ପ୍ରେମିକାଙ୍କ ସହ ୩୦୭୪ ଫୁଟ ଉଚ୍ଚ ସେଣ୍ଟ୍ରାଲ ଓରେଗନ ପର୍ବତ ଚଢୁଥିବା ଛାତ୍ରଙ୍କର ମୃତ୍ୟୁ
ବେଂଡ(ଆମେରିକା),୨୧।୭: ଓରେଗନର କ୍ୟାସକେଡ ପର୍ବତରେ ନର୍ଥ ସିଷ୍ଟରର ଶିଖର ନିକଟରେ ଶହ ଶହ ଫୁଟ ତଳକୁ ଖସିପଡିବାରୁ ୨୧ ବର୍ଷୀୟ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଛାତ୍ରଙ୍କ ମୃତଦେହ ଗୁରୁବାର ମିଳିଛି। ହେଲେ ଏହା ଯେଉଁଠାରେ ପଡିଛି ସେପର୍ଯ୍ୟନ୍ତ ପହଞ୍ଚିବା ମୁସ୍କିଲ…
ଗ୍ରୀଷ୍ମପ୍ରବାହ ମଧ୍ୟରେ ଜଙ୍ଗଲରେ ଲାଗିଲା ନିଆଁ, ୩୫ ବର୍ଗ କିଲୋମିଟର ଜଙ୍ଗଲ ହେଲା ପାଉଁଶ
ଆଥେନ୍ସ,୨୧।୭: ୟୁରୋପରେ ଗତ କିଛି ଦିନ ହେବ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଭଳି ପରିସ୍ଥିତିରେ ଗ୍ରୀସର ଜଙ୍ଗଲରେ ନିଆଁ ଲାଗିଥିବାର ଖବର ଆସିଛି। ନିଆଁ ଏତେ ଭୟଙ୍କର ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ବର୍ଗ କିଲୋମିଟର ଜଙ୍ଗଲ ପାଉଁଶ ହୋଇଯାଇଛି। ଲୋକଙ୍କୁ…
‘ଭାରତୀୟ ଗଣତନ୍ତ୍ରର ସ୍ପନ୍ଦନ ପସନ୍ଦ’, ଆମେରିକା ରାଷ୍ଟ୍ରଦୂତ କହିଲେ, ‘ଆମର ସମ୍ପର୍କ ଅଧ୍ୟାପକ ଛାତ୍ର ଭଳି ନୁହେଁ’
ଓ୍ବାଶିଂଟନ,୨୧।୭: ବିଶ୍ୱର ସବୁଠାରୁ ଦୁଇଟି ବଡ ଗଣତନ୍ତ୍ର ଦେଶରେ ଆଗାମୀ ବର୍ଷ ନିର୍ବାଚନ ହେବାକୁ ଯାଉଛି। ଆମେରୀକାରେ ଯେତେବେଳେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ସେପଟେ ଭାରତରେ ସଂସଦ ପାଇଁ ନିର୍ବାଚନ ହେବ। ଏହାକୁ ନେଇ ଭାରତରେ ଥିବା ଆମେରିକାର…
ଆମେରିକର ଏହି ବିପଜ୍ଜନକ ବୋମାକୁ ରୁଷିଆ ବିରୋଧରେ ବ୍ୟବହାର କରୁଛି ୟୁକ୍ରେନ
ମସ୍କୋ,୨୧।୭: ଆମେରିକାରୁ ମିଳିଥିବା କ୍ଲଷ୍ଟର ବୋମାକୁ ୟୁକ୍ରେନ ରୁଷୀୟ ସେନା ବିରୋଧରେ ବ୍ୟବହାର କରିବା ଆରମ୍ଭ କରିଦେଇଛି। ଆମେରିକା ଏକ ବିବୃତ୍ତିରେ କହିଛି ଯେ ରୁଷିଆ ବିରୋଧରେ ଏହି କ୍ଲଷ୍ଟର ବୋମାକୁ ୟୁକ୍ରେନ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ବ୍ୟବହାର କରୁଛି। ସୂଚନାଯୋଗ୍ୟ…
ପୁଟିନ୍ଙ୍କ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାବାଲନିଙ୍କୁ ହୋଇପାରେ ୨୦ବର୍ଷ ଜେଲ
ମସ୍କୋ,୨୧।୭: ରୁଷିଆର ଭ୍ଲାଦିମିର ପୁଟିନ୍ଙ୍କ ସବୁଠାରୁ ବଡ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାବାଲନିଙ୍କୁ ୨୦ବର୍ଷ ଜେଲ ଯାଇପାରେ। ଗୁରୁବାର ରୁଷିଆର ସରକାରୀ ଓକିଲମାନେ ନାଭାଲନିଙ୍କୁ ସର୍ବାଧିକ ସୁରକ୍ଷା ଜେଲରେ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ନାବାଲନି ଏକ ମୌଳିକ…
ପେଣ୍ଟାଗନ ଅଧିକାରୀଙ୍କ ଦାବି: ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ଆମେରିକା
ବେଜିଂ,୨୧।୭: ଚାଇପାକୁ ବିପଦ ଭାବି ଆମେରିକା ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ବୋଲି ପେଣ୍ଟାଗନ ଦାବି କରିଛି। ଉଚ୍ଚ କ୍ଷମତାଯୁକ୍ତ ଆର୍ଟିଲିରି ଏବଂ ଇଫାଣ୍ଟ୍ରି ଯାନ ତିଆରି କରିବାର ପ୍ରସ୍ତାବ ଉପରେ ଉଭୟ ଦେଶ କାର୍ଯ୍ୟ ଆରମ୍ଭ…
ବିଦେଶୀ ଆମଦାନୀ-ରପ୍ତାନୀ ଉପରେ ପ୍ରତିବନ୍ଧକ ବୃଦ୍ଧିକଲେ ପୁଟିନ
ମସ୍କୋ,୨୧ା୭: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କଞ୍ଚାମାଲ ଏବଂ ସାମଗ୍ରୀର ଆମଦାନି ଏବଂ ରପ୍ତାନୀକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ କଞ୍ଚାମାଲ ଏବଂ ସାମଗ୍ରୀ ଆମଦାନୀ ତଥା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଏକ ନିର୍ଦ୍ଦେଶରେ ଦସ୍ତଖତ…
ମନି ଲଣ୍ଡରିଂ ମାମଲାରେ ପରିବାର ସମେତ ଶହବାଜଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ
ଇସଲାମାବାଦ,୨୦।୭: ମନି ଲଣ୍ଡରିଂ ମାମଲାରେ ପାକିସ୍ତାନୀ କୋର୍ଟ ଗୁରୁବାର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସମେତ ତାଙ୍କ ପରିବାରକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୁର୍ନୀତି ନିବାରଣ ଏଜେନ୍ସି ଶହବାଜଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିଲା। ଏଥିସହ ନୁସରତ…
ହଂକଂରେ ସିଗାରେଟ ପିଉଥିବା ଲୋକଙ୍କ ବିରୋଧରେ ପୋଲିସ ନୁହେଁ, ଜନତା ନେବେ ଆକ୍ସନ
ଭିକ୍ଟୋରିଆ,୨୦।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଅନୁଯାୟୀ, ପ୍ରତିବର୍ଷ ସାରା ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ତମାଖୁ ଯୋଗୁ ହେଉଛି। ଏଥିମଧ୍ୟରୁ ୨୦ ଲକ୍ଷଙ୍କ ଜୀବନ ହୃଦରୋଗ ଯୋଗୁ ଯାଉଛି। ତେବେ ବିଶ୍ୱର ପ୍ରତ୍ୟେକ କୋଣରେ ସିଗାରେଟ ଟାଣୁଥିବା ଲୋକ ରହିଛନ୍ତି।…
ହଠାତ୍ ବେଜିଂ ପହଞ୍ଚି ଜିନପିଙ୍ଗଙ୍କ ସହ ସାକ୍ଷାତ୍ କଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ
ବେଜିଂ,୨୦।୭: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହେନରି କିସିଂଜରଙ୍କୁ ସାକ୍ଷାତ୍ କରିଛନ୍ତି। ଆମେରିକାର ଜଳବାୟୁ ଦୂତ ଜନ କେରିଙ୍କର ଚାଇନାରେ କାର୍ଯ୍ୟକାଳ ଶେଷ ହେବା ପରେ ଚାଇନା ରାଷ୍ଟ୍ରପତି ଓ ଆମେରିକାର ପୂର୍ବତନ ବୈଦେଶିକ…
ଖେବର ଆଦିବାସୀ ଜିଲାରେ ୨ଟି ବଡ଼ ବିସ୍ଫୋରଣ: ୨ ପୋଲିସ କର୍ମଚାରୀ ମୃତ, ୪ ଆହତ
ଇସଲାମାବାଦ,୨୦।୭: ପାକିସ୍ତାନର ଏକ ଆଦିବାସୀ ଜିଲାରେ ଏକ ତହସିଲ ଭବନ ପରିସରରେ ଦୁଇଟି ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୨ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଉଦ୍ଧାର ଅଧିକାରୀ କହିଛନ୍ତି, ଏହି ବିସ୍ଫୋରଣ…
ରୁଷିଆ ଏୟାରଷ୍ଟ୍ରାଇକ୍ରେ ୨୧ ଆହତ
କିଭ୍,୨୦ା୭: ଗୁରୁବାର ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆର ଏୟାର ଷ୍ଟ୍ରାଇକ୍ର ତୃତୀୟ ରାତିରେ ବନ୍ଦର ସହର ଓଡେସା ସମେତ ଦକ୍ଷିଣ ୟୁକ୍ରେନ ସହରକୁ ଟାର୍ଗେଟ କରି ଅତି କମ୍ରେ ୨୧ ଜଣ ଆହତ ହୋଇଛନ୍ତି। ରୁଷିଆର ଏହି ଆକ୍ରମଣ ତିନି ମହଲା…


