ଅନ୍ତର୍ଜାତୀୟ

ଇରାନରେ ପ୍ରତି ୬ ଘଣ୍ଟାରେ ଜଣଙ୍କୁ ଫାଶୀ, ୨୦୨୩ରେ ଇତିମଧ୍ୟରେ ୧୯୪ ଜଣଙ୍କୁ ମୃତ୍ୟୁଦଣ୍ଡ…

ତେହେରାନ,୮।୫ : ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ଇରାନ ଶାସନ ପ୍ରତି ୬ ଘଣ୍ଟାରେ ହାରାହାରି ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଇରାନ ମାନବିକ ଅଧିକାରର ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ବର୍ତ୍ତମାନ…

ଗୋଟିଏ ରାତିରେ ଗୁଳିକରି ଖସାଇଛୁ ୩୫ ରୁଷିଆ ଡ୍ରୋନ: ୟୁକ୍ରେନ ସୈନ୍ୟ…

କିଭ୍‌,୮।୫ : ରୁଷିଆ ଯୂଦ୍ଧଖୋର ମନୋବୃତ୍ତି ୟୁକ୍ରେନକୁ ଧ୍ୱଂସସ୍ତୁପରେ ପରିଣତ କରିଛି। ରୁଷଆ ଅପେକ୍ଷା ସାମରିକ ଶକ୍ତି ଦୃଷ୍ଟିରୁ ବହୁତ ଦୁର୍ବଳ ଦେଶ ହୋଇଥିଲେ ମଧ୍ୟ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ହାର ମାନି ନାହାନ୍ତି। ସେ ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନଙ୍କ…

ପଶ୍ଚିମ ଏସିଆରେ ପହଞ୍ଚିବ ଭାରତୀୟ ରେଳ ଲାଇନ, ୪ ଦେଶର ଯୋଜନା, ଡୋଭାଲଙ୍କ ଉପରେ ଦାୟିତ୍ୱ…

ନୂଆଦିଲ୍ଲୀ/ରିୟାଦ,୮।୫ : ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଗଲ୍ଫ ଦେଶରେ ଶୀଘ୍ର ଭାରତୀୟ ଟ୍ରେନ ଚଳାଚଳ କରିବ। ଏହି ପ୍ରକଳ୍ପ ସମ୍ପର୍କରେ ଆମେରିକା, ଭାରତ, ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଜାତୀୟ ସୁରକ୍ଷା…

ମାନହାନୀ ମାମଲାରେ ସାକ୍ଷ୍ୟ ଦେଲେନି ଟ୍ରମ୍ପ…

ଓ୍ବାଶିଂଟନ,୮।୫ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜଣେ ଲେଖିକାଙ୍କ ବଳାତ୍କାର ମାମଲାରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି। ଏହି ମାମଲାରେ ରବିବାର ଦିନ ଟ୍ରମ୍ପ ତାଙ୍କ ସାକ୍ଷ୍ୟ ଦାଖଲ କରିବାର ଶେଷ ସୁଯୋଗ ପାଇଥିଲେ କିନ୍ତୁ ଟ୍ରମ୍ପ ତାଙ୍କ ସାକ୍ଷ୍ୟ ଦାଖଲ…

ଆତଙ୍କବାଦ ବିରୋଧରେ ଲଢ଼ିବେ ପାକିସ୍ତାନ-ଚାଇନା-ଆଫଗାନିସ୍ତାନ…

ଇସଲାମାବାଦ,୮।୫ : ଆତଙ୍କବାଦ ମୁକାବିଲା ପାଇଁ ପାକିସ୍ତାନ, ଚାଇନା ଏବଂ ଆଫଗାନିସ୍ତାନ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ବିଭିନ୍ନ ଆର୍ଥିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସେମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ହୋଇଛି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ…

ଇରାନ ଏକୁଟିଆ ୫୦ ଉତ୍ତର କୋରିଆ ସହିତ ସମାନ: ଆମେରିକାକୁ ନେତାନ୍ୟାହୁଙ୍କ ଚେତାବନୀ…

ଜେରୁଜେଲମ,୮।୫ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ସଂସଦୀୟ ପ୍ରତିନିଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କେବଳ ଏକୁଟିଆ ଇରାନ ୫୦ ଉତ୍ତର କୋରିଆ ସହିତ ସମାନ। ଏକ ପ୍ରଶ୍ନର ଉତ୍ତରରେ ନେତାନ୍ୟାହୁ କହିଛନ୍ତି, ଇରାନ କେବଳ ପଡ଼ୋଶୀ ନୁହେଁ…

ଶତ୍ରୁ ଏବେ ମିତ୍ର: ସମ୍ପର୍କ ବୃଦ୍ଧି ପାଇଁ ଦକ୍ଷିଣ କୋରିଆ-ଜାପାନର ନୂତନ ପଦକ୍ଷେପ …

ସିଓଲ,୮।୫ : ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ଼ କରିବା ପାଇଁ ଦକ୍ଷିଣ କୋରିଆ ଏବଂ ଜାପାନର ନେତାମାନେ ରବିବାର ପୁଣି ପରସ୍ପରକୁ ଭେଟିଛନ୍ତି। ଦୁଇ ମାସ ମଧ୍ୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ। ଦକ୍ଷିଣ କୋରିଆ…

ୟୁକ୍ରେନ୍‌ ଲୋକେ ଆତଙ୍କିତ: ମାରିଆପୋଲ ଗଣ ହତ୍ୟାକାରୀ ଓ୍ବାଗନର ଗ୍ରୁପରେ ଯୋଗଦେଲେ…

ମସ୍କୋ,୮।୫ : ରୁଷିଆର ପୂର୍ବତନ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଭାବରେ ବରଖାସ୍ତ ହୋଇଥିବା କର୍ନେଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ ୱାଗନର୍‌ ଗ୍ରୁପରେ ଡେପୁଟି କମାଣ୍ଡର ଭାବରେ ଯୋଗ ଦେଇଛନ୍ତି। ଏହାକୁ ନେଇ ପୁଣି ନରସଂହାର ଭୟରେ ୟୁକ୍ରେନ ଲୋକେ ଆତଙ୍କିତ ହୋଇପଡିଛନ୍ତି।…

ବାଇଡେନଙ୍କ ପୁଣି କ୍ଷମତା ଦଖଲ ପାଇଁ ଗୁରୁତ୍ୱପୂର୍ଣ୍ଣ ମୂଳ ଭାରତୀୟ ଅଜୟ ଜୈନ ଭୁଟୋରିଆ…

ଓ୍ବାଶିଂଟନ,୮।୫ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ଯାହା ପରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସ ଆମେରିକାର ଶ୍ରେଷ୍ଠ ୧୫୦ ଦାନଦାତାଙ୍କୁ ଭେଟିଥିଲେ। ଏହି…

ବନ୍ଧୁକ ସଂସ୍କୃତି: ୧୨ ମାସରେ ୧୫ରୁ ଅଧିକ ଗୁଳିକାଣ୍ଡ, ୧୦୦ରୁ ଅଧିକ ଲୋକଙ୍କ ଗଲାଣି ଜୀବନ…

ଓ୍ବାଶିଂଟନ,୮।୫ : ଆମେରିକାରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଗୁଳିକାଣ୍ଡ ଘଟଣା ଥମିବାର ନା ଧରୁନି। ଧୀରେଧିରେ ଏହା ବୃଦ୍ଧି ପାଉଛି। ଶନିବାର ଟେକ୍ସାସରେ ହୋଇଥିବା ଗୁଳି ବିନିମୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ…

ଟେକ୍ସାସ୍‌ରେ ଗୁଳି: ୯ ମୃତ

ହ୍ୟୁଷ୍ଟନ୍‌,୮ା୫: ଆମେରିକାର ଟେକ୍ସାସ୍‌ସ୍ଥିତ ଡୋଲ୍ଲାସ ସହରର ଏକ ବ୍ୟସ୍ତବହୁଳ ମଲ୍‌ରେ ଶନିବାର ଗୁଳିକାଣ୍ଡ ଘଟିଛି। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ସେ ମଧ୍ୟ ନିହତ ହୋଇଛନ୍ତି। ଦେଶରେ ଚଳିତ…

ରାଜ୍ୟାଭିଷେକ ଭୋଜି ଆୟୋଜନ କଲେ ଋଷି ସୁନକ

ଲଣ୍ଡନ,୭ା୫: କିଙ୍ଗ ଚାଲର୍‌ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଲଣ୍ଡନର ଡାଉନିଂ ଷ୍ଟ୍ରିଟ୍‌ରେ ରବିବାର ଭୋଜିର ଆୟୋଜନ କରିଥିଲେ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri