ଅନ୍ତର୍ଜାତୀୟ

ଇସ୍ରାଏଲ ବିରୋଧରେ ଏକଜୁଟ ହେଉଛନ୍ତି ସମଗ୍ର ବିଶ୍ୱର ମୁସଲମାନ, ସାଉଦି ଆରବରେ ହେବ ୫୭ ଦେଶର ଜରୁରୀକାଳୀନ ବୈଠକ; ଜାଣନ୍ତୁ…

ଜେରୁଜେଲମ,୧୮।୧୦: ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ପରେ ସମଗ୍ର ବିଶ୍ୱର ମୁସଲମାନମାନେ ଇସ୍ରାଏଲ ବିରୋଧରେ ଏକଜୁଟ ହେଉଛନ୍ତି। ଗାଜା ଉପରେ ଲଗାତାର ଭାବେ ହେଉଥିବା ଆକ୍ରମଣକୁ ନେଇ ସାଉଦି…

ଗାଜା ହସପିଟାଲ ଆକ୍ରମଣର ପଛରେ ରହିଛି କାହାର ହାତ? ଯେଉଁଥିରେ ଚାଲିଗଲା ୫୦୦ ଲୋକଙ୍କ ଜୀବନ, ଜାଣନ୍ତୁ କ’ଣ କହୁଛନ୍ତି ବିଭିନ୍ନ ଦେଶ

ନୂଆଦିଲ୍ଲୀ, ୧୮।୧୦: ଗାଜାର ଅଲ-ଅହଲୀ ହସପିଟାଲରେ କଥିତ ଇସ୍ରାଏଲି ଆକ୍ରମଣ ଏୟାର ଷ୍ଟ୍ରାଇକରେ ଅତି କମରେ ୫୦୦ ଲୋକେ ମୃତ୍ୟୁ ବରଣ କରିଛନ୍ତି । ଅନେକ ମୁସଲିମ ଦେଶ ଇସ୍ରାଏଲକୁ ଏଥିପାଇଁ ଦାୟୀ କରୁଥିବା ବେଳେ , ଇସ୍ରାଏଲ ଏହି ଦାବୀକୁ…

ଇସ୍ରାଏଲରେ ମହିଳାଙ୍କ ସହ ବର୍ବରତା, ଗୋଟିଏ ପରେ ଗୋଟିଏ ମହିଳା ସୈନିକଙ୍କୁ ନିର୍ମମ ଭାବରେ ହତ୍ୟା କରୁଛି ହମାସ, ସାମ୍ନାକୁ ଆସିଲା ଭିଡିଓ

ଜେରୁଜେଲମ,୧୮।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର କୌଣସି ନାଁ ନେଉନାହିଁ। ଯୁଦ୍ଧ ଆରମ୍ଭ ହେବାର ଦଶ ଦିନ ବିତିଗଲାଣି, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପଛକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ଯୁଦ୍ଧରେ ଏ…

ସ୍କୁଲରେ ଶିକ୍ଷକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଆଇଏସ ସଦସ୍ୟ

ପ୍ୟାରିସ,୧୮।୧୦: ଗତ ସପ୍ତାହରେ ଉତ୍ତର ଫ୍ରାନ୍ସରେ ଜଣେ ସ୍କୁଲ ଶିକ୍ଷକଙ୍କ ହତ୍ୟା ଘଟଣାର କିଛି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଦେଇଥିବା ଅଭିଯୋଜକ ବା ଓକିଲ କହିଛନ୍ତି ଯେ ଅଭିଯୁକ୍ତ ଯୁବକଙ୍କ ମୋବାଇଲ ଫୋନରୁ ଏକ ଅଡିଓ କ୍ଲିପ ମିଳିଛି।…

ନେତାନ୍ୟାହୁଙ୍କ ପୋଷ୍ଟ ଯୋଗୁ ହସ୍ପିଟାଲରେ ହେଲା ବିସ୍ଫୋରଣ

ଗାଜା,୧୮୧୦: ଲଗାତାର ୧୨ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି ଇସ୍ରାଏଲ୍ ଆକ୍ରମଣାତ୍ମକ ଭାବରେ ହମାସକୁ ଆକ୍ରମଣ କରୁଛ ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ହମାସ ସମର୍ଥିତ ଅଲ-ଅହଲି ଗାଜାର ଆରବ ହସ୍ପିଟାଲରେ ଏକ ବଡ଼ ଧରଣର…

ୟୁଜରଙ୍କ ପକେଟ ଖାଲି କରିବ ‘ଏକ୍ସ’: ଲାଇକ-ରିପୋଷ୍ଟ କଲେ ଦେବାକୁ ପଡ଼ିବ ବର୍ଷକୁ ୮୩.୨୩ ଟଙ୍କା…

ଓ୍ବାଶିଂଟନ, ୧୮।୧୦: ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଅଧିଗ୍ରହଣ କରିଛନ୍ତି। ସର୍ବପ୍ରଥମେ, ଏହି ପ୍ଲାଟଫର୍ମର ନାମ ଟୁଇଟରରୁ ଏକ୍ସ କୁ ପରିବର୍ତ୍ତନ କରାଯାଇଥିଲା ଏବଂ ବର୍ତ୍ତମାନ ଏକ ନୂତନ ସବସ୍କ୍ରିପଶନ ମଡେଲ କରାଯିବା ନେଇ ଯୋଜନା କରାଯାଇଛି। ଏହା…

ଇସ୍ରାଏଲ ଗସ୍ତ କରିବେ ସୁନକ

ଲଣ୍ଡନ,୧୮।୧୦: ଇସ୍ରାଏଲ-ହମାସ ବିବାଦ ଯୋଗୁ ଉତ୍ତେଜନା ବୃଦ୍ଧି ପାଉଛି। ଉଭୟ ପାର୍ଶ୍ୱରୁ ପ୍ରାୟ ପାଞ୍ଚ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ସପ୍ତାହରେ ଇସ୍ରାଏଲ ଗସ୍ତ କରିବାକୁ ଯାଉଛନ୍ତି ବୋଲି ସୂଚନା ଆସୁଛି।…

ଇସ୍ରାଏଲ ଉପରେ ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୧ ଜଣ ଆମେରିକୀୟଙ୍କ ମୃତ, ଲେବାନନ ଯାତ୍ରାକୁ ନେଇ ସରକାର ଜାରି କଲେ ଚେତାବନୀ

ଜେରୁଜେଲମ,୧୮।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଧୀରେ ଧୀରେ ଏକ ମାନବ ଦୁଃଖଦ ଘଟଣାରେ ପରିଣତ ହେଉଛି। ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଆମେରିକୀୟମାନେ ମଧ୍ୟ ଏହି ଯୁଦ୍ଧର ଶିକାର ହେଉଛନ୍ତି। ହ୍ବାଇଟ ହାଉସର…

ବାଇଡେନଙ୍କ ସହ ଆରବ ନେତାଙ୍କ ଶିଖର ସମ୍ମିଳନୀ ରଦ୍ଦ, ଗାଜାର ହସ୍ପିଟାଲ ଉପରେ ଆକ୍ରମଣ ପରେ ଉତ୍ତେଜନା

ଓ୍ବାଶିଂଟନ,୧୮।୧୦: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜାର ଏକ ଡାକ୍ତରଖାନା ଉପରେ ଆକ୍ରମଣ ପରେ ମଧ୍ୟ ପୂର୍ବରେ ଉତ୍ତେଜନା ଆହୁରି ବଢିବାରେ ଲାଗିଛି। ଏହି ଆକ୍ରମଣ କାରଣରୁ ଇସ୍ରାଏଲ ନିଜକୁ ରକ୍ଷା କରିବା ଅଧିକାରର ସମର୍ଥନ ଯୋଗାଡ ପାଇଁ ଆମେରିକାର କୂଟନନୈତିକ ପ୍ରୟାସକୁ…

ଗାଜାରେ ଉତ୍କଟ ଜଳସଙ୍କଟ

ଗାଜା ସିଟି,୧୮ା୧୦: ଯୁଦ୍ଧ ପ୍ରଭାବିତ ଗାଜା ଷ୍ଟ୍ରିପ୍‌ରେ ଉତ୍କଟ ଜଳାଭାବ ଦେଖାଦେଇଛି। ପାନୀୟ ଜଳ ଅଭାବରୁ ସେଠାରେ ମାନବ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଜଳ ସଙ୍କଟରୁ ଲୋକଙ୍କ ଜୀବନ ଯାଇପାରେ ବୋଲି ଜାତିସଂଘର ପାଲେଷ୍ଟାଇନ୍‌ ଦାୟିତ୍ୱରେ ଥିବା ଫିଲିପେ…

ଲଣ୍ଡନରେ ବିକ୍ଷୋଭ ବେଳେ ଗ୍ରେଟା ଥନ୍‌ବର୍ଗ ଗିରଫ

ଲଣ୍ଡନ,୧୮ା୧୦: ବ୍ରିଟେନ୍‌ର ଲଣ୍ଡନ ସହରରେ ତୈଳ ଓ ଗ୍ୟାସ୍‌ କମ୍ପାନୀ ବିରୋଧରେ ବିକ୍ଷୋଭ କରୁଥିବା ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ୨୦୧୮ରେ ସୁଇଡେନ୍‌ ପାର୍ଲାମେଣ୍ଟ ଆଗରେ ଜଳବାୟୁ ସୁରକ୍ଷା ନେଇ ସପ୍ତାହବ୍ୟାପୀ ବିକ୍ଷୋଭ କରିବା ପରେ…

ବୋମାବର୍ଷା ବନ୍ଦ ନ କଲେ ଭୟଙ୍କର ପରିଣାମ

ତେହରାନ/ବ୍ରସେଲ୍ସ,୧୮ା୧୦: ଗାଜା ଉପରେ ଇସ୍ରାଏଲ୍‌ ବୋମାମାଡ଼ ବନ୍ଦ ନ କଲେ ଏହାକୁ ବିରୋଧ କରୁଥିବା ଶକ୍ତିକୁ କେହି ଅଟକାଇପାରିବେ ନାହିଁ ବୋଲି ମଙ୍ଗଳବାର ଇରାନର ସୁପ୍ରିମ୍‌ ଲିଡର ଆୟାତୋଲ୍ଲା ଅଲି ଖୋମିନି ଚେତାବନୀ ଦେଇଛନ୍ତି। ହମାସ୍‌ ଆତଙ୍କବାଦୀମାନେ ଗାଜା ସୀମା ଅତିକ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri