ଗାଜା ଯୁଦ୍ଧ: ମୃତକଙ୍କ ସଂଖ୍ୟା ୬୦୦୦ ଟପିଲା…
ଜେରୁଜେଲମ,୨୩।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୬୦୦୦ ଅତିକ୍ରମ କରିଛି। ଇସ୍ରାଏଲ ଉପରେ ହମାସ ଆକ୍ରମଣରେ…
ହମାସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରିବ ଇସ୍ରାଏଲ, ସ୍ବତନ୍ତ୍ର କମାଣ୍ଡୋ ୟୁନିଟ ଗଠନ…
ଜେରୁଜେଲମ,୨୩।୧୦ : ଇସ୍ରାଏଲ ଏହାର ଶତ୍ରୁମାନଙ୍କ ବିରୁଦ୍ଧରେ ଖୋଜି ଖୋଜି ହତ୍ୟାକରି ପ୍ରତିଶୋଧ ନେବା ପାଇଁ ଜଣାଶୁଣା। ହମାସ ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଏବଂ ସଚିନ ବେଟ ହମାସଙ୍କ ଆକ୍ରମଣର ପ୍ରତିଶୋଧ…
ପୁଣି ଯୁଦ୍ଧ ସ୍ଥିତି: ତାଇଓ୍ବାନର ଆକାଶ ସୀମା ଉଲ୍ଲଂଘନ କଲେ ୧୩ ବାୟୁସେନା ବିମାନ…
ତାଇପେଇ,୨୩।୧୦: ଚାଇନା ପୁଣି ଥରେ ତାଇୱାନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି। ଫଳରେ ପୁଣି ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି। ଚାଇନାର ୧୩ ବାୟୁସେନା ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଜୋନରେ ଉଡ଼ିଛନ୍ତି। ଏହି ୧୩ ବିମାନ ମଧ୍ୟରେ ଯୁଦ୍ଧ ବିମାନ…
ଚାଇନାର ୩ ଔଷଧ କମ୍ପାନୀ ବିଲୁପ୍ତ ପ୍ରାଣୀଙ୍କ ଅଂଶକୁ କରୁଛନ୍ତି ବ୍ୟବହାର…
ବେଜିଂ, ୨୩।୧୦: ଚାଇନାର ଔଷଧ କମ୍ପାନୀଗୁଡିକ ବିଷୟରେ ଏକ ପରିବେଶ ଗୋଷ୍ଠୀ ପର୍ଦ୍ଦାଫାଶ କରିଛି। ସାର୍ବଜନୀନ ଭାବରେ ବ୍ୟବସାୟ କରୁଥିବା ଚାଇନାର ୩ ଫାର୍ମାସ୍ୟୁଟିକାଲ କମ୍ପାନୀ ବିଲୁପ୍ତ ପ୍ରାଣୀମାନଙ୍କର କିଛି ଅଂଶକୁ ସେମାନଙ୍କ ଉତ୍ପାଦରେ ଉପାଦାନ ଭାବରେ ବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ…
ଉଇକିପିଡ଼ିଆକୁ ଅଫର୍ ଦେଲେ ଏଲନ ମସ୍କ: ନାଁ ବଦଳାଇଲେ ମିଳିବ ଏକ ବିଲିୟନ ଡଲାର
କାଲିଫର୍ନିଆ,୨୩।୧୦: ବିଲିୟନେୟାର ତଥା ଟୁଇଟର୍ ମାଲିକ ଏଲନ ମସ୍କ ସବୁବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି। ନିକଟରେ ଉଇକିପିଡ଼ିଆକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଉଇକିପିଡ଼ିଆ ଏହାର ନାମ ପରିବର୍ତ୍ତନ କରି ଡିକିପିଡିଆ ରଖେ ତେବେ ସେ…
ଇସ୍ରାଏଲ-ହମାସ ଯୁଦ୍ଧକୁ ଓହ୍ଲାଇବେ ଆମେରିକା ‘ବାହୁବଳୀ’ ଥାଡ
ଜେରୁଜେଲମ/ଓ୍ବାଶିଂଟନ,୨୩।୧୦: ବୋମା ଓ ହିଂସାର ନିଆଁରେ ଲଗାତାର ଜଳୁଛି ଗାଜାପଟ୍ଟି । ଇସ୍ରାଏଲର ଉତ୍ତରରେ ହିଜବୁଲ ଯୁଦ୍ଧର ଏକ ନୂଆ ଫ୍ରଣ୍ଟ ଖୋଲିଥିବାବେଳେ ଇରାକରେ ଇରାନ ସମର୍ଥିତ ମିଲିସିଆ ଗୋଷ୍ଠୀ ଡ୍ରୋନ ସାହାଯ୍ୟରେ ଆମେରିକାର ବେସକୁ ଟାର୍ଗେଟ କରୁଛନ୍ତି। ଅର୍ଥାତ୍ ମଧ୍ୟ…
ଇସ୍ରାଏଲ-ହମାସ ଯୁଦ୍ଧରେ ପ୍ରାଣ ହରାଇଥିବା ମୂଳ ଭାରତୀୟ ମହିଳା ସେନାଙ୍କର ଆଜି ହେଉଛି ଜନ୍ମଦିନ
ଜେରୁଜେଲମ,୨୩।୧୦: ଗତ ୧୭ଦିନ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ମୃତକଙ୍କ ମଧ୍ୟରେ ଇସ୍ରାଏଲ ସେନାଙ୍କର ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରେ ହମାସକୁ ସାମ୍ନା କରି ପ୍ରାଣ ହରାଇଛନ୍ତି। ଏହିକ୍ରମରେ…
‘କରନ୍ତୁ ନାହିଁ ଇରାକ ଯାତ୍ରା…’, ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଆମେରିକା
ଓ୍ବାଶିଂଟନ.୨୩।୧୦: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଇରାକ ଏବଂ ସିରିଆରେ ଆମେରିକାର ସେନାଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଅକ୍ଟୋବର ୭ରେ ପାଲେଷ୍ଟାଇନର ଇସଲାମବାଦୀ ଗୋଷ୍ଠୀ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ହଜାର ହଜାର…
ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ଫ ସମର୍ଥକଙ୍କୁ ଝଟକା
ବ୍ୟୁନସ ଆୟର୍ସ,୨୩।୧୦: ଆର୍ଜେଣ୍ଟିନାରେ ରାଷ୍ଟ୍ରପତି ନିର୍ବାଚନର ପ୍ରାରମ୍ଭିକ ଫଳାଫଳରେ ଦେଶର ଅର୍ଥନୀତି ମନ୍ତ୍ରୀ ସର୍ଜିଓ ମାସା ଆଗକୁ ଆସିଛନ୍ତି। ରବିବାର ରାତିରେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ୮୬ ପ୍ରତିଶତ ଭୋଟ ଗଣାଯାଇଥିଲା, ସେଥିମଧ୍ୟରୁ ମାସା ୩୬.୨ ପ୍ରତିଶତ ଭୋଟ ପାଇଥିଲେ ଏବଂ…
ଶତ୍ରୁଙ୍କ ପାଇଁ ସିଧାସଳଖ ଚେତାବନୀ ଜାରି କଲା ଆମେରିକା
ଓ୍ବାଶିଂଟନ,୨୩।୧୦: ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ଆମେରିକା ଏହାର ଶତ୍ରୁମାନଙ୍କୁ ସିଧାସଳଖ ଚେତାବନୀ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ଲୟର୍ଡ ଅଷ୍ଟିନ ରବିବାର କହିଛନ୍ତି ଯେ ଏହା ନିଶ୍ଚିତ ଯେ ଇରାନ ଏହାର ପରୋକ୍ଷ ଶକ୍ତି ମାଧ୍ୟମରେ…
ହିଜାବକୁ ବିରୋଧ କରିଥିବା ଇରାନୀୟ ଛାତ୍ରୀ ବ୍ରେନ୍ ଡେଡ୍
ତେହରାନ,୨୩ା୧୦: ଚଳିତ ମାସ ଆରମ୍ଭରେ ଇରାନର ହିଜାବ ଆଇନକୁ ଉଲ୍ଲଂଘନ କରିଥିବା ଜଣେ ନାବାଳିକାଙ୍କୁ ମହିଳା ପୋଲିସ ଠେଲିଦେବାରୁ ସେ କୋମାକୁ ଚାଲିଯାଇଥିବା ଅଭିଯୋଗ ହୋଇଥିଲା। ଏବେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଛନ୍ତି। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଅମ୍ରିତା…
ଗାଜା, ସିରିଆରେ ଇସ୍ରାଏଲ୍ର ବୋମାମାଡ଼
ରାଫାହ(ଗାଜା ଷ୍ଟ୍ରିପ୍)/ତେଲ୍ ଆଭିଭ୍,୨୩ା୧୦: ଇସ୍ରାଏଲ୍ ଯୁଦ୍ଧବିମାନଗୁଡ଼ିକ ଶନିବାର ରାତିରୁ ଗାଜା ଉପରେ ବୋମାମାଡ଼ ଜାରି ରଖିଥିବାବେଳେ ରବିବାର ସିରିଆର ଦୁଇଟି ବିମାନବନ୍ଦର ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ୍ର ଏକ ମସ୍ଜିଦ ଉପରେ ଆକ୍ରମଣ କରିଛି। ଫଳରେ ଯୁଦ୍ଧ କେବଳ ଇସ୍ରାଏଲ୍ ଏବଂ ଗାଜା…
Archives


