ଅନ୍ତର୍ଜାତୀୟ

ଭାରତୀୟ ମନ୍ତ୍ରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୧୪।୧୧: ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟେଲ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଇଲେକ୍ଟ୍ରି କାର ନିର୍ମାତା ଟେସଲା କାରଖାନାକୁ ଗସ୍ତ କରିଥିଲେ। ଏଠାରେ ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ୱରେ ଥିବା ଭାରତୀୟ ମାନଙ୍କ ସହିତ ସେ ସାକ୍ଷାତ କରିଥିଲେ।…

ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ, ତୀବ୍ରତା ୬.୨…

କଲମ୍ବୋ,୧୪।୧୧ : ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୬.୨ ରେ ମାପ କରାଯାଇଛି। ମଧ୍ୟାହ୍ନ ୧୨ଟା ୩୧ରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ର ଭୂଗର୍ଭରେ କଲମ୍ବୋ ଠାରୁ ୧୦ କିଲୋମିଟର ଦକ୍ଷିଣ-ପୂର୍ବରେ…

ଗାଜା ଯୁଦ୍ଧରେ ୧୦୨ ଜାତିସଂଘ କର୍ମଚାରୀ ମୃତ, ୨୭ ଆହତ…

ଜେରୁଜେଲମ,୧୪।୧୧: ହମାସ ଏବଂ ଇସ୍ରାଏଲ ଯୁଦ୍ଧରେ ଜାତିସଂଘର ୧୦୨ କର୍ମଚାରୀ ନିହତ ହୋଇଛନ୍ତି। ଏଥିରେ କୁହାଯାଇଛି ଯୁଦ୍ଧ ଆରମ୍ଭରୁ ଜାତିସଂଘର ୨୭ ଜଣ କର୍ମଚାରୀ ଆହତ ହୋଇଛନ୍ତି। ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ)…

ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମଚାରୀଙ୍କ ସମେତ ୩ ମୃତ…

ଇସଲାମାବାଦ,୧୪।୧୧: ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସେନା ଏହି ସୂଚନା ଦେଇଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ (ଆଇଏସଆରପି) ଏକ…

କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ ଅନେକେ ନିଖୋଜ

ବେନି,୧୪।୧୧: ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ଏକ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଥିବା ଏକ ଗାଁକୁ ଇସଲାମୀୟ ମାଓବାଦୀମାନେ ଆକ୍ରମଣ କରିଛନ୍ତି ବୋଲି…

ହମାସ ସଂସଦ ଉପରେ ଆଇଡିଏଫର କବଜା, ସ୍ପିକରଙ୍କ ଆସନରେ ବସିଲେ ସେନା

ଗାଜା,୧୪।୧୧: ଇସ୍ରାଏଲ ହମାସ ଯୁଦ୍ଧକୁ ୩୯ ଦିନ ହୋଇଛି। ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ହେତୁ ଗାଜାରେ ଏପର୍ଯ୍ୟନ୍ତ ୨୩ଲକ୍ଷ ଲୋକଙ୍କୁ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। ଅକ୍ଟୋବର…

ସୁନକଙ୍କୁ ମିଳିଲା ପ୍ରଥମ ଅବିଶ୍ୱାସ ପତ୍ର, ଟୋରି ସାଂସଦ କହିଲେ, ‘ବହୁତ ହୋଇଗଲା…ଯିବାର ସମୟ ଆସିଗଲା’

ଲଣ୍ଡନ,୧୪।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କ୍ୟାବିନେଟରେ ଅଦଳବଦଳରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନଙ୍କୁ ବରଖାସ୍ତ କରିବା ପରେ ଏବେ ସୁନକ ପ୍ରଥମ ଅବିଶ୍ୱାସ ପତ୍ରର ସମ୍ମୁଖୀନ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବିଶ୍ୱସ୍ତ ଟୋରୀ ସାଂସଦ ଆଣ୍ଡ୍ରେୟା ଜେନକିନସ…

ଅଲ ଶିଫା ହସ୍ପିଟାଲରେ ପ୍ରିମ୍ୟାଚ୍ୟୁୟୋର ଶିଶୁ ସଙ୍କଟରେ

ଜେରୁଜେଲମ,୧୪।୧୧: ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ ଶିଫା ଉପରେ ଇସ୍ରାଏଲର ଆକ୍ରମଣ ହେତୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦାବି କରିଛି ଯେ ଅଲ ଶିଫା ଆଉ ଡାକ୍ତରଖାନା ଭାବରେ କାର୍ଯ୍ୟ କରିପାରିବ ନାହିଁ। ଅଲ…

୧୬ ବର୍ଷ ପରେ ଗାଜାରେ ଶେଷ ହେଲା ହମାସର କବଜା, ଦକ୍ଷିଣକୁ ଯାଉଛନ୍ତି ଆତଙ୍କବାଦୀ

ଜେରୁଜେଲମ,୧୪।୧୧: ଗାଜାରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ୧୧,୨୪୦ଜଣଙ୍କର ମତ୍ୟୁ ହୋଇଛି। ଏଥିରେ ୪୬୩୦ ପିଲା ଅନ୍ତର୍ଭୁକ୍ତ। ଗାଜା ଉପରେ ଆକ୍ରମଣର ଅନେକ ଦିନ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଦାବି କରିଛନ୍ତି ଯେ ହମାସ ଗାଜା ଉପରେ ନିୟନ୍ତ୍ରଣ…

ବିଜୁଳି ଯୋଗାଣ ବିଚ୍ଛିନ୍ନ: ମରଣମୁହଁରେ ଶିଶୁ

ଗାଜା ସିଟି,୧୪ା୧୧: ଗାଜା ସିଟିରେ ଇସ୍ରାଏଲ୍‌ର ଆକ୍ରମଣ ଜାରି ରହିଥିବାବେଳେ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରାଯାଉଥିବାରୁ ସେଠାରେ ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ଗାଜାର ଅନେକ ହସ୍ପିଟାଲରେ ବିଜୁଳି ଓ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବରୁ ରୋଗୀସେବା ବନ୍ଦ ହୋଇଯାଇଛି। ମୁଖ୍ୟ ହସ୍ପିଟାଲ…

କରାଚୀରେ ଚାଇନା ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୧୪।୧୧ : ପାକିସ୍ତାନର କରାଚୀ ପୋତାଶ୍ରୟରେ ଚାଇନାର ଅନେକ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଓ ସହାୟକ ଜାହାଜର ଉପସ୍ଥିତି ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଫଟୋରୁ ଦେଖିବାକୁ ମିଳିଛି। ଚାଇନା ଏବଂ ପାକିସ୍ତାନ ସର୍ବବୃହତ୍‌ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଭାରତ ମହାସାଗରରେ ବେଜିଂ…

କାଟାଲାନ୍‌ ବିଦ୍ରୋହୀଙ୍କୁ କ୍ଷମାଦାନ ପ୍ରତିବାଦରେ ସ୍ପେନ୍‌ରେ ବିଶାଳ ବିକ୍ଷୋଭ

ମାଡ୍ରିଡ୍‌,୧୪ା୧୧: ୨୦୧୭ରେ ଗଣଭୋଟ ଜରିଆରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସ୍ବାଧୀନ ରାଷ୍ଟ୍ର ଗଠନ ଉଦ୍ୟମ କରି ବିଫଳ ହୋଇଥିବା କାଟାଲାନ୍‌ ବିଚ୍ଛିନ୍ନତାବାଦୀମାନଙ୍କୁ କ୍ଷମାଦାନ ପାଇଁ ସ୍ପେନ୍‌ର ସୋସିଆଲିଷ୍ଟ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?