ଅନ୍ତର୍ଜାତୀୟ

ବନ୍ଧକ ରଖାଯାଇଥିବା ଲୋକଙ୍କ ଅବସ୍ଥା ଦୟନୀୟ: ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି…

ଜେରୁଜେଲମ,୧୫।୧୦: (୦୧) ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ଶତାଧିକ ଇସ୍ରାଏଲ ଏବଂ ଅନ୍ୟ ଦେଶର ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ‘ହୋଷ୍ଟେଜ ଏବଂ ନିଖୋଜ ପରିବାର ଫୋରମ’ର ମେଡିକାଲ ଟିମର ମୁଖ୍ୟ ହାଗାଇ ଲେଭିନ ଅନ୍ତର୍ଜାତୀୟ ସମୁଦାୟକୁ…

ପୁଣି ଥରିଲା ଆଫଗାନିସ୍ତାନ

କାବୁଲ,୧୫।୧୦: ପୁଣି ଥରେ ଥରିଛି ପଶ୍ଚିମ ଆଫଗାନିସ୍ତାନ। ରବିବାର ସକାଳେ ଆଫଗାନିସ୍ତାନର ପଶ୍ଚିମ ଇଲାକାରେ ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି, ଗତ କିଛି ସପ୍ତାହ ମଧ୍ୟରେ ଲଗାତାର ଭୂକମ୍ପ…

ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କ ପାଇଁ ୫୩ଟନ ରିଲିଫ ସହାୟତା ପଠାଇଲା ୟୁଏଇ

କାବୁଲ,୧୫।୧୦: ୟୁଏଇ ଉତ୍ତର-ପଶ୍ଚିମ ହେରାତର ଭୂକମ୍ପ ପ୍ରଭାବିତ ଆଫଗାନିସ୍ତାନୀଙ୍କୁ ସାହାଯ୍ୟର ହାତ ବଢାଇଛି। ଭୂକମ୍ପରେ ପ୍ରଭାବିତ ଆଫଗାନିସ୍ତାନୀଙ୍କୁ ସାହାଯ୍ୟ କରିବା ପାଇଁ ଦୁଇଟି ବିମାନରେ ୫୩ ଟନ ରିଲିଫ ସହାୟତା ପଠାଇଛି। ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ…

ବନ୍ଧକ ବ୍ୟକ୍ତିଙ୍କୁ ଫେରାଇଆଣିବା ପାଇଁ ଇସ୍ରାଏଲ ଅଧିକାରୀଙ୍କ ଆଗରେ ଦାବି କଲେ ସମ୍ପର୍କୀୟ

ଜେରୁଜେଲମ,୧୫।୧୦: ଇସ୍ରାଏଲ-ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ୧୦ଦିନରେ ପହଞ୍ଚିଛି। କିନ୍ତୁ ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଇସ୍ରାଏଲ କ୍ରମାଗତ ଭାବେ ଗାଜା ଷ୍ଟ୍ରିପ ଉପରେ ରକେଟ ଆକ୍ରମଣ କରୁଛି। ଏହି ଆକ୍ରମଣରେ ଶତାଧିକ ଲୋକ ପ୍ରାଣ…

ଗାଜାରୁ ଗଣ ପଳାୟନ: ଗାଜା ନ ଛାଡିବାକୁ ହମାସର ଚେତାବନୀ

ଗାଜା,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏଥିସହ ଇସ୍ରାଏଲ ଉତ୍ତର ଗାଜାରେ ରହୁଥିବା ପାଲେଷ୍ଟାନୀୟଙ୍କୁ ଦକ୍ଷିଣ ଗାଜାକୁ ଯିବାକୁ ନିର୍ଦ୍ଦେଶ ଦେଇଛ। ନିର୍ଦ୍ଦେଶ ଜାରି କରିବା ପରେ ଲକ୍ଷ ଲକ୍ଷ ଲୋକ…

ସ୍ବାଧୀନ ପାଲେଷ୍ଟାଇନ୍‌ ପାଇଁ ନ୍ୟୁୟର୍କରେ ବିକ୍ଷୋଭ

ନ୍ୟୁୟର୍କ,୧୫।୧୦: ପାଲେଷ୍ଟାଇନ୍‌କୁ ମୁକ୍ତ କର ଦାବିରେ ଆମେରିକାର ନ୍ୟୁୟର୍କରେ ଶୁକ୍ରବାର ଜୋର୍‌ଦାର ବିକ୍ଷୋଭ ହୋଇଛି। ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲୀ ବୋମାମାଡ଼କୁ ବିରୋଧକରି ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ। ଇସ୍ରାଏଲ୍‌ ଦଖଲରୁ ମୁକ୍ତ କରି ପାଲେଷ୍ଟିନୀୟ ଅଞ୍ଚଳକୁ ସ୍ବାଧୀନ କରିବା ପାଇଁ…

ହମାସ୍‌ କମାଣ୍ଡର ନିହତ

ଜେରୁଜେଲମ୍‌/ଗାଜା ସିଟି,୧୫।୧୦: ଇସ୍ରାଏଲ୍‌ ଉପରେ ଆକ୍ରମଣର ନେତୃତ୍ୱ ନେଉଥିବା ହମାସ୍‌ର ନୁଖ୍‌ବା ୟୁନିଟ୍‌ କମାଣ୍ଡର ଅଲି କାଦି ଇସ୍ରାଏଲୀ ସେନାର ଡ୍ରୋନ୍‌ ଆକ୍ରମଣରେ ନିହତ ହୋଇଛନ୍ତି। ଗତ ୭ ତାରିଖରେ ଅଲି ନିହତ ହୋଇଥିବା ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌ )…

ଆଇଏମଏଫ ସର୍ତ୍ତ ଯୋଗୁ ସଙ୍କଟରେ ପାକିସ୍ତାନ ରେଲଓ୍ବେର ଆଧୁନିକୀକରଣ ପରିଯୋଜନା…

ଇସଲାମାବାଦ,୧୪।୧୦ : ସିପିଇସି ଅନ୍ତର୍ଗତ ପାକିସ୍ତାନର ପ୍ରମୁଖ ରେଲଓ୍ବେ ଆଧୁନିକୀକରଣ ପରିଯୋଜନାରେ ସଙ୍କଟ ଉପୁଜିଛି। ସ୍ଥାନୀୟ ମେଡିଆ ରିପୋର୍ଟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଦେଶର ପ୍ରମୁଖ ଖବରକାଗଜ ଅନୁସାରେ ମେନ ଲାଇନ-୧ ର ମରାମତି କରାଯିବ। ଏହି ରେଲଓ୍ବେ…

ଯୁଦ୍ଧର ମଧ୍ୟ କିଛି ନିୟମ ରହିଛି,ଇସ୍ରାଏଲ ଚେତାବନୀ ନେଇ କହିଲେ ଜାତିସଂଘ ମୁଖ୍ୟ…

ଜେନେଭା,୧୪।୧୦ : ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏପରିସ୍ଥଳେ ଗାଜା ଅଞ୍ଚଳରେ ବାସ କରୁଥିବା ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ନିଜ ଘର ଛାଡିବାକୁ ଇସ୍ରାଏଲ ଚେତାବନୀ ଦେଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ…

ଯୁଦ୍ଧ ମଧ୍ୟରେ ସାଉଦି ଆରବ ପହଞ୍ଚିଲେ ବ୍ଲିଙ୍କନ…

ରିୟାଦ,୧୪।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କନ ରିୟାଦରେ ପହଞ୍ଚିଛନ୍ତି। ଏହି ସମୟରେ ସେ କହିଛନ୍ତି ଗାଜା ଷ୍ଟ୍ରିପରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କ ଦେଶ ସାଉଦି…

ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖିବା ପାଇଁ ହମାସ୍‌କୁ ଦିଆଯାଇଥିଲା କଡ଼ା ନିର୍ଦ୍ଦେଶ, ମ୍ୟାପ୍‌ ଉପରେ ଥିଲା ନଜର

ଜେରୁଜେଲମ୍‌,୧୪ା୧୦): ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ହମାସ୍‌ ଦୀର୍ଘଦିନ ଧରି ପ୍ରସ୍ତୁତ ହେଉଥିଲା। ଏହା ପଛରେ ପ୍ରସ୍ତୁତିର ପରିମାଣ ଏଥିରୁ ସ୍ପଷ୍ଟ ହୋଇଛି ଯେ, ହମାସ୍‌ ଇସ୍ରାଏଲ ସେନାର ସମ୍ବେଦନଶୀଳ ସ୍ଥାନଗୁଡିକର ମାନଚିତ୍ରକୁ ଲକ୍ଷ୍ୟ କରିଥିଲା। ଇସ୍ରାଏଲର ସାଧାରଣ ନାଗରିକ ଏବଂ…

ରୁଷିଆକୁ ୟୁକ୍ରେନର ମୁହଁତୋଡ଼ ଜବାବ

କିଭ୍‌,୧୪ା୧୦: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲେ ହେଁ ଥମିବାର ନାଁ ନେଉନି। ଉଭୟ ଉଭୟଙ୍କୁ କଡ଼ା ଜବାବ ଦେଇଚାଲିଛନ୍ତି। ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆ ସୈନ୍ୟବାହିନୀର ନିରନ୍ତର ଆକ୍ରମଣ ଜାରିରହିଛି। ୟୁକ୍ରେନ ସହରର ଅବଦିଭିକା ଉପରେ ଲଗାତର ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?