ନୂତନ ରଣନୀତି ଆପଣେଇଛି। ସେପ୍ଟେମ୍ବର ୨୦୨୨ ରେ, ସ୍ପେନର ନାଗରିକ ଅଧିକାର ଗୋଷ୍ଠୀର ଏକ ରିପୋର୍ଟରୁ ଜଣାପଡିଛି ଯେ ଚାଇନ ବିଭିନ୍ନ ଦେଶରେ ଚାଇନିଜ ଓଭରସିଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri