୧୨ ବର୍ଷ ପରେ ଆରବ ଲିଗକୁ ଫେରିଲା ସିରିଆ…
କାଇରୋ,୭।୫ : ସିରିଆକୁ ୧୨ ବର୍ଷ ପରେ ଆରବ ଲିଗକୁ ଫେରାଇ ଆଣିବା ପାଇଁ ରବିବାର କାଇରୋରେ ଆରବ ସରକାରଙ୍କ ପ୍ରତିନିଧୀମାନେ ଭୋଟିଂ କରିଛନ୍ତି। ଇଜିପ୍ଟର ରାଜଧାନୀରେ ମତଦାନ ଆଞ୍ଚଳିକ ଶୀର୍ଷ କୂଟନୀତିଜ୍ଞମାନେ ଜୋର୍ଡାନରେ ସିରିଆକୁ ଆରବ ଲିଗକୁ ଫେରାଇ ଆଣିବା…
ଚାଇନାଠାରୁ ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବ ସୌଦି: ଆମେରିକାର ବଢ଼ିଲା ଚିନ୍ତା…
ବେଜିଂ,୭।୫ : ମଧ୍ୟ ପୂର୍ବର ସବୁଠାରୁ ଧନୀ ଦେଶ ସୌଦି ଆରବ ନିଜ ବନ୍ଧୁ ଚାଇନା ଠାରୁ ୧୨ ଟାଇପ ୦୫୨-ଡି ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବାକୁ ଯୋଜନା କରୁଛି। ଗତ ମାସରେ, ଆବୁଧାବି ଅନ୍ତର୍ଜାତୀୟ ପ୍ରତିରକ୍ଷା ପ୍ରଦର୍ଶନୀରେ ଚାଇନା ଏହାର…
ଉଡାଣ ଭରିବା ପୂର୍ବରୁ ଇଞ୍ଜିନରେ ଲାଗିଲା ନିଆଁ
ବ୍ରାସିଲିଆ,୭।୫: ବ୍ରାଜିଲର ରନୱେରେ ଉଡାଣ ଭରିବା ପୂର୍ବରୁ ଏକ ବିମାନ ଇଞ୍ଜିନରେ ନିଆଁ ଲାଗିଯିବାରୁ ପାଇଲଟ ବିମାନକୁ ଅଟକାଇ ଦେଇଥିଲେ। ମେ’୪ ତାରିଖରେ ରିଓ ଡି ଜେନେରିଓର ସାଣ୍ଟୋସ ଡ୍ୟୁମାଣ୍ଟ ବିମାନବନ୍ଦରରୁ ପୋର୍ଟୋ ଏଲେଗ୍ରେ ଅଭିମୁଖେ ଉଡାଣ ଭରିବା ସମୟରେ ଘଟିଥିବା…
ବରିଷ୍ଠ ଖବରଦାତାଙ୍କ ହତ୍ୟାରେ ପାକିସ୍ତାନୀ ସେନାର ପ୍ରମୁଖ ଅଧିକାରୀ ସାମିଲ: ଇମ୍ରାନ ଖାନ
ଇସଲାମାବାଦ,୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାରୁ ହଟାଯିବା ପରେ ନୂଆ ନୂଆ ଦାବି କରୁଛନ୍ତି। ବର୍ତ୍ତମାନ ସେ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫୈସଲ ନାସିରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବରିଷ୍ଠ ଖବରଦାତା ଅରଶଦ ଶରିଫଙ୍କ…
ଗୁପ୍ତଚରୀ ଆଇନରେ ପରିବର୍ତ୍ତନ କଲା ଚାଇନା, ଚିନ୍ତାରେ ବିଦେଶୀ କମ୍ପାନୀ…
ବେଜିଂ,୭।୫ : ଗତ ସପ୍ତାହରେ ଚାଇନାର ରବର-ଷ୍ଟାମ୍ପ ସଂସଦ ଦେଶର ଗୁପ୍ତଚର ଆଇନରେ ପରିବର୍ତ୍ତନ ଆଣିଥିଲା, ଯାହା ଦେଶରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଆଇନଗତ ବିପଦ ଆଣିପାରେ ବୋଲି ଆଶଙ୍କା ଦେଖାଦେଇଛି। ଜାତୀୟ ସୁରକ୍ଷା ସହ…
ହାତଗୋଡ଼ ବନ୍ଧା ହୋଇ ଜଙ୍ଗଲରେ ପଡ଼ିଥିଲେ ବ୍ୟକ୍ତି, ଉଦ୍ଧାର ସମୟରେ ଯାହା କହିଲେ ସମସ୍ତେ ଆଶ୍ଚର୍ଯ୍ୟ
ବର୍ଲିନ,୭ା୫: ଜର୍ମାନର ଏକ ଜଙ୍ଗଲରୁ ହାତଗୋଡ଼ ବନ୍ଧା ଥିବା ଜଣେ ବ୍ୟକ୍ତିଙ୍କୁ ଜୀବିତ ଭାବେ ଉଦ୍ଧାର କରିଛି ପୋଲିସ। ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ଜଙ୍ଗଲରେ ବନ୍ଧା ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା। ପୋଲିସ ପରେ ତାଙ୍କଠାରୁ ଯାହା ଶୁଣିଲା ଆଶ୍ଚର୍ଯ୍ୟ…
ଯୁଦ୍ଧ ପାଇଁ କ୍ଷତିରେ କୃଷକ
କିଭ୍,୭ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ୧୪ ମାସ ଧରି ଚାଲିଥିଲେ ମଧ୍ୟ ଥମିବାର ନାଁ ନେଉନି। ଇତିମଧ୍ୟରେ ଏହି ଯୁଦ୍ଧ ଯୋଗୁ ୟୁକ୍ରେନର କୃଷକମାନେ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଯେଉଁଠାରେ ସୂର୍ଯ୍ୟମୁଖୀ ଫୁଲ କ୍ଷେତରେ ହଜାର ହଜାର ଫୁଲ ଫୁଟୁଥିଲା,…
କେବଳ ବ୍ରିଟେନ ନୁହେଁ, ଏହି ୧୫ ଦେଶର ମୁଖ୍ୟ ହୋଇଛନ୍ତି କିଙ୍ଗ୍ ଚାଲର୍ସ
ଲଣ୍ଡନ,୭ା୫: ରାଣୀ ଏଲିଜାବେଥଙ୍କ ଦୀର୍ଘ ଶାସନ ଏବଂ ତାଙ୍କ ଦେହାନ୍ତ ପରେ ମେ’ ୬ରେ ୭୪ ବର୍ଷୀୟ ପ୍ରିନ୍ସ ଚାଲର୍ସ ତୃତୀୟଙ୍କୁ ରାଜା ଭାବରେ ମୁକୁଟ ପିନ୍ଧାଯାଇଛି। ଏହା ସହିତ ବ୍ରିଟିଶ ରାଜା, ଯିଏକି ବ୍ରିଟିଶ ରାଜତନ୍ତ୍ରର ଶୀର୍ଷ ପଦବୀ ଅଧିକାର…
‘ସାରା ବିଶ୍ୱରେ ଦେଶ ଅପମାନିତ ହେଉଛି’
ଇସଲାମାବାଦ,୭ା୫: ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ବିଦେଶ ଗସ୍ତ ପାଇଁ ସମାଲୋଚନା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଇଂଲଣ୍ଡର ରାଜା ଚାଲର୍ସ ତୃତୀୟଙ୍କ ଶପଥ ଗ୍ରହଣ ପାଇଁ…
ରୁଷିଆ ଉପରେ ୧୦ରୁ ଅଧିକ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ
କିଭ୍,୭ା୫: ୟୁକ୍ରେନ କ୍ରିମିଆ ଉପଦ୍ୱୀପ ଉପରେ ରାତିସାରା ୧୦ରୁ ଅଧିକ ଡ୍ରୋନ୍ ଆକ୍ରମଣ କରିଥିଲା। ସେବାଷ୍ଟୋପୋଲ ବନ୍ଦରରେ ଲଞ୍ଚ ହୋଇଥିବା ୩ଟି ଡ୍ରୋନ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ରବିବାର ଏନେଇ ରୁଷିଆର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସେବାଷ୍ଟୋପୋଲର ରାଜ୍ୟପାଳ…
କିଙ୍ଗ ଚାର୍ଲସ ତୃତୀୟଙ୍କ କରୋନେଶନ କନସର୍ଟରେ ସାମିଲ ହେବେ ନାହିଁ ପ୍ରିନ୍ସ ହ୍ୟାରୀ
ଲଣ୍ଡନ,୭।୫: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ଶେଷ ହୋଇଛି। ତାଙ୍କ ରାଜ୍ୟାଭିଷେକ ସମାରୋହରେ ପ୍ରାୟ ୨,୨୦୦ ଅତିଥି ସାମିଲ ହୋଇଥିଲେ। ହେଲେ ଏହି ଆୟୋଜନର ସବୁଠାରୁ ବଡ ଆକର୍ଷଣ ଥିଲେ ରାଜକୁମାର ହ୍ୟାରୀ। ସମସ୍ତଙ୍କ ନଜର ତାଙ୍କ ଉପରେ…
କଙ୍ଗୋ ବନ୍ୟାରେ ୧୭୫ରୁ ଅଧିକ ମୃତ, ଅନେକେ ନିଖୋଜ, ସ୍କୁଲ-ହସ୍ପିଟାଲ ସବୁ ବନ୍ଦ
ବ୍ରଜାଭିଲେ,୭।୫: ଆଫ୍ରିକା ଦେଶ କଙ୍ଗୋରେ ପ୍ରକୃତି ଦାଉ ସାଧିଛି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଫଳରେ ଏଠାରେ ବନ୍ୟା ଆସିଛି। ଏହି ବନ୍ୟାରେ ଏବେ ପର୍ଯ୍ୟନ୍ତ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…
Archives


