ଅନ୍ତର୍ଜାତୀୟ

ରୁଷିଆକୁ ୟୁକ୍ରେନର ମୁହଁତୋଡ଼ ଜବାବ

କିଭ୍‌,୧୪ା୧୦: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲେ ହେଁ ଥମିବାର ନାଁ ନେଉନି। ଉଭୟ ଉଭୟଙ୍କୁ କଡ଼ା ଜବାବ ଦେଇଚାଲିଛନ୍ତି। ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆ ସୈନ୍ୟବାହିନୀର ନିରନ୍ତର ଆକ୍ରମଣ ଜାରିରହିଛି। ୟୁକ୍ରେନ ସହରର ଅବଦିଭିକା ଉପରେ ଲଗାତର ଆକ୍ରମଣ…

ରାଷ୍ଟ୍ରପତି ହେବା ପାଇଁ ବାଇଡେନଙ୍କ ପଥରେ ପୁଅ ପ୍ରତିବନ୍ଧକ, ସାମ୍ନାକୁ ଆସିଲା ଏହି କାରଣ

ଓ୍ବାଶିଂଟନ,୧୪ା୧୦ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ସମସ୍ୟା ବଢ଼ିପାରେ। ତାଙ୍କ ପୁଅ ହଣ୍ଟରଙ୍କ ପାଇଁ ହିଁ ବାଇଡେନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଏକ ସର୍ଭେରେ କୁହାଯାଇଛି। ଏହି ସର୍ଭେରେ ୩୫ ପ୍ରତିଶତ…

ଇସ୍ରାଏଲ-ହମାସ୍‌ ବିବାଦ ଭାରତରୁ ୟୁରୋପ ପର୍ଯ୍ୟନ୍ତ ପକାଇବ ପ୍ରଭାବ

ଜେରୁଜେଲମ୍‌,୧୪ା୧୦: ଥିଙ୍କ୍‌ ଟ୍ୟାଙ୍କ ଗ୍ଲୋବାଲ୍‌ ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ ଅନୁଯାୟୀ, ଜାରି ରହିଥିବା ଇସ୍ରାଏଲ-ହମାସ୍‌ ବିବାଦର ପରିଣାମ କେବଳ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ସୀମିତ ନୁହେଁ। ଭାରତ ମଧ୍ୟ ପୂର୍ବ ୟୁରୋପର ଅର୍ଥନୈତିକ କରିଡର ପ୍ରକଳ୍ପରେ ବିଳମ୍ବ ଏବଂ ଜଟିଳତା…

ପୁଣି ଖୋଲିଲା ରଫା କ୍ରସିଂ ପଏଣ୍ଟ

ଜେରୁଜେଲମ,୧୪ା୧୦: ପୁଣି ଖୋଲିଛି ରଫା କ୍ରସିଂ ପଏଣ୍ଟ। ଇଜିପ୍ଟ ପାର୍ଶ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି, ଗାଜାରୁ ଆସୁଥିବା ବିଦେଶୀମାନଙ୍କୁ ଶନିବାର ଅପରାହ୍ନରେ ଏହାକୁ ଖୋଲିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ଅଧିକାରୀ କହିଛନ୍ତି, କ୍ରସିଂ ପଏଣ୍ଟ ଦେଇ ଗାଜାକୁ…

ମହାକାଶରେ ରହିଛି ସୁନା-ରୁପାରେ ତିଆରି ଉଲ୍‌କାପିଣ୍ଡ, ସନ୍ଧାନ କରିବ ନାସାର ‘ସାଇକି ମିଶନ’

ଓ୍ବାଶିଂଟନ୍‌, ୧୪।୧୦: ନାସା ମହାକାଶଯାନ ‘ସାଇକି ମିଶନ’କୁ ଲଞ୍ଚ କରିଛି। ଏହି ମିଶନ ମାଧ୍ୟମରେ ଏକ ବିରଳ ଉଲକାପିଣ୍ଡର ସନ୍ଧାନ କରାଯିବ ଯେଉଁଥିରେ ବହୁମୂଲ୍ୟ ଧାତୁ ଥିବାର ସନ୍ଧାନ ମିଳିଛି। ଅଧିକାଂଶ ଆଷ୍ଟ୍ରଏଡଗୁଡିକ ପଥର ବା ବରଫଯୁକ୍ତ ହୋଇଥାଏ କିନ୍ତୁ ଏହା…

ୟୁଏଇ-ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି…

ଦୁବାଇ, ୧୪।୧୦: ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ବୁଝାମଣା କରିଛନ୍ତି। ଏହା ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତି (ସିଇପିଏ) ଭାବରେ ଜଣାଶୁଣା। ଗଲ୍ଫ ରାଜ୍ୟ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ ଏବଂ…

ଫ୍ରାନ୍ସର ସବୁ ସ୍କୁଲକୁ ହାଇ ଆଲର୍ଟ

ପ୍ୟାରିସ,୧୪।୧୦: ଫ୍ରାନ୍ସର ଅରାସ ସହରର ଏକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହା ପରେ ସହରର ସମସ୍ତ ସ୍କୁଲକୁ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ସୂଚନାରୁ…

କିଏ ସେହି ନୁକ୍‌ଭା ବିଦ୍ରୋହୀ; ଯେଉଁମାନଙ୍କୁ ଖୋଜି-ଖୋଜି ମାରୁଛି ଇସ୍ରାଏଲ, ଜାଣନ୍ତୁ ହମାସ ସହ କ’ଣ ଏହାର ସମ୍ପର୍କ…

ଜେରୁଜେଲମ,୧୪।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧକୁ ପ୍ରାୟ ୮ ଦିନ ବିତିଗଲାଣି। ଯୁଦ୍ଧ ଯେତିକି ଯେତିକି ଅଗ୍ରଗତି କରୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଇସ୍ରାଏଲ ଆକ୍ରମଣ ସହ…

ଉତ୍ତର ଗାଜାରୁ ପଳାୟନ କରୁଛନ୍ତି ବହୁ ସଂଖ୍ୟାରେ ପାଲେଷ୍ଟାଇନ ନାଗରିକ, ଇସ୍ରାଏଲ ସେନା ଦେଇଥିଲା ୬ ଘଣ୍ଟାର ଅଲଟିମେଟମ

ଜେରୁଜେଲମ,୧୪।୧୦: ଇସ୍ରାଏଲ ଶୁକ୍ରବାର ଉତ୍ତର ଗାଜାରେ ରହୁଥିବା ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଏହି ଅଞ୍ଚଳ ଖାଲି କରି ଦକ୍ଷିଣ ଗାଜା ଆଡକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥି ସହିତ, ଇସ୍ରାଏଲ ସେନା ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ପରେ ପାଲେଷ୍ଟାଇନ…

ହମାସ ସହିତ ଯୁଦ୍ଧ ମଧ୍ୟରେ ନେତାନ୍ୟାହୁଙ୍କ ବଡ ନିଷ୍ପତ୍ତି, ବିପକ୍ଷ ଦଳ ସହିତ ଗଠନ କଲେ ଏକତା ସରକାର

ଜେରୁଜେଲମ,୧୪।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର ହମାସ ସହିତ ଯୁଦ୍ଧର ତଦାରଖ କରିବା ପାଇଁ ବିରୋଧୀ ଦଳର ନେତା ବେନି ଗାଣ୍ଟଜ୍‌ଙ୍କ ସହଯୋଗରେ ଏକ ଜରୁରୀକାଳୀନ ଏକତା ସରକାର ଗଠନ କରିଛନ୍ତି। ତେଲ ଅବିବରେ ସେନା ମୁଖ୍ୟାଳୟର ଏକ ଅଭିଭାଷଣରେ…

ଗୋଟିଏ ହାତରେ ଇସ୍ରାଏଲରୁ କିଡନାପ ହୋଇଥିବା ଶିଶୁ, ଅନ୍ୟ ହାତରେ ରାଇଫଲ, ଭିଡିଓ ଜାରି କଲେ ହମାସ ଆତଙ୍କବାଦୀ

ଜେରୁଜେଲମ,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣ ପରେ ମୃତ୍ୟୁ ସଂଖ୍ୟା ୧୩୦୦କୁ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଅଞ୍ଚଳରେ ପ୍ରାୟ ଦୁଇ ହଜାର ଲୋକ ପ୍ରାଣ ହରାଇଛନ୍ତି। ହମାସ ଆତଙ୍କବାଦୀମାନେ…

ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ଅବସ୍ଥା ଗୁରୁତର

କାଠମାଣ୍ଡୁ,୧୪।୧୦: ଶନିବାର ନେପାଳରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଯେଉଁଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ମନାଙ୍ଗ ଏୟାରର ଏହି ହେଲିକପ୍ଟରଟି ସୋଲୁଖମ୍ବୁ ଆଡକୁ ଉଡାଣ ଭରିଥିବା ବେଳେ ଲେବୁଚେ ପାହାଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri