ଅନ୍ତର୍ଜାତୀୟ

ଉତ୍ତର କୋରିଆ ଗସ୍ତ କରିବେ ରୁଷିଆ ବୈଦେଶିକ ମନ୍ତ୍ରୀ

ମସ୍କୋ,୧୬।୧୦: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଏହି ସପ୍ତାହରେ ଉତ୍ତର କୋରିଆ ଗସ୍ତ କରିବେ। ରୁଷିଆର ଏହି ଗସ୍ତ ଏପରି ଏକ ସମୟରେ ଆସିଛି, ଯେତେବେଳେ ଆମେରିକା ଦାବି କରିଛି ଯେ ୟୁକ୍ରେନ ଯୁଦ୍ଧରେ ବ୍ୟବହାର ପାଇଁ ପ୍ୟୋଙ୍ଗୟାଙ୍ଗ ରୁଷିଆକୁ…

ହିଜବୁଲ ପରବର୍ତ୍ତୀ ଟାର୍ଗେଟ: ଲେବାବନ ସୀମାରୁ ନାଗରିକଙ୍କୁ ହଟାଇଲା ଇସ୍ରାଏଲ…

ଜେରୁଜେଲମ,୧୬।୧୦ : ହମାସ ପରେ ଏବେ ଇସ୍ରାଏଲ ହିଜବୁଲକୁ ଟାର୍ଗେଟ କରିଛି। ଲିବାନନ ସହିତ ଏହାର ସୀମାରୁ ସାଧାରଣ ନାଗରିକମାନଙ୍କୁ ବାହାର କରିବା କାର୍ଯ୍ୟ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି। ଲେବାନନ ସୀମା ମଧ୍ୟରେ ଥିବା ଦୁଇ କିଲୋମିଟର ପର୍ଯ୍ୟନ୍ତ…

ଗାଜା ହସ୍ପିଟାଲରେ ମାତ୍ର କିଛି ଘଣ୍ଟାର ଇନ୍ଧନ, ବିଦ୍ୟୁତ ବ୍ୟବସ୍ଥା ହେବ ଠପ୍‌,୨,୦୦୦ ରୋଗୀ-ନବଜାତ ଶିଶୁଙ୍କ ସୁରକ୍ଷା ସଙ୍କଟରେ…

ଜେରୁଜେଲମ,୧୬।୧୦ : ଆତଙ୍କବାଦୀ ସଂଗଠନ ହମାସକୁ ହଟାଇବା ପାଇଁ ଇସ୍ରାଏଲ ନେଇଥିବା କଡା ପଦକ୍ଷେପ ଯୋଗୁଁ ଗାଜାର ନାଗରିକଙ୍କ ସହିତ ଡାକ୍ତରଖାନାଗୁଡ଼ିକ ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ଦେଇ ଗତି କରୁଛନ୍ତି। ଆହତ ତଥା ଅନ୍ୟ ରୋଗୀ ଚିକିତ୍ସା ଲାଗି…

ପିଲାମାନଙ୍କୁ ହତ୍ୟା କରାଯାଉଥିଲା ବେଳେ କେଉଁଠି ଥିଲେ ଜାତିସଂଘ-ଡବ୍ଲ୍ୟୁଏଚଓ: ଇସ୍ରାଏଲର ପ୍ରଶ୍ନ…

ଜେରୁଜେଲମ,୧୬।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦର ସମାଧାନର ରାସ୍ତା ଦେଖାଯାଉ ନାହିଁ। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରୁଷିଆ ୟୁକ୍ରେନ ବିବାଦ ନେଇ ବିଶ୍ୱ ଶାନ୍ତି ବ୍ୟାହତ ହୋଇଥିବାବେଳେ ଏବେ ହମାସ ଇସ୍ରାଏଲ…

ଇସ୍ରାଏଲ-ହାମାସ ବିବାଦରେ ୩,୯୦୦ ନିହତ, ଗାଜାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଧମକ…

ଜେରୁଜେଲମ, ୧୬।୧୦: ହମାସ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବାର ୧୦ ଦିନ ବିତିଲାଣି । ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୧,୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ, ଗାଜା ଷ୍ଟ୍ରିପରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା…

୩୬ ଦେଶର ନାଗରିକଙ୍କୁ ବନ୍ଧକ ରଖିଛି ହମାସ୍‌, ସାହାଯ୍ୟ ପାଇଁ ନିବେଦନ କଲେ ଅଭିନେତ୍ରୀ

ଜେରୁଜେଲମ୍‌,୧୬ା୧୦(୦୫): ହମାସ୍‌ ଉଗ୍ରବାଦୀମାନେ ଇସ୍ରାଏଲ ସହିତ ୩୬ଟି ଦେଶର ନାଗରିକଙ୍କୁ ବନ୍ଧକ ରଖିଛନ୍ତି। ଇସ୍ରାଏଲ ଅଭିନେତ୍ରୀ ରୋନା-ଲି ଶିମନ ଗଣମାଧ୍ୟମକୁ ସେଠାରେ ଥିବା ଅବସ୍ଥା ବିଷୟରେ କହିବା ସହ ସମସ୍ତ ନାଗରିକଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଇସ୍ରାଏଲର…

ହମାସକୁ ରକ୍ତ ଶୋଷୁଥିବା ରାକ୍ଷସ ସହ ତୁଳନା କଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ

ଜେରୁଜେଲମ,୧୬।୧୦(୦୭): ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ ସହିତ ଯୁଦ୍ଧ ଆରମ୍ଭ ହେବା ପରେ ଦେଶର ଜରୁରୀକାଳିନ ସରକାରୀ କ୍ୟାବିନେଟର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦକ୍ଷିଣ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ଲୋକଙ୍କ ପାଇଁ କ୍ୟାବିନେଟ…

ଇସ୍ରାଏଲରେ ୫ ଘଣ୍ଟା ପାଇଁ ବନ୍ଦ ରହିଲା ବୋମାମାଡ, ଲୋକଙ୍କୁ ଉତ୍ତରରୁ ଦକ୍ଷିଣକୁ ଯିବାକୁ ମିଳିଲା ସମୟ

ଜେରୁଜେଲମ,୧୬।୧୦: ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଗାଜା ଏକ ଯୁଦ୍ଧ ଭୂମି ପାଲଯି ଯାଇଛି। ଗତ କିଛିଦିନ ହେବ ଇସ୍ରାଏଲ ସେନା ଲଗାତାର ଗାଜାରେ ଉପସ୍ଥିତ ଥିବା ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରି ଚାଲିଛନ୍ତି। ଇସ୍ରାଏଲ ଗାଜାକୁ ବନ୍ଦ…

ଇସ୍ରାଏଲକୁ ପ୍ରଶ୍ନ କଲେ ନିକ୍କି ହେଲି

ଓ୍ବାଶିଂଟନ,୧୬।୧୦: ଆମେରିକାରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ଗାଜାର ନିରୀହ ଲୋକଙ୍କ ଜୀବନକୁ ବିପଦରେ ପକାଇ ଥିବାରୁ ଇସଲାମ ଦେଶଗୁଡ଼ିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଗାଜାର ନିରୀହ ନାଗରିକମାନେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧର ଶିକାର…

ଗାଜାରେ ମିଳୁନି ପାନୀୟ ଜଳ

ତେଲ ଆଭିବ,୧୬।୧୦: ଇସ୍ରାଏଲ ଦ୍ୱାରା ଗାଜା ଷ୍ଟ୍ରିପରେ ବିଦ୍ୟୁତ ଓ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। ଏହି କାରଣରୁ ଗାଜାର ଲୋକମାନେ ପାନୀୟ ଜଳର ଅଭାବର ସମ୍ମୁଖୀନ ହେଉଛନ୍ତି। ଗାଜାରେ ରହୁଥିବା ଅହମ୍ମଦ ହମିଦ (୪୩) ନିଜ ପତ୍ନୀ ଏବଂ ସାତ…

ମୁଁ ଭାରତ ଯିବିନାହିଁ, ଇସ୍ରାଏଲ ସହ ଛିଡା ହେବି

ଜେରୁଜେଲମ,୧୬।୧୦(୦୭): ହମାସ ବିରୋଧରେ ଚାଲିଥିବା ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ୧୦ ବର୍ଷ ଧରି ଇସ୍ରାଏଲରେ ରହୁଥିବା ଜଣେ ଭାରତୀୟ ସେଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, ସେ ଏହି ସମୟରେ ଇସ୍ରାଏଲ ସହିତ ଛିଡ଼ା ହୋଇଛନ୍ତି।…

ଇସ୍ରାଏଲକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୧୬।୧୦(୦୭): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ସ୍ବର ବଦଳାଇଛନ୍ତି। ସେ କହିଛନ୍ତି ଯେ, ହମାସକୁ ଧ୍ୱଂସ କରାଯିବା ଉଚିତ, କିନ୍ତୁ ପାଲେଷ୍ଟାଇନ ଦେଶ ପାଇଁ ମଧ୍ୟ ଏକ ରାସ୍ତା ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?