ଆମେରିକାରେ ନିଖୋଜ ଥିବା ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଲା
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୪: ଆମେରିକାରେ ଦୁଇଜଣ ଭାରତୀୟ ଛାତ୍ର ନିଖୋଜ ଥିଲେ, ବର୍ତ୍ତମାନ ହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରିପୋର୍ଟରୁ ପ୍ରକାଶ ଯେ, ସିଦ୍ଧ ଶାହା(୧୯) ଏବଂ ଆର୍ଯ୍ୟନ ବୈଦ୍ୟ(୨୦) ଏପ୍ରିଲ ୧୫ରେ ଇଣ୍ଡିଆନପଲିସ ସହରର ଦକ୍ଷିଣ-ପଶ୍ଚିମଠାରୁ…
କିଛି ଘଣ୍ଟାରେ ୨ ଥର ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୨୩ା୪: ଇଣ୍ଡୋନେସିଆରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଆଜି ସକାଳେ ଇଣ୍ଡୋନେସିଆରେ ଲଗାତର ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ଯଥାକ୍ରମେ ୬.୧ ଏବଂ ୫.୮ ଥିଲା। ୟୁଏମ୍ଏସ୍ସି…
ସୁଦାନରୁ ସୁରକ୍ଷିତ ଫେରିଲେ ଆମେରିକା ଦୂତାବାସ ଅଧିକାରୀ, ଭାରତ ସମେତ ଅନ୍ୟ ଦେଶର ୯୧ ନାଗରିକ ସାମିଲ…
ଖାର୍ତୁମ,୨୩।୪ : ଗତ କିଛି ଦିନ ହେବ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଚାଲିଛି। ଦେଶରେ ଜାରି ରହିଥିବା ଗୃହଯୁଦ୍ଧ ପରିସ୍ଥିତି ଯୋଗୁ ଏପର୍ଯ୍ୟନ୍ତ ୧୮୦ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ସୁଦାନର ରାପିଡ ସପୋର୍ଟ ଫୋର୍ସ…
ଅଳିଆରୁ ରୋଜଗାର
ୱାଶିଂଟନ୍ ଅଳିଆ ଆମର କୌଣସି କାମରେ ଲାଗି ନ ଥାଏ ବୋଲି ଧାରଣା ରହିଛି। ହେଲେ ଆମେରିକାର ଜଣେ ମହିଳା ପଡ଼ିଶା ଘର ଲୋକଙ୍କ ଅଳିଆରୁ ଅର୍ଥ ରୋଜଗାର କରୁଛନ୍ତି। ଆମେରିକାର ଲୁସିଆନାରେ ରହୁଥିବା ଏମିଲି କହିଛନ୍ତି, ୨ ବର୍ଷ ପୂର୍ବେ…
ଇଦ୍ରେ ମହିଳାଙ୍କୁ ସାମିଲ ହେବା ମନା
କାବୁଲ,୨୨ା୪: ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ମହିଳାମାନଙ୍କ ଅଧିକାର ଉପରେ କ୍ରମାଗତ ଭାବେ ଅଙ୍କୁଶ ଲଗାଯାଉଛି। ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ଇଦ୍ ପାଳନରେ ମହିଳା ସାମିଲ ହୋଇପାରିବେ ନାହିଁ ବୋଲି ତାଲିବାନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି। ଇଦ୍…
ଗର୍ଭପାତ ଲାଗି ବ୍ୟବହୃତ ବିବାଦୀୟ ଔଷଧକୁ ବୈଧ କହିଲେ ଆମେରିକା ସୁପ୍ରିମକୋର୍ଟ
ଓ୍ବାଶିଂଟନ,୨୨ା୪: ଆମେରିକୀୟ ସୁପ୍ରିମକୋର୍ଟ ଏକ ରାୟ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗର୍ଭପାତ ପାଇଁ ମହିଳାମାନେ ବହୁଳ ଭାବେ ବ୍ୟବହାର କରୁଥିବା ‘ମିଫେପ୍ରିଷ୍ଟୋନ’ ଔଷଧକୁ ବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। କିଛିଦିନ ଧରି ଗର୍ଭପାତ ପାଇଁ ବ୍ୟବହୃତ…
‘ଆମକୁ ବିଶ୍ୱସ୍ତରୀୟ ସମାଧାନ କରିବାକୁ ହେବ’
ଜର୍ଜଟାଉନ୍,୨୨ା୪: ୪ର୍ଥ ଭାରତ-କ୍ୟାରିକମ୍ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେଇଥିଲେ। ସେ ମଧ୍ୟ ଏହି ସଭାର ସହ-ସଭାପତିତ୍ୱ କରିଥିଲେ। ଏହି ବୈଠକରେ ସେ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ସାମୁହିକ ଆଗ୍ରହର ଆବଶ୍ୟକତା…
ଆମେରିକାରେ ପୁଣି ଫୁଟିଲା ଗୁଳି, ୮ ଆହତ
ଓ୍ବାଶିଂଟନ,୨୨ା୪: ଓ୍ବାଶିଂଟନ ଡିସିରେ ପୁଣି ଗୁଳି ବିନିମୟ ହୋଇଛି। ଯେଉଁଥିରେ ଜଣେ ଝିଅ ସମେତ ୮ ଜଣ ଆହତ ହୋଇଛନ୍ତି। ତେବେ ଦୁଇଥର ଘଟିଥିବା ଗୁଳି ବିନିମୟରେ କେହି ପ୍ରାଣ ହରାଇଥିବା ଖବର ଆସିନାହିଁ। ପାଟ୍ରୋଲିଂ ସର୍ଭିସର ସହକାରୀ ମୁଖ୍ୟ ସାଉଥ…
ଆମେରିକାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର
ଓ୍ବାଶିଂଟନ,୨୨।୪: ଆମେରିକା ଯାଇ ସେଠାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଚଳିତ ବର୍ଷ ଭାରତୀୟଙ୍କୁ ୧୦ ଲକ୍ଷ ଭିଜା ଜାରି କରାଯାଇପାରେ। ଏମିତି କୁହାଯାଉଛି କି ଓ୍ବାର୍କ ଭିଜାକୁ ବି ପ୍ରାଥମିକତା ଦିଆଯିବ। ଦକ୍ଷିଣ…
ଭାରତ ଆସିବାକୁ ଉତ୍ସାହିତ ଅଛନ୍ତି ବାଇଡେନ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବରରେ ଭାରତ ଆସିବାକୁ ନେଇ ଉତ୍ସାହିତ ଅଛନ୍ତି। ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ତାଙ୍କ ପ୍ର୍ରଶାସନର ଜଣେ ବ୍ୟକ୍ତି କହିଛନ୍ତି କି ୨୦୨୪ ଭାରତ-ଆମେରିକା ସମ୍ପର୍କରେ ଏକ ବଡ ବର୍ଷ ହେବାକୁ ଯାଉଛି।…
ଛଟେଇ ପରେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମୋଟା ଅଙ୍କର ଆୟ
କାଲିଫର୍ନିଆ,୨୨।୪: ଗୁଗଲ ଗୋଟିଏ ପଟେ କର୍ମଚାରୀଙ୍କୁ ଛଟେଇ କରୁଛି। ଅନ୍ୟପଟେ ଏହାର ସିଇଓ ଗତବର୍ଷ ପ୍ରାୟ ୧୯ ଅରବ ଟଙ୍କା ରୋଜଗାର କରିଥିଲେ। ଗୁଗଲର ସିଇଓ ମୂଳ ଭାରତୀୟ ୪୪ ବର୍ଷୀୟ ସୁନ୍ଦର ପିଚାଇଙ୍କୁ ୨୦୨୨ରେ ପ୍ରାୟ ୨୨୬ ମିଲିୟନ ଡଲାର…
ଅତ୍ୟନ୍ତ ଖରାପ, ମାରାତ୍ମକ, ମହଙ୍ଗା ଏବଂ ଗରମ ବର୍ଷ: ୨୦୨୨ର ପାଣିପାଗକୁ ନେଇ ଜାତିସଂଘ ଏଜେନ୍ସିର ଆକଳନ
ଜେନେଭା,୨୨।୪: ମିଳିତ ଜାତିସଂଘର ପାଣିପାଗ ବିଭାଗ-ବିଶ୍ୱ ପାଣିପାଗ ବିଭାଗ(ଡବ୍ଲୁଏମଓ) ୨୦୨୨ର ପାଣିପାଗକୁ ନେଇ ତା’ର ଆକଳନ ଜାରି କରିଛି। ଏଜେନ୍ସି କହିଛି ୨୦୨୨ ପାଣିପାଗ ଦୃଷ୍ଟିରୁ ଏତେ ଖରାପ ବର୍ଷ ଥିଲା ଯେ ଲାଗୁଥିଲା ଯେମିତି ଏହି କାରଣ ପାଇଁ ଲୋକେ…
Archives


