ଅନ୍ତର୍ଜାତୀୟ

ପ୍ୟାରିସରେ ପୁଣି ତେଜିଲା ହିଂସା, ସରକାରୀ ସମ୍ପତ୍ତି ନଷ୍ଟ

ପ୍ୟାରିସ,୨୪।୯: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପୁଣି ଥରେ ହିଂସା ଦେଖାଦେଇଛି। ପ୍ରାୟ ତିନିମାସ ପୂର୍ବେ ପୋଲିସ ଗୁଳିମାଡରେ ଏକ ଯୁବକଙ୍କ ମୃତ୍ୟୁ ପରେ ପ୍ୟାରିସବାସୀ ରାସ୍ତାକୁ ଓହ୍ଲାଇଥିଲେ। ତେବେ ୩ମାସର ଶାନ୍ତି ପରେ ପ୍ୟାରିସରେ ପୁଣିଥରେ ବିରୋଧ ଆରମ୍ଭ ହୋଇଛି। ବିକ୍ଷୋଭକାରୀମାନେ…

ସୋମାଲିଆରେ ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୨୦ ମୃତ…

ମୋଗାଦିଶୁ,୨୪।୯ : ସୋମାଲିଆରେ ଆତ୍ମଘାତୀ ଆକ୍ରମଣର ବନ୍ଦ ହେବାର ନା ଧରୁନି। ପୁଣି ଥରେ ବିସ୍ଫୋରଣରେ ସୋମାଲିଆରେ ଆତଙ୍କ ସୃଷ୍ଟି କରିଛି। ରବିବାର ବେଲେଡୱେନ ସହରରେ ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ…

ଟେକ୍ସାସ ସୀମା ପାର ହେଉଛନ୍ତି ପ୍ରତିଦିନ ୨ ହଜାରରୁ ଅଧିକ ଲୋକ…

ଓ୍ବାଶିଂଟନ,୨୪।୯ : ମେକ୍ସିକୋରୁ ଆମେରିକାର ଟେକ୍ସାସ ସୀମା ଅତିକ୍ରମ କରୁଥିବା ପ୍ରବାସୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ବୃଦ୍ଧି ଟେକ୍ସାସର ଏଲ ପାସୋ ସହରରେ ରେକର୍ଡକୁ ଭାଙ୍ଗି ଦେଇଛି। ଏଠାରେ ମେୟର କହିଛନ୍ତି ପ୍ରତିଦିନ ୨ ହଜାରରୁ ଅଧିକ ଲୋକ…

କରୋନାଠାରୁ ଅଧିକ ଭୟଙ୍କର ମହାମାରୀ ଆସୁଛି: ବୈଜ୍ଞାନିକଙ୍କ ଚେତାବନୀ…

ଉହାନ,୨୪।୯ : ପୃଥିବୀ ଏପର୍ଯ୍ୟନ୍ତ କରୋନା ମହାମାରୀକୁ ଭୁଲି ନାହିଁ। ଏପରିସ୍ଥଳେ ଚାଇନାର ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଏକ ବଡ ଦାବି କରିବା ସହ ଚେତାବନୀ ଦେଇଛନ୍ତି। ଚାଇନାର ଉହାନ ଲ୍ୟାବ ସହ ଜଡିତ ଭାଇରୋଲୋଜିଷ୍ଟ ଶି ଜେଙ୍ଗଲି କହିଛନ୍ତି କରୋନାଠାରୁ…

ବେନିନର ଇନ୍ଧନ ଡିପୋରେ ଅଗ୍ନିକାଣ୍ଡ : ୩୪ ମୃତ, ୨୦ ଗୁରୁତର ଆହତ…

ଆବୁଜା,୨୪।୯ : ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ପିଲା ମଧ୍ୟ ଅଛନ୍ତି ବୋଲି କୁହାଯାଉଛି।…

ନେପାଳକୁ ଭାରତଠାରୁ ଦୂରେଇବା ପାଇଁ ଷଡ଼ଯନ୍ତ୍ର: ଜିନପିଙ୍ଗଙ୍କୁ ଭେଟିଲେ ନେପାଳୀ ପ୍ରଧାନମନ୍ତ୍ରୀ…

ବେଜିଂ,୨୪।୯ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବେ ଚାଇନା ଗସ୍ତରେ ଅଛନ୍ତି। ଏହି ସମୟରେ ନେପାଳ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଏହି ବୈଠକରେ ଉଭୟ ଦେଶ ଅନେକ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା…

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଅଷ୍ଟ୍ରେଲିଆର ସମର୍ଥନ…

ନ୍ୟୁୟର୍କ, ୨୪।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସଂସ୍କାର ଆଣିବାକୁ ଆହ୍ବାନ ଦେଇ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଭାରତ ଏବଂ ଜାପାନକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରିବାକୁ ସମର୍ଥନ କରିଛନ୍ତି। ମିଳିତ…

ପାଶ୍ଚାତ୍ୟ ଦେଶମାନେ ରୁଷିଆ ବିରୋଧରେ କରୁଛନ୍ତି ସିଧାସଳଖ ଲଢ଼େଇ: ସର୍ଗେଇ ଲାଭରୋଭ…

ମସ୍କୋ,୨୪।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ପାଶ୍ଚାତ୍ୟ ଦେଶଗୁଡ଼ିକୁ ମିଥ୍ୟା ସାମ୍ରାଜ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି କୃଷ୍ଣସାଗର ଶସ୍ୟ ଚୁକ୍ତିନାମାକୁ ପୁଣି ସ୍ବାଭାବିକ କରିବା ପାଇଁ ଉଦ୍ୟମ ସଫଳ ହେବ ନାହିଁ କାରଣ ଏଥିରେ ରୁଷିଆକୁ ଦିଆଯାଇଥିବା…

ଭାରତର ଜି-୨୦ ଅଧ୍ୟକ୍ଷତାକୁ ପ୍ରଶଂସା କଲେ ୟୁଏନଜିଏ ମୁଖ୍ୟ

ନ୍ୟୁୟର୍କ,୨୪।୯: ଆମେରିକାର ନ୍ୟୁୟର୍କରେ ଶନିବାର ‘ଇଣ୍ଡିଆ-ୟୁଏନ ଫର୍‌ ଗ୍ଲୋବାଲ ସାଉଥ: ଡେଲିଭରିଂ ଫର ଡେଭଲପମେଣ୍ଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ମିଳିତ ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ(ୟୁଏନଜିଏ) ଡେନିସ ଫ୍ରାନ୍ସିସ ଭାରତର ଜି -୨୦ ଅଧ୍ୟକ୍ଷତାକୁୁ ପ୍ରଶଂସା କରିବା ସହ…

ନିଜ୍ଜର ହତ୍ୟା ପ୍ରମାଣ ଭାରତକୁ ଦିଆଯାଇଛି: ଟ୍ରୁଡୋ

ଟରଣ୍ଟୋ,୨୪ା୯ : ବିଚ୍ଛିନ୍ନତାବାଦୀ ନେତା ହରଦୀପ୍‌ ସିଂ ନିଜ୍ଜର ହତ୍ୟା ସହ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ଥିବା ନେଇ ନିର୍ଭରଯୋଗ୍ୟ ଅଭିଯୋଗର ପ୍ରମାଣ ବହୁ ସପ୍ତାହ ପୂର୍ବରୁ ଭାରତକୁ ଦିଆଯାଇଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଛନ୍ତି। ଏହି ସାଂଘାତିକ ଘଟଣାର…

ଚାଇନାର ସମରାଭ୍ୟାସ ନେଇ ଆପତ୍ତି ଜଣାଇଲା ଫିଲିପାଇନ୍ସ…

ବେଜିଂ,୨୩।୯ : ବିବାଦୀୟ ଦକ୍ଷିଣ ଚାଇନା ସାଗର ଅଞ୍ଚଳରେ ଚାଇନା ଜାହାଜଗୁଡିକର ସମରାଭ୍ୟାସ ନେଇ ଫିଲିପାଇନ ଆପତ୍ତି ଜଣାଇଛି। ଏହା ଯୁଦ୍ଧକୁ ଉସୁକାଇବା କାର୍ଯ୍ୟ ବୋଲି ଫିଲିପାଇନ ଅଭିଯୋଗ ଆଣିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଦୁଇ ପଡୋଶୀ…

ରୁଷିଆର ନୌସେନା ମୁଖ୍ୟାଳୟରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼, ୯ ଋଷିଆ ଅଧିକାରୀ ମୃତ

ମସ୍କୋ/କିଭ୍‌,୨୩।୯: କ୍ରିମିଆର ସେଭାଷ୍ଟୋପୋଲ ବନ୍ଦରରେ ଥିବା ରୁଷିଆର କୃଷ୍ଣସାଗର ନୌସେନା ଘାଟିରେ ଶୁକ୍ରବାର ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ଋଷିଆର ୯ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି ବୋଲି ଶନିବାର ୟୁକ୍ରେନ ପ୍ରତିରକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri