ଅନ୍ତର୍ଜାତୀୟ

କଡା ଆଇନ ପ୍ରସ୍ତୁତ କଲେ ସରକାର; ଡଷ୍ଟବିନରେ ପକାନ୍ତୁନି ଘରର ଏହି ୫ଟି ଜିନିଷ, ହୋଇପାରେ ଜେଲ

ଓ୍ବାଶିଂଟନ୍‌,୩।୧୦: ପୁନଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁକୁ କିପରି ରିସାଇକେଲିଂ କରାଯାଇ ପାରିବ ଏନେଇ ସଚେତନ କରାଯାଇଥାଏ। ତେବେ କିଛି ଜଣ ଏହାକୁ ନମାନି ଡଷ୍ଟିବନରେ ଏହି ଅଳିଆଗୁଡିକୁ ପକାଇ ଦିଅନ୍ତି। କିନ୍ତୁ ଏହା ଠିକ ନୁହେଁ। କାରଣ ଆମ ଘରେ ଏପରି ଅନେକ…

ଥରିଲା ନେପାଳ: ୧ଘଣ୍ଟାରେ ୪ଥର ଭୂକମ୍ପ ଝଟ୍‌କା, ଭୁଶୁଡି ପଡିଲା ଅନେକ ଘର, ସ୍କୁଲ କୋଠା

କାଠମାଣ୍ଡୁ,୩।୧୦: ନେପାଳରେ ଅପରାହ୍ନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ମଙ୍ଗଳବାର ଗୋଟିଏ ଘଣ୍ଟା ଭିତରେ ୪ଥର ଭୂକମ୍ପ ଝଟ୍‌କା ଲାଗିଛି। ନେପାଳରେ ଘଟିଥିବା ଭୂମିକମ୍ପ ଯୋଗୁଁ ଚେନପୁର ଅଞ୍ଚଳରେ ଅନେକ ଘର ଭୁଶୁଡ଼ି ପଡ଼ିଛି। ଭୂସ୍ଖଳନ ହେତୁ ବଜହାଙ୍ଗ ଅଞ୍ଚଳ ତଥା…

୨୪ଘଣ୍ଟାରେ ପାକିସ୍ତାନରେ ହୋଇପାରେ ଭୟଙ୍କର ଭୂମିକମ୍ପ, ରଚିପାରେ ତୁର୍କୀ ପରି ତାଣ୍ଡବ!

ଇସଲାମବାଦ,୩।୧୦: ନେଦରଲ୍ୟାଣ୍ଡର ଜଣେ ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି, ଆଗାମୀ ୨୪ଘଣ୍ଟା ମଧ୍ୟରେ ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହେବାକୁ ଯାଉଛି। ଇତିହାସରେ ସବୁଠାରୁ ଭୟଙ୍କର ଭୂକମ୍ପର ସମ୍ମୁଖୀନ ହେବ ଦେଶ। ନେଦରଲ୍ୟାଣ୍ଡ ସ୍ଥିତ ସଂଗଠନ ସୋଲାର ସିଷ୍ଟମ ଜୋମେଟ୍ରି ସର୍ଭେର ଡଚ ଗବେଷକ…

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ, ୩।୧୦: ପଦାର୍ଥ ବିଜ୍ଞାନର ନୋବେଲ ପୁରସ୍କାର ମଙ୍ଗଳବାର ଘୋଷଣା କରାଯାଇଛି। ଏଥର ୩ ଜଣଙ୍କୁ ଏହି ସମ୍ମାନ ଦିଆଯାଇଛି। ପିୟରେ ଆଗୋଷ୍ଟିନି, ଫେରେନ୍ସ କ୍ରୁଜ ଏବଂ ଆନି ଏଲ. ହୁଇଲିୟରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରୟାଲ ସ୍ବିଡିସ ଏକାଡେମୀ…

ଇଜିପ୍ଟର ଏକ ମନ୍ଦିରରୁ ମିଳିଲା ରହସ୍ୟମୟ ପଥର, ଖୋଦିତ ହୋଇଛି ଦେବତାଙ୍କ ଭାଷା

କାଇରୋ,୩।୧୦: ପ୍ରାଚୀନ ଇଜିପ୍ଟର ମନ୍ଦିରରେ ଏକ ରହସ୍ୟମୟ ପଥର ମିଳିଛି। ଯାହାକୁ ‘ରୋସେଟା ପଥର’ କୁହାଯାଉଛି। ଜଣେ ଫରାସୀ ଏହାକୁ ଆବିଷ୍କାର କରିଛନ୍ତି। ପଥର ଉପରେ ଲେଖାଯାଇଥିବା ଟ୍ରାନ୍ସକ୍ରିପସନ ହେତୁ ଏହାକୁ ‘ଦେବତାମାନଙ୍କର ଭାଷା’ କୁହାଯାଉଛି। ଏହି ଟ୍ରାନ୍ସକ୍ରିପସନରେ, ଚିତ୍ରଲିପିର ପ୍ରାଚୀନ…

ଅକ୍ଟୋବର ଶେଷରେ ଆଇଏମଏଫ ପ୍ରତିନିଧୀ ଦଳ ଆସିବେ ପାକିସ୍ତାନ…

ଇସଲାମାବାଦ,୩।୧୦ : ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ପାକିସ୍ତାନର ଅର୍ଥନୈତିକ ପ୍ରଦର୍ଶନକୁ ସମୀକ୍ଷା କରିବା ପାଇଁ ଏକ ଆଇଏମଏଫ ପ୍ରତିନିଧୀ ଦଳ ଅକ୍ଟୋବର ଶେଷ ସପ୍ତାହରେ ପାକିସ୍ତାନ ଗସ୍ତ କରିବେ। ଏହି ସମୟ ମଧ୍ୟରେ,…

ମୁଦ୍ରାସ୍ଫୀତି ପାକିସ୍ତାନରେ ରେକର୍ଡ ସ୍ତରରେ, ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ତିନି ଇଞ୍ଚର ସାଣ୍ଡୱିଚ ବିକ୍ରି କରିବାକୁ ବାଧ୍ୟ…

ଇସଲାମାବାଦ୩।୧୦ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯାହା ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପରିସ୍ଥିତି ଏପରି ହୋଇଛି ଏକ ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ପାକିସ୍ତାନରେ ତିନି ଇଞ୍ଚର…

ପାକିସ୍ତାନରେ ଆର୍ଥିକ ସଙ୍କଟ: ଏକ କୋଟିରେ ବିକ୍ରି ହେଉଛି କିଡନୀ…

ଇସଲାମାବାଦ,୩।୧୦ : ପାକିସ୍ତାନ ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଛି, ଯେଉଁ କାରଣରୁ ସେଠାରେ ଲୋକମାନେ ଅନାହାରର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ଲୋକମାନେ କିଡନୀ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ପଟେ ଲୋକଙ୍କ ପାଖରେ ଖାଦ୍ୟ ପାଇଁ…

ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ନିୟମରେ କରାଯାଉ ପରିବର୍ତ୍ତିନ: ରାମସ୍ବାମୀ…

ଓ୍ବାଶିଂଟନ,୩।୧୦: ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଥିବା ବିବେକ ରାମସ୍ବାମୀଙ୍କ ନିର୍ବାଚନ ପ୍ରଚାରର ମୁଖ୍ୟ ରିପବ୍ଲିକାନ ଜାତୀୟ କମିଟିକୁ ଏକ ଚିଠି ଲେଖିଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ରିପବ୍ଲିକାନ ପାର୍ଟି ବିତର୍କରେ କେବଳ ଶ୍ରେଷ୍ଠ ଚାରିଜଣ ପ୍ରାର୍ଥୀ ଅଂଶଗ୍ରହଣ କରିବା ଉଚିତ…

ଏକାଧିକ ହତ୍ୟା ମାମଲାରେ ଦୋଷୀଙ୍କୁ ୨୫ ବର୍ଷ ପରେ ଭୟଙ୍କର ଦଣ୍ଡ, ଇଞ୍ଜେକ୍ସନ ଦ୍ୱାରା ମୃତ୍ୟୁଦଣ୍ଡ…

ଓ୍ବାଶିଂଟନ, ୩।୧୦: ଫ୍ଲୋରିଡାରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିବାର ୨୫ ବର୍ଷରୁ ଅଧିକ ବର୍ଷ ପରେ ଦଣ୍ଡିତ କରାଯାଇଛି। ବାର୍‌ କର୍ମଚାରୀ ରାଇଭନ ସ୍ମିଥଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ମାଇକେଲ ଜ୍ୟାକ ତୃତୀୟଙ୍କୁ ଅକ୍ଟୋବର ୩ରେ ସନ୍ଧ୍ୟା…

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିପାରେ ଇରାନ, ଆମେରିକାର ଦାବି

ଇରାନ ,୩।୧୦: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଇରାନ ପରମାଣୁ ଅସ୍ତ୍ର ତିଆରି କରିପାରେ। ଆମେରିକା ଏହା ଦାବି କରିଛି। ଆମେରିକାର କହିବାନୁସାରେ, ଦୁଇ ସପ୍ତାହ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଇରାନର ଯଥେଷ୍ଟ ସାମଗ୍ରୀ ଅଛି ।…

ସ୍ଲୋଭାକିଆରେ ହୋଇପାରେ ରୁଷିଆ ସମର୍ଥିତ ସରକାର, ରବର୍ଟ ଫିକୋ ଚତୁର୍ଥଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ବ୍ରାତିସ୍ଲାଭା,୩।୧୦: ୟୁରୋପୀୟ ଦେଶ ସ୍ଲୋଭାକିଆରେ ସାଧାରଣ ନିର୍ବାଚନର ଫଳାଫଳ ଆସିଛି ଏବଂ ସୃଷ୍ଟି ହେଉଥିବା ପରିସ୍ଥିତି ଅନୁଯାୟୀ ସ୍ଲୋଭାକିଆରେ ଏକ ମିଳିତ ସରକାର ଗଠନ ହେବ ଏବଂ ରୋବର୍ଟ ଫିକୋଙ୍କ ନେତୃତ୍ୱରେ ପରବର୍ତ୍ତୀ ସରକାର ଗଠନ ହୋଇପାରିବ। ସୂଚନାଯୋଗ୍ୟ ଯେ ରୋବର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri