ଅନ୍ତର୍ଜାତୀୟ

ପାକିସ୍ତାନରେ ଆତଙ୍କବାଦୀ ଘଟଣା ପାଇଁ ଆଫଗାନିସ୍ତାନ ଶରଣାର୍ଥୀ ଦାୟୀ ବୋଲି କୌଣସି ସୂଚନା ନାହିଁ: ହ୍ବାଇଟ ହାଉସ

ଓ୍ବାଶିଂଟନ୍‌,୧୮।୭: ଇସଲାମାବାଦ ଦ୍ୱାରା ତାଙ୍କ ଉପରେ ଅସ୍ଥିରତା ସୃଷ୍ଟି କରିଥିବା ଅଭିଯୋଗ କରିବା ପରେ ହ୍ବାଇଟ ହାଉସ କହିଛି ଯେ, ପାକିସ୍ତାନରେ ଆଫଗାନିସ୍ତାନ ଶରଣାର୍ଥୀ କିମ୍ବା ଆଫଗାନିସ୍ତାନ ସୀମାରେ ରହୁଥିବା ଲୋକମାନେ ଆତଙ୍କବାଦୀ ଘଟଣାରେ ଜଡିତ ଅଛନ୍ତି। ହ୍ବାଇଟ ହାଉସ ହାଉସର…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ବାଇଡେନ, ଓ୍ବାଶିଂଟନ ଯିବାକୁ ନେତାନ୍ୟାହୁଙ୍କୁ ମିଳିଲା ନିମନ୍ତ୍ରଣ

ଜେରୁଜେଲମ,୧୮।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫୋନ ଯୋଗେ କଥା ହୋଇଛନ୍ତି। ଏହାସହ ବାଇଡେନ ନେତନ୍ୟାହୁଙ୍କୁ ଓ୍ବାଶିଂଟନ ଆସିବା ଲାଗି ନିମନ୍ତ୍ରଣ ବି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ କୁହାଯାଇଛି କି ଦୁଇ ନେତାଙ୍କ ମଧ୍ୟରେ…

୧୦୫ ଐତିହାସିକ କଳାକୃତି ଫେରାଇବ ଆମେରିକା, ରାଷ୍ଟ୍ରଦୂତ କହିଲେ ଏହାର ପ୍ରକୃତ ସ୍ଥାନ ଭାରତ

ନ୍ୟୁୟର୍କ,୧୮।୭: ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାସେଂଟି ସୋମବାର କହିଛନ୍ତି ଯେ ଆମେରିକା ସରକାର ଭାରତର ପ୍ରାଚୀନ ଓ ଐତିହାସିକ ମୂର୍ତ୍ତି ଓ କଳାକୃତିକୁ ଫେରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି କଳା ସଂଗ୍ରହ ଭାରତର…

ଭାରତର ଘଡିଆଲ- କୁମ୍ଭିର କାହିଁକି ନେବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୭: ଆମେରିକାର ସବୁଠାରୁ ବଡ ସରିସୃପ ବ୍ୟାଙ୍କ(ପେଟାଇଳ ବ୍ୟାଙ୍କ) ଭାରତରୁ ଘଡିଆଲ ଓ ‘ମଗର’ କୁମ୍ଭିର ନେବାକୁ ଚାହୁଁଛି। ଏହାକୁ ନେଇ ଆମେରିକା କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି। ବ୍ୟାଙ୍କ ଯୁକ୍ତି କରିଛି ଯେ ଏମିତି ହେଲେ ବିଲୁପ୍ତ ହେବାକୁ ଯାଉଥିବା…

ନୂଆ ଦଳ ଗଢିଲେ ଇମ୍ରାନଙ୍କ ନିକଟତମ ପରଭେଜ ଖଟକ

ଇସଲାମାବାଦ,୧୮।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫର ମୁଖ୍ୟ ଇମ୍ରାନ ଖାଁଙ୍କ ନିକଟତମ ବନ୍ଧୁ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟକ ନୂଆ ଦଳ ‘ପାକିସ୍ତାନ ତହରିକ-ଏ-ଇନସାଫ ପାର୍ଲାମେଂଟେରିୟସ ଗଠନ କରିଛନ୍ତି। ଖଟକ ପିଟିଆଇର ସାଧାରଣ ସମ୍ପାଦକ ଏବଂ…

ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ!

ବେଜିଂ,୧୮।୭: ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ (୫୭) ଗତ ତିନି ସପ୍ତାହ ହେବ ସେ କୌଣସି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସେ ନିଖୋଜ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସରକାରଙ୍କ ପକ୍ଷରୁ ସେ…

କ୍ରିମିୟା ବ୍ରିଜ ଘଟଣାକୁ ନେଇ ଦେଶର ସେନାଙ୍କୁ ଦାୟୀ କଲା ୟୁକ୍ରେନ ମିଡିଆ

କ୍ୱିଭ,୧୭।୭: ନାମ ନ ଥିବା ତିନୋଟି ୟୁକ୍ରେନ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ କ୍ରିମିୟା ବ୍ରିଜରେ ସୋମବାର ଘଟିଥିବା ଘଟଣାରେ ୟୁକ୍ରେନର ଘରୋଇ ସୁରକ୍ଷା ଏଜେନ୍ସି ଏବଂ ନୌସେନା ରହିଛି। ଏଥିସହ ଏହା ଉପରେ ଆକ୍ରମଣ କରିବାକୁ ସେମାନେ ସାମୁଦ୍ରିକ ଡ୍ରୋନ…

କରାଚିରେ ଭଙ୍ଗା ଗଲା ୧୫୦ ବର୍ଷର ହିନ୍ଦୁ ମନ୍ଦିର, ଘଟଣାକୁ ଏଡାଇଲେ ମେୟର

କରାଚି,୧୭।୭: ପାକିସ୍ତାନର କରାଚିରେ ପ୍ରାୟ ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ଏହା ବହୁ ପୁରାତନ ଓ ଦୁର୍ଘଟଣା ହେବାର ସ୍ଥିତିରେ ଥିବାରୁ ଏହାକୁ ଭାଙ୍ଗି ଦିଆଯାଇଥିବା କୁହାଯାଇଛି। ମନ୍ଦିର ଭାଙ୍ଗିବାର ଖବର ଜଣାପଡିବା ପରେ ପାକିସ୍ତାନର ସିନ୍ଧ…

ୟୁକ୍ରେନର ଶସ୍ୟ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲା କ୍ରେମଲିନ, ବଢିପାରେ ଖାଦ୍ୟ ସଙ୍କଟ

ମସ୍କୋ,୧୭।୭: ୟୁକ୍ରେନକୁ ଶସ୍ୟ ରପ୍ତାନି କରିବାକୁ ଅନୁମତି ଦେବା ନିଷ୍ପତ୍ତିକୁ ବାତିଲ କରିଦେଇଛି ରୁଷିଆ। ୟୁକ୍ରେନର ଶସ୍ୟ ରପ୍ତାନୀକୁ ଅନୁମତି ଦେଉଥିବା ଚୁକ୍ତିରେ ଏହା ଅବରୋଧ କରୁଛି ବୋଲି କ୍ରେମଲିନ କହିଛି। ରୁଷିଆର ଏହି ନିଷ୍ପତ୍ତି ବିଶ୍ୱର ଅନେକ ଦେଶରେ ଖାଦ୍ୟ…

ଶ୍ରୀଲଙ୍କାରେ ହୋଇପାରେ ବଡ ଧରଣର ପରିବର୍ତ୍ତନ

କଲମ୍ବୋ,୧୭।୭: ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଚଳିତ ସପ୍ତାହରେ ପ୍ରଥମ ଥର ଲାଗି ଔପଚାରିକ ଯାତ୍ରାରେ ଭାରତ ଆସିପାରନ୍ତି। ଭାରତ ଯାତ୍ରା ପୂର୍ବରୁ ସେ ମଙ୍ଗଳବାର ସଂସଦରେ ତମିଲ ନାଶନାଲ ଆଲାଏନ୍ସ(ଟିଏନଏ) ସହ ବୈଠକ କରିବେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନାକୁ…

ଆମେରିକାରେ ଲଗାଣ ବର୍ଷା ସହ ବନ୍ୟା, ୫ ମୃତ

ପେନସିଲଭାନିଆ,୧୭।୭: ଆମେରିକାର ପୂର୍ବ ପେନସିଲଭାନିଆରେ ବର୍ଷା ଓ ବନ୍ୟାର ପ୍ରକୋପ ଜାରି ରହିଛି। ଦ ହିଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ହଠାତ୍‌ ଆସିଥିବା ବନ୍ୟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜୁଲାଇ ଦ୍ୱିପ୍ରହରରେ ଗୋଟିଏ ପରିବାରର ୨ ଶିଶୁ,…

ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୩୦ ଜଣଙ୍କୁ ବନ୍ଧକ

ନୂଆଦିଲ୍ଲୀ, ୧୭ା୭: ପାକିସ୍ତାନରେ ଏକ ସଂଗଠିତ ଅପରାଧୀ ଗ୍ୟାଙ୍ଗ ସିନ୍ଧ୍‌ ପ୍ରଦେଶର କାଶ୍ମୋରେ ଏବଂ ଘୋଟ୍‌କି ଜିଲାରୁ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୩୦ ଜଣଙ୍କୁ ବନ୍ଧକ ରଖିଛି। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ଏହି ଖବର ପ୍ରକାଶ ପାଇବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri