୮ଲକ୍ଷ ପାକିସ୍ତାନୀ ଛାଡିଲେଣି ଦେଶ
ଇସଲାମବାଦ,୨୨।୮: ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ତେବେ ଏଭଳି ଖରାପ ସମୟରେ ଲୋକମାନେ ପାକିସ୍ତାନ ଛାଡିବାକୁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ୬ମାସରେ ପ୍ରାୟ ୮ଲକ୍ଷ ନାଗରିକ ଦେଶ ଛାଡିଛନ୍ତି। ପାକିସ୍ତାନର ବିପର୍ଯ୍ୟସ୍ତ ଅର୍ଥନୀତି ଯୋଗୁଁ ଏପରି…
ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବଙ୍କୁ ସିଙ୍ଗାପୁରରେ ମିଳିପାରେ ମୃତ୍ୟୁଦଣ୍ଡ
ସିଙ୍ଗାପୁର,୨୨।୮: ଭାରତୀୟ ବଂଶୋଦ୍ଭବ ଅସୱେନ ପଚନ ପିଲ୍ଲାଇ ସୁକୁମାରନଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଦୁଇ ନାଗରିକଙ୍କ ହତ୍ୟା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ସିଙ୍ଗାପୁରର କନକର୍ଡ ହୋଟେଲ ଏବଂ ସପିଂ ମଲରେ ମୋହଦ ଇସ୍ରାଟ ଓ ମୋହଦ ଇସମାଇଲଙ୍କୁ ହତ୍ୟା କରିଥିବା ଅଭିଯୋଗ…
ପାକିସ୍ତାନର ସୁରକ୍ଷା ବାହିନୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୬ଯବାନ ମୃତ
ଇସଲାମବାଦ,୨୨।୮: ପୁଣି ପାକିସ୍ତାନର ସୁରକ୍ଷା ବାହିନୀଙ୍କୁ ଆକ୍ରମଣ ଆତଙ୍କବାଦୀ। ତେହେରିକ-ଏ-ତାଲିବାନ ପାକିସ୍ଥାନ(ଟିଟିପି)ର ଆତଙ୍କବାଦୀମାନେ ପାକିସ୍ତାନର ଖେବର ପଖତୁନଖଓ୍ବାରେ ସୁରକ୍ଷା ବାହିନୀର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ପାକିସ୍ତାନୀ ଯବାନ ଓ ୪ ଜଣ ଆତଙ୍କବାଦୀ ନିହତ…
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ: ଭାରତର ଉଦ୍ୟମକୁ ଝଟକା, ଆମେରିକା କୋର୍ଟ ଅଭିଯୁକ୍ତ ତାହୱୁରଙ୍କ ପ୍ରତ୍ୟର୍ପଣକୁ କଲେ ସ୍ଥଗିତ…
ଓ୍ବାଶିଂଟନ,୨୨।୮ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ଆବେଦନକୁ ପ୍ରତ୍ୟାଖ୍ୟାନ କରି ମୂଳ ପାକିସ୍ତାନୀ କାନାଡାର ନାଗରିକ ବ୍ୟବସାୟୀ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ଉପରେ ଆମେରିକାର କୋର୍ଟ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତାହୱୁର…
ଓ୍ବାଗନର ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ଭାଇରାଲ ହେଉଛି ଭିଡିଓ, ପୁଟିନ୍ଙ୍କ ବିରୋଧରେ ପୁଣି କରିବେ ବିଦ୍ରୋହ!
ମସ୍କୋ,୨୨।୮:ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଶ୍ୱସ୍ତ ଓ ଓ୍ବାଗନର ଗ୍ରୁପର ସେନା ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପିଟିନଙ୍କ ସହ ବିଦ୍ରୋହ ପରେ ଏହା ତାଙ୍କ ପ୍ରଥମ ଭାଇରାଲ ଭିଡିଓ। ଭିଡିଓରେ ସେ କହୁଛନ୍ତି, ବର୍ତ୍ତମାନ…
ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗରେ ଲାଗିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର
ଜୋହାନ୍ସବର୍ଗ,୨୨।୮: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ମଙ୍ଗଳବାର…
୯/୧୧ ଆକ୍ରମଣ ପୀଡ଼ିତଙ୍କ ପରିବାର ସଦସ୍ୟ ବାଇଡେନଙ୍କୁ ଲେଖିଲେ ଚିଠି, ଅଭିଯୁକ୍ତ ଆତଙ୍କବାଦୀଙ୍କ ଆବେଦନ ଗ୍ରହଣ ନ କରାଯାଉ…
ଓ୍ବାଶିଂଟନ,୨୨।୮ : ୨୦୦୧ ମସିହା, ସେପ୍ଟେମ୍ବର ୧୧ରେ (୯/୧୧)ରେ ଆମେରିକାର ଓବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କର ୨୦୦୦ରୁ ଅଧିକ ସମ୍ପର୍କୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିବେଦନ କରିଛନ୍ତି ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ…
ସଚିବଙ୍କୁ ବରଖାସ୍ତ କଲେ ପାକିସ୍ତାନ ରାଷ୍ଟ୍ରପତି
ଇସଲାମାବାଦ,୨୨।୮: ରାଜକୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଙ୍କଟ ମଧ୍ୟରେ ବର୍ତ୍ତମାନ ପାକିସ୍ତାନରେ କାର୍ଯ୍ୟନିର୍ବାହୀ ସରକାର ଚାଲିଛି। ଅନୱର-ଉଲ-ହକ କକରଙ୍କୁ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କରାଯାଇଛି। ଇତି ମଧ୍ୟରେ ମଙ୍ଗଳବାର ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ଚର୍ଚ୍ଚାରେ ଆସିଛନ୍ତି। ପାକିସ୍ତାନର ରାଷ୍ଟ୍ରପତି ତାଙ୍କ…
କେବୁଲ କାରରେ ମଝି ଆକାଶରେ ଲଟକିଛନ୍ତି ୬ ଶିଶୁଙ୍କ ସମତେ ୮ଜଣ, ଉଦ୍ଧାରକାର୍ଯ୍ୟ କାରି…
ଇସଲାମାବାଦ,୨୨।୮: ମଙ୍ଗଳବାର ଏକ ପାକିସ୍ତାନୀ ଗଭୀର ଉପତ୍ୟକା ଉପରେ ମଝି ଆକାଶରେ ଝୁଲୁଥିବା କେବୁଲ କାର ଭିତରେ ୬ ଜଣ ଶିଶୁ ଏବଂ ଦୁଇ ବୟସ୍କଙ୍କ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ପିଲାମାନେ ବିଦ୍ୟାଳୟକୁ…
ଇମ୍ରାନ୍ ଖାନଙ୍କ କୋଠରୀରେ ତିଆରି ହେଲା ଶୌଚାଳୟ
ଇସଲାମାବାଦ,୨୨।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ନିକଟରେ ଅଟକ ଜେଲର ଅବସ୍ଥା ଖରାପ ଏବଂ ଗୋପନୀୟତା ଅଭାବକୁ ନେଇ ଅଭିଯୋଗ କରିଥିଲେ। ଯାହା ପରେ ଏବେ ଅଟକ ଜେଲର କୋଠରୀରେ କବାଟ ସହିତ ପାଞ୍ଚ ଫୁଟ ଉଚ୍ଚ କାନ୍ଥ ବିଶିଷ୍ଟ…
ଲୁନା -୨୫ ଅସଫଳତାର ମୁଖ୍ୟ କାରଣ କହିଲେ ରୁଷିଆ ମହାକାଶ ଏଜେନ୍ସି ମୁଖ୍ୟ
ମସ୍କୋ,୨୨।୮: ରୁଷିଆର ମୁନ ମିଶନକୁ ବଡ ଝଟ୍କା ଲାଗିଛି। ଚନ୍ଦ୍ରରେ ପହଞ୍ଚିବାର ଆଶା ରୁଷିଆର ଶେଷ ହୋଇଯାଇଛି। କାରଣ ଏହାର ମହାକାଶ ଯାନ ଲୁନା-୨୫ କ୍ରାସ ହୋଇଯାଇଛି। ତେବେ ରୁଷିଆର ସ୍ପେସ ଏଜେନ୍ସି ରସ୍କୋସମୋସର ମୁଖ୍ୟ ୟୁରୀ ବୋରିସୋଭ ଚନ୍ଦ୍ରରେ ପହଞ୍ଚିବା…
ଜାପାନର ଫୁକୁସିମା ଆଣବିକ କାରଖାନାରୁ ଛଡାଯିବ ଜଳ, ବିରୋଧ ସତ୍ତ୍ୱେ ବଡ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ
ଟୋକିଓ,୨୨।୮: ଆସନ୍ତାକାଲି ଫୁକୁସିମା ଆଣବିକ କାରଖାନାରୁ ବିଶୋଧିତ ରେଡିଓଆକ୍ଟିଭ ବର୍ଜ୍ୟଜଳ ସମୁଦ୍ରକୁ ଛାଡିବା ଆରମ୍ଭ କରିବ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ଏହି ଘୋଷଣା କରିଛନ୍ତି। କହିବାକୁ ଗଲେ ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେଉଁ ସମୟରେ ସ୍ଥାନୀୟ…
Archives


