ଅନ୍ତର୍ଜାତୀୟ

ମୋଇଜ୍ଜୁଙ୍କୁ ବଡ ଝଟ୍‌କା: ମେୟର ନିର୍ବାଚନରେ ଶାସକ ଦଳ ପରାଜିତ

ମାଲେ,୧୪।୧: ଭାର-ମାଳଦ୍ବୀପ ବିବାଦ ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ମିଳିଛି ବଡ ଝଟକା । ରାଜଧାନୀ ମାଲେ ମେୟର ନିର୍ବାଚନରେ ମହମ୍ମଦ ମୋଇଜ୍ଜୁଙ୍କ ପାର୍ଟିକୁ ବଡ ପରାଜୟ ମିଳିଛି। ନିର୍ବାଚନରେ ଭାରତ ସମର୍ଥିତ ଦଳ ମାଳଦ୍ୱୀପୟାନ ଡେମୋକ୍ରାଟିକ ପାର୍ଟି ବା ଏମଡିପିକୁ ପ୍ରଚଣ୍ଡ…

ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବେ ନେପାଳ-ଭାରତ

କାଠମାଣ୍ଡୁ/ନୂଆଦଲ୍ଲୀ,୧୪ା୧: ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ନେପାଳ ଏବଂ ଭାରତ ଦ୍ୱିପାକ୍ଷିକ ଚୁକ୍ତି କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଅନଧିକୃତ ବାଣିଜ୍ୟର ମୁକାବିଲା ପାଇଁ ବାଣିଜ୍ୟ, ଗମନାଗମନ ଏବଂ ସହଯୋଗ ଉପରେ ଭାରତ-ନେପାଳ ଆନ୍ତଃରାଜ୍ୟ ସବ୍‌ କମିଟି…

ଆପଲ ସିଇଓ ଟିମ କୁକଙ୍କୁ କେତେ ମିଳେ ଦରମା ?

ଓ୍ବାଶିଂଟନ୍‌,୧୪।୧: ଦୁନିଆର ସବୁଠାରୁ ବଡ କମ୍ପାନୀ ଆପଲର ସିଇଓ ଟିମ କୁକୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଷ୍ଟିଭ ଜବ୍ସଙ୍କର ମୃତ୍ୟୁ ପରେ ଆପଲକୁ ସବୁ ଟେକ୍‌ କମ୍ପାନୀ ଠାରୁ ଶିଖରକୁ ନେବାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି । ନିକଟରେ ଏକ…

ପୁଣି କ୍ଷେପଣାସ୍ତ୍ର ମାଡ଼କଲା ଉତ୍ତର କୋରିଆ, ଜାପାନ-ଦକ୍ଷିଣ କୋରିଆ ହେଲେ ସତର୍କ

ସିଓଲ,୧୪ା୧: ଦକ୍ଷିଣ କୋରିଆ କହିଛି, ଉତ୍ତର କୋରିଆ ରବିବାର ଏହାର ପୂର୍ବ ଉପକୂଳରୁ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଜାପାନ କୋଷ୍ଟଗାର୍ଡଙ୍କ ଅନୁଯାୟୀ, ଏହା ଏକ ବଡ଼ କ୍ଷେପଣାସ୍ତ୍ର। ଉତ୍‌କ୍ଷେପଣ ପରେ ଜାପାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହାକୁ ଜରୁରିକାଳୀନ ଚେତାବନୀ ବୋଲି କହିଥିବା…

ରିଅଲ ଲାଇଫର ସ୍ପାଇଡର ମ୍ୟାନ, ପାଳିଛନ୍ତି ୭୦୦ରୁ ଅଧିକ ବୁଢିଆଣୀ

ଛୋଟବେଳେ ଆପଣ ନିହାତି ସ୍ପାଇଡର ମ୍ୟାନ ବିଷୟରେ ଶୁଣିଥିବେ। ସ୍ପାଇଡର ମ୍ୟାନର ଭିନ୍ନ ଅନ୍ଦାଜ ସହ ବୁଢିଆଣୀ ପରି କାନ୍ଥରେ ଚାଲିବାକୁ ସମସ୍ତେ ପସନ୍ଦ କରନ୍ତି। ସିଏ ତ ଗଲା କାର୍ଟୁନ କିମ୍ବା ଫିଲ୍ମ ଦୁନିଆର କଥା ହେଲେ ରିଅଲ ଲାଇଫରେ…

ଏୟାରପୋର୍ଟ ରନଓ୍ବେ ତଳେ ଦିଆଯାଇଛି ୨ଜଣଙ୍କୁ କବର, ଅନ୍ଧବିଶ୍ୱାସ ନା ଅନ୍ୟ କାରଣ!

ସାଭାନା, ୧୪।୧: ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ପ୍ରଥମେ ଜମି ଚିହ୍ନଟ କରାଯାଇ ପରେ ନିର୍ମାଣ କରାଯାଏ। ନିକଟରେ ଏପରି ଏକ ଏୟାରପୋର୍ଟ ବିଷୟରେ ଚର୍ଚ୍ଚା ହେଉଛି ଯେଉଁଠି ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ୨ଜଣଙ୍କୁ ସେଠାରେ କବର ଦିଆଯାଇଛି। ଆମେରିକାର…

୧୦୦ ଦିନରେ ଇସ୍ରାଏଲ୍‌-ହମାସ ଯୁଦ୍ଧ

ରାଫାହ(ଗାଜା ଷ୍ଟ୍ରିପ୍‌),୧୪।୧:ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ୧୦୦ ଦିନ ବିତିଛି। ଏହି ଯୁଦ୍ଧରେ ୨୩,୪୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିବା ସହ ଗାଜା ଲୋକସଂଖ୍ୟାରେ ୮୫ ପ୍ରତିଶତ ଘରଦ୍ୱାର ଛାଡ଼ି ପଳାଇଯାଇଛନ୍ତି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ଯେଉଁମାନେ ଗାଜାରେ…

କୋଇଲା ଖଣିରେ ଅଘଟଣ: ୧୦ ମୃତ, ୬ ନିଖୋଜ

ବେଜିଂ,୧୩ା୧: ଚାଇନାର ହେନାନ ପ୍ରଦେଶର ଏକ କୋଇଲା ଖଣିରେ ଦୁର୍ଘଟଣା ପରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଶନିବାର ସକାଳେ ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୋଇଲା ଏବଂ ବିସ୍ଫୋରଣ ଯୋଗୁ ଏହି…

ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ

ରୋଣ୍ଡାନିଆ,୧୩।୧: ଦୁନିଆରେ ମଣିଷକୁ ସର୍ବାହାରୀ ପ୍ରାଣୀ ବୋଲି କୁହାଯାଇଥାଏ। କେବଳ ନିରାମିଷ ନୁହେଁ ମଣିଷ ଆମିଷ ମଧ୍ୟ ଭକ୍ଷଣ କରିଥାଏ। ଆମିଷ ମଧ୍ୟରେ ମାଛ-ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଚିଙ୍ଗୁଡି ଓ କଙ୍କଡା ଆଦିକୁ ସମାଜ ଆହାର ଭାବେ ଗ୍ରହଣ…

Ram Mandir: ବିଦେଶରେ ବି ଜାନୁଆରୀ ୨୨କୁ ରହିବ ଛୁଟି, ଜାଣନ୍ତୁ କେଉଁ ଦେଶ କଲା ଘୋଷଣା

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ଜାନୁଆରୀ ୨୨ରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ଲୋକାର୍ପଣରେ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଛୁଟି ଘୋଷଣା କରିଛନ୍ତି। ତେବେ କେବଳ ଭାରତ ନୁହେଁ ରାମ ମନ୍ଦିରକୁ ନେଇ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି।…

ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୧୦ ଲକ୍ଷ ମତଦାତା ପ୍ରଥମ ଥର ଦେବେ ଭୋଟ

ତାଇପେ,୧୩।୧: ତାଇୱାନରେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଶନିବାର ଆରମ୍ଭ ହୋଇଛି। ଏହି ଭୋଟିଂରେ ସମୁଦାୟ ୧ କୋଟି ୯୦ଲକ୍ଷ ଲୋକ ଭାଗ ନେଉଛନ୍ତି। ଏଥିମଧ୍ୟରୁ ୧୦ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ ପ୍ରକ୍ରିୟାର ଏକ ଅଂଶ…

ୟେମେନ ରାଜଧାନୀରେ ବୋମା ମାଡ କଲା ଆମେରିକା, ହୁତି ବିଦ୍ରୋହୀଙ୍କୁ ଚେତାବନୀ

ଓ୍ବାଶିଂଟନ,୧୩।୧: ଶନିବାର ସକାଳେ ୟେମେନର ହୁତି ବିଦ୍ରୋହୀଙ୍କ ଶିବିର ଉପରକୁ ଆମେରିକା ସୈନ୍ୟବାହିନୀ ପୁଣି ଥରେ ବୋମା ମାଡ଼ କରିଛି। ଏହାପୂର୍ବରୁ ଶୁକ୍ରବାର, ବ୍ରିଟିଶ ସେନା ସହିତ ଆମେରିକା ୟେମେନର ଅନେକ ସ୍ଥାନରେ ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ବ୍ୟାପକ ଆକ୍ରମଣ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?