ପାଲେଷ୍ଟାଇନକୁ ଚେତାବନୀ ଦେଲା ଇସ୍ରାଏଲ: ଗାଜାରୁ ନ ହଟିଲେ ଆତଙ୍କବାଦୀ ଭାବେ କରାଯିବ ବିବେଚନା
ଜେରୁଜେଲମ,୨୨।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ବର୍ତ୍ତମାନ ଗାଜା ଉପରେ ଆକ୍ରମଣକୁ ତୀବ୍ର କରିଛି। ହମାସ ବିରୋଧରେ ଏୟାର ଷ୍ଟ୍ରାଇକ ଚାଲିଛି। ଏଭଳି ପରିସ୍ଥିତିରେ ସାଧାରଣ ନାଗରିକମାନେ ଅଧିକ କ୍ଷତି ନ କରିବାକୁ ଇସ୍ରାଏଲ ବର୍ତ୍ତମାନ ପାଲେଷ୍ଟାଇନମାନଙ୍କୁ…
୨ ମହିଳା ସାମ୍ବାଦିକାଙ୍କୁ ଜେଲ୍ରେ ରଖିଛି ଇରାନ
ତେହେରାନ,୨୨ା୧୦: ତେହେରାନରେ ପୋଲିସ ଦ୍ୱାରା ଗିରଫ ହେବା ପରେ ୧୬ ସେପ୍ଟେମ୍ବର ୨୦୨୨ରେ ମହସା ଆମିନୀଙ୍କ ହେପାଜତ ମୃତ୍ୟୁ ହୋଇଥିଲା। ଗତ ବର୍ଷ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିବା ମହସା ଆମିନୀଙ୍କ ମୃତ୍ୟୁ ଖବର ସଂଗ୍ରହ କରିବାକୁ ଯାଇ ଗିରଫ ହୋଇଥିବା…
ସାମରିକ ଶକ୍ତି ବୃଦ୍ଧି କଲା ଆମେରିକା
ଓ୍ବାଶିଂଟନ,୨୨ା୧୦: ଓ୍ବାଶିଂଟନ ମଧ୍ୟ ପୂର୍ବରେ ବହୁ ପରିମାଣର ନୌସେନା ଶକ୍ତି ନିୟୋଜିତ କରିସାରିଛି। ଇସ୍ରାଏଲ-ହମାସ୍ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ମଧ୍ୟପ୍ରାଚ୍ୟର ବ୍ୟାପକ ବିବାଦର ଆଶଙ୍କା କରି ରବିବାର ଆମେରିକା ଏହି ଅଞ୍ଚଳକୁ ଅଧିକ ସାମରିକ ଶକ୍ତି ପଠାଇ ଇସ୍ରାଏଲ ଲେବାନନ,…
ଅଳିଆ ଗଦାରେ କଲେ ପ୍ରି ଓ୍ବେଡିଂ ଫଟୋଶୁଟ୍
ତାଇପେଇ,୨୨।୧୦: ପ୍ରି ଓ୍ବେଡିଂ ଫଟୋଶୁଟ ପାଇଁ ପ୍ରତିଟି କପୁଲ ଭଲ ସ୍ଥାନ ବାଛିଥାନ୍ତି। ବିବାହ ପୂର୍ବରୁ ଏହି ଫଟୋଶୁଟ୍ର ଚାହିଦା ମଧ୍ୟ ଅଧିକ। ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। କିନ୍ତୁ ତାଇୱାନର ଏକ ଦମ୍ପତି ଏକ ଅଜବ ଧରଣର…
ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ବଡ ନିଷ୍ପତ୍ତି, ପଶ୍ଚିମ ଏସିଆରେ ନିୟୋଜିତ କରିବ ଅତିରିକ୍ତ ବାୟୁ ପ୍ରତିରକ୍ଷା ସିଷ୍ଟମ
ନୂଆଦିଲ୍ଲୀ, ୨୨।୧୦: ଆମେରିକା ଏହାର ଅତିରିକ୍ତ ବାୟୁ ପ୍ରତିରକ୍ଷା ସିଷ୍ଟମ ପଶ୍ଚିମ ଏସିଆକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏହି ସୂଚନା ଦେଇଛନ୍ତି। ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଇରାନ ସହ ତିକ୍ତତା ବୃଦ୍ଧି ହେତୁ…
ହଜାର ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ, ପାଠପଢା ବନ୍ଦ, ୪୧ କୂଟନୀତିଜ୍ଞଙ୍କ ପ୍ରତ୍ୟାବର୍ତ୍ତନର ପ୍ରଭାବ…
ନୂଆଦିଲ୍ଲୀ/ଅଟଓ୍ବା,୨୨।୧୦: କାନାଡା ଏବଂ ଭାରତ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇଛି। ପଞ୍ଜାବ ସମେତ ଭାରତରୁ କାନାଡା ଯାଉଥିବା ଛାତ୍ରୀଛାତ୍ରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ନିକଟରେ କାନାଡା ଏହାର ୪୧ କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରାଇ ନିଆଯାଇଛି। ଫଳରେ ହଜାର ହଜାର…
ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ
ନୂଆଦିଲ୍ଲୀ, ୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ହମାସ ଉପରେ ଇସ୍ରାଏଲର ଜବାବି ଆକ୍ରମଣ ପରେ ଗାଜାର ଲୋକମାନେ ବର୍ତ୍ତମାନ ସମୟରେ ବଡ ସଂକଟରେ ବସବାସ କରୁଛନ୍ତି। ଏହି…
ନଓ୍ବାଜ କଲେ ପର୍ଦ୍ଦାଫାଶ,ଆଣବିକ ପରୀକ୍ଷଣ ନ କରିବା ଲାଗି ବିଲ କ୍ଲିଣ୍ଟନ ଦେଇଥିଲେ ୫ ବିଲିୟନ ଡଲାରର ଅଫର…
ଇସଲାମାବାଦ, ୨୨୧୦: ପାକିସ୍ତାନକୁ ଫେରିବାର କିଛି ଘଣ୍ଟା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କ କାର୍ଯ୍ୟକାଳର ସଫଳତା ବିଷୟରେ କହିବା ସହିତ ୧୯୯୮ରେ ଆଣବିକ ପରୀକ୍ଷଣ କରି ଭାରତର ଆଣବିକ ବିସ୍ଫୋରଣକୁ ସେ କିପରି ଉପଯୁକ୍ତ ଉତ୍ତର ଦେଇଥିଲେ,ସେ ସମ୍ପର୍କରେ…
ଇସ୍ରାଏଲ-ହମାସ ଯୁଦ୍ଧ ପ୍ରଭାବ: ଆମେରିକାରେ ଇହୁଦୀ ମହିଳାଙ୍କ ବିଭତ୍ସ ହତ୍ୟା
ଡେଟ୍ରୋୟଟ,୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ପ୍ରଭାବ ଅନେକ ଦେଶରେ ଦେଖିବାକୁ ମିଳୁଛି। ତେବେ ଏହାର ପ୍ରଭାବ ଆମେରିକାର ମିଚିଗାନ ରାଜ୍ୟର ବୃହତ୍ତମ ସହର ଡେଟ୍ରୋୟଟରେ ଘଟିଥିବା ଲେମହର୍ଷଣକାରୀ ଘଟଣାରେ ଦେଖିବାକୁ ମିଳିଛି। ଡେଟ୍ରୋୟଟର ସାୟନାଗୋଗୁଇ(ଇହୁଦୀମାନଙ୍କ ପ୍ରାର୍ଥନା…
ସହାୟତା ପହଞ୍ଚିବାର ଗୋଟିଏ ଦିନ ପରେ ବୋମାବାଡ ତୀବ୍ର କଲା ଇସ୍ରାଏଲ, ମସଜିଦରେ ଏୟାର ଷ୍ଟ୍ରାଇକ୍
ଗାଜା,୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରୁଛି। ଏହାରି ଭିତରେ ଇସ୍ରାଏଲର ସେନ୍ୟବାହିନୀ ଗାଜା ଉପରେ ଆକ୍ରମଣ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ଶନିବାର ଇଜିପ୍ଟ ସୀମାନ୍ତ ରାଫାହ ପଏଣ୍ଟ ଦେଇ ଗାଜା…
ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧
ନୂଆଦିଲ୍ଲୀ, ୨୨।୧୦: ପାହାଡ଼ି ଦେଶ ନେପାଳରେ ସକାଳୁ ସକାଳୁ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ସକାଳ ୭ତା ୩୯ ମିନିଟ ସମୟରେ ଭୂକମ୍ପ ହୋଇଥିଲା ଯାହା ଦେଶର ବିଭିନ୍ନ ପ୍ରାନ୍ତରେ…
ଝିଅ ମ୍ୟାରିଅମକୁ ଉତ୍ତରାଧିକାରୀ କରିବାକୁ ସଙ୍କେତ ଦେଲେ ନଓ୍ବାଜ ସରିଫ
ଇସଲାମବାଦ,୨୨।୧୦: ପାକିସ୍ତାନର ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସ୍ବଦେଶକୁ ଫେରିବା ପରେ ଲାହୋରରେ ପ୍ରଥମେ ରାଜନୈତିକ ସମାବେଶରେ ଯୋଗ ଦେଇଛନ୍ତି। ଆଗାମୀ ପାକିସ୍ତାନ ନିର୍ବାଚନରେ ସେ ନିଜ ଦଳ ମୁସଲିମ ଲିଗ୍ ପକ୍ଷରୁ ଲଢିବେ। ପୁଣି ଚତୁର୍ଥ ଥର ପାଇଁ…
Archives


