ଅନ୍ତର୍ଜାତୀୟ

ତାଲିବାନୀ ପ୍ରତିନିଧୀଙ୍କୁ ଭେଟିଲା ଆମେରିକା, ଆତଙ୍କବାଦ ଉପରେ ଆଲୋଚନା

ଦୋହା,୧।୮: ଆଫଗାନିସ୍ତାନରେ ତାଲିବାନୀଙ୍କ ଜବରଦଖଲ ପରେ ଆମେରିକା ନିଜର ସେନା ପ୍ରତ୍ୟାହାର କରିନେଇଛି ସତ କିନ୍ତୁ ତାଲିବାନ ସରକାରଙ୍କ ସହ ଆମେରିକା ନିରନ୍ତର ଯୋଗାଯୋଗ ସମ୍ପର୍କ ରଖିଛି। ଆମେରିକାର ବରିଷ୍ଠ କୂଟନୀତିଜ୍ଞଙ୍କ ଏକ ଦଳ ତାଲିବାନର କିଛି ପ୍ରତିନିଧୀଙ୍କୁ ଭେଟିଛନ୍ତି।...

ଏଲନ ମସ୍କଙ୍କୁ ଝଟକା, ଟୁଇଟର ମୁଖ୍ୟାଳୟରୁ ହଟାଇବାକୁ ପଡ଼ିଲା ନୂଆ ଲୋଗୋ ‘X’

କାଲିଫର୍ନିଆ,୧।୮: ଗତ କିଛି ଦିନ ହେବ ଏଲନ ମସ୍କଙ୍କ ଟୁଇଟର ହେଡଲାଇନରେ ରହିଆସିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାର ନୂତନ ଲୋଗୋ ସମ୍ବନ୍ଧରେ ଘୋଷଣା କରି ଆଲୋଚନାର ବିଷୟ ପାଲଟିଛ। ନିକଟରେ ମସ୍କ ଟୁଇଟର ଲୋଗୋ ପରିବର୍ତ୍ତନ କରିଥିଲେ।...

ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କଲେ ୟୁଏନ୍‌ ମୁଖ୍ୟ

ନ୍ୟୁୟର୍କ,୧।୮: ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ପାକିସ୍ତାନର ଖେବର ପାଖ୍ଟନଖୱା ପ୍ରଦେଶରେ ଆଞ୍ଚଳିକ ଇସଲାମ ପାର୍ଟି ଜମିଆତ୍‌ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ହୋଇଥିବା ଏହି ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କରିଛନ୍ତି। ଏହି ଆକ୍ରମଣ କିଏ...

ସ୍ତ୍ରୀଙ୍କୁ ବ୍ୟାଟରେ ପିଟି ହତ୍ୟା କଲେ ଶିଖ୍‌ ବୃଦ୍ଧ

ଲଣ୍ଡନ,୧।୮: ବ୍ରିଟେନରେ ଜଣେ ଶିଖ ବୃଦ୍ଧ ତାଙ୍କ ସ୍ତ୍ରୀଙ୍କୁ ନିଜ ଝିଅର ବ୍ୟାଟରେ ପିଟି ପିଟି ହତ୍ୟା କରିଛନ୍ତି॥ ବୃଦ୍ଧ ବ୍ୟକ୍ତିଙ୍କ ବୟସ ୭୯ ବର୍ଷ। ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ସ୍ତ୍ରୀଙ୍କୁ ହତ୍ୟା ପରିବା ପରେ ଲଣ୍ଡନ ପୋଲିସ...

ଆମେରିକାରେ ପୁଣି ବୃଦ୍ଧି ପାଉଛି କରୋନା ମାମଲା, ଚେତାଇଲା ସ୍ବାସ୍ଥ୍ୟ ବିଭାଗ

ଓ୍ବାଶିଂଟନ୍‌,୧।୮: ଆମେରିକାକୁ ପୁଣି ଡରାଇଛି କରୋନା। ସେଣ୍ଟର୍ସ ଫର ଡିଜିଜି କଣ୍ଟ୍ରୋଲ (ସିଡିସି) ଚେତାବନୀ ଦେଇଛି ଯେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ଯୋଗୁ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟରୁ...

ଡକସୁରୀ ଝଡ଼ରେ ୮ ଲକ୍ଷରୁ ଅଧିକ ପ୍ରଭାବିତ, ୩୦ ହଜାରରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

ବେଜିଂ,୧।୮ : ଉତ୍ତର ଚାଇନାର କେତେକ ସ୍ଥାନରେ ଭୟଙ୍କର ଡକସୁରୀ ଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ ବନ୍ୟାରେ ଖେଳନା ପରି ବହୁ ଭାରୀ ଯାନ ମଧ୍ୟ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଝଡ଼ରେ ୮ଲକ୍ଷରୁ ଅଧିକ ଲୋକ...

ନିଜକୁ କୁକୁର ବେଶରେ ସଜାଇବା ପାଇଁ ୨୨ହଜାର ଡଲାର ଖର୍ଚ୍ଚ କଲେ ଜାପାନୀ ବ୍ୟକ୍ତି

ଟୋକିଓ,୧।୮: ଜାପାନରୁ ଏକ ଅଜବ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଲୋକେ ଏଠି କୁକୁର ପୋଷାକ ପିନ୍ଧି ନିଜକୁ କୁକୁର ବେଶରେ ସଜାଉଛନ୍ତି। ସୋମାବର ଏକ ବ୍ୟକ୍ତି ୧୪ହଜାର ଡଲାର ଖର୍ଚ୍ଚ କରି କୁକୁର ବେଶ ହୋଇଥିଲେ। ସେହିପରି ଆଉ ଜଣେ...

ଚାଇନା ବିଦେଶ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ କେଉଁଠି, ଜିନପିଙ୍ଗ ସରକାରଙ୍କ ଉପରେ ସନ୍ଦେହ ଘନେଇଲା…

ବେଜିଂ,୧।୮ : ଚାଇନାର ପୂର୍ବତନ ବୈଦେଶିକ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ ଗତ କିଛି ଦିନ ହେବ ନିଖୋଜ ଥିଲେ ମଧ୍ୟ ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ। ନିକଟରେ କିନ ଗ୍ୟାଙ୍ଗଙ୍କୁ ପଦରୁ ହଟାଇ ଦିଆଯାଇଥିଲା।କିନ୍ତୁ ଆଶ୍ଚର୍ଯ୍ୟର କଥା,...

୬ ମାସରେ କାନ୍ଦାହାରରେ ୧୦୦୦ରୁ ଅଧିକ ଯକ୍ଷ୍ମାରେ ଆକ୍ରାନ୍ତ…

କାବୁଲ,୧।୮ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ଦିନଠାରୁ ଏହି ଦେଶର ଅବସ୍ଥା ଆହୁରି ଖରାପ ହୋଇପଡିଛି। କାବୁଲର ଟୋଲୋ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ କାନ୍ଦାହାରରେ ୧୦୦୦ ରୁ ଅଧିକ ଲୋକ...

ପାଲେଷ୍ଟାଇନରେ ଗୃହଯୁଦ୍ଧ ପରିସ୍ଥିତି: ୧୧ ମୃତ, ୫୦ରୁ ଅଧିକ ଆହତ

ଜେରୁଜାଲେମ,୧।୮: ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ କରିଥିବା ପାଲେଷ୍ଟାଇନଙ୍କ ମଧ୍ୟରେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯାଇଛି। ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ହିଂସାକାଣ୍ଡ ବଢିବାରେ ଲାଗିଛି। ଶିବିର ଭିତରୁ ଲଗାତାର ଗୁଳମାଡର ଶଦ୍ଦ ଶୁଣିବାକୁ ମିଳୁଛି। ହିଂସାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ...

ଲସ୍‌ ଆଞ୍ଜେଲେସରେ ଆଖିବୁଜା ଗୁଳିମାଡ, ପୋଲିସ ଅଧିକାରୀ ଆହତ

ଓ୍ବାଶିଂଟନ୍‌,୧।୮: ଆମେରିକାର ଲସ୍‌ ଆଞ୍ଜେଲେସର ହ୍ବିଟିୟରରେ ଆଖିବୁଜା ଗୁଳିମାଡ ହୋଇଛି। ଏହି ଗୁ ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୁ କିଙ୍କୁ ମିଳିଲା କ୍ଷମା

ନାପିଦ୍ୱ,୧।୮: ମ୍ୟାନମାରରେ ୨୦୨୧ ସାମରିକ ହିଂସା ପରେ ଜେଲରେ ଥିବା ନେତା ଅଙ୍ଗ ସାନ ସୁ କିଙ୍କୁ କ୍ଷମା କରାଯାଇଛି। ସୁ କିଙ୍କୁ ୧୯ଟି ଅପରାଧ ମଧ୍ୟରୁ ପାଞ୍ଚଟି ପାଇଁ କ୍ଷମା କରାଯାଇଛି। ମ୍ୟାନମାରର ସେନା ଦେଶର ନିର୍ବାଚିତ ନେତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri