ଅନ୍ତର୍ଜାତୀୟ

ଆମେରିକାରେ ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି

ଓ୍ବାଶିଂଟନ୍‌,୧୫।୧୦: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ ଦେଇଥିଲେ।…

ଇସ୍ରାଏଲକୁ ଇରାନର ଧମକ: ଆକ୍ରମଣ ବନ୍ଦ ନ ହେଲେ ଘଟିବ ବିପର୍ଯ୍ୟୟ…

ତେହେରାନ,୧୫।୧୦ : (୦୧) ଇରାନ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣ ନ କରିବାକୁ ଚେତାବନୀ ଦେଉଛି। ଇରାନ ଆରବ ଦେଶଗୁଡ଼ିକୁ ଏକଜୁଟ କରିବାରେ ନିୟୋଜିତ ଅଛି। ଯଦି ଇସ୍ରାଏଲ ‘ଯୁଦ୍ଧ ଅପରାଧ’ ବନ୍ଦ ନ କରେ ତେବେ ଏହାର ଭୟଙ୍କର ପରିଣାମର…

ବାଇଡେନଙ୍କ ଭାଷଣକୁ ବିରୋଧ

ଗାଜା,୧୫ା୧୦: ମାନବିକ ଅଧିକାର ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାଷଣ ଦେଉଥିବା ବେଳେ ପାଲେଷ୍ଟାଇନ ସମର୍ଥକ ତାଙ୍କୁ ବାଧା ଦେଇଥିଲେ। କହିଥିଲେ, ‘ଗାଜାକୁ ବଞ୍ଚିବାକୁ ଦିଅ’। ଏବଂ ଅସ୍ତ୍ରବିରତି ବନ୍ଦ କର। ଏହା ପରେ ବାଇଡେନ କହିଥିଲେ, ମୁଁ ଜାଣେ…

ଇସ୍ରାଏଲ-ହମାସ ଯୁଦ୍ଧରେ ଝାସ ଦେବ ଇରାନ, ହମାସ ନେତାଙ୍କୁ ଇସମାଇଲଙ୍କୁ ଭେଟିଲେ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ

ଜେରୁଜେଲମ,୧୫।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ବିଶ୍ୱର ବିନାଶକାରୀ ଦିଗକୁ ଗତି କରୁଛି। ତେବେ ଇରାନ ମଧ୍ୟ ଏହି ଯୁଦ୍ଧର ନିଆଁରେ ଝାସ ଦେଇପାରେ ବୋଲି ଅନୁମାନ କରାଯାଉଛି। ଶନିବାର ରାତିରେ କତାରରେ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମିରଅବଦୁଲ୍ଲାଇଆନ…

ସାଉଦି ରାଜକୁମାରଙ୍କୁ ଭେଟିଲେ ଆମେରିକା ବୈଦେଶିକ ସଚିବ

ଓ୍ବାଶିଂଟନ,୧୫ା୧୦: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ମଧ୍ୟ ପୂର୍ବର ଏକ ସଙ୍କଟ ଗସ୍ତରେ ରବିବାର ସାଉଦି ଆରବର ରାଜକୁମାରଙ୍କୁ ଭେଟି ଇସ୍ରାଏଲ ସହିତ ସ୍ବାଭାବିକତା ବଜାୟ ରଖିଛନ୍ତି। ବ୍ଲିଙ୍କେନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ରିୟାଦସ୍ଥିତ ତାଙ୍କ ପ୍ରାସାଦରେ ଆଜି…

ପ୍ରାକୃତିକ ବିିପର୍ଯ୍ୟୟ ଯୋଗୁ ଚାଷୀଙ୍କର ୩୧୬ ଲକ୍ଷ କୋଟିରୁ ଅଧିକ କ୍ଷତି, ଏସିଆରେ ସର୍ବାଧିକ…

ଓ୍ବାଶିଂଟନ,୧୫।୧୦ : (୦୧) ଗତ ତିନି ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନେ ପ୍ରାୟ ୩୧୬.୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। କୃଷକମାନେ ଫସଲ ଏବଂ ଗୃହପାଳିତ ପ୍ରାଣୀ ଆଦିକୁ ନେଇ ପ୍ରତିବର୍ଷ ହାରାହାରି ୧୦.୨୪ ଲକ୍ଷ କୋଟି…

ଇସ୍ରାଏଲକୁ ଦ୍ୱିତୀୟ ଥର ଏୟାରକ୍ରାଫ୍ଟ ପଠାଇଲା ଆମେରିକା

ଓ୍ବାଶିଂଟନ୍‌,୧୫।୧୦: ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୯ଦିନରେ ପହଞ୍ଚିଛି। ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରି ଆମେରିକା ଅନ୍ୟ ଏକ ଏୟାରକ୍ରାଫ୍ଟ କ୍ୟାରିଅର ଷ୍ଟ୍ରାଇକକୁ ଭୂ-ମଧ୍ୟ ସାଗରକୁ ପଠାଇଛି। ଏନେଇ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ସୂଚନା ଦେଇଛନ୍ତି। 📍NORFOLK,…

ମାନବୀୟ ସହାୟତା ଯୋଗାଇ ଦେବାକୁ ଇସ୍ରାଏଲ ପାଲେଷ୍ଟାଇନ ଶୀର୍ଷ ନେତାଙ୍କ ସହ ଆଲୋଚନା କଲେ ବାଇଡେନ…

ଓ୍ବାଶିଂଟନ,୧୫।୧୦ : (୦୧) ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ କଥାବାର୍ତ୍ତା କରିଛନ୍ତି। ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଟେଲିଫୋନରେ…

ବନ୍ଧକ ରଖାଯାଇଥିବା ଲୋକଙ୍କ ଅବସ୍ଥା ଦୟନୀୟ: ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି…

ଜେରୁଜେଲମ,୧୫।୧୦: (୦୧) ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ଶତାଧିକ ଇସ୍ରାଏଲ ଏବଂ ଅନ୍ୟ ଦେଶର ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ‘ହୋଷ୍ଟେଜ ଏବଂ ନିଖୋଜ ପରିବାର ଫୋରମ’ର ମେଡିକାଲ ଟିମର ମୁଖ୍ୟ ହାଗାଇ ଲେଭିନ ଅନ୍ତର୍ଜାତୀୟ ସମୁଦାୟକୁ…

ପୁଣି ଥରିଲା ଆଫଗାନିସ୍ତାନ

କାବୁଲ,୧୫।୧୦: ପୁଣି ଥରେ ଥରିଛି ପଶ୍ଚିମ ଆଫଗାନିସ୍ତାନ। ରବିବାର ସକାଳେ ଆଫଗାନିସ୍ତାନର ପଶ୍ଚିମ ଇଲାକାରେ ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି, ଗତ କିଛି ସପ୍ତାହ ମଧ୍ୟରେ ଲଗାତାର ଭୂକମ୍ପ…

ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କ ପାଇଁ ୫୩ଟନ ରିଲିଫ ସହାୟତା ପଠାଇଲା ୟୁଏଇ

କାବୁଲ,୧୫।୧୦: ୟୁଏଇ ଉତ୍ତର-ପଶ୍ଚିମ ହେରାତର ଭୂକମ୍ପ ପ୍ରଭାବିତ ଆଫଗାନିସ୍ତାନୀଙ୍କୁ ସାହାଯ୍ୟର ହାତ ବଢାଇଛି। ଭୂକମ୍ପରେ ପ୍ରଭାବିତ ଆଫଗାନିସ୍ତାନୀଙ୍କୁ ସାହାଯ୍ୟ କରିବା ପାଇଁ ଦୁଇଟି ବିମାନରେ ୫୩ ଟନ ରିଲିଫ ସହାୟତା ପଠାଇଛି। ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ…

ବନ୍ଧକ ବ୍ୟକ୍ତିଙ୍କୁ ଫେରାଇଆଣିବା ପାଇଁ ଇସ୍ରାଏଲ ଅଧିକାରୀଙ୍କ ଆଗରେ ଦାବି କଲେ ସମ୍ପର୍କୀୟ

ଜେରୁଜେଲମ,୧୫।୧୦: ଇସ୍ରାଏଲ-ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ୧୦ଦିନରେ ପହଞ୍ଚିଛି। କିନ୍ତୁ ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଇସ୍ରାଏଲ କ୍ରମାଗତ ଭାବେ ଗାଜା ଷ୍ଟ୍ରିପ ଉପରେ ରକେଟ ଆକ୍ରମଣ କରୁଛି। ଏହି ଆକ୍ରମଣରେ ଶତାଧିକ ଲୋକ ପ୍ରାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri