ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ପ୍ରିଗୋଜିନ୍ଙ୍କୁ ହତ୍ୟା କରାଯାଇଛି: ବଡ଼ ଦାବି କଲେ ଏହି ବ୍ୟକ୍ତି
ମସ୍କୋ,୧୪।୭: ଗତ ମାସରେ ରୁଷିଆ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ୍ର ମୁଖ୍ୟ ୟେବଗେନି ପ୍ରିଗୋଜିନ୍ଙ୍କ ମୃତ୍ୟୁ ହୋଇସାରିଛି। ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ଆମେରିକାର ଜଣେ ପୂର୍ବତନ ଅଧିକାରୀ। ଉଲ୍ଲେଖନୀୟ କଥା ହେଉଛି, ପୁଟିନଙ୍କ ବିଦ୍ରୋହ ପରଠାରୁ ପ୍ରିଗୋଜିନ୍ଙ୍କ ସଠିକ୍…
ଟେଷ୍ଟିଂ ସମୟରେ ରକେଟ୍ ଇଞ୍ଜିନ ବିସ୍ଫୋରଣ
ଟୋକିଓ,୧୪ା୭: ଟେଷ୍ଟିଂ ସମୟରେ ଜାପାନର ଏକ ରକେଟ୍ ଇଞ୍ଜିନ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଇଞ୍ଜିନ ପାଇଁ ଗ୍ରାଉଣ୍ଡ ଟେଷ୍ଟ ଆରମ୍ଭ ହେବାର ପ୍ରାୟ ଏକ ମିନିଟ୍ ପରେ ଏହି ଘଟଣା ଘଟିଥିଲା। ଜାପାନ…
ଦେଶର ସୁରକ୍ଷା ପାଇଁ ଚାଇନା ବିପଦ, ଏହାର ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ: ସଂସଦୀୟ କମିଟି ରିପୋର୍ଟ
ଇଂଲଣ୍ଡ,୧୪।୭: ବ୍ରିଟେନର ସଂସଦୀୟ କମିଟି ଦେଶର ଜାତୀୟ ସୁରକ୍ଷାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦର୍ଶାଯାଇଛି ଯେ ବ୍ରିଟେନର ଜାତୀୟ ସୁରକ୍ଷା ପାଇଁ ଚାଇନା ଏକ ବଡ଼ ବିପଦ। ଏହି ଅନୁଯାୟୀ, ବ୍ରିଟେନକୁ ଟାର୍ଗେଟ କରିବାରେ ଚାଇନା…
ଭାରତ-ଫ୍ରାନ୍ସ କୁଟନୀତିକ ଭାଗିଦାରୀକୁ ପୁରଣ ହେଲା ୨୫ ବର୍ଷ, ହିନ୍ଦିରେ ଟୁଇଟ କରି ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ ରାଷ୍ଟ୍ରପତି
ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଫ୍ରାନ୍ସ ଗସ୍ତରେ ଅଛନ୍ତି। ଏହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋ ଶୁକ୍ରବାର ସକାଳେ ହିନ୍ଦିରେ ଏକ ଟୁଇଟ କରିଛନ୍ତି। ଟୁଇଟରେ ସେ ଲେଖିଛନ୍ତି ଯେ ଭାରତ ଏବଂ ଫ୍ରାନ୍ସ ୨୫ବର୍ଷର କୁଟନୀତିକ ଭାଗିଦାରୀ…
‘ଫ୍ରାନ୍ସ ସହ ମୋର ୪୦ ବର୍ଷର ସମ୍ପର୍କ’
ପ୍ୟାରିସ/ନୂଆଦିଲ୍ଲୀ,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ୍ ମାକରଁଙ୍କୁ ଭେଟି ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ପୂର୍ବ ଦିନ ପ୍ୟାରିସରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ…
‘ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ’, ମୋଦିଙ୍କ ଗସ୍ତର ଗୋଟିଏ ମାସ ଭିତରେ ସଂସଦୀୟ କମିଟି ପାସ କଲା ପ୍ରସ୍ତାବ
ଓ୍ବାଶିଂଟନ,୧୪।୭: ଚାଇନା ଲଗାତାର ଭାରତୀୟ ସୀମାରେ ଅନୁପ୍ରବେଶ କରି ଚାଲିଛି। ନିକଟରେ ଭାରତର ଅରୁଣାଚଳ ପ୍ରଦେଶର କିଛି ଅଂଶରେ ଚାଇନା କବଜା କରି ନେଇଛି। ଏହାପରେ ଚାଇନା କହୁଛି କି ଏହା ଚାଇନାର ଅଂଶ। ଏଥିରେ ଆମେରିକା ଭାରତର ପକ୍ଷ ନେଉଛି।…
ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେବେ ମୋଦି, ସାମିଲ ହେବେ ଭାରତୀୟ ସେନା
ନୂଆଦିଲ୍ଲୀ/ପ୍ୟାରିସ,୧୪।୭: ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋଙ୍କ ନିମନ୍ତ୍ରଣ କ୍ରମେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି। ସେଠାରେ ସେ ଜୁଲାଇ ୧୪ ଅର୍ଥାତ୍ ଶୁକ୍ରବାର ଦେଶର ରାଷ୍ଟ୍ରୀୟ ଦିବସ ଅର୍ଥାତ୍ ବୈଷ୍ଟିଲ ଡେ ପରେଡରେ ସାମିଲ ହେବେ। ଏହି…
ସଠିକ୍ ବରପାତ୍ର ଖୋଜିଦେଲେ ଯୁବତୀ ଦେବେ ୪ ଲକ୍ଷ
ଓ୍ବାଶିଂଟନ,୧୪ା୭: ଆମେରିକାର ଲସ୍ଏଞ୍ଜଲସ୍ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବତୀ ଏକୁଟିଆ ରହିବା ଦ୍ୱାରା ଅସୁବିଧାରେ ପଡ଼ିଛନ୍ତି। ସେ କହିଛନ୍ତି, ଯିଏ ତାଙ୍କ ପାଇଁ ପରଫେକ୍ଟ ବରପାତ୍ର ଖୋଜିଦେବେ ସେ ତାଙ୍କୁ ୫୦୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪,୧୦,୪୬୨…
ଆମେରିକାର ବାଣିଜ୍ୟ ମନ୍ତ୍ରୀଙ୍କ ଇମେଲ ହ୍ୟାକ୍ କଲେ ଚାଇନା ହ୍ୟାକର, ବ୍ଲିଙ୍କେନ ଚାଇନା ସମକକ୍ଷଙ୍କୁ ଦେଲେ ଚେତାବନୀ
ଓ୍ବାଶିଂଟନ,୧୪।୭: ଚାଇନାର ହ୍ୟାକରଙ୍କ ଏକ ଗୋଷ୍ଠୀଙ୍କ ଦ୍ୱାରା ଆମେରିକାର ବାଣିଜ୍ୟ ବିଭାଗର ଅଧିକାରୀଙ୍କ ଇମେଲକୁ ହ୍ୟାକ୍ କରିଥିବା ଘଟଣା ସାମ୍ନାକୁ ଆସିଛି। ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜିନା ରାୟମୋଣ୍ଡୋ ଆମେରିକାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସାମିଲ ଥିଲେ, ଯାହାଙ୍କ ଇମେଲଗୁଡିକ ଚଳିତ…
‘ଭାରତ ମାତା କି ଜୟ’ ନାରା ଶୁଣି ଲାଗୁଛି ମୁଁ ଘରକୁ ଆସିଛି: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ସମୟରେ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ‘ମୋଦ-ମୋଦି’ ଏବଂ ‘ଭାରତ ମାତା କି ଜୟ’ ସ୍ଲୋଗାନରେ ପୁରା ଅଡିଟୋରିୟମ ଫାଟି ପଡୁଥିଲା। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…
ଫେଲ୍ ମାରିଲା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ପ୍ଲାନ୍
ଇଟାନଗର/ବେଜିଂ,୧୪।୭: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ସର୍ବଦା ଖରାପ ନଜର ରହିଛି। ଗୋଟିଏ ପଟେ ଚାଇନା ନିୟନ୍ତ୍ରଣ ଲାଇନ ଉପରେ ନିଜର କାର୍ଯ୍ୟକଳାପକୁ କ୍ରମାଗତ ଭାବରେ ବୃଦ୍ଧି କରୁଛି ଏବଂ ଅନ୍ୟ ପଟେ ଅରୁଣାଚଳ ପ୍ରଦେଶକୁ ନେଇ କୂଟନୈତିକ କୌଶଳ ପ୍ରୟୋଗ…
ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ
ପ୍ୟାରିସ୍,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ ଅଫ ଲେଜିଅନ ସମ୍ମାନ ମିଳିଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ ମୋଦିଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଭାରତର ଲୋକଙ୍କ ତରଫରୁ ରାଷ୍ଟ୍ରପତି ମାକ୍ରଁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାପୂର୍ବରୁ ମୋଦି…
Archives


