ଅନ୍ତର୍ଜାତୀୟ

ଡାଳ କାଟିଲେ ଗଛକୁ ବି ହୁଏ କଷ୍ଟ, ପାଣି ଅଭାବରେ ବିକଳରେ କରନ୍ତି ଚିତ୍କାର: ରିସର୍ଚ୍ଚ ରିପୋର୍ଟ…

ତେଲ ଅଭିବ,୧୬।୪ : ଏକ ନୂତନ ରିସର୍ଚ୍ଚ ରିପୋର୍ଟରେ, ଗଛ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେତେବେଳେ ଗଛଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ପାଆନ୍ତି ନାହିଁ, ସେମାନେ ବିକଳରେ ଚିତ୍କାର କରିଥାନ୍ତି। ଯାହା ମଣିଷମାନଙ୍କ ପାଇଁ ଶୁଣିବା…

ସୁଦାନ ହିଂସାକାଣ୍ଡ: ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଏସ୍‌. ଜୟଶଙ୍କର

କାହିରା/ନୂଆଦିଲ୍ଲୀ,୧୬ା୪: ସୁଦାନର ରାଜଧାନୀ ଖାର୍ତୁମରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଠାରେ ହିଂସା ସମୟରେ ଗୁଳି ଚଳାଇବାରୁ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ଖାର୍ତୁମରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ମୃତ ଆଲବର୍ଟ ଅଗଷ୍ଟିନ ସୁଦାନର ଏକ…

ଚାଇନାର ଚାପରେ ବଦଳିଲା ଭୁଟାନର ରୂପ

ବେଜିଂ/ଥିମ୍ପୁ,୧୬।୪: ଡୋକଲାମରେ ଭୁଟାନର ପରିବର୍ତ୍ତିତ ରୂପକୁ ଦେଖି ଚିନ୍ତାରେ ପଡିଯାଇଛି ଭାରତ। କାରଣ ଭୁଟାନ ଏବେ ଚାଇନାରେ ଭାଷା କହିଲାଣି। ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଂଗ କହିଥିଲେ କି ଡୋକଲାମ ସୀମା ବିବାଦରେ ଚାଇନାର ସମାନ ଭାଗ ରହିଛି। ଏବେ ପର୍ଯ୍ୟନ୍ତ…

ଦୁବଇର ଆବାସିକ ବିଲଡିଂରେ ଅଗ୍ନିକାଣ୍ଡ, ୧୬ ମୃତ, ମୃତକଙ୍କ ମଧ୍ୟରେ ୪ ଭାରତୀୟ

ଦୁବାଇ,୧୬।୪: ଦୁବଇର ଏକ ଆବାସିକ ବିଲଡିଂରେ ନିଆଁ ଲାଗିବାରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଛନ୍ତି। ଅଗ୍ନିକାଣ୍ଡରେ ୯ ଜଣ ଆହତ ହୋଇଥିବା ଜଣାପଡିଛି। ମିଡିଆ ରିପୋର୍ଟ ମାଧ୍ୟମରେ ରବିବାର ଏହି ଖବର…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ମୃତଦେହ ମିଳିଲା

ଟୋକିଓ,୧୬ା୪: ଜାପାନର ଉଦ୍ଧାର କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ତ ସାମରିକ ହେଲିକପ୍ଟରର ଭଗ୍ନାବଶେଷ ଚିହ୍ନଟ କରି ଏଥିରେ ଥିବା ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ରବିବାର ସୂଚନା ମିଳିଛି। ଜାପାନର ଓକିନାଓ୍ବା ପ୍ରାନ୍ତ ମିଆକୋ ଦ୍ୱୀପ ନିକଟ…

ମୋଦିଙ୍କୁ ପ୍ରଶଂସା କଲେ ଲଣ୍ଡନର ପ୍ରଫେସର

ଲଣ୍ଡନ,୧୬।୪: ବିଶ୍ୱ ବ୍ୟାଙ୍କର ଏକ କାର୍ଯ୍ୟକ୍ରମ ହାଓ ବିହେଭିରିୟାଲ ଚେଞ୍ଚ କ୍ୟାନ ଟ୍ୟାକେଲ କ୍ଲାଇମେଟ ଚେଞ୍ଜ ସମୟରେ ଲଣ୍ଡନ ସ୍କୁଲ ଅଫ ଇକନୋମିକ୍ସର ପ୍ରଫେସର ନିକୋଲସ ଷ୍ଟର୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଷ୍ଟର୍ନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଭାରତ-ଆମେରିକା ମିଳିମିଶି ନିର୍ମାଣ କରୁଛନ୍ତି ଏକ ଶାନ୍ତି ପୂର୍ଣ୍ଣ ବିଶ୍ୱ ସମୁଦାୟ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓ୍ବାଶିଂଟନ,୧୬।୪: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଆମେରିକା ମିଳିତ ଭାବେ ଏକ ଶକ୍ତିଶାଳୀ, ଶାନ୍ତପୂର୍ଣ୍ଣ ଏବଂ ସୁସଂଗତ ବିଶ୍ୱ ସମୁଦାୟର…

ଖେବର ପଖତୁନଖ୍ବାରେ ସଂଘର୍ଷ, ୮ ଆତଙ୍କବାଦୀ ସମେତ ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ଇସଲାମାବାଦ,୧୬।୪: ପାକିସ୍ତାନର ଇଣ୍ଟର ସର୍ଭିସେସ ପବ୍ଲିକ ରିଲେଶନ୍ସ(ଆଇଏସପିଆର) ସୁରକ୍ଷା ଅଧିକାରୀଙ୍କ ସହ ଆତଙ୍କବାଦୀଙ୍କର ସଂଘର୍ଷ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଖେବର ପଖତୁନଖ୍ବାର ଦକ୍ଷିଣ ବଜିରିସ୍ତାନ ଜିଲାରେ ସୁରକ୍ଷା ଅଧିକାରୀଙ୍କ ସହ ସଂଘର୍ଷରେ ୮ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେନାର…

ମୋଦିଙ୍କ ପ୍ରଶଂସକ ପାଲଟିଲେ ଆମେରିକାର ବାଣିଜ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସକ ଦେଶରେ ଖୁବ୍‌ ଅଧିକ। କେବଳ ଦେଶ କାହିଁକି ବିଦେଶରେ ବି ମୋଦିଙ୍କର ରହିଛନ୍ତି ଅନେକ ପ୍ରଶଂସକ। ବିଶ୍ୱର ଅନେକ ନେତା ବି ମୋଦିଙ୍କୁ ବେଶ ପ୍ରଶଂସା କରିଥାଆନ୍ତି। ଆମେରିକାର ସେକ୍ରେଟାରି ଅଫ କମର୍ସ ଅର୍ଥାତ୍‌…

‘ସୁରକ୍ଷା ପାଇଁ ମୁଁ ଦାୟୀ ରହିବି’

ଟୋକିଓ,୧୬ା୪: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ନିକଟରେ ଆକ୍ରମଣ କରାଯାଇଥିଲା। ସ୍ମୋକ୍‌ ବମ୍‌ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିଲେ ପ୍ରଧାନମନ୍ତ୍ରୀ। ଯଦିଓ ପୋଲିସ ଏହି ଆକ୍ରମଣର ସନ୍ଦିଗ୍ଧଙ୍କୁ ଧରିଥିଲା, କିନ୍ତୁ ଘଟଣା ପରଠାରୁ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ବୈଠକର…

ସୁଦାନ ସେନା-ସରକାରୀ ସାମରିକ ବାହିନୀ ସଂଘର୍ଷ: ୫୬ ମୃତ, ୫୯୫ ଆହତ

କାହିରା,୧୬ା୪: ସୁଦାନରେ ହୋଇଥିବା ସଂଘର୍ଷରେ ମୋଟ୍‌ ୫୬ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯୫ ଜଣ ଆହତ ହୋଇଛନ୍ତି। ସୁଦାନର ସେଣ୍ଟ୍ରାଲ ଡାକ୍ତର କମିଟି ରବିବାର ସୁଦାନ ସେନା ଏବଂ ଏକ ସରକାରୀ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ହେବାର…

ଆଇନରେ ପରିଣତ ହେଲା ପେନ୍‌ସନ ସଂସ୍କାର

ପ୍ୟାରିସ୍‌, ୧୬।୪:  ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍‌ରଁ ଶନିବାର ତାଙ୍କ ବିବାଦୀୟ ପେନ୍‌ସନ ସଂସ୍କାରରେ ସ୍ବାକ୍ଷର କରି ଏହାକୁ ଆଇନରେ ପରିଣତ କରିଛନ୍ତି। ଉକ୍ତ ଆଇନକୁ କାର୍ଯ୍ୟକାରୀ ନ କରିବାକୁ ବିଭିନ୍ନ ୟୁନିୟନର ନିବେଦନ ଓ ଦୀର୍ଘ ୩ ମାସ ଧରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri