କାଲିଫର୍ନିଆରେ ଖୋଲିବ ରାହୁଲ ଗାନ୍ଧୀଙ୍କ ପ୍ରେମ ଦୋକାନ…
ଓ୍ବାଶିଂଟନ,୨୭।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ ଶୀଘ୍ର ଦଶ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ଯାତ୍ରାକୁ ସଫଳ କରିବା ପାଇଁ ଭାରତୀୟ ବିଦେଶ କଂଗ୍ରେସ ଏକଜୁଟ ହୋଇଛି। ରାହୁଲଙ୍କ ଆମେରିକା ଗସ୍ତ ସମୟରେ ଆୟୋଜିତ ହେବାକୁ…
ସୁରକ୍ଷାକର୍ମୀଙ୍କ ଦଳ ଉପରେ ଆତ୍ମଘାତୀ ଆକ୍ରମଣ: ୨ ମୃତ, ୧୯ ଆହତ…
ଇସଲାମାବାଦ,୨୭।୫ : ପାକିସ୍ତାନର ଅଶାନ୍ତ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ସୁରକ୍ଷା ବାହିନୀଙ୍କର ଏକ ଦଳକୁ ଟାର୍ଗେଟ କରାଯାଇଛି। ବିସ୍ଫୋରକ ସାମଗ୍ରୀ ଥିବା ମୋଟରସାଇକେଲରେ ଆତ୍ମଘାତୀ ବିସ୍ଫୋରଣରେ ୧୯ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହା ସହିତ ୨ ଜଣଙ୍କ ମୃତ୍ୟୁ…
ଭାରତକୁ ନାଟୋ ପ୍ଲସରେ ସାମିଲ କରିବାକୁ ଆମେରିକା କଂଗ୍ରେସ କମିଟିର ସୁପାରିଶ…
ଓ୍ବାଶିଂଟନ,୨୭।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ, ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସର ଏକ ଅଂଶ କରିବାକୁ ସୁପାରିଶ କରିଛି। କମିଟି କହିଛି…
ରୁଷିଆର ବଡ ଘୋଷଣା: ଭାସମାନ ଆଣବିକ ଶକ୍ତି ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ବାଣ୍ଟିବାକୁ ପ୍ରସ୍ତୁତ…
ମସ୍କୋ,୨୭।୫ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏକ ବଡ ଘୋଷଣା କରିଛି। ବାସ୍ତବରେ, ରୁଷିଆର ରାଷ୍ଟ୍ରାୟତ୍ତ ଶକ୍ତି କମ୍ପାନୀ ରୋସାଟମ କହିଛି ଏହାର ଫ୍ଲୋଟିଂ ଆଣବିକ ଶକ୍ତି କେନ୍ଦ୍ର (ଏଫଏନପିପି) ର ପ୍ରଯୁକ୍ତିବିଦ୍ୟାକୁ ସହଯୋଗୀ ଦେଶମାନଙ୍କ ସହ…
ପୁଣି ତେଜିଲା ଉତ୍ତେଜନା: ତାଇଓ୍ବାନ ମୁହାଁ ଚାଇନା ଯୁଦ୍ଧପୋତ…
ବେଜିଂ/ତାଇପେ,୨୭।୫ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଚାଇନାର ବିମାନ ପରିବହନକାରୀ ଯୁଦ୍ଧପୋତ ଶାଣ୍ଡୋଙ୍ଗ ଶନିବାର ଅନ୍ୟ ଦୁଇଟି ଜାହାଜ ସହିତ ତାଇୱାନ ଷ୍ଟ୍ରାଇଟ ଦେଇ ଦ୍ୱୀପପୁଞ୍ଜ ମୁହାଁ ହୋଇ ପୁଣି ଉଭୟପକ୍ଷଙ୍କ ମଧ୍ୟରେ ସାମରିକ ତିକ୍ତତା ସୃଷ୍ଟି କରିଛି। ମନ୍ତ୍ରଣାଳୟ…
ଦେଶର ଆର୍ର୍ଥିକ ସଙ୍କଟ ପାଇଁ ଇମ୍ରାନ ଦାୟୀ: ଶେହବାଜ ସରିଫ…
ଇସଲାମାବାଦ,୨୭।୫ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ କୌଣସି ଡିଲ କରାଯାଉ ନାହିଁ କିନ୍ତୁ ଦେଶକୁ ଯେକୌଣସି ଡିଫଲ୍ଟର ସମ୍ମୁଖୀନ ହେବାକୁ ରୋକିବାରେ ଚାଇନାର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ଅଟେ। କରାଚିରେ ଶିଳ୍ପପତି ଏବଂ…
ଇମ୍ରାନଙ୍କୁ ଆଉ ଏକ ଝଟକା, ପିଟିଆଇ ନେତା ଫୟାଦ ଚୌଧୁରିଙ୍କ ଇସ୍ତଫା ମଧ୍ୟରେ ବାବର କଲେ ଲଣ୍ଡନ ଯାତ୍ରା
ଇସଲାମାବାଦ,୨୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ରୁ ଇସ୍ତଫା ଦେଇଥିବା ବ୍ୟକ୍ତିଙ୍କ ଏବେ ଲମ୍ବା ଧାଡି ଲାଗିଲାଣିି। ତିନିଜଣ ପିଟିଆଇ ନେତା ଗୁରୁବାର ଦଳ ଛାଡିବାକୁ ଘୋଷଣା କରିଥିଲେ। ଏଥି ସହିତ, ଗଣ ମାଧ୍ୟମର…
ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ବଡ ପଦକ୍ଷେପ, ଦୀପାବଳି ଛୁଟି ଘୋଷଣା ପାଇଁ ସଂସଦରେ ବିଧେୟକ ଉପସ୍ଥାପନ
ଓ୍ବାଶିଂଟନ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ ଉପସ୍ଥାପନ କରାଯାଇଛି। ଆମେରିକାର ମହିଳା ସାଂସଦ ଗ୍ରେସ ମେଂଗ ଶୁକ୍ରବାର ପ୍ରତିନିଧି ସଭାରେ ଦୀପାବଳି…
ଏଲିଜାବେଥ୍ଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା
ଓ୍ବାଶିଂଟନ୍,୨୭ା୫: ବ୍ରିଟେନର ଦିବଂଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ୧୯୮୩ରେ ଏଲିଜାବେଥ୍ ଦ୍ୱିତୀୟ ଆମେରିକା ଗସ୍ତରେ ଥିବାବେଳେ ତାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ (ଏଫ୍ବିଆଇ) ନିଜ ନୂଆ ଦସ୍ତାବିଜରେ ପ୍ରଘଟ କରିଛି।…
‘ନୋ ଫ୍ଲାଏ’ ଲିଷ୍ଟରେ ଇମ୍ରାନ୍
ଇସ୍ଲାମାବାଦ,୨୭ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍, ତାଙ୍କ ସ୍ତ୍ରୀ ବୁଶ୍ରା ବିବି ଓ ଦଳର ଅନେକ ନେତାଙ୍କ ବିଦେଶ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଏନେଇ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍ ଶେହବାଜ୍ ଶରିଫ ସରକାରଙ୍କୁ ଧନ୍ୟବାଦ…
ଉଡ଼ନ୍ତା ବିମାନର ଡୋର ଖୋଲିଦେଲେ ଯାତ୍ରୀ
ସିଓଲ,୨୭ା୫: ଦକ୍ଷିଣ କୋରିଆର ଡାଏଗୁ ସହର ଅଭିମୁଖେ ଯାଉଥିବା ଏକ ଆସିଆନା ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀ ଏମର୍ଜେନ୍ସି ଡୋର୍ ଖୋଲି ଗିରଫ ହୋଇଛନ୍ତି। ଓଜେଡ୍୮୧୨୪ ଏୟାରବସ୍ ଶୁକ୍ରବାର ସ୍ଥାନୀୟ ସମୟ ୧୧ଟା ୪୫ରେ ଜେଜୁ ଆଇଲାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲା।…
ସ୍କୁଲ ଛାତ୍ରାବାସରେ ୧୪ ବର୍ଷର ଛାତ୍ର ନିଆଁ ଲଗାଇଥିବା ସନ୍ଦେହ, ୧୯ ଶିଶୁଙ୍କର ହୋଇଥିଲା ମୃତ୍ୟୁ
ଜର୍ଜଟାଉନ,୨୬।୫: ଦକ୍ଷିଣ ଆମେରିକାର ଗୁଇନା ସ୍ଥିତ ମହଡିଆ ମାଧ୍ୟମିକ ବିଦ୍ୟାଳୟରେ ନିକଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୯ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଏହି ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ଭାବରେ ଜଣେ ସ୍କୁଲ ଛାତ୍ରଙ୍କ ନାମ ସାମ୍ନାକୁ…
Archives


