ଇରାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (ନଭେମ୍ବର ୬) ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପଶ୍ଚିମ ଏସିଆର…
ଇସ୍ରାଏଲ ଆକ୍ରମଣରେ ଗୋଟିଏ ପରିବାରର ୨୧ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ୧୫ ଶିଶୁ
ଜେରୁଜେଲମ,୬।୧୧: ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ଜଳ ଏବଂ ସମସ୍ତ ଜରୁରୀ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛି। ଦିନେ ରାତିରେ ଲଣ୍ଡନରେ ରହୁଥିବା ଅହମ୍ମଦ ଗାଜାରେ ରହୁଥିବା ପରିବାରକୁ ନେଇ…
ଆମେରିକା ସେନା ଏୟାରବେସ ଉପରେ ପାଲେଷ୍ଟାଇନ ସମର୍ଥକଙ୍କ ଆକ୍ରମଣ
ଅଦାନା,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ଦେଖା ଯାଉନାହିଁ। କ୍ରମାଗତ ଭାବରେ ପରସ୍ପର ଉପରେ ରକେଟ ଗୁଳି ଚଳାଯାଉଛି। ଇସ୍ରାଏଲ ସୈନ୍ୟବାହିନୀ ହମାସର ପ୍ରତ୍ୟେକ ଆତଙ୍କବାଦୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ…
ଜାଣନ୍ତି ହମାସ୍ ଉପରେ ଭାରତ କାହିଁକି ଲଗାଉନାହିଁ ପ୍ରତିବନ୍ଧକ
ଜେରୁଜେଲମ୍/ନୂଆଦିଲ୍ଲୀ,୬ା୧୧: ଅକ୍ଟୋବର ୭ରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ପରଠାରୁ ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବ୍ୟାପୀ ଦାବି ହୋଇଆସୁଛି। ତେବେ ଭାରତୀୟ ଗୁପ୍ତଚର ଏଜେନ୍ସି ସହ ଜଡ଼ିତ ବିଶେଷ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ,…
ହମାସ୍କୁ ସମର୍ଥନ କରିବା ପାଇଁ ଆଗେଇ ଆସିଲା ପାକ୍
ଜେରୁଜେଲମ୍,୬ା୧୧: ହମାସ୍କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସ୍କୁ ସମର୍ଥନ କରିଛନ୍ତି। ଏହି ସମୟରେ ପାକିସ୍ତାନ ମଧ୍ୟ ହମାସ୍…
ଚାକିରି ପାଇଁ ସିଭିରେ ଏଭଳି ଗୋପନୀୟ ତଥ୍ୟ ଲେଖିଲେ ଯୁବକ, ସିଇଓ ଲଜ୍ଜିତ ହୋଇ ମୁଣ୍ଡ ତଳକୁ କଲେ, ଟୁଇଟର ହ୍ୟାଣ୍ଡେଲରେ ଶେୟାର…
ଓ୍ବାଶିଂଟନ,୬।୧୧ : ଚାକିରି ଦେବା ପୂର୍ବରୁ ବେସରକାରୀ କମ୍ପାନୀମାନେ ପ୍ରଥମେ ପ୍ରାର୍ଥୀଙ୍କଠାରୁ ସିଭି ମାଗନ୍ତି। ତେଣୁ ଲୋକମାନେ ସେମାନଙ୍କର ସିଭି ଏପରି କରିବାକୁ ଚେଷ୍ଟା କରନ୍ତି ଯେପରି ଏଚଆର କିମ୍ବା ସାକ୍ଷାତକାର ସମୟରେ ଏହାକୁ ଦେଖି ନିଯୁକ୍ତିଦାତା ଖୁସି ହୁଅନ୍ତି। ଯଦିଓ…
ଚାଇନାରେ ତୁଷାରପାତ,ସ୍କୁଲ ବନ୍ଦ, ବିମାନ ଉଡାଣ ବାତିଲ…
ବେଜିଂ,୬।୧୧ : ଚଳିତ ଥର ଶୀତ ସମୟ ପୂର୍ବରୁ ଚାଇନାରେ ପହଞ୍ଚିଛି। ସୋମବାର ଚାଇନାର ଉତ୍ତର-ପୂର୍ବାଞ୍ଚଳରେ ଏକ ତୁଷାର ଝଡ ସୃଷ୍ଟି ହୋଇଛି। ଦେଶର ଉତ୍ତର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ଅନେକ ବିମାନ ଊଡାଣକୁ ସୁରକ୍ଷା ଦୃଷ୍ଟିରୁ ବାତିଲ ହୋଇଯାଇଛି। ସରକାର ଏକ…
ଏକ୍ସା-ସେଲ ଜିନ ଥେରାପିରେ ହେବ ସିକଲ ସେଲ ଚିକିତ୍ସା…
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୧୧: ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ନୂତନ ଜିନ ଥେରାପି ‘ଏକ୍ସା-ସେଲ’ ସହିତ ଆନୁବଂଶିକ ରୋଗୀ ସିକଲ ସେଲ ରୋଗ (ଏସସିଡି)ର ଚିକିତ୍ସାକୁ ଅନୁମୋଦନ କରିଛି। ଡିସେମ୍ବର ୮ ରେ ଏହା ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏପଡିଏ) ରୁ ଆନୁଷ୍ଠାନିକ…
ଲାଇଭ୍ଷ୍ଟ୍ରିମ୍ ସମୟରେ ଆଙ୍କରଙ୍କୁ ହତ୍ୟା
ମାନିଲା,୬ା୧୧: ଲାଇଭଷ୍ଟ୍ରିମ୍ ସମୟରେ ଜଣେ ରେଡିଓ ଆଙ୍କରଙ୍କୁ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଫିଲିପାଇନ୍ସରେ ଘଟିଛି। ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଷ୍ଟୁଡିଓ ଭିତରେ ପଶି ଆଙ୍କରଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂଚନାଯୋଗ୍ୟ, ରବିବାର ଫିଲିପାଇନ୍ସରେ ଏକ ଫେସ୍ବୁକ୍ ଲାଇଭ୍ କାର୍ଯ୍ୟକ୍ରମ…
ବଢ଼ିବ ଆତଙ୍କବାଦୀ ଆକ୍ରମଣ, ଭୟଙ୍କର ହେବ ପାଗ
ନୂଆଦିଲ୍ଲୀ,୬ା୧୧: ପ୍ରଖ୍ୟାତ ଭବିଷ୍ୟବକ୍ତା ବୁଲ୍ଗେରିଆର ସନ୍ଥ ବାବା ଭାଙ୍ଗା ୨୦୨୪ ବର୍ଷ ପାଇଁ ଭବିଷ୍ୟବାଣୀ କରିଯାଇଛନ୍ତି। ଆସନ୍ତାବର୍ଷ ଆତଙ୍କବାଦୀ ଆକ୍ରମଣ ବଢ଼ିବା ସହ ପାଗ ଭୟଙ୍କର ହେବ ବୋଲି ସେ କହିଛନ୍ତି। ୧୯୯୬ରେ ପ୍ରାଣ ହରାଇଥିବା ଏହି ରହସ୍ୟମୟ ବାବା ତାଙ୍କ…
ଗାଜାକୁ ଦୁଇ ଭାଗ କରିି ଦେଇଛୁ: ଦାବି କଲା ଆଇଡିଏଫ…
ଜେରୁଜେଲମ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ଇସ୍ରାଏଲ ସେନା ଏକ ବଡ ଦାବି କରିଛି। ଇସ୍ରାଏଲ ସେନା କହିଛି ସେମାନେ ାଜା ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ…
ନେପାଳ ପାଇଁ ବନ୍ଧୁତ୍ୱର ହାତ ବଢାଇଲା ଭାରତ, ପଠାଇଲା ୧୦ କୋଟି ଟଙ୍କାର ରିଲିଫ ସାମଗ୍ରୀ
ନୂଆଦିଲ୍ଲୀ/କାଠମାଣ୍ଡୁ,୫।୧୧: ଶୁକ୍ରବାର ନେପାଳରେ ଘଟିଥିବା ବଡ଼ ଧରଣର ଭୂକମ୍ପ ବିନାଶର କାରଣ ହୋଇଛି। ପଶ୍ଚିମ ନେପାଳରେ ହୋଇଥିବା ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୧୫୭ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ବହୁ ସଂଖ୍ୟକ ଲୋକ ବାସିହୀନ…
Archives


