ରୁଷିଆ ଉପରେ ପୁଣି ଡ୍ରୋନ ଆକ୍ରମଣ କଲା ୟୁକ୍ରେନ୍,୩ ବନ୍ଦରରେ ବିମାନ ଉଡ଼ାଣ ବନ୍ଦ…
ମସ୍କୋ,୨୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ବନ୍ଦ ହେବାର ନାମ ନେଉନାହିଁ। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶନିବାର ମସ୍କୋ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ଯୋଗୁ…
ମହାକାଶ ଯାତ୍ରା କଲେ ୪ ଦେଶର ମହାକାଶଚାରୀ
କେପ୍ କାନ୍ଭେରାଲ,୨୬ା୮: ଚାରି ଦେଶରୁ ୪ ମହାକାଶଚାରୀ ଶନିବାର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନରୁ ମହାକାଶକୁ ଯାତ୍ରା ଆରମ୍ଭ କରିଛନ୍ତି। ରବିବାର ସ୍ପେସ୍ ଏକ୍ସ କ୍ୟାପସୁଲର କକ୍ଷପଥରେ ପହଞ୍ଚିଯିବେ। ଏହି ସମସ୍ତ ଯାତ୍ରୀ ମାର୍ଚ୍ଚରୁ ସେଠାରେ ରହିଥିବା ଚାରିଜଣ ମହାକାଶଯାତ୍ରୀଙ୍କ ସ୍ଥାନ ନେବେ।…
୧୪ ଘଣ୍ଟା ଅନ୍ଧାରରେ କେନିଆ, ହସ୍ପିଟାଲଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବି ଅନ୍ଧାର
ନାଇରୋବି,୨୬ା୮: ଆଫ୍ରିକୀୟ କେନିଆରେ ବିଦ୍ୟୁତ କାଟ୍ ଯୋଗୁ ସମଗ୍ର ଦେଶ ଖରାପ ଅବସ୍ଥାରେ ଗତି କରୁଛି। ଶୁକ୍ରବାର ରାତିରୁ କେନିଆରେ ବିଦ୍ୟୁତ୍କାଟ୍ ହୋଇଥିବା ବେଳେ ଶନିବାର ଅର୍ଥାତ୍ ୧୪ ଘଣ୍ଟା ପରେ ବିଦ୍ୟୁତ୍ ଯୋଗାଣ ହୋଇଛି। ଫଳରେ ହସ୍ପିଟାଲ, ଏୟାପୋର୍ଟ ଏପରିକି…
ଇସ୍ରୋ ପୂର୍ବରୁ ଆରମ୍ଭ ହୋଇଛି ପାକିସ୍ତାନର ସ୍ପେସ ଏଜେନ୍ସି, ୬୨ବର୍ଷରେ ଲଞ୍ଚ କରିଛି କେବଳ ୫ଟି ସାଟେଲାଇଟ
ନୂଆଦିଲ୍ଲୀ/ଇସଲାମବାଦ,୨୬।୮: ଚନ୍ଦ୍ରାବତରଣ କରିଛି ଭାରତ। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରିଚିଛି। ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ର ସଫଳତାକୁ ସାରା ବିଶ୍ୱରେ ଆଲୋଚନା ହେଉଛି। ଖାସ୍ କରି ଆମ ପଡୋଶୀ ଦେଶ ପାକିସ୍ତାନରେ ଏନେଇ ଅଧିକ ଚର୍ଚ୍ଚା ହେଉଛି।…
ନାଇଜରରେ ୪ଟି ଦେଶର ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ
ନିୟାମି,୨୬।୮: ନାଇଜରକୁ ସାମରିକ ଶାସକମାନେ ଦଖଲ କରିବା ପରେ ୪ଟି ଦେଶର ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ରାନ୍ସ, ଜର୍ମାନ, ନାଇଜେରିଆଇ ଓ ଆମେରିକାର ରାଷ୍ଟ୍ରଦୂତମାନଙ୍କୁ ଦେଶ ଛାଡିବାକୁ ୪୮ ଘଣ୍ଟା ସମୟ ଦିଆଯାଇଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏନେଇ…
ଟ୍ରମ୍ପଙ୍କ ସହିତ ଆଗାମୀ ଉପରାଷ୍ଟ୍ରପତି ହେବାକୁ ବିବେକ ରାମସ୍ବାମୀ ଆଶାବାଦୀ…
ଓ୍ବାଶିଂଟନ,୨୬।୮ : ଭାରତୀୟ ମୂଳ ବିବେକ ରାମସ୍ବାମୀ ମଧ୍ୟ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ନିଜର ପ୍ରାର୍ଥୀତ୍ୱ ଉପସ୍ଥାପନ କରୁଛନ୍ତି। ବିଶେଷ କଥା ହେଉଛି ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ମଧ୍ୟ କ୍ରମାଗତ ଭାବରେ…
ଦେଶ ପ୍ରତି ବିଶ୍ୱସ୍ତ ରହିବେ ବୋଲି ଶପଥ ନେଲେ ଓ୍ବାଗନର ଗ୍ରୁପ୍, ପୁଟିନ୍ଙ୍କ ଆଦେଶ
ମସ୍କୋ,୨୬।୮: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ଏକ ଦୁର୍ଘଟଣାରୋ ନିହତ ହୋଇଛନ୍ତି ଓ୍ବାଗନର ସେନା ମୁଖ୍ୟ ୟେଭେଗିନ ପ୍ରିଗୋଜିନ। ତେବେ ଏହା ଷଡଯନ୍ତ୍ର ନା ଦୁର୍ଘଟଣା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଶୁକ୍ରବାର ପ୍ରିଗୋଝିନଙ୍କ ମୃତ୍ୟୁରେ ପୁଟିନ୍…
ଜେଲ୍ରେ ଇମ୍ରାନଙ୍କ ପ୍ରତି ବିପଦ,ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କଲେ ଇମ୍ରାନଙ୍କ ସ୍ତ୍ରୀ ବ୍ରୁଶା ବିବି
ଇସଲାମବାଦ,୨୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବି ଦାବି କରିଛନ୍ତି ଯେ ଜେଲରେ ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ଅଛି। ସୂଚନାଯୋଗ୍ୟ, ବ୍ରୁଶା ବିବି ଇମ୍ରାନଙ୍କୁ ୨୨ ଅଗଷ୍ଟରେ ଭେଟିଥିଲେ।…
ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କଲା ଆମେରିକା
ଓ୍ବାଶିଂଟନ୍,୨୬।୮:ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କରିଛି ଆମେରିକା। ବୈଦେଶିକ ବିଭାଗ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ଏବଂ ସେମାନଙ୍କର ସହଯୋଗୀ ମିଲିସିଆକୁ ହିଂସା ପାଇଁ ଦାୟୀ କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ…
ସ୍ପେସଏକ୍ସ ଲଞ୍ଚ କଲା ନୂଆ ସ୍ପେଶ ଷ୍ଟେଶନ ଦଳ, ଏଥିରେ ରହିବେ ୪ ଦେଶର ମହାକାଶ ଯାତ୍ରୀ
ଓ୍ବାଶିଂଟନ,୨୬।୮: ଚାରୋଟି ଦେଶର ୪ ମହାକାଶ ଯାତ୍ରୀଙ୍କୁ ନେଇ ସ୍ପେସଏକ୍ସ ଏକ ନୂଆ ମହାକାଶ ଷ୍ଟେଶନ ଦଳ ଲଞ୍ଚ କରିଛି। ସୂଚନାଯୋଗ୍ୟ, ଚାରିଜଣ ବ୍ୟକ୍ତି ସ୍ପେସ ଏକ୍ସ ଫାଲକନ ୯ ରକେଟରେ ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ଏକ ସଫଳ ଉଡାଣ…
ବ୍ରିକ୍ସ ସମ୍ମିଳନୀରେ ମିଳିଲାନି ପାକିସ୍ତାନକୁ ଏଣ୍ଟ୍ରି
ଇସଲାମବାଦ,୨୬।୮: ନିକଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଛି। ଅଗଷ୍ଟ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୨୪ରେ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଥିଲା। ଏହି ସମ୍ମିଳନୀରେ ୬ଟି ନୂଆ ଦେଶ ଯୋଡି ହୋଇଥିଲେ କିନ୍ତୁ ପାକିସ୍ତାନକୁ ସାମିଲ କରାଯାଇ…
‘ଏକ୍ସ’କୁ ଫେରିବା ପରେ ପାଣ୍ଠି ସଂଗ୍ରହ ପାଇଁ ଅଣ୍ଟା ଭିଡ଼ିଲେ ଟ୍ରମ୍ପ୍
ଓ୍ବାଶିଂଟନ,୨୬।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ‘ଏକ୍ସ’କୁ ଫେରିଛନ୍ତି। ୨୦୨୧ ଜାନୁୟାରୀ ୬ରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ କ୍ଷମତା ହସ୍ତାନ୍ତର ପର୍ବ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲ୍ ହିଲ୍ ଉପରେ ଅତର୍କିତ ଆକ୍ରମଣ…
Archives


