ଅନ୍ତର୍ଜାତୀୟ

ରାସ୍ତାରେ କୁଢକୁଢ ମୃତଦେହ: ହମାସ୍‌ ଆକ୍ରମଣରେ କିବୁତ ଅଞ୍ଚଳର ୫୦ଭାଗ ଲୋକଙ୍କ ମୃତ୍ୟୁ

ଜେରୁଜେଲମ,୧୧।୧୦: ହମାସ୍‌ର ରକେଟ ମାଡରେ ବଦଳି ଯାଇଛି ଇସ୍ରାଏଲ ନକ୍ସା। ପ୍ରତିଶୋଧପରାୟଣ ହୋଇ ଇସ୍ରାଏଲ ମଧ୍ୟ ପ୍ରତି ଆକ୍ରମଣ କରିଛି। ଯୁଦ୍ଧ ଆଜିକୁ ୫ମ ଦିନରେ ପହଞ୍ଚିଛି। ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍‌ର ରକ୍ତାକ୍ତ ସଂଘର୍ଷ ନିକଟ ଭବିଷ୍ୟତରେ ଥମିବାର ଦେଖାଯାଉନାହିଁ।…

ଗାଜାରେ ଘୋଟିବ ଅନ୍ଧାର, ବିଦ୍ୟୁତ ସେବା ହେବ ବନ୍ଦ…

ଇସ୍ରାଏଲ,୧୧।୧୦ : ଗାଜା କର୍ତ୍ତୃପକ୍ଷ ବୁଧବାର ଚେତାବନୀ ଦେଇଛନ୍ତି ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ହମାସ ନିୟନ୍ତ୍ରିତ ଉପକୂଳ ଏନକ୍ଲେଭକୁ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବେ କିଛି ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ। ବୁଧବାର ପୂର୍ବାହ୍ନରେ ଏନକ୍ଲେଭର…

ଯୁଦ୍ଧରେ ଅଧିକ ପ୍ରଭାବିତ ହୁଅନ୍ତି ଶିଶୁ: ମଲାଲା…

ଲଣ୍ଡନ,୧୧।୧୦ : ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ନେଇ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ତୁରନ୍ତ ଅସ୍ତ୍ରବିରତି କରିବାକୁ କହିଛନ୍ତି। ସେ କହିଛନ୍ତି ଯେତେବେଳେ ବି ଯୁଦ୍ଧ ହୁଏ, ଶିଶୁମାନେ ଅଧିକ ପ୍ରଭାବିତ ହୋଇଥାନ୍ତି।…

ହମାସ ଉପରେ ଭାରି ପଡ଼ିଲେ ଇସ୍ରାଏଲର ଏହି ଲେଡି ଫାଇଟର୍‌; ଖୋଜି ଖୋଜି ମାରିଲେ ୨୫ ଆତଙ୍କବାଦୀ

ଜେରୁଜେଲମ,୧୧।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ରକେଟ ମାଡ଼ ହୋଇଥିଲା। ଚାରିଆଡେ ବୋମା ବିସ୍ଫୋରଣର ସ୍ବର ଭୟର ବାତାବରଣ ସୃଷ୍ଟି କରିଥିଲା।…

୨୧ ଅକ୍ଟୋବରରେ ପାକିସ୍ତାନରେ ପହଞ୍ଚିବେ ନୱାଜ ଶରିଫ

ଇସଲାମାବାଦ,୧୧।୧୦: ଚାରି ବର୍ଷର ଆତ୍ମ ନିର୍ବାସନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଅକ୍ଟୋବର ୨୧ରେ ପାକିସ୍ତାନରେ ପହଞ୍ଚିବେ। ନୱାଜ ଶରିଫ ଅକ୍ଟୋବର ୨୧ରେ ଏକ ଚାର୍ଟାର୍ଡ ବିମାନରେ ଦୁବାଇରୁ ପାକିସ୍ତାନ ଅଭିମୁଖେ ଯାତ୍ରା କରିବେ। ଯେଉଁ ବିମାନରେ ନୱାଜ…

ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଗସ୍ତ କରୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୧୧।୧୦: ଇସ୍ରାଏଲ ଏବଂ ହମାସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ସୈନ୍ୟବାହିନୀ ହମାସ୍‌ ଆତଙ୍କବାଦୀଙ୍କୁ ଖୋଜି ଖୋଜି ସେମାନଙ୍କ ଆଡ୍ଡାରୁ ହତ୍ୟା କରୁଛି। ତେବେ ଏହାରି ଭିତରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ବୁଧବାର ଇସ୍ରାଏଲ ଗସ୍ତ…

କର୍ମଚାରୀଙ୍କ ମାନସିକ ଚାପ ଅର୍ଥନୀତିରେ ବ୍ୟାପକ କ୍ଷତି ଘଟାଉଛି, ପ୍ରତିବର୍ଷ କୋଟି କୋଟି ଟଙ୍କା କ୍ଷତି…

ଓ୍ବାଶିଂଟନ,୧୧।୧୦ : କର୍ମଚାରୀଙ୍କ ଚାପ କେବଳ ସେମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ ପକାଇବ ନାହିଁ, ବରଂ ଏହା ସମଗ୍ର କମ୍ପାନୀର ବାଲାନ୍ସ ସିଟ ମଧ୍ୟ ନଷ୍ଟ କରୁଛି। ଚାପ ଯୋଗୁଁ ସମଗ୍ର ଦେଶର ଅର୍ଥନୀତି ମଧ୍ୟ ହ୍ରାସ ପାଇଛି। ଆମେରିକୀୟ…

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କଲା ଋଷିଆ

ମସ୍କୋ,୧୧।୧୦: ଇସ୍ରାଏଲ ଓ ହମାସ୍‌ର ରକ୍ତାକ୍ତ ସଂଘର୍ଷ ଆଜିକୁ ୫ଦିନ ଧରି ଲାଗି ରହିଛି। ଯୁଦ୍ଧରେ ସରକାରୀ ସମ୍ପତ୍ତି, ଘର, ଯାନବାହାନ କ୍ଷତି ହେବା ସହିତ ଅଧିକରୁ ଅଧିକ ସାଧାରଣ ନାଗରିକ ଶିକାର ହେଉଛନ୍ତି। ଯୁଦ୍ଧକୁ ନେଇ ସବୁ ଦେଶ ଦୁଇ…

ଘୂର୍ଣ୍ଣିଝଡ଼ ଲିଡିଆ ମେକ୍ସିକୋ ମୁହାଁ: ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗରେ ପବନ, ପ୍ରବଳ ବର୍ଷା ହେବାର ଚେତାବନୀ…

ମେକ୍ସିକୋ ସିଟି, ୧୧।୧୦: ମେକ୍ସିକୋର ପ୍ରଶାନ୍ତ ଉପକୂଳ ରିସର୍ଟ ପୁଏର୍ତୋ ଭାଲାର୍ଟା ନିକଟରେ ଘୂର୍ଣ୍ଣିବଳୟ ଲିଡିଆ ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗରେ ପବନ ସହିତ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି ହୋଇଛି। ଏହାକୁ ଅତ୍ୟନ୍ତ ବିପଜ୍ଜନକ ବର୍ଗର ସ୍ତରରେ ରଖାଯାଇଛି।…

୧୧ ବର୍ଷ ଧରି ଭାରତୀୟ ଜେଲରେ ବନ୍ଦୀ ଥିଲେ ଶହିଦ ଲତିଫ

ଇସଲାମାବାଦ,୧୧।୧୦: ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ମୋଷ୍ଟ ଓା୍ବଣ୍ଟେଡ୍‌ ଆତଙ୍କବାଦୀ ଶହିଦ ଲତିଫଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଜଣା ଆକ୍ରମଣକାରୀମାନେ ତାଙ୍କୁ ସିଆଲକୋଟରେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ପଞ୍ଜାବର ପଠାନକୋଟରେ…

ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୧।୧୦: ପାକିସ୍ତାନର ସିଆଲକୋଟରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଶାହିଦ ଲତିଫଙ୍କୁ ହତ୍ୟା କରାଯାଇଛି। ଲତିଫ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ। ଭାରତୀୟ ଯାଞ୍ଚ ଏଜେନ୍ସି ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଲତିଫଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଜମ୍ମୁ କଶ୍ମୀରରେ ହେଉଥିବା…

ଇସ୍ରାଏଲରେ ବିଗୁଡିଛି ଅବସ୍ଥା, ସେନାରେ ସାମିଲ ହେବାର ଗୋଟିଏ ଦିନ ପୂର୍ବରୁ ନେଲେ ଏଭଳି ନିଷ୍ପତ୍ତି…

ଜେରୁଜେଲମ,୧୧।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ରକ୍ତ ଯୁଦ୍ଧ ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇଛି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଉଭୟଙ୍କ ମଧ୍ୟରୁ କେହି ପଛକୁ ହଟିବାର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?