୨୦୨୪-୨୫ ପାଇଁ ଭାରତ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନରେ ପ୍ରାର୍ଥୀପତ୍ର ଉପସ୍ଥାପନ କଲା…
ଲଣ୍ଡନ,୧୯।୭ : ଲଣ୍ଡନରେ ୨୦୨୪-୨୫ ଦ୍ୱି ବର୍ଷ ପାଇଁ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମଓ) ପରିଷଦ ନିର୍ବାଚନରେ ବର୍ଗ-ବି ଅଧୀନରେ ଭାରତ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛି। ଏହାପୂର୍ବରୁ ଭାରତ ୨୦୨୨-୨୩ ପାଇଁ ବର୍ଗ- ବି ଅଧୀନରେ ମନୋନୀତ ହୋଇଥିଲା ।…
ଭୂକମ୍ପରେ ଥରିଲା ଆମେରିକା, ପ୍ରଶାନ୍ତ ମହାସାଗର ଏହାର କେନ୍ଦ୍ର ସ୍ଥଳ
ଓ୍ବାଶିଂଟନ୍,୧୯।୭: ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୫ ମାପ କରାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକାରାଗୁଆ ଠାରୁ ଗ୍ବଟେମାଲା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆମେରିକାର ଅଧିକାଂଶ ଅଞ୍ଚଳରେ କମ୍ପନ…
ବିମାନବନ୍ଦରରେ ଗିରଫ ହେଲେ ସୁପରମଡେଲ ଗିଗି ହଦିଦ, ଲାଗିଲା ୧ ହଜାର ଡଲାରର ଜରିମାନା
କେମାନ,୧୯।୭: ପ୍ରସିଦ୍ଧ ସୁପରମଡେଲ ଗିଗି ହଦିଦଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ କେମାନ ଦ୍ୱୀପପୁଞ୍ଜରେ ଗଞ୍ଜେଇ ରଖିଥିବା ଅଭିଯୋଗ ପରେ ତାଙ୍କ ବନ୍ଧୁଙ୍କ ସହ ହାଦିଦଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଗିଗି ଜୁଲାଇ…
ଆମେରିକା ଆଣବିକ ବୁଡ଼ାଜାହାଜ ବିରୋଧରେ ୨ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ
ଓ୍ବାଶିଂଟନ୍,୧୯।୭: ଆମେରିକା ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦକ୍ଷିଣ କୋରିଆକୁ ଆଣବିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ପଠାଇଛି। ବୁଡ଼ାଜାହାଜ ଦକ୍ଷିଣ କୋରିଆରେ ପହଞ୍ଚିବାର କିଛି ଘଣ୍ଟା ପରେ ଉତ୍ତର କୋରିଆ ଏହାର ପୂର୍ବ ଉପକୂଳରୁ ଦୁଇଟି କ୍ଷେପଣାସ୍ତ୍ର ଉତ୍କ୍ଷେପଣ…
ବଢୁଛି ଇମ୍ରାନ୍ଙ୍କ ଲୋକପ୍ରିୟତା, ୨୪ ଘଣ୍ଟାରେ ୧.୨୦ ମିଲିୟନ ଟିକ୍ ଟକ୍ ଫଲୋର୍ସ
ଇସଲାମାବାଦ,୧୯।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ମୁଖ୍ୟ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନ କିଛି ଦିନ ହେବ ସମସ୍ୟା ଘେରରେ ଅଛନ୍ତି। ହେଲେ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ସୋମବାର ଅର୍ଥାତ୍ ଜୁଲାଇ ୧୮ରେ ସୋସିଆଲ…
ବିନା ଅନୁମତିରେ ଉତ୍ତର କୋରିଆ ସୀମାକୁ ପଶି ଆସିଲେ ଆମେରିକୀୟ ନାଗରିକ, ହେଲେ ଗିରଫ
ସିଓଲ,୧୯।୭: ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ଜାରି ରହିଛି। ଏହି ସମୟରେ ଉତ୍ତର କୋରିଆ ଜଣେ ଆମେରିକୀୟ ନାଗରିକଙ୍କୁ ଅଟକ ରଖିଛି। ଉତ୍ତର କୋରିଆର ଅଧିକାରୀମାନେ ଦାବି କରିଛନ୍ତି ଯେ, ଆମେରିକାର ନାଗରିକ ବିନା ଅନୁମତିରେ ଉତ୍ତର କୋରିଆ…
ଅଷ୍ଟ୍ରେଲିଆ ଉପକୂଳରେ ଲାଗିଥିବା ବସ୍ତୁ ଇସ୍ରୋ ରକେଟ ଭଗ୍ନାବଶେଷ ହୋଇଥାଇପାରେ
ମେଲ୍ବୋର୍ନ,୧୯ା୭(ପି.ଟି.): ସମୁଦ୍ରରୁ ଭାସିଆସି ଅଷ୍ଟ୍ରେଲିଆ ଉପକୂଳରେ ଲାଗିଥିବା ଗମ୍ବୁଜ ଆକୃତିର ଏକ ରହସ୍ୟମୟ ବସ୍ତୁ ୨୦ ବର୍ଷ ପୁରୁଣା ଭାରତୀୟ ରକେଟର ଭଗ୍ନାବଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପର୍ଥ ସହରର ୨୫୦ କି.ମି. ଉତ୍ତରରେ ଥିବା ଗ୍ରୀନ୍ ହେଡ୍…
ପାକିସ୍ତାନକୁ ୬୦ କୋଟି ଡଲାର ଋଣ ଦେଲା ଚାଇନା…
ବେଜିଂ/ଇସଲାମାବାଦ,୧୮।୭ : ପାକିସ୍ତାନର ଅବସ୍ଥା ଗୁରୁତର ହୋଇଛି। ମୁଦ୍ରାସ୍ଫୀତି ଯୋଗୁଁ ଦେଶରେ ବିଶୃଙ୍ଖଳା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଚାଇନା ପୁଣି ଥରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପ୍ରତି ନିଜର ଦାୟିତ୍ୱବୋଧ ପୂରଣ କରିବାର ଦାୟିତ୍ୱ ଗ୍ରହଣ କରିଛି।…
ଜୁଲାଇ ୨୦-୨୧ରେ ଭାରତ ଗସ୍ତରେ ରହିବେ ବିକ୍ରମସିଙ୍ଘେ…
କଲମ୍ବୋ,୧୮।୭ : ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ତଥା ଦୃଢ଼଼ କରିବା ଉଦ୍ଦେଶ୍ୟରେ ଜୁଲାଇ ୨୦ ରୁ ୨୧ ପର୍ଯ୍ୟନ୍ତ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ସରକାରୀ ଗସ୍ତରେ ଭାରତ ଆସିବେ।…
୧୯ ଜୁଲାଇରୁ ଗୁଗଲ ଆଲବମ ଆର୍କାଇଭ ତଥ୍ୟ ଅପସାରଣ କରିବ…
ଓ୍ବାଶିଂଟନ,୧୮।୭ : ଟେକ ଜଏଣ୍ଟ ଗୁଗଲ ଗତ ମାସରେ ଘୋଷଣା କରିଥିଲା ଏହାର ଆଲବମ ଆର୍କାଇଭର ବୈଶିଷ୍ଟ୍ୟ ବନ୍ଦ କରୁଛି। କମ୍ପାନୀ ଅନୁଯାୟୀ, ଏହି ସେବା ଗୁଗଲ ବ୍ୟବହାରକାରୀଙ୍କ ପାଇଁ ଜୁଲାଇ ୧୯ ରୁ ଆସନ୍ତାକାଲି ଠାରୁ ଆଉ ଉପଲବ୍ଧ ହେବ…
ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସଙ୍କଟରେ ୫ ଦେଶ…
ଓ୍ବାଶିଂଟନ,୧୮।୭ : ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆମେରିକା, ଚାଇନା, ଦକ୍ଷିଣ କୋରିଆ, ଜାପାନ, ସ୍ପେନାରେ ସଙ୍କଟ ସୃଷ୍ଟି ହୋଇଛି। ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଯୋଗୁଁ…
ଆମେରିକା ସେନାର ଗୁପ୍ତ ଇମେଲ ରୁଷିଆ ସହଯୋଗୀ ଦେଶ ମାଲି ହାତରେ…
ଓ୍ବାଶିଂଟନ,୧୮।୭ : ଆମେରିକାର ସମ୍ବେଦନଶୀଳ ସାମରିକ ସୂଚନା ଥିବା ହଜାର ହଜାର ଇମେଲ ରୁଷିଆ ସହଯୋଗୀ ପଶ୍ଚିମ ଆଫ୍ରିକୀୟ ଦେଶ ମାଲି ହାତରେ ପଡ଼ିଛି। ଗଣମାଧ୍ୟମର ରିପୋର୍ଟରେ ଏହା ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଡୋମେନର ତ୍ରୁଟି ଯୋଗୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ…
Archives


