ୟୁକ୍ରେନ ଆକ୍ରମଣରେ ୨ ରୁଷିଆ ଯୁଦ୍ଧପୋତ କ୍ଷତିଗ୍ରସ୍ତ…
କିଭ୍/ମସ୍କୋ,୧୪।୯ : ବୁଧବାର, ୟୁକ୍ରେନ ରୁଷିଆର କ୍ରାଇମବ୍ରାଞ୍ଚର ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜାହାଜ ଘର ଉପରେ ଆକ୍ରମଣ କରିଛି। ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ମରାମତି ପାଇଁ ଅଣାଯାଇଥିବା ଦୁଇଟି ଜାହାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେଭାଷ୍ଟୋପୋଲ ଜାହାଜ କାରଖାନା…
କିମ୍-ପୁଟିନ ଭେଟ ନେଇ ଚିନ୍ତାରେ ଆମେରିକା…
ଓ୍ବାଶିଂଟନ,୧୪।୯: ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ଆମେରିକା ନିନ୍ଦା କରିଛି। ଚିନ୍ତାଗ୍ରସ୍ତ ଆମେରିକା ଉଭୟ ଦେଶକୁ ଚେତାବନୀ ଦେଇଛି। ଆମେରିକା ବୈଦେଶିକ ବିଭାଗ କହିଛି ଯଦି…
କିମ୍ଙ୍କ ମହତ୍ତ୍ୱାକାଂକ୍ଷାରେ ଡେଣା
ମସ୍କୋ/ସିଓଲ,୧୪ା୯: ୧୯୫୦-୫୩ର କୋରୀୟ ଯୁଦ୍ଧ ବେଳେ ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆ ଆକ୍ରମଣ କରିଥିଲା। ସେହି ସମୟରେ ସୋଭିଏଟ୍ ସଂଘ ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ ଯୋଗାଇଦେଇଥିଲା। ସେବେଠୁ ଅନେକ ଦଶନ୍ଧି ଧରି ସୋଭିଏଟ୍ର ଅର୍ଥନୀତି ଉପରେ ଉତ୍ତର…
‘ଜି-୨୦ ଘୋଷଣାପତ୍ର ମୋଦିଙ୍କ ନିପୁଣତା’
ନ୍ୟୁୟର୍କ/ନୂଆଦିଲ୍ଲୀ,୧୩ା୯: ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ୍ ଫ୍ରାନ୍ସିସ ଭାରତକୁ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଜାରି ହୋଇଥିବା ମିଳିତ ବିବୃତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳର କୂଟନୈତିକ ଦକ୍ଷତା ଏବଂ ଚତୁରତାର…
ମେକ୍ସିକୋର ସଂସଦରେ ପ୍ରଦର୍ଶିତ ହେଲା ଏଲିଅନଙ୍କ ମମି, ୧୦୦୦ବର୍ଷ ପୁରୁଣା ମମିର ହାତରେ ରହିଛି ୩ଟି ଆଙ୍ଗଠି
ମେକ୍ସିକୋ,୧୩।୯: ଲାଟିନ ଆମେରିକୀୟ ଦେଶ ମେକ୍ସିକୋର ସଂସଦରେ ଅସାଧାରଣ ଓ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ମେକ୍ସିକୋ ସଂସଦ ଭିତରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁଇଟି ଏଲିଅନଙ୍କ ମୃତଦେହ ପ୍ରଦର୍ଶିତ ହୋଇଛି। ଏହି ମୃତହେଦଗୁଡିକ ସଂସଦରେ ୟୁଏଫଓ…
ଆଇଏସଆଇ ନଜରରେ ହିଜବୁଲ ମୁଖ୍ୟ ସଲାହୁଦ୍ଦିନ, ମିଳୁଛି ହତ୍ୟା ଧମକ…
ଇସଲାମାବାଦ,୧୩।୯ : ପାକିସ୍ତାନ ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ଉପରେ ଭାରତ ସରକାରଙ୍କ ଧାରା ୩୭୦ ରଦ୍ଦ ହେବା ପରେ କଶ୍ମୀରରେ ଅନୁକୂଳ ଫଳାଫଳ ଦେଇ ନ ଥିବାରୁ କ୍ରୋଧିତ ହୋଇଛି। ହିଜବୁଲ ସୂତ୍ର…
ନାସା ଶେୟାର କଲା ଅଦ୍ଭୁତ ଫଟୋ, ହୀରା ପରି ଚମକୁଛି ଏହି ଗ୍ରହ
ଓ୍ବାଶିଂଟନ,୧୩ା୯: ସୋସିଆଲ ମିଡିଆରେ ଆମେ ଅନେକ ଭିଡିଓ ଏବଂ ଫଟୋ ଦେଖୁ। ବେଳେବେଳେ ଆମେ ଏପିରି କିଛି ସୁନ୍ଦର ଜିନିଷ ଦେଖିଥାଉ, ଯେଉଁଥିରୁ ଆଖି ଫେରାଇବା କଷ୍ଟକର। ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍ ସ୍ପେସ ଆଡମିନିଷ୍ଟ୍ରେଶନ (NASA) ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଫଟୋ…
ଇମ୍ରାନ ଖାନଙ୍କ ଅଡୁଆ ବଢିଲା
ଇସଲାମାବାଦ୍,୧୩।୯: ପାକିସ୍ତାନର ଏକ ସ୍ବତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ ମାମଲାରେ ବୁଧବାର ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦାଲତଙ୍କ ଏହି ଆଦେଶ ଦ୍ୱାରା ଇମ୍ରାନ ଖାନଙ୍କ ଶୀଘ୍ର ଜେଲରୁ ବାହାରିବା ଆଶା ମଉଳିଛି।…
ପୁଟିନଙ୍କୁ ଭେଟିଲେ କିମ୍
ମସ୍କୋ,୧୩।୯: ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନଙ୍କୁ ଭେଟିଛନ୍ତି। ଋଷିଆର ସୁଦୂର ପୂର୍ବ ଆମୁର ଅଞ୍ଚଳରେ ଅବସ୍ଥିତ ଭୋଷ୍ଟୋଚନି କସମୋଡ୍ରୋମରେ ବୁଧବାର କିମଙ୍କୁ ଭେଟିଛନ୍ତି ପୁଟିନ। ଆମେରିକା ସହିତ ଚାଲିଥିବା ବିବାଦ ମଧ୍ୟରେ ଉଭୟ…
ଭିଏତନାମର ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: ୫୦ ମୃତ
ହନୋଇ,୧୩।୯: ଭିଏତନାମର ରାଜଧାନୀ ହନୋଇର ଏକ ଆପାର୍ଟମେଣ୍ଟ ବ୍ଲକରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଭିଏତନାମ ନ୍ୟୁଜ ଏଜେନ୍ସି (ଭିଏନଏ) କହିଛି ଯେ,…
ଚିତ୍ରାଲରେ ଆର୍ମି ମୁଖ୍ୟାଳୟକୁ ଦଖଲ କଲା ଟିଟିପି
ଇସଲାମବାଦ,୧୩।୮: ଗତ ସପ୍ତାହରେ ତେହେରିକ-ଇ-ତାଲିବାନ-ପାକିସ୍ତାନ (ଟିଟିପି) ଚିତ୍ରାଲର କିଛି ଗାଁକୁ ଦଖଲ କରିବା ପରେ ପାସ୍ତୁନଖ୍ବାରେ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଅନୁଯାୟୀ, ଟିଟିପି ଚିତ୍ରାଲର ଆର୍ମି ମୁଖ୍ୟାଳୟକୁ ଦଖଲ କରିଛି। ତେବେ…
ହନୋଇର ୯ ମହଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବହୁ ମୃତ…
ହନୋଇ,୧୩।୯ : ମଙ୍ଗଳବାର ରାତିରେ ଭିଏତନାମର ରାଜଧାନୀ ହନୋଇର ଏକ ନଅ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ୫୦ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି।…
Archives


