ଭାରତ ପରେ ଏବେ ଏହି ଦେଶରେ ପିଆଜର ଅହେତୁକ ଦର ବୃଦ୍ଧି
କାଠମାଣ୍ଡୁ,୨୪ା୮: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇ ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ନେଇଥିଲେ। ଏହି ନିଷ୍ପତ୍ତିର ପ୍ରଭାବ ପଡ଼ୋଶୀ ଦେଶ ନେପାଳ ଉପରେ ସ୍ପଷ୍ଟ…
ସବୁକିଛି କ୍ଷମା କରିଦେବି କିନ୍ତୁ ଧୋକା ଦେଇଥିବା ଲୋକଙ୍କୁ ଆଦୌ ନୁହେଁ: ଓ୍ବାଗନର୍ ମୁଖ୍ୟଙ୍କ ମୃତ୍ୟୁ ପରେ ଭାଇରାଲ ହେଉଛି ପୁଟିନଙ୍କ ପୁରୁଣା ଭିଡିଓ
ମସ୍କେ,୨୪।୮: ଏକ ବିମାନ ଦୁର୍ଘଟଣାରେ ୱାଗନର୍ ଗ୍ରୁପ୍ର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନଙ୍କ ଦେହାନ୍ତ ହୋଇଛି। ଦୁଇ ମାସ ପୂର୍ବେ ଅର୍ଥାତ୍ ଜୁନ ଶେଷରେ ପ୍ରିଗୋଝିନ ରୁଷିଆର ସେନା ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେବେଠାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ…
ବ୍ରିକ୍ସ ଶିଖର ସମ୍ମିଳନୀ: ମୋଦିଙ୍କ ସହ ହାତ ମିଳାଇଲେ ସି ଜିନପିଙ୍ଗ
ଜୋହନସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ଜୋହନସବର୍ଗରେ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ସାକ୍ଷାତକାର ହୋଇଛି। ଉଭୟ ନେତା ପରସ୍ପରକୁ ଅଭିବାଦନ ଜଣାଇଲେ। ନ୍ୟୁଜ ଏଜେନ୍ସି ଏଏନଆଇ ଦ୍ୱାରା ସେୟାର ହୋଇଥିବା ଏକ…
ବ୍ରିକ୍ସ ସମ୍ମଳନୀରେ ନିଆଗଲା ବହୁ ବଡ ନିଷ୍ପତ୍ତି, ଆଫ୍ରିକା ରାଷ୍ଟ୍ରପତି କହିଲେ କେବେ ଆରମ୍ଭ ହେବ ନୂଆ ସଦସ୍ୟଙ୍କ କାର୍ଯ୍ୟକାଳ
ଜୋହାସନବର୍ଗ,୨୪।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶିଖର ସମ୍ମିଳନୀରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ସିରିଲ ରାମାଫୋସା କହିଛନ୍ତି ଯେ ‘ଆମେ ଏକ ଚୁକ୍ତି କରିଛୁ, ଯାହା ଅଧୀନରେ ଆର୍ଜେଣ୍ଟିନା,…
ଖୁବ୍ଶୀଘ୍ର ମହାକାଶକୁ ଯିବ ମାନବ ଯାନ: ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ,୨୪ା୮: ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହାକୁ କିପରି ବର୍ଣ୍ଣନା କରିବି ମୋ’ ପାଖରେ ଶବ୍ଦ ନାହିଁ। ଏହା ସହିତ ସେ ସ୍ପେସ୍ ଏଜେନ୍ସିର ପରବର୍ତ୍ତୀ ମିଶନ ବିଷୟରେ କହିଥିଲେ।…
ବ୍ରିକ୍ସ ସମ୍ମିଳନୀ ସମୟରେ ସାମ୍ନାସାମ୍ନି ହେଲେ ମୋଦି-ଜିନପିଙ୍ଗ୍
ଜୋହାନ୍ସବର୍ଗ,୨୪।୮: ଚାଇନା ଏବଂ ଭାରତ ମଧ୍ୟରେ ନିରନ୍ତର ତିକ୍ତତା ଦେଖାଦେଇଛ। ଏହି ସମୟରେ, ଉଭୟ ଦେଶର ବରିଷ୍ଠ ନେତା ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀର ଏକ ଭିଡିଓ ସାମ୍ନାକୁ…
ହଲିଉଡ ଫିଲ୍ମ ‘ଇଣ୍ଟରଷ୍ଟେଲାର’ ଠାରୁ କମ୍ ଚନ୍ଦ୍ରାୟାନ ୩ର ବଜେଟ୍, ପ୍ରତିକ୍ରିୟା ଦେଲେ ମସ୍କ
ନୂଆଦିଲ୍ଲୀ,୨୪।୮:ଚନ୍ଦ୍ରପୃଷ୍ଠରେ ଚହଳ ପକାଇଛି ଚନ୍ଦ୍ରାୟାନ ୩। ଏନେଇ ୧୪୦କୋଟି ଭାରତୀୟ ଗର୍ବିତ। ବିଶ୍ୱରେ ଭାରତର ଚନ୍ଦ୍ରୟାନ ୩ ଇତିହାସ ରଚିଛି। ବିଶ୍ୱରେ ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ବିକ୍ରମକୁ ଲ୍ୟାଣ୍ଡ କରି ଆମେ ଚନ୍ଦ୍ରରେ ନିଜ ନାଁ ଲେଖିଛୁ। ତେବେ…
ଚନ୍ଦ୍ରୟାନ-୩ କେବଳ ଭାରତର ସଫଳତା ନୁହେଁ, ଏହା ସମଗ୍ର ବିଶ୍ୱର ସଫଳତା: ମୋଦି
ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୪।୮: ଚନ୍ଦ୍ରାୟନ-୩ କେବଳ ଭାରତର ସଫଳତା ନୁହେଁ, ଏହା ସମଗ୍ର ବିଶ୍ୱର ସଫଳତା ବୋଲି ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ମୋଦି କହିଛନ୍ତି, ଆମ ପାଇଁ ଗର୍ବର ବିଷୟ ଯେ…
ଦକ୍ଷିଣ ଆଫ୍ରିକା ଖବରକାଗଜରେ ମୋଦିଙ୍କ ଗୁଣଗାନ, ଫଟୋ ଶେୟାର କଲେ ଏସ୍. ଜୟଶଙ୍କର
ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୪ା୮: ଭାରତର ଚନ୍ଦ୍ରୟାନ-୩ ମିଶନର ସଫଳତା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଏହି ସଫଳତା ପାଇଁ ବିଶ୍ୱର ସମସ୍ତ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଇଏସ୍ଆର୍ଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା, ରୁଷିଆର ସ୍ପେସ୍ ଏଜେନ୍ସି ରସ୍କୋସମୋସ,…
କିମ୍ଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରେ ଦକ୍ଷିଣ କୋରିଆ
ସିଓଲ,୨୪ା୮: ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ପାର୍କ ଜିନ୍, ଆମେରିକା ଏବଂ ଜାପାନ ଗୁରୁବାର ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଦୃଢ଼ ନିନ୍ଦା କରିଛନ୍ତି। କିମ୍ ଜୋଙ୍ଗ ଉନ୍ଙ୍କ ପର୍ଯ୍ୟାୟକ୍ରମେ କ୍ଷେପଣାସ୍ତ୍ର ପରୀକ୍ଷଣରେ ପାର୍କ ଏହାକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି…
ବ୍ରିକ୍ସରେ ସାଉଦି ଆରବ ସମେତ ୬ ଦେଶକୁ ମିଳିଲା ଏଣ୍ଟ୍ରି, ମୋଦି-ଜିନପିଙ୍ଗ୍ଙ୍କ ଉପସ୍ଥିତିରେ ହେଲା ଘୋଷଣା
ଜୋହାନ୍ସବର୍ଗ,୨୪।୮: ବ୍ରିକ୍ସରେ ୬ଟି ନୂତନ ଦେଶ ଯୋଗଦେବେ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ନୂତନ ସଦସ୍ୟଙ୍କ ଯୋଗଦାନ ବିଷୟରେ ଘୋଷଣା କରିଛନ୍ତି। ଯେଉଁ ସଦସ୍ୟମାନେ ଯୋଗଦେବେ ସେମାନଙ୍କ ମଧ୍ୟରେ ମିଶର, ସାଉଦି ଆରବ, ୟୁଏଇ, ଇଥିଓପିଆ, ଆର୍ଜେଣ୍ଟିନା ଏବଂ ଇରାନ।…
ମାନବତା ପାଇଁ ଚନ୍ଦ୍ରାୟନ-୩ ଏକ ବଡ଼ ସଫଳତା: ଜାତିସଂଘ
କାଲଫର୍ନିଆ,୨୪।୮: ମିଳିତ ଜାତିସଂଘର ଶୀର୍ଷ ନେତୃତ୍ୱ ଚନ୍ଦ୍ରାୟନ-୩ର ସଫଳତା ପାଇଁ ଇସ୍ରୋ ଏବଂ ଭାରତକୁ ଅଭିନନ୍ଦନ ଜଣାଇ ଏହାକୁ ମାନବତା ପାଇଁ ଏକ ପ୍ରମୁଖ ସଫଳତା ବୋଲି କହିଛନ୍ତି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ପ୍ରଥମ ମହାକାଶ ମିଶନ…
Archives


