ଅନ୍ତର୍ଜାତୀୟ

ଇସ୍ରାଏଲ୍‌ରେ ଚାଲିଛି ନରସଂହାର: ସୁନକ

ଲଣ୍ଡନ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଏକାଦଶ ଦିନରେ ପ୍ରବେଶ କରିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୪,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରେ ପ୍ରାୟ ୧୪୦୦ ଇସ୍ରାଏଲ ଏବଂ ୨,୭୫୦ ପାଲେଷ୍ଟାଇନୀୟ ଅଛନ୍ତି।…

ଇସ୍ରାଏଲ୍‌ର ଧମକକୁ ଆମେ ଡରୁ ନାହିଁ

ଜେରୁଜେଲମ,୧୭।୧୦: ଗତ ୧୦ ଦିନ ଧରି ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ଚାଲିଛି। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ମଧ୍ୟରେ ଆତଙ୍କବାଦୀ ସଂଗଠନ ହମାସ ଏକ ବଡ଼ ବିବୃତ୍ତି ଦେଇଛି। ହମାସ କହିଛି ଯେ, ଇସ୍ରାଏଲ ସରକାରଙ୍କ…

ବଙ୍କରରେ ଲୁଚିଲେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ

ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୋଟିଏ ପଟେ ଇସ୍ରାଏଲ ସୈନ୍ୟବାହିନୀ ଗାଜା ଷ୍ଟ୍ରିପ ଉପରେ ବୋମା ପକାଉଥିବା ବେଳେ ଅନ୍ୟ ପଟେ ହମାସ ପାର୍ଶ୍ୱରୁ ଇସ୍ରାଏଲ ଉପରେ ରକେଟ ଗୁଳି ଚଳାଯାଉଛି। ଏହି ସମୟରେ ତେଲ…

ବନ୍ଧକଙ୍କୁ ମୁକ୍ତ କର, ମାନବୀୟ ସହାୟତାକୁ ଅନୁମତି ଦିଅ

ଜାତିସଂଘ,୧୭ା୧୦: ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧକୁ ୧୦ ଦିନ ବିତିଥିବାବେଳେ ଉଭୟ ପକ୍ଷରୁ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ୨୩ ଲକ୍ଷ ଲୋକ ବସବାସ କରୁଥିବା ହମାସ୍‌ ଶାସିତ ଗାଜା ଷ୍ଟ୍ରିପ୍‌କୁ…

ଅକ୍ଟୋବର ୧୮ରେ ଇସ୍ରାଏଲ ଗସ୍ତରେ ଯିବେ ବାଇଡେନ୍‌

ଓ୍ବାଶିଂଟନ୍‌,୧୭।୧୦: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଅକ୍ଟୋବର ୧୮ରେ ତେଲ ଅଭିବ ଗସ୍ତ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏହି ସୂଚନା ଦେଇଛନ୍ତି। ବ୍ଲିଙ୍କେନ କହିଛନ୍ତି ଯେ, ଇସ୍ରାଏଲ, ମଧ୍ୟ ପୂର୍ବ ଏବଂ ବିଶ୍ୱ…

‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ’, ହମାସ ଏବଂ ଇରାନ୍କୁ ଏକା ସାଥେ ଧମକ ଦେଲେ ବେଞ୍ଜାମିନ ନେତାନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ସାଙ୍ଗରେ ଇରାନ ଏବଂ ହମାସକୁ ଧମକ ଦେଇଛନ୍ତି। ନେତାନ୍ୟାହୁ ଏହି ଦୁଇ ଦେଶକୁ କହିଛନ୍ତି ଯେ, ‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ।’ ଏକ ସମ୍ବୋଧନରେ ସେ କହିଥିଲେ କି ହମାସକୁ ମାଟିରେ ମିଶାଇବା…

ଅକ୍ଟୋବର ୧୮ରେ ଇସ୍ରାଏଲ ଯିବେ ବାଇଡେନ

ଓ୍ବାଶିଂଟନ,୧୬।୧୦: ହମାସ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଥମିବାର ନାଁ ନେଉନାହିଁ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଅକ୍ଟୋବର ୧୮ ଅର୍ଥାତ୍‌ ବୁଧବାର ଇସ୍ରାଏଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟ, ହମାସ ଇସ୍ରାଏଲ ଉପରେ ଆକ୍ରମଣ…

ପ୍ରତିଶ୍ରୁତି ସତ୍ତ୍ୱେ ଜଳ ଯୋଗାଣ ଆରମ୍ଭ କରିନାହିଁ ଇସ୍ରାଏଲ, ପାଣି ବୁନ୍ଦିଏ ପାଇଁ ଲୋକେ ଝଟପଟ

ଜେରୁଜେଲମ,୧୬।୧୦: ଗାଜା ଷ୍ଟ୍ରିପ ବର୍ତ୍ତମାନ ମୌଳିକ ସୁବିଧା ପାଇଁ ଝଟପଟ ହେଉଛି। ଇସ୍ରାଏଲ ଗାଜାବାସୀଙ୍କୁ ବିଦ୍ୟୁତ୍‌ ସମେତ ଜଳ ସୁବିଧାରୁ ବଞ୍ଚିତ କରିଛି। ଏହି ସମୟରେ ହମାସ ସୋମବାର କହିଛି ଯେ, ପ୍ରତିଶ୍ରୁତି ସତ୍ତ୍ୱେ ଇସ୍ରାଏଲ ଗାଜା ଷ୍ଟ୍ରିପକୁ ଜଳ ଯୋଗାଣ…

ଇମ୍ରାନ୍‌ ଖାନଙ୍କୁ ଝଟକା

ଇସଲାମାବାଦ,୧୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ସୋମବାର ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନର ଏକ ସର୍ବୋଚ୍ଚ ନ୍ୟାୟାଳୟ ସିଫର ମାମଲାର ଶୁଣାଣି ଜେଲରେ କରିବା ବିରୋଧରେ ଇମ୍ରାନ୍‌ ଖାନଙ୍କ ଆବେଦନକୁ ସୋମବାର ଖାରଜ କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି…

ଚାଇନାର ବେଲ୍ଟ ଏଣ୍ଡ ରୋଡ ଫୋରମ୍‌ରେ ତୃତୀୟ ଥର ପାଇଁ ସାମିଲ ହେବନି ଭାରତ

ବେଜିଂ,୧୬।୧୦: ଚାଇନା ମଙ୍ଗଳବାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭର ଏକ ଶିଖର ସମ୍ମିଳନୀ କରୁଛି। ଏହି ସମ୍ମିଳନୀରେ ପାକିସ୍ତାନ, ତାଲିବାନ ଏବଂ ରୁଷିଆ ଅଂଶଗ୍ରହଣ କରିବେ। ଏଥି ସହିତ କ୍ରମାଗତ ତୃତୀୟ ଥର ପାଇଁ ଭାରତ ଏହି ଶିଖର ସମ୍ମିଳନୀରେ ସାମିଲ…

ହମାସଠାରୁ ଯୁଦ୍ଧ ଜିତି ବି ହାରିଯିବେ ନେତାନ୍ୟାହୁ!

ଜେରୁଜେଲମ,୧୬।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ଇସ୍ରାଏଲ ଏବଂ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ଆରବ ଦେଶଗୁଡିକ ବ୍ୟତୀତ, ଏମିତି କୌଣସି…

ରୁଷିଆ-ୟୁକ୍ରେନ ପରେ ଜାତିସଂଘ ହମାସ-ଇସ୍ରାଏଲ ଯୁଦ୍ଧକୁ ରୋକିବାରେ ବିଫଳ: ଅନ୍ତର୍ଜାତୀୟସ୍ତରରେ ଊଠିଲା ପ୍ରଶ୍ନ…

ଜେନେଭା,୧୬।୧୦ : ଅକ୍ଟୋବର ୭ ରୁ ହମାସ ଏବଂ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦରେ ଏପର୍ଯ୍ୟନ୍ତ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଉଭୟ ପାର୍ଶ୍ୱରେ ମାନବିକ ସଙ୍କଟ ଦେଖାଦେଇଛି। ଲୋକମାନେ ନିଜ ଘର ଛାଡି କ୍ୟାମ୍ପରେ ରହିବାକୁ ବାଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?