ଭାରତୀୟ ଶାସ୍ତ୍ରୀୟ କଳାର ପ୍ରଶଂସା କଲା ବ୍ରିଟେନ! ଭାରତୀୟ ମୂଳ ବାସିନ୍ଦାଙ୍କୁ ସମ୍ମାନୀତ କଲେ କିଙ୍ଗ ଚାର୍ଲସ
ଲଣ୍ଡନ,୨୮।୪: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ଭାରତୀୟ ମୂଳ ବାସିନ୍ଦା ଡା. ଏମ.ଏନ. ନନ୍ଦକୁମାରଙ୍କୁ ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର(ଏମବିଇ)ର ଆଓ୍ବାର୍ଡରେ ସମ୍ମାନୀତ କରିଛନ୍ତି। ନନ୍ଦକୁମାରଙ୍କୁ ଏମବିଇ ଆଓ୍ବାର୍ଡ ବ୍ରିଟେନରେ ଭାରତୀୟ ଶାସ୍ତ୍ରୀୟ କଳାରେ ଦେଇଥିବା ଯୋଗଦାନ ପାଇଁ ଦିଆଯାଇଛି।…
ଏହି ଦେଶରେ ୧୩ ବର୍ଷରୁ କମ୍ ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ
ନ୍ୟୁୟର୍କ,୨୮ା୪: ଆମେରିକା ସିନେଟରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଦ୍ୱିପାକ୍ଷିକ ପ୍ରସ୍ତାବ ସାରା ଦେଶରେ ସୋସିଆଲ ମିଡିଆ ବ୍ୟବହାର ପାଇଁ ଜାତୀୟ ବୟସ ସୀମା ସ୍ଥିର କରିବାକୁ ଯାଉଛି। ଫେଡେରାଲ ବିଲ୍ ୧୩ ବର୍ଷରୁ କମ୍ ପିଲାଙ୍କ ଦ୍ୱାରା ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ,…
ଅପରେଶନ କାବେରୀ: ସୁଦାନରୁ ବାହାରିଲା ଭାରତୀୟଙ୍କ ୧୦ମ ବ୍ୟାଚ
ଖାର୍ତୁମ/ନୂଆଦିଲ୍ଲୀ,୨୮।୪: ଅପରେଶନ କାବେରୀ ଜରିଆରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେଠାରୁ ଭାରତୀୟଙ୍କ ୧୦ମ ବ୍ୟାଚ ବାହାରି ସୁଦାନରୁ ସୌଦି ଆରବର ଜେଦ୍ଦାହ ସହର ଯାତ୍ରା କରିଛନ୍ତି। ଏହି ବ୍ୟାଚରେ ୧୩୫ ଯାତ୍ରୀ ରହିଛନ୍ତି। ସୂଚନାଯୋଗ୍ୟ,…
ଘରେ ପଶି ୧୫ ଜଣଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
ଅବୁଜା,୨୮ା୪ : ଉତ୍ତର ନାଇଜେରିଆରେ ଦୁଇଟି ପୃଥକ୍ ଘଟଣା ଘଟିଛି। ଉଭୟ ଘଟଣାରେ ବନ୍ଧୁକଧାରୀମାନେ ଘରେ ପଶି ୧୫ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ୫ ଜଣ ସହାୟତା କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ…
ମୋ ଝିଅ ହିଁ ସୁନକଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ: ସୁଧା ମୂର୍ତ୍ତି
ଲଣ୍ଡନ/ନୂଆଦିଲ୍ଲୀ,୨୮।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି କି ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପଛରେ କାହାର ହାତ ରହିଛି। ପ୍ରକୃତରେ…
ଦୁଇ ସେନା ହେଲିକପ୍ଟର ଦୁର୍ଘଟଣା, ୩ ପାଇଲଟ ମୃତ
ଓ୍ବାଶିଂଟନ,୨୮ା୪: ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୩ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଶୁକ୍ରବାର ସୂଚନା ମିଳିଛି। ତେବେ ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକପ୍ଟର…
ତାଇଓ୍ବାନକୁ କବ୍ଜା କରିବା ପାଇଁ ଚାଇନାର ଜୋର୍ଦାର ପ୍ରୟାସ: ୩୮ ଯୁଦ୍ଧ ବିମାନ ଉଡ଼ାଇଲା
ତାଇପେ,୨୮ା୪ ତାଇଓ୍ବାନକୁ କବ୍ଜା କରିବା ପାଇଁ ଚାଇନା କ୍ରମାଗତ ଭାବରେ ବିଭିନ୍ନ ପନ୍ଥା ଆପଣାଉଛି। ବର୍ତ୍ତମାନ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ଚାଇନା ସେନା ତାଇଓ୍ବାନ ନିକଟରେ ପ୍ରାୟ ୩୮ ଯୁଦ୍ଧ…
ଇଣ୍ଡୋନେସିଆ ଡଙ୍ଗାବୁଡ଼ି ଘଟଣା: ୧୧ ମୃତଦେହ ଉଦ୍ଧାର, ଏବେ ବି ୯ ନିଖୋଜ
ଜାକର୍ତ୍ତା,୨୮ା୪: ପଶ୍ଚିମ ଇଣ୍ଡୋନେସିଆରେ ୭୮ ଜଣଙ୍କୁ ନେଇ ଏକ ସ୍ପିଡବୋଟ୍ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡ଼ି ଯାଇଥିଲା। ଏହି ଘଟଣା ପରେ ଉଦ୍ଧାର କର୍ମଚାରୀମାନେ ଶୁକ୍ରବାର ସକାଳେ ସମୁଦ୍ରରେ ନିଖୋଜ ଥିବା ୯ ଜଣଙ୍କୁ ଖୋଜିବା ଆମମ୍ଭ କରିଛନ୍ତି।…
୨ ଘଣ୍ଟାରେ ଦୁଇଥର ଭୂକମ୍ପ
କାଠମାଣ୍ଡୁ,୨୮ା୪: ନେପାଳର ବାଜୁରା, ଦାହାକୋଟରେ ଗୁରୁବାର ରାତିରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍ ସେସମୋଲୋଜି କହିଛି ଯେ, ଦୁଇ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଦୁଇ ଭୂକମ୍ପର ତୀବ୍ରତା ଯଥାକ୍ରମେ…
ଦୁଇ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ନିଖୋଜ
ଓ୍ବାଶିଂଟନ,୨୮ା୪: ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକପ୍ଟର ସହ ଜଡିତ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା। ଆମେରିକାର ସେନା ଆଲାସ୍କାର ମୁଖପାତ୍ର ଜନ ପେନେଲ କହିଛନ୍ତି, ପ୍ରତ୍ୟେକ…
ବ୍ରାଜିଲ ଶବ୍ଦକୋଷରେ ‘ପେଲେ’
ସାଓପାଓଲୋ,୨୮ା୪(ପି.ଟି): ବ୍ରାଜିଲିଆନ୍ ଫୁଟ୍ବଲ କିମ୍ବଦନ୍ତୀ ପେଲେଙ୍କ ନାମକୁ ବର୍ତ୍ତମାନ ଶବ୍ଦକୋଷରେ ସାମିଲ କରାଯାଇଛି। ‘ପେଲେ’ ଶବ୍ଦକୁ ଏକ ବିଶ୍ଳେଷଣ ଭାବେ ବ୍ୟବହାର କରାଯାଉଥିବା ବେଳେ ଏହାକୁ ଶ୍ରେଷ୍ଠର ପ୍ରତିଶବ୍ଦ ବୋଲି ମଧ୍ୟ କୁହାଯାଇଛି। ଏହା ସହିତ ସ୍ବତନ୍ତ୍ର ଶବ୍ଦ ପାଇଁ ମଧ୍ୟ…
ପୁଟିନ୍ଙ୍କୁ ହତ୍ୟା ଉଦ୍ୟମ କରିଥିଲା ୟୁକ୍ରେନ୍
ଲଣ୍ଡନ,୨୮ା୪: ୟୁକ୍ରେନୀୟ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ। ବିସ୍ଫୋରକ ଭର୍ତ୍ତି ଏକ କାମିକାଜି ଡ୍ରୋନ୍ରେ ପୁଟିନ୍ଙ୍କୁ ଉଡ଼ାଇଦେବାକୁ ଯୋଜନା ହୋଇଥିଲା। କିନ୍ତୁ ମାନବବିହୀନ ଏରିଆଲ ଭେହିକିଲ୍ (ୟୁଏଭି) ଲକ୍ଷ୍ୟ ଭେଦ କରିବା…
Archives


