ଅନ୍ତର୍ଜାତୀୟ

ଡ୍ରଗ୍ସ ବିରୋଧରେ କଡା ଆଇନ୍‌ ପ୍ରସ୍ତୁତ କରିଥିବା ପୋଲିସ ଅଧିକାରୀ ନିଜେ କରୁଥିଲେ ଧୂମପାନ, ଜାଣନ୍ତୁ ପୁରା ଘଟଣା

ଲଣ୍ଡନ,୨।୮: ଲଣ୍ଡନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଡ୍ରଗ୍ସ ବିରୋଧରେ ଆଇନ୍‌ ପ୍ରସ୍ତୁତ କରିଥିବାବେଳେ ନିଜେ ଜଳଖିଆ ପୂର୍ବରୁ ଧୂମପାନ କରୁଥିବାର ଧରାପଡିଛନ୍ତି। ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଲଣ୍ଡନର...

ନାସାର ଭଏଜର୍‌-୨ ପୃଥିବୀକୁ ପଠାଇଲା ସଙ୍କେତ, ଆଶ୍ଚର୍ଯ୍ୟ ହେଲେ ମହାକାଶ ବିଜ୍ଞାନୀ…

ଓ୍ବାଶିଂଟନ,୨।୮ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ଭଏଜର୍‌-୨ ପୃଥିବୀକୁ ସଙ୍କେତ ପଠାଇଛି। ଉଲ୍ଲେଖନୀୟ କଥା ହେଉଛି, ନାସା ସହିତ ଭଏଜର ସିଗନାଲ ବିଚ୍ଛିନ୍ନ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ନାସା ମହାକାଶ ବିଜ୍ଞାନୀମାନଙ୍କ ଉଦ୍ୟମରେ ଯୋଗାଯୋଗ ପୁଣି ସ୍ଥାପିତ...

ବାଂଲାଦେଶରେ ଡେଙ୍ଗୁ ଆତଙ୍କ: ଗତ ୨୪ ଘଣ୍ଟାରେ ୧୦ ମୃତ…

ଢାକା,୨।୮ : ବାଂଲାଦେଶରେ ଡେଙ୍ଗୁ ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସାରା ଦେଶରେ ଆହୁରି ଦଶ ଜଣ ଡେଙ୍ଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଯାହା ଫଳରେ...

ବେଜିଂରେ ପ୍ରବଳ ବର୍ଷା: ୨୦ ମୃତ, ୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ…

ବେଜିଂ,୨।୮ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟାଜଳ ଯୋଗୁ ମେଟ୍ରୋ ରେଳ ସେବା ବନ୍ଦ ରଖାଯାଇଛି। ଖରାପ ପାଗ ପାଇଁ ୪୦୦ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଲଗାଣ...

୪ ବର୍ଷ ପରେ ପ୍ରଥମ ଥର ପାଇଁ ଛୁଟି ନେବେ ସୁନକ…

ଲଣ୍ଡନ,୨।୮ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ସପ୍ତାହରେ ପାରିବାରିକ ଛୁଟି ନେବେ। ଡାଉନ ଷ୍ଟ୍ରିଟ ଏହି ସୂଚନା ଦେଇଛି। ୪ ବର୍ଷରେ ପ୍ରଥମ ଥର ପାଇଁ ସୁନକ ତାଙ୍କ ପରିବାର ସହିତ ଛୁଟିରେ ଯିବେ । ପ୍ରଧାନମନ୍ତ୍ରୀଙ୍କ...

ଭୟଜର-୨ ସହ ଯୋଗାଯୋଗ ବିଚ୍ଛିନ୍ନ

ଓ୍ବାଶିଂଟନ୍‌,୨ା୮: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଭୁଲ୍‌ କମାଣ୍ଡ ଯୋଗୁ ୧୨.୩ ବିଲିୟନ ମାଇଲ (୧୯୯୦ କୋଟି କିଲୋମିଟର)ଦୂରରେ ଥିବା ଭୟଜର-୨ ପ୍ରୋବ୍‌ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୧୯୭୭ରେ ଭୟଜର-୨ ଲଞ୍ଚ କରାଯାଇଥିଲା ଏବଂ ୨୦୧୮ରେ...

ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା ହୋଇଥାଏ ଚାଇନାରେ, ନମ୍ବର ରଖିବା କାଠିକର ପାଠ…

ବେଜିଂ,୧।୮ : ପରୀକ୍ଷା ଯେତେ କଷ୍ଟକର, ଏହାର ଫଳାଫଳ ସେତେ ଭଲ ହୋଇଥାଏ। ତେବେ ଦୁନିଆର ସବୁଠାରୁ କଷ୍ଟକର ପରୀକ୍ଷା କେଉଁ ଦେଶରେ କରାଯାଏ ଏବଂ ଏହାର ନାମ କ’ଣ? ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମସ୍ତଙ୍କ ସାମର୍ଥ୍ୟରେ ନ...

ପାକିସ୍ତାନରେ ନିର୍ବାଚନ ସମୟରେ ହେବ କି ଆତଙ୍କବାଦୀ ଆକ୍ରମଣ! କ୍ଷମତା ଲୋଭୀ ରାଜନୈତିକ ଦଳକୁ ଟାର୍ଗେଟ କରିବ ଆଇଏସକେପି

ଇସଲାମବାଦ,୧।୮: ଆସନ୍ତା ବର୍ଷ ପାକିସ୍ତାନରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ଆତଙ୍କବାଦୀଙ୍କ ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଖେବରପଖତୁନଖାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସକେପି) ନିଜକୁ ଦାୟୀ କରିଛି। ସଂଗଠନ ସ୍ପଷ୍ଟ...

ଆଉ ଲଢ଼ି ହେବନି ଯୁଦ୍ଧ: ଭାରତ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କଲେ ଶେହବାଜ…

ଇସଲାମାବାଦ,୧।୮ : ପାକିସ୍ତାନରେ ଚାଲିଥିବା ଗୁରୁତର ଅର୍ଥନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହ ଆଲୋଚନା ପ୍ରସ୍ତାବ ଦେଇଛନ୍ତି। ଭାରତ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ସରିଫ ମଙ୍ଗଳବାର କହିଛନ୍ତି ଯୁଦ୍ଧ ବିକଳ୍ପ ନୁହେଁ ଏବଂ ସେ...

ହିରୋସିମା ପରେ କ୍ୱେଟାରେ ପଡ଼ିଥାନ୍ତା ପରମାଣୁ ବୋମା, ମାତ୍ର ଶେଷ ମୂହୁର୍ତ୍ତରେ ହନିମୁନ ସ୍ମୃତି ଯୋଗୁ ନାଗାସାକିରେ ରଚାଗଲା ତାଣ୍ଡବ…

ଓ୍ବାଶିଂଟନ,୧।୮ : ଏହା ୧୯୨୦ ଦଶକ ଥିଲା। ତତ୍କାଳୀନ ଆମେରିକାର ଯୁଦ୍ଧ ମନ୍ତ୍ରୀ ହେନେରୀ ଏଲ ଷ୍ଟିମସନ ତାଙ୍କ ସ୍ତ୍ରୀଙ୍କ ସହ ହନିମୁନ ପାଇଁ ଜାପାନର କ୍ୱେଟା ସହରକୁ ଯାଇଥିଲେ। ସହରର ସୌନ୍ଦର୍ଯ୍ୟ ଷ୍ଟିମସନଙ୍କୁ ଆକର୍ଷିତ କରିଥିଲା, ଏବଂ ଯେତେବେଳେ...

ପାକିସ୍ତାନ ସହ ସମ୍ପର୍କ ନୂଆ ଶିଖରକୁ ଯିବ: ଚାଇନା…

ବେଜିଂ,୧।୮ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଚାଇନା ତାର ସର୍ବକାଳୀନ ସହଯୋଗୀ ପାକିସ୍ତାନ ସହ ସମ୍ପର୍କକୁ ଏକ ନୂତନ ଶିକରକୁ ନେଇ ରଣନୀତିକ ସମ୍ପର୍କ ସ୍ଥାପନ କରିବ। ଆଞ୍ଚଳିକ ସଂଯୋଗ ପାଇଁ ଦକ୍ଷିଣ ଏସୀୟ ଦେଶରେ ସିପିଇସି...

ଦକ୍ଷିଣ କୋରିଆ, ଜାପାନରେ ଗ୍ରୀଷ୍ମପ୍ରବାହ: ୧୩ ଲୋକଙ୍କ ମୃତ୍ୟୁ, ତାପାମାତ୍ରା ୪୦ ଡିଗ୍ରୀ ପାଖାପାଖି

ଟୋକିଓ,୧।୮: ଦୁନିଆର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ବିପର୍ଯ୍ୟୟର କାରଣ ପାଲଟିଥିବା ବେଳେ କେତେକ ସ୍ଥାନରେ ଅତ୍ୟଧିକ ଉତ୍ତାପ ଯୋଗୁ ଲୋକଙ୍କର ଜୀବନ ଯାଉଛି। ଏହି କ୍ରମରେ ଦକ୍ଷିଣ କୋରିଆ ଏବଂ ଜାପାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଦକ୍ଷିଣ କୋରିଆରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri